Boat Sink - The Sakala

ନାଇଜେରିଆରେ ଡଙ୍ଗା ବୁଡି ୧୭ ଯାତ୍ରୀ ମୃତ, ୭୦ରୁ ଉର୍ଦ୍ଧ୍ବ ନିଖୋଜ
ନାଇଜେରିଆ: ଉତ୍ତର ନାଇଜେରିଆରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ ୭୦ରୁ ଉର୍ଦ୍ଧ୍ବ ଲୋକ ନିଖୋଜ ହୋଇଯାଇଥିବା ନେଇ ସୂଚନା ମିଳିଛି । ଡଙ୍ଗାଟି ଶନିବାର ବିଳମ୍ବିତ ରାତିରେ ତାରବା ରାଜ୍ୟର ଆର୍ଦୋ-କୋଲା ଜିଲ୍ଲାର ଏକ ମାଛ ବଜାରରୁ ଫେରୁଥିବା ବ୍ୟବସାୟୀଙ୍କୁ ନେଇ ଯାଉଥିବାବେଳେ, ନାଇଜେରିଆର ଅନ୍ୟତମ ବୃହତ୍ତମ ବେନୁ ନଦୀରେ ବୁଡ଼ି ଯାଇଥିଲା । ଡଙ୍ଗାରେ ପାଖାପାଖି ୧୦୦ ରୁ ଅଧିକ ଯାତ୍ରୀ ଥିଲେ ଏବଂ ସେମାନଙ୍କ ଭିତରୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ, ୧୭ଟି ମୃତଦେହ ଉଦ୍ଧାର କରାଯାଇଛି । ଏହା ସହିତ ବାକି ୭୩ ଜଣ ନିଖୋଜ ଅଛନ୍ତି ବୋଲି ନାଇଜେରିଆର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସିର ମୁଖ୍ୟ ଲଦନ ଆୟୁବା ଗଣମାଧ୍ୟମକୁ କହିଛନ୍ତି।

ଅଧିକାରୀମାନେ ଏହି ଦୁର୍ଘଟଣାରର ପ୍ରକୃତ କାରଣ ଖୋଜୁଥିବା ତାରବା ପୋଲିସ ମୁଖପାତ୍ର ଉସମାନ ଅବଦୁଲ୍ଲା କହିଛନ୍ତି । ଉଦ୍ଧାରକାରୀସଂସ୍ଥାକୁ ସ୍ଥାନୀୟ ଓ ମତ୍ସ୍ୟଜୀବୀମାନେ ସାହାଯ୍ୟ କରୁଥିବା ଜଣାପଡିଛି ।