Gas Tank Blast - The Sakala

ଘରେ ଶୋଇଥିବାବେଳେ ଫାଟିଲା ଗ୍ୟାସ୍ ଟାଙ୍କି, ଜଣେ ଜୀବନ୍ତ ଦଗ୍ଧ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଞ୍ଜକାନ୍ତରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ଘରେ ଗ୍ୟାସ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶମ୍ଭୁ ପ୍ରସାଦ ରଥ । ଘରେ ସେ ଶୋଇଥିବା ବେଳେ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଶମ୍ଭୁଙ୍କ ଜୀବନ୍ତ ଦଗ୍ଧ ଘଟିଛି । ଶମ୍ଭୁ ଜଣେ ଗାଡ଼ି ଇନସୁରାନ୍ସ କର୍ମଚାରୀ ଭାବେ କାମ କରୁଥିଲେ। ଖବର ପାଇ ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା ଜାରି ରଖିଛି।

ଗ୍ୟାସ ଟାଙ୍କି ଫାଟି ୩ ଗୁରୁତର, ମେଡିକାଲରେ ଭର୍ତ୍ତି
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ନରସିଂହ ପୁର ପଞ୍ଚାୟତ ପୁରୁଣାଗାଁ ଅଞ୍ଚଳରେ ଘର ସହିତ ଗ୍ରୋଷରୀ ଦୋକାନରେ କିଛି ବାଣ ରଖାଯାଇଥିଲା, ଘର୍ ଗ୍ୟାସ ଟ୍ୟାଙ୍କ ଫାଟି ଯିବାରୁ ଘର ସହିତ ଦୋକାନରେ ବିସ୍ପୋରଣ ହୋଇଛି। ଏଥିରେ ୩ଜଣ ଗୁରୁତର ହଇଛନ୍ତି। ଗୁରୁତରଙ୍କ ମଧ୍ୟରେ ମା ବାପା ଏବଂ ପୁଅ ଗୁରୂତର ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ ରୋଷେଇ କରୁଥିବା ସମୟରେ କୌଣସି କାରଣବଶତଃ ଗ୍ୟାସ ଟାଙ୍କିଟି ଫାଟିଯାଇଥିଲା । ଫଳରେ ଘରକୁ ଲାଗିକରି ଥିବା ଗ୍ରୋସରୀ ଦୋକାନରେ ନିଆଁ ଲାଗିଥିଲା। ବାଣ ବିକ୍ରି ପାଇଁ ଗ୍ରୋସରୀ ଦୋକାନରେ କିଛି ବାଣ ଥିଲା ଯେଉଁଥିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିଲା । ପରିବାରର ତିନି ଜଣ ସଦସ୍ୟ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି ।