Google Pay - The Sakala

ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ୍ ଆକ୍ଟ ୨୦୨୬: ₹୨୦୦୦ ପର୍ଯ୍ୟନ୍ତ ୟୁପିଆଇ ଏବଂ ରୁପେ କାରବାର ଉପରେ କୌଣସି ଶୁଳ୍କ ନାହିଁ
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ଏକ ନୂଆ ବିଜ୍ଞପ୍ତି ଜାରି କରାଯାଇଛି, ଯାହା ଅନୁଯାୟୀ ୟୁପିଆଇ (UPI) ଏବଂ ରୁପେ (RuPay) ଡେବିଟ୍ କାର୍ଡ ଜରିଆରେ କରାଯାଉଥିବା ₹୨,୦୦୦ ପର୍ଯ୍ୟନ୍ତ କାରବାର ଉପରେ କୌଣସି ପ୍ରକାରର ଚାର୍ଜ ବା ଶୁଳ୍କ ଲାଗିବ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ନିକଟରେ ସଂସୋଧିତ ହୋଇଥିବା ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ୍ ଆକ୍ଟ ୨୦୨୬ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି, ଯାହା ଗ୍ରାହକ ଏବଂ ଛୋଟ ବ୍ୟବସାୟୀମାନଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ।

₹୨୦୦୦ ପର୍ଯ୍ୟନ୍ତ କାରବାର ଉପରେ କୌଣସି ଶୁଳ୍କ ନାହିଁ

ଭାରତର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ ନୂତନ ସଂଶୋଧନ ଆଧାରରେ ସାଧାରଣ ଗ୍ରାହକମାନଙ୍କ ଉପରେ କୌଣସି ନୂଆ ଶୁଳ୍କ ଲଗାଯିବ ନାହିଁ। ରାସ୍ତା କଡ଼ର ଉଠା ଦୋକାନୀ, କ୍ୟାବ୍ ଡ୍ରାଇଭର ଏବଂ ଛୋଟ କିରାନା ଦୋକାନୀମାନଙ୍କୁ କରାଯାଉଥିବା ପେମେଣ୍ଟ୍ ସମ୍ପୂର୍ଣ୍ଣ ମାଗଣା ରହିବ। ଗୁଗଲ୍ ପେ (Google Pay), ଫୋନ୍ ପେ (PhonePe) ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାରକାରୀମାନେ ପୂର୍ବଭଳି ସହଜରେ କାରବାର କରିପାରିବେ । ଏହି ନିୟମ ମୂଳ ଆଇନର ସେକ୍ସନ୍ ୧୦ଏ (Section 10A) ଅଧୀନରେ ଲାଗୁ କରାଯାଇଛି।

₹୨୦୦୦ ରୁ ଅଧିକ ଟଙ୍କାର କାରବାର ହେଲେ କ'ଣ ହେବ?

ଯଦିଓ ₹୨,୦୦୦ ପର୍ଯ୍ୟନ୍ତ କାରବାର ସମ୍ପୂର୍ଣ୍ଣ ମାଗଣା ରହିବ, ତେବେ ତା'ଠାରୁ ଅଧିକ ମୂଲ୍ୟର ବ୍ୟାବସାୟିକ କାରବାର (Person-to-Merchant ବା P2M) ପାଇଁ ଆଗାମୀ ଦିନରେ ଏକ ସାମାନ୍ୟ ମର୍ଚ୍ଚାଣ୍ଟ୍ ଡିସକାଉଣ୍ଟ୍ ରେଟ୍ (MDR) ଆଦାୟ ହେବାର ସମ୍ଭାବନା ରହିଛି। କିନ୍ତୁ, ଏହି ଶୁଳ୍କ କେବଳ ବଡ଼ ବ୍ୟବସାୟୀମାନଙ୍କୁ ଦେବାକୁ ପଡ଼ିବ ଏବଂ ଗ୍ରାହକଙ୍କୁ ନିଜ ପକେଟରୁ କିଛି ବି ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହା ସହିତ ଗୋଟିଏ ବ୍ୟକ୍ତିଗତ ବ୍ୟାଙ୍କ ଖାତାରୁ ଅନ୍ୟ ବ୍ୟକ୍ତିଗତ ଆକାଉଣ୍ଟକୁ (Person-to-Person) କରାଯାଉଥିବା ଟ୍ରାନ୍ସଫର ସର୍ବଦା ମାଗଣା ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

କାହିଁକି ଏହି ନିଷ୍ପତ୍ତି?

ସରକାରୀ ପରିସଂଖ୍ୟାନ ଅନୁଯାୟୀ, ବର୍ତ୍ତମାନ ଦେଶରେ ମାତ୍ର ୪% ରୁ ୫% ୟୁପିଆଇ କାରବାର ₹୨,୦୦୦ ରୁ ଅଧିକ ହେଉଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ସୀମିତ ଟ୍ରାଞ୍ଜାକସନ୍ ମୋଟ ପେମେଣ୍ଟ୍ ମୂଲ୍ୟର ପ୍ରାୟ ୬୫% ଅଂଶ ଗ୍ରହଣ କରୁଛି। ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଏବଂ ପରିଚାଳନା ଖର୍ଚ୍ଚ ଭରଣା କରିବା ପାଇଁ ବଡ଼ ବ୍ୟବସାୟିକ ନେଣଦେଣ ଉପରେ ୦.୨୫% ରୁ ୦.୪% ମଧ୍ୟରେ ଏମ୍‌ଡିଆର୍ ଲଗାଇବାକୁ ଆଲୋଚନା ଚାଲିଛି। ତେବେ ସାଧାରଣ ନାଗରିକଙ୍କ ଡିଜିଟାଲ୍ ଦେୟ ଏବଂ ନିତିଦିନିଆ ଖର୍ଚ୍ଚରେ ଏହା କୌଣସି ପ୍ରଭାବ ପକାଇବ ନାହିଁ।

ଗୁଗୁଲ୍‌-ପେ ୟୁଜର୍ସଙ୍କୁ ଝଟ୍‌କା ! ରିଚାର୍ଜ କଲେ ଦେବାକୁ ପଡ଼ିବ ଅତିରିକ୍ତ ଫି’
ନୂଆଦିଲ୍ଲୀ: ଗୁଗଲ ପେ ବ୍ୟବହାରକାରୀଙ୍କୁ ଲାଗିଛି ଝଟ୍‌କା। ଏଣିକି ଗୁଗଲ ପେ-ରେ ମୋବାଇଲ୍‌ ରିଚାର୍ଜ କଲେ ଅତିରିକ୍ତ ଫି ଦେବାକୁ ପଡ଼ିବ। ଅନେକ ୟୁଜର୍ସ ଦାବି କରିଛନ୍ତି ଯେ ଗୁଗୁଲ୍ ପେରେ କନ୍‌ଭିନେନ୍ସ ଟ୍ୟାକ୍ସ ନାମରେ ସେମାନେ ଟଙ୍କା ନେବା ଆରମ୍ଭ କରିଛନ୍ତି। ଅଦ୍ୟାବଧି ଗୁଗୁଲ୍ ପେ ମାଧ୍ୟମରେ ମୋବାଇଲ୍ ରିଚାର୍ଜ କରିବା ପାଇଁ କୌଣସି ଅତିରିକ୍ତ ଟଙ୍କା ଦେବାକୁ ପଡୁ ନ ଥିଲା, କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଏହାକୁ ଦେବାକୁ ପଡିବ। ଗୁଗୁଲ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ଦେଇନାହିଁ, କିନ୍ତୁ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହା ଦାବି କରିଛନ୍ତି।

ପ୍ରକାଶଥାଉକି, ମୋବାଇଲ୍ ରିଚାର୍ଜ ପାଇଁ ଫୋନ୍ ପେ ଏବଂ ପେଟିଏମ୍ ଅତିରିକ୍ତ ଚାର୍ଜ ନେଉଛି। ଯେତେବେଳେ ଅନ୍ୟ ଡିଜିଟାଲ ପେମେଣ୍ଟ ରିଚାର୍ଜ ପାଇଁ ଅତିରିକ୍ତ ଫି ନେବା ଆରମ୍ଭ କଲେ, ଗୁଗୁଲ୍ ପେରେ ମୋବାଇଲ୍ ରିଚାର୍ଜ ସର୍ବଦା ମାଗଣା ରହିବ ବୋଲି କହିଥିଲା ଗୁଗୁଲ।