Assembly elections 2023 - The Sakala

ମଧ୍ୟପ୍ରଦେଶର ୨୩୦ ଆସନ ଓ ଛତିଶଗଡ଼ର ୭୦ ଆସନ ପାଇଁ ଚାଲିଛି ଭୋଟ୍‌ ଗ୍ରହଣ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭାର ମୋଟ ୨୩୦ଟି ଆସନ ସମେତ ଛତିଶଗଡରେ ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶରେ ୨୩୦ଟି ବିଧାନସଭା ଆସନ ଲାଗି ମୋଟ ୫.୬ କୋଟି ମତଦାତା ଭୋଟ ଦେବେ। ସେମାନଙ୍କ ମଧ୍ୟରେ ପ୍ରଥମଥର ଲାଗି ୨୩ ଲକ୍ଷରୁ ଅଧିକ ଯୁବ ଭୋଟର ପ୍ରଥମଥର ଲାଗି ମତଦାନ କରିବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଭୋଟ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେହିପରି ଛତିଶଗଡ଼ର ୭୦ଟି ଆସନ ପାଇଁ  ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ ୯୫୮ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ମୋଟ ୧୮ ହଜାର ୮୩୩ଟି ବୁଥରେ ମତଦାନ ଚାଲିଛି।  ପ୍ରଥମ ପର୍ଯ୍ୟାୟରେ ଗତ ୭ ତାରିଖରେ ୨୦ଟି ଆସନ ପାଇଁ ମତଦାନ କରାଯାଇଥିଲା।

ଉଭୟ ରାଜ୍ୟରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହେଇଛି। ଏହି ଭୋଟ ଗ୍ରହଣ ସନ୍ଧ୍ୟା ୫ଟା ଯାଏଁ ଚାଲୁ ରହିବ ବୋଲି ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ନକ୍ସଲ ପ୍ରଭାବିତ ବୁଥ୍ ଗୁଡିକରେ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଉଭୟ ବିଜେପି ଏବଂ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ମୁଖ୍ୟତଃ ଏହି ଦୁଇଟି ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବ ବୋଲି କୁହାଯାଉଛି।