South Africa vs Australia - The Sakala

ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ, ୧୯ରେ ଭାରତ ସହ ଟକ୍କର
କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯାଇଥିଲା । ତେବେ ସେମିଫାଇନାଲ୍‌ ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । କ୍ଷିଣ ଆଫ୍ରିକା ପ୍ରଥମେ ବ୍ୟଟିଂ କରି  ୪୯.୩  ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆ ୨୧୩ ରନର ଆବଶ୍ୟକତା ରହିଥିଲା। ଅଷ୍ଟ୍ରେଲିଆ ୪୭.୩ ଓଭରରେ ୭ ୱିକେଟ ହରାଇ ୨୧୫ରନ କରି ଆଜିର ମୁକାବାଲି ଜିତିବା ସହ ଫାଇନଲରେ ୨ୟ ଟିମ ଭାବେ ପ୍ରବେଶ କରିଛି।

ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେଭିସ୍‌ ହେଡ୍‌ ୪୮ ବଲରେ ୬୨ ରନ କରି ଆଉଟ ହୋଇଥିଲେ। ଡେଭିଡ୍‌ ୱାର୍ଣ୍ଣର୍‌ ୧୮ ବଲରେ ୨୯ ରନ କରି ଆଉଟ ହୋଇଥିଲେ। ମିସେଲ୍‌ ମାର୍ସ କୌଣସି ରନ ନ କରି ଆଉଟ ହୋଇଥିଲେ। ମାର୍ଣ୍ଣସ୍‌ ଲାଗୁସେନି ୩୧ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ଗ୍ଲେନ୍‌ ମ୍ୟାକ୍ସ‌ୱେଲ୍‌ ୫ ବଲରେ ୧ ରନ କରି ଆଉଟ ହୋଇଥିଲେ। ପାରିକୁ ଷ୍ଟିଭେନ୍‌ ସ୍ମିଥ୍ ସମ୍ଭାଳି ରଖିଥିଲେ। ତାଙ୍କ ସାଥ ଦେଇଥିଲେ ଜସ୍‌ ଇଙ୍ଗ୍‌ଲିସ୍‌ । ଷ୍ଟିଭେନ୍‌ ସ୍ମିଥ୍ ୬୨ ବଲରେ ୩୦ ରନ କରି ଆଉଟ ହୋଇଥିଲେ । ପରେ ମିସେଲ୍‌ ଷ୍ଟାର୍କ ଆସିଥିଲେ। ଜସ୍‌ ଇଙ୍ଗ୍‌ଲିସ୍‌ ୪୯ ବଲରେ ୨୮ରନ କରି ଆଉଟ ହୋଇଥିଲେ। ମିସେଲ୍‌ ଷ୍ଟାର୍କ ୩୮ ବଲରେ ୧୬ ରନ କରି ଅପରାଜିତ ରହିଥିବା ବେଳେ ପ୍ୟାଟ୍‌ କ୍ୟୁମିନ୍‌ସ୍‌ ୨୯ବଲରେ ୧୪ରନ କରି ଅପରାଜିତ ରହିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ତାବ୍ରେଜ୍‌ ଶାମ୍‌ସି ଓ ଜେରାଲ୍ଡ୍‌ କୋଟିଜି ୨ଟି ଲେଖାଏଁ ୱିକେଟ ନେଇଥିଲେ । ସେହିପରି ଏଡେନ୍‌ ମାର୍କରମ୍‌, କାଗିସୋ ରାବାଦା ଓ କେଶବ ମହାରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଗତକଲା ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଆଜି ୨ୟ ସେମିଫଇନା ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି। ଫାଇନାଲ ମ୍ୟାଚ ୧୯ ତାରିଖ ଅର୍ଥାତ ରବିବାର ଦିନ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ।

ବିଶ୍ବକପ୍‌ ଦ୍ବିତୀୟ ସେମିଫାଇନାଲ୍‌: ଅଷ୍ଟ୍ରେଲିଆକୁ ୨୧୩ ରନର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା
କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯାଛି । ତେବେ ସେମିଫାଇନାଲ୍‌ ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । କ୍ଷିଣ ଆଫ୍ରିକା ପ୍ରଥମେ ବ୍ୟଟିଂ କରି  ୪୯.୩  ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆ ୨୧୩ ରନର ଆବଶ୍ୟକତା ରହିଛି।

ଦକ୍ଷିଣ ଆଫ୍ରିକାର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ୧୪ ବଲରେ ୩ରନ କରି କ୍ବିଣ୍ଟନ୍‌ ଡି କକ୍‌ ଆଉଟ ହୋଇଥିବା ବେଳେ ତେମ୍ବା ବାବୁମା ୪ ବଲର ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ। ରେସି ଭାନ୍‌ ଡର୍‌ ଦୁସେନ୍‌ ୩୧ ବଲରେ ୬ ରନ କରି ଆଉଟ ହୋଇଥିଲେ । ଏଡେନ୍‌ ମାର୍କରମ୍‌ ୨୦ ବଲରେ ୧୯ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ହିନ୍‌ରିଚ୍ କ୍ଲାସେନ୍‌ ଓ ଡେଭିଡ୍‌ ମିଲର୍‌ ସମ୍ଭାଳିଥିଲେ। ହିନ୍‌ରିଚ୍ କ୍ଲାସେନ୍‌  ୪୮ ବଲରେ ୪୭ ରନ କରି ଆଉଟ ହୋଇଥିଲେ। ର୍କୋ ଜାନ୍‌ସେନ୍‌ ୧ ବଲରେ କୌଣିସି ରନ ନ କରି ଆଉଟ ହୋଇଥିଲେ। ଜେରାଲ୍ଡ୍‌ କୋଟିଜି ୩୯ ବଲରୋ ୧୯ରନ କରି ଆଉଟ ହୋଇଥିଲେ। କେଶବ ମହାରାଜ ୮ବଲରେ ୪ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳି ରଖିଥିବା ଡେଭିଡ୍‌ ମିଲର୍‌ ଏକ ଶତକୀୟ ପାରି ଖେଳି ଆଉଟ ହୋଇଥିଲେ। ଡେଭିଡ୍‌ ମିଲର୍‌ ୧୧୬ ବଲରେ ୧୦୧ ରନ କରି ଆଉଟ ହୋଇଥିଲେ। କାଗିସୋ ରାବାଦା ୧୨ ବଲରେ ୧୦ ରନ କରି ଆଉଟ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିସେଲ୍‌ ଷ୍ଟାର୍କ ଓ ପ୍ୟାଟ୍‌ କ୍ୟୁମିନ୍‌ ୩ଟି ଲେଖାଏଁ  ୱିକେଟ ନେଇଥିବା ବେଳେ ଜସ୍‌ ହେଜେଲ୍‌ଉଡ୍‌ ଓ ଟ୍ରେଭିସ୍‌ ହେଡ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲେ।