ILS Director Ajay Parida - The Sakala
ଦେହରେ ମାସେ ପର୍ୟ୍ୟନ୍ତ ସକ୍ରିୟ ରହୁଛି କରୋନା ଭାଇରସ୍‌ : ଆଇଏଲଏସ ନିର୍ଦ୍ଦେଶକ
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ଆସୁଛି ସୁଧାର । ସ୍ଥିତି ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ବେଳେ, ସ୍ଥିର ରହିଛି ସଂକ୍ରମଣ । ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଦେହରେ ମାସେ କାଳ ଭାଇରସ୍ ରହୁଛି । ତେଣୁ ଲୋକ ଅଧିକ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ।
ତାଙ୍କ କହିବା କଥା ହେଲା, ଟିକା ନେବାର ୧୪ ଦିନ ପରେ ଯେଉଁମାନେ କରୋନାରେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଭିତରୁ ୮୦ ପ୍ରତିଶତ ଲୋକ ଗୁରୁତର ହେଉନାହାନ୍ତି । ୬୨ଟି ଦେଶରେ ଡେଲଟା ପ୍ଲସ୍ ଭାଇରସ୍ ଦେଖାଦେଇଛି । ଭାରତରେ ୪୨ଟି କେସ୍ ଦେଖା ଦେଇଥିବା ବେଳେ, ଓଡ଼ିଶାରେ ଜଣେ ଚିହ୍ନଟ ହୋଇଥିଲେ । ଡେଲଟା ପ୍ଲସ୍ ଭାଇରସ୍ ରୂପ ପରିବର୍ତ୍ତନ କରିନାହିଁ । ଏଣିକି ସାରା ଦେଶରେ ପ୍ରତି ମାସରେ ୯୦ରୁ ୯୫ ହଜାର ଜିନମ ସିକ୍ବେନ୍ସିଂ କରାଯିବ । କଟକ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ପଜିଟିଭି ହାର ବଢୁଛି । ତେବେ ଲୋକମାନେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ।
ଭ୍ୟାକ୍ସିନ ନେବା ପରେ କାହିଁକି ଲୋକମାନେ ସଂକ୍ରମିତ ହେଉଛନ୍ତି ସେ ନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ଯେ, ଏହା ଉପରେ ଆନାଲିସିସ୍ କରିବା ପାଇଁ ଟେକନିକାଲ କମିଟି ଗଠନ କରାଯାଇଛି । ଆଜି ଏହି କମିଟିର ପ୍ରଥମ ବୈଠକ ବସିବାକୁ ଯାଉଛି । ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା ଚାଲିଛି । ଦରକାର ପଡିଲେ ଅନ୍ୟ ଏକ୍ସପର୍ଟ କମିଟିର ସହାୟତା ନେବୁ । ତେବେ ଆଇସିଏମଆର ଡାଟା ଅନୁଯାୟୀ ଦେଶରେ ୦.୦୪ ପ୍ରତିଶତ ପ୍ରଥମ ଡୋଜ ୦.୦୩ ପ୍ରତିଶତ ସେକେଣ୍ଡ ଡୋଜ ନେଇ ସଂକ୍ରମିତ ହେଉଛନ୍ତି । ମାତ୍ର ଆଶ୍ଵସ୍ତିର ବିଷୟ ଏହା ଯେ, ଭ୍ୟାକ୍ସିନେସନ ପରେ ପ୍ରାୟ ୭୫ ଭାଗ ଲୋକଙ୍କୁ ମେଡ଼ିକାଲ ଯିବାକୁ ପଡୁନି।
ଆଇଏଲଏସ୍ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, ସମଗ୍ର ଦେଶରେ ୬ଟି କେସରେ ଡେଲ୍ଟା ପ୍ଲସ ଭାଇରସ୍ ଡିଟେକ୍ଟ ହୋଇଛି । ଏଥି ମଧ୍ୟରୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଦୁଇଟି ରହିଥିବା ଜଣା ପଡିଛି । ଲକଡ଼ାଉନ କୋହଳ ହେବା ପରେ ଲୋକମାନେ କଟକଣା ମାନୁ ନାହାନ୍ତି । ଯେଉଁଥିପାଇଁ ସଂକ୍ରମଣ ବଢିବାର ଚାନ୍ସ ରହୁଛି । ତେଣୁ ସମସ୍ତେ ସରକାରଙ୍କ ଗାଇଡଲାଇନକୁ ସଠିକ ଭାବେ ଅନୁପାଳନ କରନ୍ତୁ ।
ଆଗକୁ କଣ ହେବ କହି ହେବନି, କେବେ କମିବ ଅନୁମାନ କରିହେଉନି : ଆଇଏଲସ ନିର୍ଦେଶକ
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।  ଧିରେ ଧିରେ କରୋନା ଗ୍ରାଫ୍‌ ଉପରମୁହାଁ ହେବା ସହ କରୋନାର ଦ୍ୱିତୀୟ ଲହରର କୋପ ଦେଖିବାକୁ ମିଳୁଛି। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢିବା ସହ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆଇଏଲସ ନିର୍ଦେଶକ ଅଜୟ ପରିଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି, ଭାଇରସର ଏଇ ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପେକ୍ଷା ଅଧିକ କ୍ଷତିକାରକ। ଏହି ଦ୍ୱିତୀୟ ଷ୍ଟ୍ରେନ ଦ୍ରୁତ ଗତିରେ ସଂକ୍ରମଣ କରୁଛି ଯାହା ଚିନ୍ତାଜନକ। ଯେଉଁଭଳି ଭାବେ ବର୍ତ୍ତମାନ ସଂଖ୍ୟା ବଢ଼ୁଛି ତାହା ଚିନ୍ତାଜନକ। ଆଗକୁ କଣ ହେବ କିଛି କହି ହେବନି। କେବେ କମିବ ତାହା ଅନୁମାନ କରିହେଉନି। ଆମେ ଭାଇରସର ଏହି ନୂଆ ଷ୍ଟ୍ରେନ ଉପରେ ପରୀକ୍ଷା ନିରୀକ୍ଷା ଚଳାଇଛୁ।
ଆଇଏଲସ ନିର୍ଦେଶକ ଅଜୟ ପରିଡ଼ା ଆହୁରି ମଧ୍ୟ କହିଛନ୍ତି ଲୋକମାନେ ସଚେତନ ହେବା ନିହାତି ଦରକାର। ଯଦି ଲୋକମାନେ ସଚେତନ ନ ହେବେ ପରିସ୍ଥିତି ବହୁତ ଭୟଙ୍କର ହେବ। ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି ଆଗକୁ ବି କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି।ସୀମାବର୍ତ୍ତୀ ଅଞ୍ଚଳରେ ସଂଖ୍ୟା ବଢ଼ୁଥିବାରୁ ନାଇଟ କର୍ଫ୍ୟୁ କରାଯାଇଛି । ବାହାର ଲୋକ ଆସୁଥିବାରୁ ଭୁବନେଶ୍ବରରେ ସଂଖ୍ୟା ବଢ଼ୁଛି କିଛି ସହରାଞ୍ଚଳରେ ବି ସଂଖ୍ୟା ବଢୁଛି । ବିଶେଷ କରି ଭୁବନେଶ୍ୱରରେ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ହେଉଛି ବୋଲି ଆଇଏଲସ ନିର୍ଦେଶକ ଅଜୟ ପରିଡ଼ା କହିଛନ୍ତି।