Cocaine Seized - The Sakala

ରାଜଧାନୀ ଦିଲ୍ଲୀରୁ ୯୦୦ କୋଟିର କୋକେନ ଜବତ କଲା ଏନସିବି
ନୂଆଦିଲ୍ଲୀ: କୋକେନ କବଳରେ ରାଜଧାନୀ ଦିଲ୍ଲୀ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁର(ଏନସିବି) ରାଜଧାନୀ ଦିଲ୍ଲୀର ନାଙ୍ଗଲୋ ଓ ଜନକପୁରୀ ରୁ ୮୨ କେଜିରୁ ଅଧିକ ଓଜନର କୋକେନ ଜବତ କରିଛି। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୯୦୦ କୋଟି ଟଙ୍କା ହେବ। ଏହି ନିଶାଦ୍ରବ୍ୟକୁ ଗୋଟିଏ କୋରିୟର ଅଫିସରୁ ଜବତ କରାଯାଇଛି। ଏସବୁ ଅଷ୍ଟ୍ରେଲିଆ ପଠା ଯାଇଥାନ୍ତା। ଏହା ପୂର୍ବରୁ ଏନସିବି ଓ ଭାରତୀୟ ନୌସେନାର ଟିମ୍‌ ଗୁଜରାଟ ଉପକୂଳରୁ ୭୦୦ କେଜିର ନିଶାଦ୍ରବ୍ୟ ଜବତ କରିଥିଲା। ଏହି ଘଟଣାରେ ୮ ଜଣ ଇରାନ ନାଗରିକଙ୍କୁ ଗିରଫ କରାଯାଇଛି। ଗୋଟିଏ ଦିନରେ ଦୁଇଟି ବଡ଼ବଡ଼ ନିଶା କାରବାର ରାକେଟର ଫର୍ଦ୍ଦାଫାସ କରିଥିବା ଏନସିବିକୁ ଅମିତ ଶାହା ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।

ଏନ୍‌ସିବିର ସୂଚନା ଅନୁସାରେ ଜବତ ହୋଇଥିବା କୋକେନ୍‌କୁ ଅଷ୍ଟ୍ରେଲିଆ ପଠାଯିବାର ଥିଲା। ଏଥିରୁ କିଛି ମାତ୍ରାରେ କୋରିୟର ଓ ଛୋଟ କାର୍ଗୋ ସେବା ମାଧ୍ୟମରେ ପଠାଯାଉଥିବା ବେଳେ ଧରାପଡ଼ିଥିଲା। ଏଥିରେ ସଂପୃକ୍ତ ଲୋକେ ହାୱଲା ମାଧ୍ୟମରେ ଅପରେଟ୍ କରନ୍ତି। ଜଣେ ଅନ୍ୟ ଜଣଙ୍କ ପାଇଁ ଅଚିହ୍ନା। ଏମାନେ ପ୍ରତିଦିନ କଥାବାର୍ତ୍ତା ପାଇଁ ଛଦ୍ମନାମ ବ୍ୟବହାର କରିଥାନ୍ତି ବୋଲି ଜଣାପଡିଛି ।

ଜାହାଜରୁ ୨୨୦କୋଟି ଟଙ୍କାର କୋକେନ ଜବତ ଘଟଣା: ତଦନ୍ତରେ ସହଯୋଗ ପାଇଁ ପାରାଦ୍ବୀପରେ ପହଞ୍ଚିଲେ ୨ ଇଣ୍ଟରପ୍ରିଟର୍
ପାରାଦ୍ଵୀପ: ଜାହାଜରୁ ୨୨୦କୋଟି ଟଙ୍କାର କୋକେନ ଜବତ ଘଟଣା। ପାରାଦ୍ଵୀପରେ ପହଞ୍ଚିଲେ ୨ ଇଣ୍ଟରପ୍ରିଟର୍ । ଜାହାଜ ସଦସ୍ଯଙ୍କ ଭାଷାକୁ ବୁଝିବା ପାଇଁ ଆସିଛନ୍ତି ଇଣ୍ଟରପ୍ରିଟର । ଜାହାଜର ସମସ୍ତ ସଦସ୍ଯ ଭିଏତନାମର ହୋଇଥିବାରୁ ତଦନ୍ତରେ ହେଉଥିଲା ଅସୁବିଧା। ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିବା ବେଳେ ଅନୁବାଦକଙ୍କର ସହଯୋଗ ନିଆଯାଇଛି । ଜାହାଜକୁ ଗତ ରାତିରେ ସାଉଥ ବର୍ଥରୁ ପିଆଇସିଟି ବର୍ଥକୁ ଅଣାଯାଇଅଛି । ଜାହାଜରେ ତଦନ୍ତ କରୁଛନ୍ତି ୧୮ ଜଣିଆ ଟିମ୍।

ସୂଚନାଯୋଗ୍ୟ, ନଭେମ୍ବର ୧ ତାରିଖରେ ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ ମଧ୍ୟକୁ ଇଣ୍ଡୋନେସିଆରୁ ଆସିଥିବା ଏକ ଭେସେଲରୁ ୨ଶହ ୨୦ କୋଟି ଟଙ୍କାର କୋକେନ୍ ଜବତ କରିଥିଲା କଷ୍ଟମ ବିଭାଗ । ଏହି ଘଟଣାର ତଦନ୍ତ ଏନସିବି କରୁଥିବା ବେଳେ ଭେସେଲର ସମସ୍ତ କ୍ରିୟୁ ସଦସ୍ୟ ଭିଏତନାମର ହୋଇଥିବାରୁ ଭାଷାଗତ ସମସ୍ୟା ତଦନ୍ତରେ ବାଧା ସୃଷ୍ଟି କରିଥିଲା । ତେଣୁ ଅନୁବାଦକଙ୍କର ସହାୟତା ନିଆଯାଇଛି । ତେବେ ଏତେ ଟଙ୍କାର କୋକେନ୍ କେଉଁଠୁ ଆସିଥିଲା ଏବଂ କେଉଁଠିକୁ ଯାଉଥିଲା ତଦନ୍ତ ପରେ ଏହାର ରହସ୍ୟ ଖୋଲିବ ବୋଲି କୁହାଯାଉଛି ।

ପାରାଦୀପରୁ ୨୨୦ କୋଟିର କୋକେନ ଜବତ ଘଟଣାରେ NCBର ତନାଘନା, ଅଟକ କ୍ରିଉ ମେମ୍ବରଙ୍କୁ ପଚରାଉଚରା
ପାରାଦୀପ: ପାରାଦୀପରେ ଏକ ଜାହାଜରୁ କୋକେନ ଜବତ ହେବା ପରେ ଆରମ୍ଭ ହୋଇଛି ଛାନଭିନ। ପାରାଦୀପ ବନ୍ଦରରେ ଲାଗିଥିବା ଏମଭି-ଦେବୀ ନାମକ ଏକ ଜାହାଜରୁ ୨୨ଟି କୋକେନ ପ୍ୟାକେଟ୍ ଜବତ ହେବା ପରେ ତଦନ୍ତ ଜାରି ରଖିଛି NCB ଟିମ । ଅଟକ ଥିବା କ୍ରିଉ ମେମ୍ବରଙ୍କୁ ଆଜି ପଚରାଉଚରା କରିଛି NCB । ଜାହାଜର କ୍ୟାପଟେନଙ୍କ ସମେତ ୨୧ ଜଣ ନାବିକଙ୍କୁ ଜେରା କରିଛି NCB ।

ଇଣ୍ଡୋନେସିଆରୁ ଆସିଥିବା ଏମଭି-ଦେବୀ ପାନାମା ନାମକ ଜାହାଜରୁ ମିଳିଥିଲା ଏହି କୋକେନ। ୨୨ଟି କୋକେନ ପ୍ୟାକେଟ୍ ଜବତ ହେବା ପରେ ତଦନ୍ତ ଜାରି ରହିଛି। ପ୍ରତି ପ୍ୟାକେଟର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି । କଷ୍ଟମ୍ସ ବିଭାଗ ପକ୍ଷରୁ ଚଢ଼ାଉ ବେଳେ ମିଳିଥିଲା ବ୍ୟାପକ ପରିମାଣର ନିଶାଦ୍ରବ୍ୟ। ଘଟଣାରେ ଜାହାଜର କ୍ୟାପଟେନଙ୍କୁ ମଧ୍ୟ ଜେରା କରିପାରେ କ୍ରାଇମବ୍ରାଞ୍ଚର STF ଟିମ୍।

ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଓ ପରେ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଥିଲା। ଜାହାଜର ମାଲିକ ଭିଏତନାମର ହୋଇଥିବା ବେଳେ ଜାହାଜରେ ଥିବା ୨୧ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ଏତେ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା ଓ କୁଆାଡ଼େ ଯାଇଥାନ୍ତା ତାକୁ ନେଇ ଖୋଳତାଡ଼ କରାଯାଉଛି।