Gaganyaan Mission - The Sakala

ଘୋଷଣା ହେବ ଗଗନଯାନ ମିଶନ ପାଇଁ ତାଲିମ ନେଉଥିବା ୪ ପାଇଲଟଙ୍କ ନାମ
ନୂଆଦିଲ୍ଳୀ: ଆଜି ଇସ୍ରୋର ବହୁ ପ୍ରତୀକ୍ଷିତ ଗଗନଯାନ ମିଶନ ପାଇଁ ତାଲିମ ନେଉଥିବା ୪ ପାଇଲଟଙ୍କ ନାମ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କେରଳର ବିକ୍ରମ ସାରାଭାଇ ସ୍ପେଶ ସେଂଟର ପରିଦର୍ଶନ କରିବା ସହ ଗଗନଯାନ ମିଶନ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିବେ ପିଏମ ମୋଦୀ । ଏଥି ସହିତ ଇସ୍ରୋର ୩ଟି ନୂଆ ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି।ଏହି ୪ଜଣ ପାଇଲଟ ରୁଷରୁ ସ୍ୱତନ୍ତ୍ର ତାଲିମ ନେଇ ଫେରିଥିବା ବେଳେ ଗଗନଯାନ ମିଶନରେ ନିୟୋଜିତ ରହିଛନ୍ତି ।

‘ଗଗନାୟନ’ ମିଶନର ପ୍ରଥମ ପରୀକ୍ଷଣ ସଫଳ, ‘କ୍ର୍ୟୁ ମଡ୍ୟୁଲ’ର ହେଲା ସଫଳ ଲଞ୍ଚିଂ
ନୂଆଦିଲ୍ଲୀ: ଗଗନାୟନ ମିଶନର ସଫଳ ଉତ୍‌କ୍ଷେପଣ । କ୍ର୍ୟୁ ମଡ୍ୟୁଲ TV-D1ର ସଫଳ ପରୀକ୍ଷଣ କଲା ଇସ୍ରୋ । ଆଜି ପୂର୍ବାହ୍ନ ୧୦ଟାରେ ଶ୍ରୀହରିକୋଟାର ସ୍ପେଶ ସେଣ୍ଟରରୁ ଏହାର ସଫଳ ପରୀକ୍ଷଣ ହୋଇଛି । ଗଗନାୟନ ମିଶନର ‘କ୍ର୍ୟୁ ମଡ୍ୟୁଲ’ର ସଫଳ ଲଞ୍ଚିଂ ହୋଇଛି । ଇସ୍ରୋ ପକ୍ଷରୁ TV-D1ର ପ୍ରଥମ ସଫଳ ପରୀକ୍ଷଣ ସହ କ୍ରୁ ମଡ୍ୟୁଲର ଲଞ୍ଚିଂ ସଫଳ ହୋଇଥିବା ନେଇ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି। ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।

ଆଜି ସକାଳ ୮ଟା ୪୫ରେ ଗଗନଯାନ ମିଶନର ଉତ୍‌କ୍ଷେପଣ ନିମନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। କାଉଣ୍ଟଡାଉନ୍‌ ଆରମ୍ଭ ହୋଇ ସାରିଥିବା ବେଳେ ମାତ୍ର ୫ ସେକେଣ୍ଡ ପୂର୍ବରୁ ଉତ୍‌କ୍ଷେପଣକୁ ସ୍ଥଗିତ କରାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହାକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା ।

ତେବେ ଉକ୍ତ ତ୍ରୁଟିକୁ ସଂଶୋଧନ କରି ଗଗନଯାନ ମିଶନ କ୍ରୁ ମଡ୍ୟୁଲର ସଫଳ ଲଞ୍ଚିଂ କରାଯାଇଛି। ଭୂପୃଷ୍ଠରୁ ୧୭ କିମି ଉପରକୁ ଯାଇ ସମୁଦ୍ର ମଧ୍ୟରେ ଖସିଲା ମାନବବିହୀନ ଏହି କ୍ରୁ ମଡ୍ୟୁଲ। ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଯୋଜନା ରଖିଛି ଇସ୍ରୋ । ଆଜିର ମିଶନ ସଫଳ ହୋଇଥିବାରୁ ଗଗନାୟନ ମିଶନର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଇସ୍ରୋ ଅଧ୍ୟକ୍ଷ ।

ଉତକ୍ଷେପଣର ମାତ୍ର ୫ ସେକେଣ୍ଡ ପୂର୍ବରୁ ସ୍ଥଗିତ ରହିଲା ଗଗନଯାନ ମିଶନର କ୍ରୁ ମଡ୍ୟୁଲ୍ ପରୀକ୍ଷଣ
ନୂଆଦିଲ୍ଲୀ: ଉତ୍‌କ୍ଷେପଣର ମାତ୍ର ୫ ସେକେଣ୍ଡ୍‌ ପୂର୍ବରୁ ସ୍ଥଗିତ ରହିଲା ଗଗନଯାନ ମିଶନର କ୍ରୁ ମଡ୍ୟୁଲ୍ ପରୀକ୍ଷଣ । ପରୀକ୍ଷଣକୁ ସ୍ଥଗିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ । ବୈଷୟିକ ସମସ୍ୟା ଯୋଗୁଁ ପରୀକ୍ଷଣକୁ ସ୍ଥଗିତ କରାଯାଇଛି । ତେବେ ଉତ୍‌କ୍ଷେପଣ ସମୟରେ କେଉଁ ପ୍ରକାର ବୈଷୟିକ ସମସ୍ୟା ରହିଛି ତାହାର ନୀରିକ୍ଷଣ କରାଯିବ ଏବଂ ଏହାପରେ ଖୁବଶୀଘ୍ର ପୁଣିଥରେ ଏହାର ପରୀକ୍ଷଣ କରାଯିବ ବୋଲି କହିଛନ୍ତି ସୋମନାଥ ।

ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ତିରୁପତି ଜିଲ୍ଲାରେ ଥିବା ଶ୍ରୀହରୀକୋଟାସ୍ଥିତ ସତୀଶ ଧୱନ୍‌ ମହାକାଶ କେନ୍ଦ୍ରରୁ ଆଜି ସକାଳ ୮ ରେ ଗଗନଯାନ ମିଶନର ଅଂଶ ଭାବେ ‘କ୍ରୁ ମଡ୍ୟୁଲ’ (ଟିଭି-ଡି୧)ର ପରୀକ୍ଷଣ କରିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ପାଗ ଖରାପ ଯୋଗୁଁ ସମୟ ପରିବର୍ତ୍ତନ କରାଯାଇ ସକାଳ ୮.୩୦ରେ ଏହାର ପରୀକ୍ଷଣ କରାଯିବ ବୋଲି ‘ଇସ୍ରୋ’ ଘୋଷଣା କରିଥିଲା। ତା’ପରେ ଉତ୍‌କ୍ଷେପଣ ସମୟ ୮.୪୫ ବୋଲି ପୁଣି ଘୋଷଣା କରାଗଲା, ଏବଂ ଶେଷ ମୁହୂର୍ତ୍ତରେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଉତ୍‌କ୍ଷେପଣ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି ବୋଲି ଘୋଷଣା କରାଗଲା।

ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ପରେ କ୍ରିଉ ମଡ୍ୟୁଲ ରକେଟରୁ ଅଲଗା ହୋଇଥାନ୍ତା ଏବଂ ୧୭ କିଲୋମିଟର ଉଚ୍ଚରୁ ପ୍ୟାରାଚ୍ୟୁଟ ସାହାଯ୍ୟରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିଥାନ୍ତା । କ୍ରିଉ ମଡ୍ୟୁଲ ଭିତରେ ପୃଥିବୀର ବାୟୁମଣ୍ଡଳ ଭଳି ପରିବେଶ ରହିଛି । ବିଭିନ୍ନ ପର୍ଯ୍ୟାୟରେ ୧୦ଟି ପ୍ୟାରାଚୁଟ ସହାୟତାରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବା ସହ ସମୁଦ୍ରରେ ପଡିଥାନ୍ତା । ଏହା ସଫଳ ହେବା ପରେ ଆଗାମୀ ଦିନରେ କ୍ରିଉ ମଡ୍ୟୁଲ ସାହାଯ୍ୟରେ ଚନ୍ଦ୍ର ଅବା ଅନ୍ୟ ଗ୍ରହକୁ ମଣିଷ ପଠାଇ ପୁଣି ତାଙ୍କୁ ଫେରାଇ ଅଣାଯାଇପାରିବ ବୋଲି ଏହି ପରୀକ୍ଷଣ କରାଯାଇଥାନ୍ତା ।