odisha nws - The Sakala

ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ, ୨ ଆହତ
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଚଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଗୋଟିଏ ଦୁର୍ଘଟଣା ଇଟାମାଟି ଥାନା ବଡ଼ପଣ୍ଡୁସରରେ ହୋଇଥିବା ବେଳେ ଅନ୍ୟଟି ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ନିକଟରେ ଘଟିଛି। ଉଭୟ ସ୍ଥାନରେ ବାଇକ ସହ ବାଇକ ଧକ୍କା ହୋଇ ଦୁର୍ଘଟଣା ଘଟିଛି ।

୧୮ରୁ ଆଗ୍ନିକ ଓ ଅଗ୍ନିଶମ ଡ୍ରାଇଭର ନିଯୁକ୍ତି ପରୀକ୍ଷା
ଭୁବନେଶ୍ୱର: ଆଗ୍ନିକ ଓ ଆଗ୍ନିକ ଡ୍ରାଇଭର୍‌ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଆଗ୍ନିକ ପଦ ପାଇଁ ୫୮୭୭ଜଣ ଓ ଆଗ୍ନିକ ଡ୍ରାଇଭର ପଦ ୮୧୯ଜଣ ପ୍ରାର୍ଥୀ ଶାରୀରିକ ପରୀକ୍ଷା ପାଇଁ ଚୟନ ହୋଇଛନ୍ତି। ବିଭାଗୀୟ ୱେବ୍‌ସାଇଟ୍‌‌ www.odishafshgscd.gov.in‌ରେ ପ୍ରାର୍ଥୀ ତାଲିକା ଉପଲବ୍ଧ ହୋଇଛି। ଆସନ୍ତା ୧୮ତାରିଖରୁ କଟକ ନରାଜସ୍ଥିତ ଓଡ଼ିଶା ଫାୟାର୍‌ ଆଣ୍ଡ ଡିଜାଷ୍ଟର୍‌ ଇନ୍‌ଷ୍ଟିଚ୍ୟୁଟ୍‌‌ରେ ଶାରୀରିକ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ପ୍ରାର୍ଥୀମାନେ ଆର୍ଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ୍‌ କରିପାରିବେ। ସମୁଦାୟ ୮୨୬ ଆଗ୍ନିକ ଓ ୧୧୫ ଆଗ୍ନିକ ଡ୍ରାଇଭର୍‌ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି।

ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ । ତାଙ୍କୁ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ସଫଳତାର ସହ ରୂପାୟନ କରିବା ପାଇଁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଦାୟିତ୍ବ ଦେଇଥିଲେ ।

ମିଶନ ଶକ୍ତି ତାଙ୍କ ମାର୍ଗଦର୍ଶନରେ ଏବେ ଏକ ବଡ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି । ରାଜ୍ୟର ୭୦ ଲକ୍ଷ ମହିଳା ମିଶନ ଶକ୍ତି ସହ ଯୋଡି ହୋଇଛନ୍ତି । ଗତ ବର୍ଷ ମହିଳା ଏସଏଚଜିମାନଙ୍କୁ ରେକର୍ଡ ୧୧ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଚଳିତ ବର୍ଷ ୧୫ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏବେ ରାଜ୍ୟରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶକୁ ଗୁରୁତ୍ବ ଦେଉଛନ୍ତି ସରକାର । ଜିଲ୍ଲା କଳା ସଂସ୍କୃତି ସଂଗଠନ ଓ ବ୍ଲକ କଳା ସଂସ୍କୃତି ସଂଘକୁ ଗୁରୁତ୍ବ ଦିଆଯାଉଛି । ସରକାର ଏବେ କଳା ଓ ସଂସ୍କୃତିର ବିକାଶକୁ ଗୁରୁତ୍ବ ଦେବା ସହ ଅଧିକ ପାଣ୍ଠି ଯୋଗାଇଦେଉଛନ୍ତି । ଏଭିତରେ ଓଡିଆ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ପ୍ରବାସୀ ଓଡିଆଙ୍କ ପାଇଁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରାଯାଇଛି । ଏହି ନିର୍ଦ୍ଦେଶାଳୟ ପ୍ରବାସୀ ଓଡିଆଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରୁଛି । ଏଭଳି ଏକ ପୃଷ୍ଠଭୂମୀରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନୂଆ ଦାୟିତ୍ବ ରାଜ୍ୟରେ କଳା ଓ ସଂସ୍କୃତିର ବିକାଶକୁ ସରକାର ଗୁରୁତ୍ବ ଦେଉଥିବା ସୂଚାଉଛି । ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଏହି ବିଭାଗର ଦାୟିତ୍ବ ମିଳିବା ପରେ ରାଜ୍ୟର ଭାଷା ସାହିତ୍ୟ ଓ ସଂସ୍କୃତିରେ ଏକ ବଡ ରୂପାନ୍ତରଣ ଆସିବ ବୋଲି ଆଶା କରାଯାଉଛି ।