Sam Altman - The Sakala

ମାଇକ୍ରୋସଫ୍ଟରେ ଯୋଗଦେବେ ଓପନ୍‌ଏଆଇରୁ ବହିଷ୍କୃତ ସାମ ଅଲ୍‌ଟମ୍ୟାନ୍
ନୂଆଦିଲ୍ଲୀ: କିଛିଦିନ ତଳେ କମ୍ପାନୀରୁ ବହିଷ୍କାର କରାଯାଇଥିବା ଚାଟଜିପିଟ ଓପନ୍‌ଏଆଇର ସିଇଓ ସାମ ଅଲ୍‌ଟମ୍ୟାନଙ୍କୁ ମିଳିଛି ନୂଆ ଚାକିରି । ସାମ ଅଲ୍‌ଟମ୍ୟାନ୍ ଏବେ ମାଇକ୍ରୋସ୍ପପ୍ଟରେ ଯୋଗଦେବେ ।  ଏ ନେଇ  ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଦେଲା ‘ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଅଲ୍‌ଟମ୍ୟାନଙ୍କ ସହ ଇସ୍ତଫା ଦେଇଥିବା କମ୍ପାନୀର କୋ ଫାଉଣ୍ଡର ଗ୍ରେଗ ବ୍ରୋକମ୍ୟାନ ମଧ୍ୟ ମାଇକ୍ରୋସଫ୍ଟରେ ଜଏନ କରିବେ । ଉଭୟେ କମ୍ପାନୀର ଏକ ନୂଆ ଆଡଭାନ୍ସ ଏଆଇ ରିସର୍ଚ୍ଚ ଟିମରେ କାମ କରିବେ ।

ଓପନ ଏଆଇର ବୋର୍ଡ ଅଫ ଡାଇରେକ୍ଟର୍ସ ନଭେମ୍ବର ୧୭ ତାରିଖରେ ସିଇଓ ସାମ ଅଲ୍‌ଟମ୍ୟାନଙ୍କୁ ପଦରୁ ବହିଷ୍କାର କରିଥିଲେ । କମ୍ପାନୀ ପକ୍ଷରୁ ଶୁକ୍ରବାର ଜାରି ଏକ ବୟାନରେ କୁହାଯାଇଥିଲା, ଓପନ ଏଆଇର ନେତୃତ୍ୱ ନେବାରେ ତାଙ୍କର କ୍ଷମତା ଉପରେ ବୋର୍ଡ ଆଉ ଭରସା କରିପାରୁନି । ସାମ ଅଲ୍‌ଟମ୍ୟାନଙ୍କୁ ବହିଷ୍କାର କରିବା ପରେ ଓପେନ ଏଆଇର କୋ-ଫାଉଣ୍ଡର ତଥା ପ୍ରେସିଡେଣ୍ଟ ଗ୍ରେଗ ବ୍ରୋକମ୍ୟାନ ମଧ୍ୟ ଇସ୍ତଫା ଦେଇଥିଲେ । ଏପରିକି ଅଲ୍ଟମନଙ୍କ ଇସ୍ତଫା ପରେ ପରେ ୩ ଜଣ ବରିଷ୍ଠ ରିସର୍ଚ୍ଚର ଜେକବ ପଞ୍ଚାଂଗୀ, ଅଲେକଜାଣ୍ଡର ମ୍ୟେଣ୍ଡ୍ରି ଏବଂ ସିଜଗନ ସିଦୋର ମଧ୍ୟ ଇସ୍ତଫା ଦେଇଥିଲେ।

