Gaikhai Dam - The Sakala

ପର୍ଯ୍ୟଟନ କ୍ଷେତ୍ରରେ ଯୋଡି ହେଲା ବଲାଙ୍ଗିରର ଗାଈଖାଇ ଡ୍ୟାମ୍
ବଲାଙ୍ଗିର: ପର୍ଯ୍ୟଟନ କ୍ଷେତ୍ରରେ ଯୋଡି ହେଲା ବଲାଙ୍ଗିରର ଗାଈଖାଇ ଡ୍ୟାମ । ରାଜ୍ୟ ସରକାରଙ୍କ ଜଙ୍ଗଳ ପରିବେଶ ବିଭାଗ ତରଫରୁ ଗାଈଖାଇ ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ ସହ ବୋଟିଂ ପାର୍କ, ଗେଷ୍ଟ ହାଉସ ନିର୍ମାଣ କରାଯାଇଛି ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଜଙ୍ଗଳ ବିଭାଗ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଗାଇଖାଇ ଇକୋ ଟୁରିଜିମ୍ ପାର୍କ ଓ ଗେଷ୍ଟ ହାଉସକୁ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଉଦଘାଟନ କରିଛନ୍ତି। ଉଦଘାଟନ ଅବସରରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଆରସିସିଏଫ, ଡିଏଫଓ ନୀତିଶ କୁମାରଙ୍କ ସମେତ ଜଙ୍ଗଳ ବିଭାଗର ଅଧିକାରୀ, କର୍ମଚାରୀ ମାନେ ଯୋଗଦେଇଥିଲେ ଓ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଗାଈଖାଇ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ଅଧକ୍ଷ ଭିକେ ପାଣ୍ଡିଆନ୍ ଏହାର ରିଭ୍ୟୁ କରିଥିଲେ ଓ ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଜଙ୍ଗଳ ବିଭଗ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦିନରାତି ଏକ କରି ନିର୍ମାଣ କରାଯାଇଥିଲା ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ନୂଆରୂପ ପାଇଛି ପର୍ଯ୍ୟଟନସ୍ଥଳୀ ଗାଈଖାଇ।