Prime Minister Narendra Modi - The Sakala

ଜୁନ୍ ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୨ ନୁହେଁ, ବରଂ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ଏବଂ ତାଙ୍କ ଗସ୍ତ ସମୟରେ ଘୋଷଣା ସମ୍ପର୍କରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୁଷ ଗସ୍ତ ବାତିଲ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୁଷ ଗସ୍ତ ବାତିଲ । ରୁଷ ଯିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ରୁଷିଆର ମେ ୯ରେ ମସ୍କୋରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ଦିବସ ଭିକ୍ଟ୍ରିଡେ ପରେଡରେ ଭାଗ ନେବେନି ।

ସୂଚନା ଅନୁଯାୟୀ, ଏନେଇ କ୍ରେମଲିନ୍ ମୁଖପାତ୍ର ପେସକୋଭଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମସ୍କୋ ଭିକ୍ଟ୍ରି ଡେ’ ପରେଡରେ ଯୋଗ ଦେବାକୁ ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ତେବେ ଜମ୍ମୁ କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶର ସୁରକ୍ଷା ଦୃଷ୍ଟିରୁ ରୁଷ ଗସ୍ତ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଗସ୍ତ ବାତିଲ ନେଇ ରୁଷ ମୁଖପାତ୍ର ଦିମିତ୍ରି ପେସକୋଭ ସୂଚନା ଦେଇଛନ୍ତି।

ଆଗାମୀ ୫ବର୍ଷରେ ୭୫ହଜାର ମେଡିକାଲ ସିଟ୍‌ ବଢ଼ାଯିବ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୮ ତମ ସ୍ବାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିଲ୍ଲୀର ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦିଲ୍ଲୀ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ସମ୍ବୋଧନ କରିଛନ୍ତି। ନୂଆ ଶିକ୍ଷାନୀତିରେ ବିଜ୍ଞାନ ଓ ଜ୍ଞାନକୌଶଳକୁ ଗୁରୁତ୍ବ ଦିଆଯାଇଥିବା କଥା କହିଛନ୍ତି ମୋଦୀ । ଏଥିସହ ୭୫ ହଜାର ମେଡିକାଲ ସିଟ୍‌ ବଢ଼ିବ ବୋଲି ସେ କହିଛନ୍ତି। ଗବେଷଣାକୁ ଅଧିକ ସୁଦୃଢ କରିବା ଆମର ପ୍ରାଥମିକତା । ମେଡିକାଲ ଶିକ୍ଷା ପାଇଁ ଯୁବପିଢ଼ି ବିଦେଶକୁ ଯାଉଛନ୍ତି । ବିଦେଶରେ ପାଠପଢ଼ା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆମର ଲକ୍ଷ୍ୟ ଦେଶରେ ଏକ ଲକ୍ଷ ମେଡିକାଲ ସିଟ୍ କରିବା । ଆଗାମୀ ୫ ବର୍ଷରେ ୭୫ ହଜାର ମେଡିକାଲ ସିଟ୍‌ ସୃଷ୍ଟି କରିବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ବିଶ୍ୱକର୍ମା ପୂଜା ଅବସରରେ ଶୁଭାରମ୍ଭ ହେଲା ‘ପିଏମ୍ ବିଶ୍ୱକର୍ମା’ ଯୋଜନା, ୧୮ଟି ବର୍ଗର କୌଳିକ ବୃତ୍ତିଧାରୀଙ୍କୁ ମିଳିବ ସୁବିଧା
ନୂଆଦିଲ୍ଲୀ: ବିଶ୍ୱକର୍ମା ପୂଜା ଅବସରରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଯୋଜନାରୁ କୌଳିକ ବୃତ୍ତିଧାରୀଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିବ। ଶୁଭାରମ୍ଭ କାର୍ଯ୍ୟକ୍ରମରେ କୌଳିକ ବୃତ୍ତିଧାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଯୋଜନାରେ ବିଶ୍ବକର୍ମା ଭାଇ ଓ ଭଉଣୀ ମାନଙ୍କୁ ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏଥିସହ ୧୫ ହଜାର ଟଙ୍କାର ଟୁଲ କିଟ ଯୋଗାଇ ଦିଆଯିବ । ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଓ ଦୈନିକ ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ। ସମ୍ପୂର୍ଣ୍ଣ ହେଇଥିବା ଉତ୍ପାଦ ପାଇଁ କ୍ବାଲିଟୀ ସାର୍ଟିଫିକେସନ , ବ୍ରାଣ୍ଡିଂ  ଓ ବିଜ୍ଞାପନ ପରି ମାର୍କେଟିଙ୍ଗରେ ସହାୟତା ମିଳିବ। ଏହି ‘ପିଏମ୍ ବିଶ୍ୱକର୍ମା’ ଯୋଜନାରେ ୧୮ ପ୍ରକାର କାରିଗର ଓ ଶିଳ୍ପୀ ମାନଙ୍କୁ ଲାଭ ମିଳିବ । ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର ।

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ନିର୍ମାଣକାରୀଙ୍କୁ ବିଶ୍ବକର୍ମା କହି ସମ୍ବୋଧ କରିଛନ୍ତି। କୃଷି ହେଉ କି ଦରଜୀ ସବୁଠି ଏମାନଙ୍କର ଭୂମିକା ରହିଛି। ଟେକ୍ନୋଲୋଜି ଯେତେ ଆଗକୁ ଗଲେ ବି ଏମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଆଜି ଭଗବାନ ବିଶ୍ବକର୍ମାଙ୍କ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଭଗବାନ ବିଶ୍ବକର୍ମାଙ୍କ ଆଶୀର୍ବାଦରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନା ଆରମ୍ଭ ହେଇଛି। ୧୮ଟି କୌଳିକ ବର୍ଗ ଉପରେ ସରକାର ଯୋଜନାରେ ଫୋକସ କରିବେ। ମେସିନ ତିଆରି ନୁହେଁ ହାତି ତିଆରି ଜିନିଷ ଗୁରୁତ୍ବ ଅଧିକ । ଏହି ଯୋଜନାରେ ବଡ଼ବଡ କମ୍ପାନୀ ଆପଣଙ୍କୁ ଦୁଆରକୁ ଆସବେ ବୋଲି ପ୍ରଧାନମନ୍ତ୍ରୀ କହଛନ୍ତି।

ସେହିପରି , ଆଜି ଉଦଘାଟିତ ହୋଇଛି ନୂଆଦିଲ୍ଲୀର ଦ୍ୱାରକାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଓ ଏକ୍ସପୋ ସେଣ୍ଟର ବା ଯଶୋଭୂମିର ପ୍ରଥମ ଅଂଶ। ଯଶୋଭୂମି ଏକ୍ସପୋ ସେଣ୍ଟରର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଦ୍ୱାରକା ସେକ୍ଟର ୨୧ରୁ ୟଶୋଭୂମି ସେକ୍ଟର ୨୫ଯାଏଁ ମେଟ୍ରୋରେ ଯାତ୍ରା କରିଛନ୍ତି ମୋଦୀ। ମେଟ୍ରୋରେ ବିଭିନ୍ନ ବର୍ଗର ଲୋକଙ୍କ ସହ ମୋଦୀ ଆଲୋଚନା ମଧ୍ୟ କରିଛନ୍ତି। ଏହି ଅବସରରେ ମେଟ୍ରୋ ଯାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ସେଲଫି ଉଠାଇଛନ୍ତି। ଦ୍ୱାରକା ସେକ୍ଟର ୨୧ରୁ ନୂଆ ମେଟ୍ରୋ ଷ୍ଟେସନ ଯଶୋଭୂମି ଦ୍ୱାରକା ସେକ୍ଟର ୨୫ ପର୍ଯ୍ୟନ୍ତ ଦିଲ୍ଲୀ ବିମାନ ବନ୍ଦର ମେଟ୍ରୋ ଏକ୍ସପ୍ରେସ୍ ଲାଇନ୍ ସମ୍ପ୍ରସାରଣ ପ୍ରକଳ୍ପର ମଧ୍ୟ ଉଦଘାଟନ କରିଛନ୍ତି ମୋଦୀ।

ସୂଚନା ଥାଉକି ‘ଯଶୋଭୂମି’ରେ ଏକ ଭବ୍ୟ କନଭେନସନ୍ ସେଣ୍ଟର, ଏକାଧିକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧା ରହିଛି। ୧୧,୦୦୦ରୁ ଅଧିକ ପ୍ରତିନିଧି ବସିବା କ୍ଷମତା ବିଶିଷ୍ଟ କନଭେନସନ୍ ସେଣ୍ଟରରେ ୧୫ଟି କନଭେନସନ ରୁମ୍, ଗ୍ରାଣ୍ଡ ବଲ୍ରୁମ୍ ଏବଂ ୧୩ଟି ମିଟିଂ ରୁମ୍ ରହିଛି। ଅତ୍ୟାଧୁନିକ ବସିବା ସୁବିଧା ଥିବା କନଭେନସନ୍ ସେଣ୍ଟରର ପୂର୍ଣ୍ଣାଙ୍ଗ ହଲ୍ ପର୍ଯ୍ୟଟକଙ୍କୁ ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରିବ। ପାଖାପାଖି ୫୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏବଂ ମୋଟ ୮.୯ ଲକ୍ଷ ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ବ୍ୟାପିଥିବା ‘ଯଶୋଭୂମି’ ବିଶ୍ୱର ସର୍ବବୃହତ ଏମଆଇସିଇ ଗନ୍ତବ୍ୟସ୍ଥଳ ହେବ। ‘ଯଶୋଭୂମି’ର ସମସ୍ତ ସାର୍ବଜନୀନ ପ୍ରସାରଣ କ୍ଷେତ୍ରକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା କନଭେନସନ ସେଣ୍ଟର ବାହାରେ ଥିବା ସ୍ଥାନ ସହିତ ନିରନ୍ତରତା ପ୍ରତିପାଦିତ କରେ। ଏହା ଭାରତୀୟ ସଂସ୍କୃତିରୁ ଅନୁପ୍ରାଣିତ ସାମଗ୍ରୀ ଓ ବସ୍ତୁକୁ ନେଇ ନିର୍ମିତ ହୋଇଥିବା ବେଳେ ପିତ୍ତଳ ରଙ୍ଗୋଲି ଢାଞ୍ଚା, ଶବ୍ଦ ଶୋଷଣକାରୀ ଧାତୁ ସିଲିଣ୍ଡର ଏବଂ ଆଲୋକିତ ଢାଞ୍ଚାଯୁକ୍ତ କାନ୍ଥକୁ ପ୍ରତିନିଧିତ୍ୱ କରିଥାଏ।

ପର୍ୟ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ‘ଯଶୋଭୂମି’ରେ ହାଇଟେକ୍ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି। ୩ ହଜାରରୁ ଅଧିକ କାର୍ ପାଇଁ ଭୂତଳ କାର୍ ପାର୍କିଂ ସୁବିଧାରେ ୧୦୦ରୁ ଅଧିକ ଇଲେକ୍ଟ୍ରିକ୍ ଚାର୍ଜିଂ ପଏଣ୍ଟ ରହିଛି। ସେହିପରି ଦିଲ୍ଲୀ ମେଟ୍ରୋ ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ମେଟ୍ରୋର ବେଗ ଘଣ୍ଟାପ୍ରତି ୯୦ରୁ ୧୨୦ କିଲୋମିଟରକୁ ବୃଦ୍ଧି କରିବ। ଯାତ୍ରା ସମୟ ହ୍ରାସ କରିବ। ‘ନୂଆଦିଲ୍ଲୀ’ ରୁ ‘ଯଶୋଭୂମି ଦ୍ୱାରକା ସେକ୍ଟର ୨୫’ ପର୍ୟ୍ୟନ୍ତ ମୋଟ ଯାତ୍ରା ପାଇଁ ପ୍ରାୟ ୨୧ ମିନିଟ୍ ସମୟ ଲାଗିବ।

ଦେଶର କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ : କିଶୋରମାନଙ୍କ ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଦେଶରେ ବଢିଚାଲିଛି କରୋନା ସଂକ୍ରମଣ। ସାରା ଦେଶକୁ କାବୁ କରିବାକୁ ବସିଲାଣି ଓମିକ୍ରଣ ଭୂତାଣୁ । ବିଭିନ୍ନ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଦେଶରେ ୩ହଜାର ୬୨୩ ଓମିକ୍ରନ୍‍ ମାମଲା ଚିହ୍ନଟ ହେଲେଣି । ସ୍ଥିତିକୁ ନଜରରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା ବୈଠକ କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, କୋଭିଡ୍ ସମ୍ଭନ୍ଧୀୟ ଅନ୍ୟ ଏଜେନ୍ସିର ଅଧିକାରୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଗୃହ ସଚିବଙ୍କ ଉପସ୍ଥିତିରେ ପ୍ରାୟ ୩ ଘଣ୍ଯା ଧରି ବୈଠକ ଚାଲିଥିଲା। ଏହି ବୈଠରେ ଦେଶରେ ସମ୍ପ୍ରତି ସୃଷ୍ଟି ହୋଇଥିବା ତୃତୀୟ ଲହରରୁ ଦେଶକୁ ମୁକୁଳାଇବା ପାଇଁ ବୈଠକରେ ଆଲୋଚନା ହୋଇଛି । ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏ ବାବଦରେ ରାଜ୍ୟ ସହ ସମନ୍ୱୟ ରକ୍ଷା କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

PM Modi said that a meeting with CMs be convened to discuss state-specific scenarios, best-practices, and the public health response. He highlighted the need to ensure continuity of non-Covid health services while managing Covid cases presently: PMO pic.twitter.com/eb1X4RNVEZ

— ANI (@ANI) January 9, 2022

ପିଏମଓ ଅନୁଯାୟୀ, ମିଶନ ମୋଡରେ କିଶୋରମାନଙ୍କ ପାଇଁ ଆରମ୍ଭ ହୋଇଥିବା ଟୀକାକରଣ ଅଭିଯାନକୁ ଜୋରଦାର କରିବାକୁ ପିଏମ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ଅଧିକ କରୋନା ମାମଲା ରୁଜୁ ହେଉଛି ସେଠାରେ ସକ୍ରିୟ ନୀରିକ୍ଷଣ ଜାରି ରଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହିପରି ରାଜ୍ୟଗୁଡିକୁ ଶୀଘ୍ର ଆବଶ୍ୟକ ବୈଷୟିକ ସହାୟତା ପ୍ରଦାନ କରାଯିବା ଉଚିତ୍। ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

ସେହିପରି କୋଭିଡ ନିୟମ କଡାକଡି ପାଳନ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ଆଗୁଆ ସତର୍କ ହୋଇଛନ୍ତି । ଏହାପୂର୍ବରୁ ଦେଶର ଅନେକ ରାଜ୍ୟ କରୋନା ରୋକିବା ପାଇଁ ଅନେକ କଡା ପ୍ରତିବନ୍ଧକ ଲଗାଇଛନ୍ତି, କିନ୍ତୁ ସଂକ୍ରମଣ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୫୯,୬୩୨ ନୂତନ କୋଭିଡ ମାମଲା ରିପୋର୍ଟ ହୋଇଛି। ଏହି ସମୟ ମଧ୍ୟରେ ୪୦,୮୬୩ ରୋଗୀ ସୁସ୍ଥ ହୋଇଥିଲେ ଏବଂ ୩୨୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫,୯୦,୬୧୧ କୁ ବୃଦ୍ଧି ପାଇଛି । ଭଲ କଥା ହେଉଛି ଏପର୍ଯ୍ୟନ୍ତ ୩,୪୪,୫୩,୬୦୩ ଲୋକ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇସାରିଛନ୍ତି।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମିଶି ୧.୫୧ କୋଟି ଟିକା ଦିଆଯାଇଥିଲା।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଦୁନିଆରେ ବହୁତ ଜିନିଷ ବଦଳିଛି କିନ୍ତୁ ଆମ ବନ୍ଧୁତ୍ବ ଅତୁଟ ରହିଛି
ଦିଲ୍ଲୀ : ଭାରତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ଭାରତରେ ପହଞ୍ଚିବା ପରେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ବାଗତ କରିବା ସହ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ବୈଠକ ହୋଇଛି। ଏଥିରେ ଦୁଇ ଦେଶ ମଧ୍ୟରେ ଭାରତ-ରୁଷ୍ ଦ୍ୱିପାକ୍ଷିକ ସଂପର୍କ, ପ୍ରତିରକ୍ଷା, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି। ଏହି ଦ୍ୱିପାକ୍ଷିକ ଅଲେଶଚନା ଦୁଇ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। କୋଭିଡ ମହାମାରୀ ସମୟରେ ଉଭୟ ଦେଶ ପରସ୍ପରର ବନ୍ଧୁତାର ସଫଳ ଉପଯୋଗ କରିଥିଲେ। ମହାମାରୀ ସମୟରେ ଟିକା ପରୀକ୍ଷା ଏବଂ ଉତ୍ପାଦନଠାରୁ ଆରମ୍ଭ କରି ନାଗରିକଙ୍କୁ ସମ୍ପୃକ୍ତ ଦେଶକୁ ଫେରିବା ପର୍ଯ୍ୟନ୍ତ ଦୁଇ ଦେଶ କାନ୍ଧ ସହ କାନ୍ଧ ମିଳାଇ କାମ କରିଛନ୍ତି ବୋଲି ଭ୍ଲାଦିମିର ପୁଟିନଙ୍କୁ ସ୍ୱାଗତ କରି‌ବା ବେଳେ କହିଛନ୍ତି ପ୍ରଧାନମନ୍ତ୍ରୀ ।

In the last few decades, the world witnessed many fundamental changes and different kinds of geopolitical equations emerged but the friendship of India and Russia remained constant: PM Narendra Modi at meeting with Russian President Vladimir Putin pic.twitter.com/tD79NkphMd

— ANI (@ANI) December 6, 2021

ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଦଳି ନାହିଁ : ମୋଦୀ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏବଂ ଋଷ  ମଧ୍ୟରେ ସମ୍ପର୍କରେ କୌଣସି ପରିବର୍ତ୍ତନ ହୋଇନାହିଁ। କରୋନା ବିରୋଧରେ ଲଢେଇରେ  ଦୁଇ ଦେଶ ମଧ୍ୟରେ ସର୍ବୋତ୍ତମ ସମନ୍ୱୟ ମଧ୍ୟ ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ ୨୦୨୧ ବର୍ଷ ଆମ ସମ୍ପର୍କ ପାଇଁ ଅନେକ ଦିଗରେ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ବରେ ଅନେକ ମୌଳିକ ପରିବର୍ତ୍ତନ ସହ ବିଭିନ୍ନ ପ୍ରକାରର ଭୌଗୋଳିକ ସମୀକରଣ ଉତ୍ପନ୍ନ ହୋଇଥିଲେ ବି ଭାରତ ଏବଂ ଋଷର ବନ୍ଧୁତା ଅକ୍ଷୁର୍ଣ୍ଣ ରହିଛି। ଭାରତ ଏବଂ ଋଷ ମଧ୍ୟରେ ଥିବା ସମ୍ପର୍କ ବାସ୍ତବରେ ଆନ୍ତଃ ରାଜ୍ୟ ବନ୍ଧୁତ୍ୱର ଏକ ଅନନ୍ୟ ଏବଂ ନିର୍ଭରଯୋଗ୍ୟ ଉଦାହରଣ। ଆମର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ୨+୨ କଥାବାର୍ତ୍ତା ଶେଷ ହୋଇଛି। ଏହା ଆମ ଦେଶକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

We perceive India as a great power, a friendly nation, and a time-tested friend. The relations between our nations are growing and I am looking into the future: Russian President Vladimir Putin in meeting with PM Narendra Modi in Delhi pic.twitter.com/Dr95gvWBsD

— ANI (@ANI) December 6, 2021

ଅସୁବିଧା ସମୟରେ ଠିଆ ହେଉଥିବା ବନ୍ଧୁ ହେଉଛି ଭାରତ :ପୁଟିନ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ସମୟରେ କହିଛନ୍ତି ଯେ ସେ ଭାରତ ଆସିଥିବାରୁ ବହୁତ ଖୁସି। ଦୁର୍ଭାଗ୍ୟବଶତ କରୋନା ମହାମାରୀ ହେତୁ ଏହି ବୈଠକ ପୂର୍ବରୁ ହୋଇପାରି ନଥିଲା, କିନ୍ତୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଉଛି। ସେ କହିଛନ୍ତି ଆମେ ଭାରତକୁ ଏକ ମହାନ ଶକ୍ତି, ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ର ଏବଂ ଅସୁବିଧା ସମୟର ସାଥ୍‌ ହୋଇ ଛିଡା ହୋଇଥିବା ବନ୍ଧୁ ଭାବରେ ଦେଖୁ। ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ପ୍ରାୟ ୩୮ ଅରବ ଡଲାରର ବ୍ୟବସାୟ ରହିଛି। ପୁଟିନ କହିଛନ୍ତି ଯେ ଆମର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆମର ଉତ୍ତମ ସମନ୍ୱୟ ରହିଛି ଏବଂ ଆମେ ଆମର ଟେକ୍ନୋଲୋଜିକୁ ଭାରତକୁ ଆଣି ମେକ୍ ଇନ୍ ଇଣ୍ଡିଆ ମିଶନରେ ଯୋଗଦେବାକୁ ଚାହୁଁଛୁ।ଏହା ବ୍ୟତୀତ ଆମେ ସୈନ୍ୟ ଏବଂ ଜ୍ଞାନକୌଶଳ କ୍ଷେତ୍ରରେ ପରସ୍ପର ସହ ରହିଛୁ। ଆତଙ୍କବାଦ ଲଢେଇରେ ଆମେ ଭାରତ ସହିତ ରହିଛୁ। ଆଫଗାନିସ୍ତାନରେ ସାଂପ୍ରତିକ ଘଟଣାକ୍ରମକୁ ନେଇ ଆମେ ଚିନ୍ତିତ ବୋଲି ପୁଟିନ୍ କହିଛନ୍ତି।

Naturally, we’re concerned about everything that has to do with terrorism. Fight against terrorism is also fight against drug trafficking & organized crime. With that regard, we are concerned about the developments of the situation in Afghanistan: Russian President Vladimir Putin pic.twitter.com/0UjxiWsLMn

— ANI (@ANI) December 6, 2021

ଋଷ ସହ ରାଜନାଥ କଲେ ବଡ଼ ବନ୍ଧୁକ ଡିଲ୍‌

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ରୁଷିଆ ପ୍ରତିପକ୍ଷ ସେର୍ଗି ସୋଇଗୁ ଟୁ ପ୍ଲସ ଟୁ ଆଳୋଚନା କରିଛନ୍ତି ଏହି ଅବସରରେ ସୋଇଗୁ କହିଛନ୍ତି ଯେ, ଭାରତ ଓ ରୁଷିଆ ମଧ୍ୟରେ ସଂପର୍କ ବହୁ ପୁରୁଣା ଓ ସ୍ୱାଭାବିକ । ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ରକ୍ଷା କ୍ଷେତ୍ରରେ କାମ କରି ଆସିଛି ଏହି ଦୁଇ ରାଷ୍ଟ୍ର । ସେପଟେ ରାଜନାଥ ମଧ୍ୟ ଆଲୋଚନା ନେଇ ନିଜର ମତ ରଖିଛନ୍ତି । ଟୁ ପ୍ଲସ ଟୁ ଆଲୋଚନା ଅବସରରେ ଭାରତ ଓ ରୁଷିଆ ମଧ୍ୟରେ କିଛି ରାଜିନାମା ସ୍ୱାକ୍ଷର ହୋଇଛି । ୬ ଲକ୍ଷ ୧ ହଜାର ୪୨୭ଟି ଏକେ-୨୦୩ ଆସଲ୍ଟ ରାଇଫଲ୍ କିଣିବା ଲାଗି ରାଜିନାମା ସ୍ୱାକ୍ଷର କରାଯାଇଛି । ଏହାସହ ମିଲିଟାରି ଟେକ୍ନିକାଲ କୋ-ଅପରେସନ ପାଇଁ ମଧ୍ୟ ଦୁଇ ଦେଶ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହାଛଡ଼ା କୋଲାସିକୋବ ସିରିଜ୍ ଅସ୍ତ୍ର ଉତ୍ପାଦନ ପାଇଁ ଦୁଇ ଦେଶ ଚୁକ୍ତି କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ. ଏସ୍. ଜୟଶଙ୍କର ଓ ରୁଷିଆ ପ୍ରତିପକ୍ଷ ସେର୍ଗି ଲାବରବଙ୍କ ମଧ୍ୟରେ ଆଲୋଚନା ହୋଇଯାଇଛି ।

At 2+2 dialogue with Russia, Defence Minister Rajnath Singh said,” “pandemic, extra-ordinary militarization & expansion of armament in our neighbourhood& completely unprovoked aggression on our northern border since early summer of 2020 have thrown in several challenges”: Sources

— ANI (@ANI) December 6, 2021

ଜି -୨୦ ବୈଠକରେ ଭାଗନେବା ପାଇଁ ରୋମ୍‌ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ରୋମ୍: ଆଜିଠୁ ଇଟାଲୀରେ ଆରମ୍ଭ ହେବ ଜି-୨୦ ସମ୍ମିଳନୀ । ଏଥିରେ ୨୦ଟି ଦେଶର ମୁଖ୍ୟ ଭାଗ ନେବେ । କରୋନା ସମୟରେ ବିଶ୍ବର ଆର୍ଥିକ ସ୍ଥିତି ଉପରେ ଆଲୋଚନା କରିବେ ରାଷ୍ଟ୍ର ମୁଖ୍ୟ । ଯେଉଁଥିପାଇଁ ରୋମରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କେବଳ ଏତିକି ନୁହେଁ ପ୍ରାୟ ୧୨ ବର୍ଷ ପରେ ରୋମ୍ ଯାଇଛନ୍ତି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ।

ଇଟାଲିରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କ ସୂଚନା ଅନୁଯାୟୀ, ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ରୋମ ଗସ୍ତ। ସେ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ରୋମ ଯାଉଛନ୍ତି। ପ୍ରାୟ ୧୨ ବର୍ଷ ପରେ ଭାରତର ଜଣେ ପ୍ରଧାନମନ୍ତ୍ରୀ ରୋମ ଗସ୍ତରେ ଯାଇଛନ୍ତି। ଗତବର୍ଷ କୋଭିଡ ପାଇଁ ଜି-୨୦ ବୈଠକ ଭର୍ଟୁଆଲରେ ହୋଇଥିବା ବେଳେ ଏଥର ରୋମରେ ହେବାକୁ ଥିବା ବୈଠକରେ ଯୋଗ ଦେବେ । ଜଳ ବାୟୁ ପରିବର୍ତ୍ତନକୁ ଅଧିକ ଫୋକସ କରାଯିବ ବୋଲି ସୂଚନା ମିଳିଛି। ଏଥିସହ ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ଉଠାଇବ ଭାରତ । କାଶ୍ମୀରରେ ହେଉଥିବା ଆତଙ୍କୀ ଗତିବିଧି ବନ୍ଦ କରିବାକୁ ବିଭିନ୍ନ ଦେଶର ସମର୍ଥନ ଲୋଡିବ ଭାରତ। ଏଥିସହ ଆଫଗାନସ୍ଥାନ ପ୍ରସଙ୍ଗରେ ମଧ୍ୟ ମତ ରଖିବେ ପ୍ରଧାନମନ୍ତ୍ରୀ।

୨ ଦିନିଆ ରହଣି କାଳରେ ପ୍ରଧାନମନ୍ତ୍ରୀ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ରୋମ୍ ରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ । ଭାଟିକାନ ଯାଇ ପୋପ୍ ଫ୍ରାନସିସ୍ ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଇଟାଲି ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ମୋଦି ରୋମ୍ ଏବଂ ଭାଟିକାନା ଗସ୍ତ କରିଛନ୍ତି । ସେଠାରୁ ୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ୟୁକେର ଗ୍ଲାସଗୋ ଗସ୍ତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ଓ୍ବାର୍ଲଡ ଲିଡର୍ସ ସମିଟ୍ ରେ ସାମିଲ ହେବେ । ବୈଠକରେ ୧୨୦ ରାଷ୍ଟ୍ରର ମୁଖ୍ୟ ଏବଂ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭେଟି ଦ୍ବିପାକ୍ଷୀକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

ସେହିପରି ୟୁକେରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୧ରେ ପାଖାପାଖି ୩ ଘଣ୍ଟାର ମାରାଥନ୍ ବୈଠକ କରିବେ । ସ୍ଥାନୀୟ ସମୟାନୁସାରେ, ସକାଳ ଟାରେ ବୈଠକ ଆରମ୍ଭ ହେବ । ଯେଉଁଥିରେ ଇସ୍ରାଏଲ୍, ଜାପାନ୍, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ୍, ନେପାଳ, ୟୁକ୍ରେନ୍ ଏବଂ ଆର୍ଜେଣ୍ଟିନା ମଧ୍ୟ ସାମିଲ ହେବେ । ଖାଲି ସେତିିକି ନୁହେଁ ମୋଦୀ, ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ ଗେଟ୍ସଙ୍କୁ ମଧ୍ୟ ଭେଟିବେ ।

ଦିଲ୍ଲୀ ଏମ୍ସରେ ଦ୍ବିତୀୟ ଡୋଜ କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ଵିତୀୟ ଡୋଜ କୋଭିଡ୍‌-୧୯ ଟିକା ଟୀକା ନେଇଛନ୍ତି। ସେ ପ୍ରଥମ ଡୋଜ୍‌ ନେବାର ୩୭ ଦିନ ପରେ ଆଜି ଦିଲ୍ଲୀ ଏମସରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଟୀକା ନେବା ସମୟର ଏକ ଫଟୋ ସେୟାର୍‌ କରିବା ସହ ଲେଖିଛନ୍ତି, ଆଜି ‘ଏମ୍‌ସ୍‌’ରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ନେଲି।ଭୂତାଣୁକୁ ପରାହତ କରିବା ଲାଗି ଥିବା ସ୍ୱଳ୍ପ କେତୋଟି ଉପାୟ ମଧ୍ୟରୁ ଟିକାକରଣ ଅନ୍ୟତମ। ଆପଣ ଯଦି ଟିକା ନେବାକୁ ଯୋଗ୍ୟ, ତୁରନ୍ତ ଟିକା ନିଅନ୍ତୁ। CoWin.gov.inରେ ନାମ ପଞ୍ଜିକରଣ କରନ୍ତୁ।

Got my second dose of the COVID-19 vaccine at AIIMS today.

Vaccination is among the few ways we have, to defeat the virus.

If you are eligible for the vaccine, get your shot soon. Register on https://t.co/hXdLpmaYSP. pic.twitter.com/XZzv6ULdan

— Narendra Modi (@narendramodi) April 8, 2021

ସୂଚନା ଅନୁଯାୟୀ, ପୁଡୁଚେରୀର ପି. ନିବେଦିତା ଏବଂ ପଞ୍ଜାବର ନିଶା ଶର୍ମା ନାମକ ୨ ଜଣ ନର୍ସ ପ୍ରଧାନମନ୍ତ୍ରୀଙ୍କୁ ଏହି ଦ୍ୱିତୀୟ ଡୋଜ୍‌ ଟିକା ଦେଇଛନ୍ତି। ମାର୍ଚ୍ଚ ପହିଲାରେ ଶ୍ରୀ ମୋଦୀ ଦେଶରେ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ହିତାଧିକାରୀ ଥିଲେ।