Tiger Fear - The Sakala

ଭୁବନେଶ୍ୱର ବିମାନବନ୍ଦର ନିକଟରେ ବାଘ ଆତଙ୍କ ! ସ୍ଥାନୀୟ ଲୋକେ ଭୟଭୀତ
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ବାଘ ଆତଙ୍କ । ବିମାନ ବନ୍ଦର ଡ଼ମ୍ପିଙ୍ଗ ୟାର୍ଡ଼ରେ କାମ କରୁଥିବା ସମୟରେ ସକାଳ 9.29 ସମୟରେ ଜଣେ ମହିଳା କର୍ମଚାରୀ ବାଘକୁ ଦେଖିଥିବା କହିଛନ୍ତି । କଳା ଛିଟା ଥିବା ବଡ଼ ହଳଦିଆ ରଙ୍ଗ ବାଘ ଗଛ ଚଢି ଯାଉଥିବା ବେଳେ ଭୟରେ ସମସ୍ତେ ଦୌଡ଼ିବାକୁ ଲାଗିଥିଲେ । ଏ ନେଇ ସେମାନେ ବିମାନ ବନ୍ଦର କର୍ତୃପକ୍ଷଙ୍କୁ ସୂଚନା ଦେଇଛନ୍ତି । ବନ ବିଭାଗକୁ ବି ସେମାନେ ଖବର ଦେଇଛନ୍ତି । ହେଲେ ଏ ଯାଏଁ ସେମାନେ ଆସି ନଥିବାରୁ ଭୟ ବଢିଛି । ବାଘର ପାଦ ଚି଼ହ୍ନ ବି ରହିଛି । ବାଘକୁ କାବୁ ନ କରିବା ଯାଏଁ କାମ କରିବେନି ବୋଲି ସମସ୍ତେ କହିଛନ୍ତି । ବିମାନବନ୍ଦର ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

ସାବଧାନ, ଗାଁ ନିକଟରେ ବୁଲୁଛି ବାଘ ! କେନ୍ଦୁଝର ଆନନ୍ଦପୁର ପଞ୍ଚୁପଲ୍ଲୀରେ ବାଘ ବୁଲୁଥିବାର ଭିଡିଓ ଭାଇରାଲ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଞ୍ଚୁପଲ୍ଲୀରେ ବାଘ ଆତଙ୍କ । ଗାଁ ନିକଟରେ ବାଘ ବୁଲୁଥିବା ଭିଡିଓ ହେଉଛି ଭାଇରାଲ। ଗାଁ ନିକଟ ବୈତରଣୀ ନଦୀ କୂଳରେ ଥିବା ଚାଷ ଜମିରେ ବାଘ ଯାଉଥିବା ଏକ ଭିଡିଓ ଭାଇରାଲ୍ ହେବା ପରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଚାଷ ଜମିରେ ବାଘ ପଞ୍ଝା ଦେଖିବାକୁ ପାଇଛି ବନ ବିଭାଗ ଟିମ୍ ।

ତଦନ୍ତ ପରେ ବାଘଟି କଲରାପତରିଆ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି । ପାଦ ଚିହ୍ନର ତଦନ୍ତ ପରେ ହଦଗଡ଼ ଅଭୟାରଣ୍ୟରୁ ବାଘଟି ଆସି ପୁନର୍ବାର ଫେରି ଯାଇଥିବା ଅନୁମାନ କରାଯାଉଛି । ତେବେ ଘଟଣାକୁ ନେଇ କେହି ଭୟଭୀତ ନହେବାକୁ ଡିଏଫଓ ଅନୁରୋଧ କରିଛନ୍ତି । ଅତି ଜରୁରୀ ଥିଲେ ଏକୁଟିଆ ବାହାରକୁ ନବାହାରିବା ସହିତ ରାତିରେ ଲାଇଟ ଧରି ବାହାରିବାକୁ କହିଛନ୍ତି । ‘ପାଖରେ ଅଭୟାରଣ୍ୟ ଥିବାରୁ ଏମିତି ଚାଲିଆସିବା ସାଧାରଣ କଥା’ । ‘ଆମ କର୍ମଚାରୀ ସେଠାରେ ଉପସ୍ଥିତ ଅଛନ୍ତି, ନଜର ରଖିଛନ୍ତି’ । ‘ଲୋକମାନେ ଭୟଭୀତ ହୁଅନ୍ତୁନି, ସଂଧ୍ୟା ହେଲେ ସେ ପଳାଇବ’ ବୋଲି PCCF ସୁଶାନ୍ତ ନନ୍ଦ କହିଛନ୍ତି ।