former DGP Odisha - The Sakala

ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ
ଭୁବନେଶ୍ବର: ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ । ତାଙ୍କର ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ତାଙ୍କ ଭାଇ ତଥା ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର । ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳ ୭ଟା ୨୨ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ୮୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି।  ସେ ଡେଙ୍ଗୁରେ ଆକ୍ରନ୍ତ ହୋଇ ଚିକିତ୍ସାଧିନ ଥିଲେ।

୧୯୫୯ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ ଅଫିସର ଶରତ ମିଶ୍ର । ଦୀର୍ଘଦିନ ଧରି RAW ପାଇଁ ମଧ୍ୟ ସେ କାମ କରିଥିଲେ। ଅବସର ପରେ ସାହିତ୍ୟ ଓ ଲେଖାଲେଖିକୁ ଆପଣାଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ ଶରତ ଚନ୍ଦ୍ର ମିଶ୍ର।