Navaratri - The Sakala
ଚୈତ୍ର ନବରାତ୍ରିକୁ ହିନ୍ଦୁ ଧର୍ମରେ ଖୁବ୍ ପବିତ୍ର ବୋଲି ବିବେଚନା କରାଯାଏ। ମା’ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ଉପବାସ ରଖନ୍ତି। ତା’ସହ ଏହି ନବରାତ୍ରିରେ କିଛି ବିଶେଷ ଜିନିଷ କିଣିବାକୁ ଶାସ୍ତ୍ରରେ ବାରଣ କରାଯାଇଛି। ତେବେ କ’ଣ ସେସବୁ ଜିନିଷ, ସେ ସମ୍ପର୍କରେ ଜାଣିବା।
-ଚୈତ୍ର ନବରାତ୍ରିରେ ଚାଉଳ କିଣିବା ମନା। ଏହି ପର୍ବ ପୂର୍ବରୁ ନଚେତ ପରେ ଏହାକୁ କିଣିପାରିବେ। ତେବେ ନବରାତ୍ରିରେ ଚାଉଳ କିଣିବା ଦ୍ବାରା ନବରାତ୍ରିରେ ମିଳୁଥିବା ପୁଣ୍ୟ କ୍ଷୟ ଘଟେ।
-କୌଣସି ପ୍ରକାର ବୈଦ୍ୟୁତିକ ଉପକରଣ ଏହି ପର୍ବରେ କିଣିବା ଅଶୁଭ। ଏଭଳି କରିବା ଦ୍ବାରା କୁଣ୍ଡଳିରେ ଗ୍ରହଦୋଷ ଲାଗିଥାଏ। ତା’ସହ ସେହି ଜିନିଷର ଖରାପ ଓ ନଷ୍ଟ ହେବାର ସମ୍ଭାବନା ଅଧିକ ଥାଏ।
-ନବରାତ୍ରି ଚାଲିଥିବା ବେଳେ ଲୁହା ଜିନିଷ କିଣିବା ବିଧିସମ୍ମତ ନୁହେଁ। ଏଥିରୁ ଘରେ ଧନ-ସମ୍ପତ୍ତି ହାନି ଘଟେ।
-ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚୈତ୍ର ନବରାତ୍ରିରେ କଳା ରଙ୍ଗ କପଡ଼ା କିଣିବା ମନା। ଏହା ଦ୍ବାରା ନକାରାତ୍ମକ ଶକ୍ତି ଆକର୍ଷିତ ହୋଇଥାନ୍ତି।
ନବରାତ୍ରୀରେ ଘରକୁ ଆଣନ୍ତୁ ଏହିସବୁ ଜିନିଷ, ମା’ଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ସହ ମିଳିବ ଶୁଭଫଳ..
ନବରାତ୍ରୀ ମା’ ଦୁର୍ଗାଙ୍କର ଏକ ମହାନ ପର୍ବ। ଆଶ୍ୱିନ ମାସର ନବରାତ୍ରୀକୁ ଶାରଦୀୟ ନବରାତ୍ରୀ କୁହାଯାଏ। ଏହି ସମୟରେ କିଛି ଜିନିଷ ଘରକୁ ଆଣିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଏବଂ ମା’ଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ।
ନବରାତ୍ରୀର ପ୍ରଥମ ଦିନରେ ମା’ ଦୁର୍ଗାଙ୍କ ମୂର୍ତ୍ତି କିଣିପାରିବେ। ଏହି ମୂର୍ତ୍ତିକୁ ପୂଜା ଘରେ ସ୍ଥାପନା କରି ପୂଜାର୍ଚ୍ଚନା କରିବା ଦ୍ବାରା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବା ସହିତ ଜୀବନ ସୁଖମୟ ହୋଇଥାଏ।
ନବରାତ୍ରୀର ୯ଦିନ ମଧ୍ୟରେ ମା’ ଦୁର୍ଗାଙ୍କ ଚରଣ ଚିହ୍ନ ଆଣି ପୂଜାସ୍ଥଳରେ ସ୍ଥାପନ କରିବା ଉଚିତ। ଅନେକ ଜଣ ମା’ ଦୁର୍ଗାଙ୍କ ଚରଣ ଚିହ୍ନ ଆଣି ଘର ଅଗଣାରେ ସ୍ଥାପନ କରିଥାନ୍ତି। ଏଭଳି କରିବା ଉଚିତ ନୁହେଁ। ଅନ୍ୟମାନଙ୍କ ପାଦ ଏଥିରେ ସ୍ପର୍ଶ କରିବା ଉଚିତ ନୁହେଁ। ତେଣୁ କେବଳ ପୂଜାସ୍ଥଳରେ ହିଁ ମା’ ଦୁର୍ଗାଙ୍କ ପଦଚିହ୍ନକୁ ସ୍ଥାପନା କରନ୍ତୁ।
ନବରାତ୍ରୀର ପୂଜା କଳସ ସ୍ଥାପନାରୁ ଆରମ୍ଭ ହୋଇଥାଏ। କଳସ ହେଉଛି ଶୁଭର ପ୍ରତୀକ। ତେଣୁ ମାଟି, ପିତ୍ତଳ, ରୁପା କିମ୍ବା ସୁନାର କଳସ କିଣି ଘରକୁ ଆଣନ୍ତୁ।
ମା’ ଦୁର୍ଗାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ନବରାତ୍ରୀରେ ମା’ଙ୍କର ଧ୍ବଜା ବା ପତାକା ଆଣି ଘରର ଛାତ ଉପରେ ଲଗାଇବା ଶୁଭ ହୋଇଥାଏ।
ନବରାତ୍ରୀରେ ମା’ଙ୍କ ନାମ ଜପ କରିବା ପାଇଁ ରକ୍ତ ଚନ୍ଦନର ମାଳା ଘରକୁ ଆଣିବା ବହୁତ ଶୁଭ ହୋଇଥାଏ।
ନବରାତ୍ରୀ ପୂଜାରେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲାଲ୍‌ ରଙ୍ଗର ଓଢ଼ଣୀ ବା ଶାଢ଼ି ଅର୍ପଣ କରାଯାଏ। ତେଣୁ ଏହି ନବରାତ୍ରୀରେ ଲାଲ୍‌, ହଳଦିଆ କିମ୍ବା ଗୋଲାପି ରଙ୍ଗର ଶାଢ଼ି ବା ଓଢ଼ଣୀ ଆଣି ମା’ଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ମା’ଙ୍କ ଆଶୀର୍ବାଦରୁ ସବୁ ବାଧାବିଘ୍ନ ଦୂର ହୋଇଥାଏ।
ନବରାତ୍ରୀରେ ଛୋଟ ତ୍ରିଶୂଳଟିଏ ଆଣି ପୂଜାଘରେ ସ୍ଥାପନା କରି ପୂଜାର୍ଚ୍ଚନା କରିବା ଦ୍ବାରା ମା’ ଦୁର୍ଗାଙ୍କ କୃପା ପ୍ରାପ୍ତ ହୋଇଥାଏ। କାରଣ ତ୍ରିଶୂଳ ହେଉଛି ଶକ୍ତିର ପ୍ରତୀକ।