Indian cricket captain - The Sakala

ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ରୋହିତଙ୍କ ନାଁରେ କଟିଲା ୩ ଚାଲାଣ
ମୁମ୍ବଇ: ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଭାରତୀୟ କ୍ରିକେଟ୍ ଅଧିନାୟକ ରୋହିତ ଶର୍ମାଙ୍କ ଚାଲାଣ କଟିଛି।  ଘଣ୍ଟା ପ୍ରତି ୨୦୦କିଲୋମିଟର ବେଗରେ ଗାଡ଼ି ଚଳାଉଥିବାରୁ ୩ଥର ରୋହିତଙ୍କ ନାଁରେ ଚାଲାଣ କଟିଛି। ପୁଣେ-ମୁମ୍ବଇ ଏକ୍ସପ୍ରେସ୍‌ ୱେରେ ଅତ୍ୟନ୍ତ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଏହି ଚାଲାଣ କଟିଛି।

ଟ୍ରାଫିକ ଅଧିକାରୀଙ୍କ କହିବା ମୁତାବକ, ରୋହିତ ଶର୍ମା ଘଣ୍ଟା ପ୍ରତି ପ୍ରାୟ ୨୦୦ କିଲୋମିଟର ବେଗରେ ଗାଡ଼ି ଚଳାଉଥିଲେ। ଏହି ସମୟରେ ତାଙ୍କର ଘଣ୍ଟା ପ୍ରତି ବେଗ ବେଳେବେଳେ ୨୧୫ କିଲୋମିଟରରେ ମଧ୍ୟ ପହଞ୍ଚିଥିଲା। ଏତେ ଦ୍ରୁତ ଗତି ଯୋଗୁ ରୋହିତ ଶର୍ମାଙ୍କ ନାଁରେ ତିନୋଟି ଅନଲାଇନ୍ ଚାଲାଣ କଟିଛି। ବାରମ୍ବାର ଏଭଳି ହେଉଥିବାରୁ ଟ୍ରାଫିକ ପୁଲିସ ରୋହିତଙ୍କୁ ଟିମ୍ ବସରେ ପୁଲିସ ସୁରକ୍ଷା ସହିତ ଯିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୁଣେ-ମୁମ୍ବଇ ଏକ୍ସପ୍ରେସ୍ ୱେରେ ଗାଡ଼ି ଚଳାଇବାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର। ରାଜପଥର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଛି, ତେଣୁ ଗାଡ଼ି ଏହି ବେଗ ଅତିକ୍ରମ କଲା ମାତ୍ରେ ମାଲିକଙ୍କୁ ଚାଲାଣ ପଠାଇ ଦିଆଯାଏ।