ଓପନ୍‌ ଏଆଇର ସିଇଓ ପଦରୁ ବହିଷ୍କୃତ ହେଲେ ସାମ୍ ଅଲ୍ଟମ୍ୟାନ
ନୂଆଦିଲ୍ଲୀ: ଚାଟ୍-ଜିପିଟି ପ୍ରସ୍ତୁତ କରିଥିବା ଓପନ୍‌ ଏଆଇର ସିଇଓ ପଦରୁ ସାମ୍ ଅଲ୍‌ଟମ୍ୟାନ୍ ବହିଷ୍କୃତ । ଚାଟ୍‌ଜିପିଟି ଭଳି ଆପ୍ ଲଞ୍ଚ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ‘ଓପନ୍ଏଆଇ’ କମ୍ପାନୀ ଏହାର ପ୍ରତିଷ୍ଠାତା ତଥା ସିଇଓ ସାମ୍ ଅଲ୍ଟମ୍ୟାନଙ୍କୁ ବରଖାସ୍ତ କରିଛି । ସେ କମ୍ପାନୀର କୋ-ଫାଉଣ୍ଡର ମଧ୍ୟ ଥିଲେ।

କମ୍ପାନୀର ସୂଚନା ଅନୁଯାୟୀ, ଓପନ ଏଆଇ ବୋର୍ଡକୁ ଅଲ୍ଟମ୍ୟାନଙ୍କ ଉପରେ ଆଉ ବିଶ୍ୱାସ ନାହିଁ। ତାଙ୍କର ନେତୃତ୍ୱ ଦକ୍ଷତା ଉପରେ ବୋର୍ଡର ବିଶ୍ୱାସ ନଥିଲା। ଯେଉଁଥିପାଇଁ ପଦରୁ ହଟାଇ ଦିଆଯାଇଛି । ତେବେ ସାମଙ୍କ ପରେ କମ୍ପାନୀର ପ୍ରମୁଖ ଟେକ୍ନୋଲୋଜି ଅଫିସର ମିରା ମୁର୍ତ୍ତୀଙ୍କୁ ମଧ୍ୟବର୍ତ୍ତୀ କାଳୀନ ସିଇଓ ଭାବରେ ନିଯୁକ୍ତ କରାଯାଇଛି। ଖୁବ୍ ଶୀଘ୍ର ସ୍ଥାୟୀ ସିଇଓଙ୍କୁ ଚୟନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଅଲ୍ଟମ୍ୟାନଙ୍କ ବରଖାସ୍ତ ସମଗ୍ର ଟେକ୍ନୋଲୋଜି ଜଗତକୁ ଆଶ୍ଚର୍ଯ୍ୟ କରିଛି।

ସାମ ଅଲ୍ଟମ୍ୟାନଙ୍କ ବହିଷ୍କାର ପରେ କମ୍ପାନୀର ସହ-ପ୍ରତିଷ୍ଠାତା ତଥା ପ୍ରେସିଡେଣ୍ଟ ଗ୍ରେଗ ବ୍ରୋକମ୍ୟାନ ମଧ୍ୟ OpneAIରୁ ଇସ୍ତଫା ଦେଇଛନ୍ତି। ସାମ୍‌ ଅଲ୍‌ଟ୍‌ମ୍ୟାନ୍‌ଙ୍କୁ ବହିଷ୍କାର କରାଯିବାର ଅଳ୍ପ କେତେ ଘଣ୍ଟା ପରେ ‘ଓପେନ୍‌ଏଆଇ’ର ସହ-ସଂସ୍ଥାପକ ଗ୍ରେଗ୍‌ ବ୍ରୋକ୍‌ମ୍ୟାନ୍‌ ଇସ୍ତଫା ଦେଇଛନ୍ତି।

୨୦୨୨ରେ ଚାଟ୍‌ଜିପିଟି ଲଞ୍ଚ କରି ୩୮ ବର୍ଷୀୟ ଅଲ୍ଟମ୍ୟାନ୍ ପୂରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲେ | ଅତି କମ୍ ସମୟ ମଧ୍ୟରେ ଚାଟ୍‌ଜିପିଟି ଲୋକପ୍ରିୟ ହୋଇପାରିଥିଲା | ଚାଟ୍‌ଜିପିଟି କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଏକ ଚାଟ୍‌ବଟ୍ ଯାହା କିଛି ସେକେଣ୍ଡ ମଧ୍ୟରେ ପ୍ରାୟ ସବୁ ବିଷୟ ସମ୍ପର୍କିତ ଉତ୍ତର ଦେଇପାରିବ ।