drowned - The Sakala

ଗାଧୋଇବାବେଳେ ପୋଖରୀରେ ବୁଡ଼ି ୩ ନାବାଳିକା ମୃତ
ନବରଙ୍ଗପୁର: ପୋଖରୀରେ ଗାଧୋଇବା ହେଲା କାଳ । ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀ ସମେତ ୩ ନାବାଳିକାଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସି ଗାଁରୁ ଆସିଛି ଏପରି ହୃଦୟ ବିଦାରକ ଖବର । ଘଟଣା ପରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ତିନି ନାବାଳିକାଙ୍କ ମଧ୍ୟରେ ଅଛନ୍ତି ଗାଁର ରାଜମନ ଗଣ୍ଡଙ୍କ ଦୁଇ ଝିଅ ସନ୍ଧ୍ୟା ଓ ସନ୍ଧିତା ଏବଂ ବାଲସାଇ ଗଣ୍ଡଙ୍କ ଝିଅ ଭୂମିକା। ମୃତକମାନଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୬ ବର୍ଷ ହୋଇଥିବା ବେଳେ ଜଣଙ୍କୁ ୫ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ସାଙ୍ଗ ହୋଇ ତିନି ନାବାଳିକା ଝିଅ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ଗାଧୋଉଥିବା ବେଳେ ହଠାତ ତିନି ଜଣ ନାବାଳିକା ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ତିନି ନାବାଳିକାଙ୍କୁ ମେଡିକାଲରେ ମୃତ ଘୋଷଣା କରିଛନ୍ତି ।

ରିଲ୍ସ ନିଶା ହେଲା କାଳ, ବ୍ରିଜ୍ରରୁ ସାଳନ୍ଦୀ ନଦୀକୁ ଡେଇଁ ଯୁବକ ନିଖୋଜ
ଭଦ୍ରକ: ରିଲ୍ସ କରିବା ପଡ଼ିଅଁଳା ମହଙ୍ଗା । ବ୍ରିଜ୍ରରୁ ସାଳନ୍ଦୀ ନଦୀକୁ ଡେଇଁ ରିଲ୍ସ କରୁଥିବାବେଳେ ଭାସିଗଲେ ଦୁଇ ଯୁବକ । ଜଣେ ଯୁବକ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣେ ଯୁବକ ଏବେ ବି ନିଖୋଜ ଅଛି । ଭଦ୍ରକ ପୁରୁଣା ବଜାର ଥାନା ନିକଟ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରେ ଅଘଟଣ । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ ।

ସୁବର୍ଣ୍ଣରେଖା କେନାଲରେ ବୁଡି ଶିଶୁପୁତ୍ରର ମୃତ୍ୟୁ
ବାରିପଦା: ବାରିପଦା ସହର ଉପକଣ୍ଠ ମହାରାଜାପୁର ନିକଟ ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ବୁଡିଯାଇ ସ୍ଥାନୀୟ ଅଞ୍ଚଳର ଏକ ୬ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି । ମୃତ ଶିଶୁପୁତ୍ର ଜଣଙ୍କ ହେଲା ଦକ୍ଷିଣ ମୁର୍ମୁଙ୍କ ପୁଅ ଠାକରା । ଘର ଲୋକଙ୍କ ଅଜାଣତରେ ସେ ଗାଧୋଇବାକୁ ଯାଇଥିବାବେଳେ କେନାଲ ପାଣିରେ ବୁଡିଯାଇଥିଲା । ସ୍ଥାନୀୟ ଲୋକ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରି ଭଞ୍ଜପୁର ପୁଲିସକୁ ଖବର ଦେବାପରେ ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ ପିଆର ଏମ ମେଡିକାଲ କଲେଜ ଓ ହସ୍ପିଟାଲ ପଠାଇ ଅଧିକ ତଦନ୍ତ କରୁଛି।

ନଦୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ
ବାଲେଶ୍ବର: ନଦୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ମିରିପୁରଖଇରା ଗ୍ରାମର ବ୍ରହ୍ମାନନ୍ଦ ଗୋଛାୟତଙ୍କ ପୁଅ ଅମିତ ଗୋଛାୟତ ଆଜି ଘର ପାଖ ନଦୀରେ ଗାଧୋଇଥିବା ବେଳେ ଗୋଡ଼ ଖସି ଯିବାରୁ ନଦୀରେ ଥିବା ଗଣ୍ଡରେ ପଡିଯାଇଥିଲେ। ସଙ୍ଗେସଙ୍ଗେ ନଦୀ ପାଖରେ ଜଣେ ବ୍ୟକ୍ତି ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଓ ସ୍ଥାନୀୟ ଲୋକମାନେ ଅମିତକୁ ଉଦ୍ଧାର କରି ସିମୁଳିଆ ମେଡିକାଲ ରେ ଭର୍ତ୍ତି କରିଥିଲେ। ଡାକ୍ତର ଦେଖିବା ପରେ ସେଠାରେ ମୃତ ଘୋଷଣା କରିଥିଲେ । ଉକ୍ତ ଅଂଚଳରେ ଶୋକ ର ଛାୟା ଖେଳି ଯାଇଥିବାବେଳେ ସିମୁଳିଆ ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି।

ଇବ ନଦୀରେ ଗୋଟିଏ ପରିବାରର ତିନି ଜଣ ବୁଡି ନିଖୋଜ ଘଟଣା: ମିଳିଲା ୩ଜଣଙ୍କ ମୃତଦେହ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ଇବ ନଦୀରେ ବୁଡ଼ି ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜନ୍ମଦିନରେ ଗତକାଲି ପରିବାର ସହ ବଣଭୋଜି କରିବାକୁ ଯାଇ ଇବନଦୀ ସେମିନା ଘାଟରେ ୩ଜଣ କକାପୁଅ ଭାଇ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ପହଞ୍ଚି ଥିଲେ । ବହୁ ଖୋଜାଖୋଜି ପରେ ତିନି ଜଣଙ୍କ ମୃତଦେହ ମିଳିଛି । ମୃତକମାନେ ହେଲେ ରିଜେଣ୍ଟ ମାର୍କେଟର ମହମ୍ମଦ ଫରାନ (୧୫) ମହମ୍ମଦ ରିଜୱାନ (୧୭) ଓ ମହମ୍ମଦ ସାହିଦ (୩୫)।

ସୂଚନା ଅନୁସାରେ, ଗତକାଲି ଫାରାନଙ୍କ ଜନ୍ମଦିନ ଥିବାରୁ ସମସ୍ତେ ଭୋଜି କରିବାକୁ ଇବ୍ ନଦୀ ପଠକୁ ଯାଇଥିଲେ। ଖୁସିରେ କେକ୍ କାଟି ନାଚ ଗୀତ କରିଥିଲେ । କିଛି ସମୟ ପରେ ତିନି ଜଣ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିଲେ। ତିନି ଜଣଙ୍କ ମୃତଦେହ ଉଦ୍ଧାର ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଚିଲିକାରେ ପର୍ଯ୍ୟଟକଙ୍କୁ ଡଲଫିନ ଦେଖାଉଥିବା ବେଳେ ଡଙ୍ଗାରୁ ପଡ଼ି ଚାଳକ ନିଖୋଜ
ଖୋର୍ଦ୍ଧା: ଆଜି ସାତପଡ଼ା ମଟର ବୋଟ ଆସୋସିଏସନରୁ ଏକ ଡଙ୍ଗା ୫ ଜଣ ପର୍ଯ୍ୟଟକଙ୍କୁ ଚିଲିକାରେ ଡଲଫିନ ଦେଖାଇବାକୁ ନେଇଥିଲା । ଡଲଫିନ ଦେଖାଇ ଫେରୁଥିବା ବେଳେ ହଠାତ୍ ଡଙ୍ଗାଟିର ମଟର ବନ୍ଦ ହୋଇଯାଇଥିଲା। ଫଳରେ ଚାଳକ ଡଙ୍ଗାର ମଟର ଚାଲୁ କରିବା ବେଳେ ଅସାବଧାନତା ବସତଃ ଡଙ୍ଗାରୁ ଖସି ପଡ଼ିଥିଲା। ପାଖରେ ଥିବା ଅନ୍ୟ ପର୍ଯ୍ୟଟକଙ୍କୁ ନେଇ ଡଲଫିନ ଦେଖାଉଥିବା ଡଙ୍ଗା ଏହା ଦେଖି ଘଟଣା ସ୍ଥଳରେ ପହଞ୍ଚି ଡଙ୍ଗାରେ ଥିବା ପର୍ଯ୍ୟଟକଙ୍କ ସହିତ ଡଙ୍ଗାଟିକୁ ଉଦ୍ଧାର କରିଛନ୍ତି । ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ବେଳେ ଡଙ୍ଗା ଚାଳକ ବିକ୍ରମ ଜାଲି ଚିଲିକାର ନିଖୋଜ ଅଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ବ୍ରହ୍ମଗିରି ଦମକଳ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି।