ICC Cricket World Cup 2023 - The Sakala

ବିଶ୍ୱକପ ଫାଇନାଲ: ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ, ୩ ୱିକେଟ୍ ହରାଇଲା ଅଷ୍ଟ୍ରେଲିଆ
ଅହମଦାବାଦ୍‌: ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟଂ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୪୦ ରନ କରିଛି। ଏହ ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୨୪୧ ରନର ଆବଶ୍ୟକତା ରହିଛି। ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ୧୦ ଓଭର ଖେଳି ୩ ୱିକେଟ ହରାଇ ୬୦ ରନ କରିଛି।

ଭାରତର ଘାତକ ବୋଲିଂରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟ ଘଟିଛି। ଡେଭିଡ୍‌ ୱାର୍ଣ୍ଣର୍‌ ୩ ବଲରେ ୭ରନ କରି ଆଉଟ ହୋଇଥିଲେ। ମିସେଲ୍‌ ମାର୍ସ ୧୫ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ପରେ ସ୍ମିଥ ୯ ବଲରୋ ୪ରନ କରି ଆଉଟ ହୋଇଥିଲେ। ପରେ ଟ୍ରେଭିସ୍‌ ହେଡ୍‌ ଓ ମାର୍ଣ୍ଣସ୍‌ ଲାଗୁସେନି ପାରିକୁ ସମ୍ଭାଳିଥିଲେ ।

ଭାରତ ପକ୍ଷରୁ ଜସ୍‌ପ୍ରିତ୍‌ ବୁମ୍‌ରା ୨ଟି ୱିକେଟ ନେଇଥିବା ବେଳେ ହମ୍ମଦ୍‌ ଶାମି ଗୋଟିଏ ୱିକେଟ ନେଇଥିଲେ।

ବିଶ୍ୱକପ ଫାଇନାଲ: କଙ୍ଗାରୁ ଟିମକୁ ୨୪୧ରନର ବିଜୟ ଲକ୍ଷ୍ୟ ଦେଲା ରୋହିତ ବାହିନୀ
ଅହମଦାବାଦ୍‌: ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପ୍ରଥମେ ବ୍ୟାଟଂ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୪୦ ରନ କରିଛି। ଏହ ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୨୪୧ ରନର ଆବଶ୍ୟକତା ରହିଛି।

ଭାରତକୁ ୮୧ ରନ୍‌ରେ ତୃତୀୟ ଝଟକା ଲାଗିଥିଲା। ବିରାଟ କୋହଲି ଓ କେଏଲ୍‌ ରାହୁଲ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ପରେ ବିରାଟ କୋହଲି ୬୩ ବଲରେ ୫୪ ରନ କରି କମିନ୍ସଙ୍କ ବଲ୍‌ରେ ବୋଲ୍ଡ  ହୋଇଇଥିଲେ। ଏଥିରେ କୋହଲିଙ୍କ ୪ଟି ଚୌକା ସାମିଲ ରହିଛି। ବିରାଟଙ୍କ ଆଉଟ ପିଡିଆରେ ଥିବା ଭାରତୀୟ ଦର୍ଶକଙ୍କୁ କିଛି ସମୟ ନିରବ କରିଦେଇଥିଲା । ପରେ ପଡିଆକୁ କେଏଲଙ୍କ ସାଥ ଦେବା ପାଇଁ ରବିନ୍ଦ୍ର ଜାଡେଜା ଆସିଥିଲେ। ରବିନ୍ଦ୍ର ଜାଡେଜା ୨୨ ବଲରେ ୯ରନ କରି ଆଉଟ ହୋଇଥିଲେ। କେଏଲ୍‌ ରାହୁଲଙ୍କ ସାଥ ଦେବା ପାଇଁ ସୁର୍ଯ୍ୟକୁମାର ଯାଦବ ପଡିଆକୁ ଆସିିଥିଲେ। ପରେ କେଏଲ୍‌ ରାହୁଲ ୧୦୭ ବଲରେ ୬ ରନ କରି ଆଉଟ ହୋଇଥିଲେ। ସୁର୍ଯ୍ୟକୁମାରଙ୍କ ସାଥ ଦେବ ପାଇଁ ଆସିଥିବା ମହମ୍ମଦ ଶାମି ୧୦ ବଲରେ ୬ ରନ କରି ଆଉଟ ହୋଇଥିଲେ। ସୁର୍ଯ୍ୟକୁମାରଙ୍କ ୧୮ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ଯଶପ୍ରିତ ବୁମରା ୩ ବଲରେ ୧ ରନ କରି ଆଉଟ ହୋଇଥିଲେ।

ପୂର୍ବରୁ,  ଯୁବ ବ୍ୟାଟର ଶୁବମନ୍‌ ଗିଲ୍‌ ପ୍ରଥମେ ଆଉଟ୍‌ ହୋଇଥିଲେ। ଗିଲ୍‌ ୭ଟି ବଲ୍‌ ସାମ୍ନା କରି ମାତ୍ର ୪ ରନ୍‌ ସଂଗ୍ରହ କରି ପାଭିଲିଅନ୍‌କୁ ଫେରି ଆସିଥିଲେ। ଭାରତୀୟ ଟିମ୍‌କୁ ସ୍କୋର ୩୦ ରନ୍‌ରେ ପ୍ରଥମ ଝଟକା ଲାଗିଥିବା ବେଳେ ୭୬ ରନ୍‌ରେ ବିସ୍ଫୋରକ ବ୍ୟାଟିଂ କରି ଅଧିନାୟକ ରୋହିତ ଶର୍ମା ଆଉଟ ହୋଇଥିଲେ। କିନ୍ତୁ ରୋହିତ ପାଭିଲିଅନ୍‌କୁ ଫେରିବା ପୂର୍ବରୁ ୩୧ଟି ବଲ୍‌ ସାମ୍ନା କରି ୪ଟି ଚୌକା ଓ ୩ଟି ଛକା ବଳରେ ୪୭ ରନ୍‌ ସଂଗ୍ରହ କରିଥିଲେ। ଯୁବ ବ୍ୟାଟର ଶ୍ରେୟସ ଆୟର କ୍ରିଜରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନଥିଲେ। ସେ ୩ଟି ବଲ୍‌ ସାମ୍ନା କରି ଗୋଟିଏ ‌ଚୌକା ମାରି ଆଉଟ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ନେଇଥିଲେ।  ପାଟ କମିନ୍ସ ଓ  ଜସ୍‌ ହେଜେଲ୍‌ଉଡ୍‌ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଗ୍ଲେନ୍‌ ମ୍ୟାକ୍ସ‌ୱେଲ୍‌ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ବିଶ୍ବକପ୍‌ ଫାଇନାଲ: ଭାରତକୁ ୫ମ ଝଟକା, ୯ ରନ୍‌ କରି ଆଉଟ ହେଲେ ଜାଡେଜା
ଅହମଦାବାଦ୍‌: ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତକୁ ୮୧ ରନ୍‌ରେ ତୃତୀୟ ଝଟକା ଲାଗିଥିଲା। ବିରାଟ କୋହଲି ଓ କେଏଲ୍‌ ରାହୁଲ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ପରେ ବିରାଟ କୋହଲି ୬୩ ବଲରେ ୫୪ ରନ କରି କମିନ୍ସଙ୍କ ବଲ୍‌ରେ ବୋଲ୍ଡ  ହୋଇଇଥିଲେ। ଏଥିରେ କୋହଲିଙ୍କ ୪ଟି ଚୌକା ସାମିଲ ରହିଛି। ବିରାଟଙ୍କ ଆଉଟ ପିଡିଆରେ ଥିବା ଭାରତୀୟ ଦର୍ଶକଙ୍କୁ କିଛି ସମୟ ନିରବ କରିଦେଇଥିଲା । ପରେ ପଡିଆକୁ କେଏଲଙ୍କ ସାଥ ଦେବା ପାଇଁ ରବିନ୍ଦ୍ର ଜାଡେଜା ଆସିଥିଲେ। ରବିନ୍ଦ୍ର ଜାଡେଜା ୨୨ ବଲରେ ୯ରନ କରି ଆଉଟ ହୋଇଥିଲେ। କେଏଲ୍‌ ରାହୁଲଙ୍କ ସାଥ ଦେବା ପାଇଁ ସୁର୍ଯ୍ୟକୁମାର ଯାଦବ ପଡିଆକୁ ଆସିିଥିଲେ।

ପୂର୍ବରୁ,  ଯୁବ ବ୍ୟାଟର ଶୁବମନ୍‌ ଗିଲ୍‌ ପ୍ରଥମେ ଆଉଟ୍‌ ହୋଇଥିଲେ। ଗିଲ୍‌ ୭ଟି ବଲ୍‌ ସାମ୍ନା କରି ମାତ୍ର ୪ ରନ୍‌ ସଂଗ୍ରହ କରି ପାଭିଲିଅନ୍‌କୁ ଫେରି ଆସିଥିଲେ। ଭାରତୀୟ ଟିମ୍‌କୁ ସ୍କୋର ୩୦ ରନ୍‌ରେ ପ୍ରଥମ ଝଟକା ଲାଗିଥିବା ବେଳେ ୭୬ ରନ୍‌ରେ ବିସ୍ଫୋରକ ବ୍ୟାଟିଂ କରି ଅଧିନାୟକ ରୋହିତ ଶର୍ମା ଆଉଟ ହୋଇଥିଲେ। କିନ୍ତୁ ରୋହିତ ପାଭିଲିଅନ୍‌କୁ ଫେରିବା ପୂର୍ବରୁ ୩୧ଟି ବଲ୍‌ ସାମ୍ନା କରି ୪ଟି ଚୌକା ଓ ୩ଟି ଛକା ବଳରେ ୪୭ ରନ୍‌ ସଂଗ୍ରହ କରିଥିଲେ। ଯୁବ ବ୍ୟାଟର ଶ୍ରେୟସ ଆୟର କ୍ରିଜରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନଥିଲେ। ସେ ୩ଟି ବଲ୍‌ ସାମ୍ନା କରି ଗୋଟିଏ ‌ଚୌକା ମାରିଥିଲେ।

ବିଶ୍ବକପ୍‌ ଫାଇନାଲ: ଭାରତକୁ ୪ର୍ଥ ଝଟକା, ୫୪ ରନ୍‌ କରି କମିନ୍ସଙ୍କ ବଲ୍‌ରେ ବୋଲ୍ଡ ହେଲେ କୋହଲି
ଅହମଦାବାଦ୍‌: ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତକୁ ୮୧ ରନ୍‌ରେ ତୃତୀୟ ଝଟକା ଲାଗିଥିଲା। ବିରାଟ କୋହଲି ଓ କେଏଲ୍‌ ରାହୁଲ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ପରେ ବିରାଟ କୋହଲି ୬୩ ବଲରେ ୫୪ ରନ କରି କମିନ୍ସଙ୍କ ବଲ୍‌ରେ ବୋଲ୍ଡ  ହୋଇଇଥିଲେ। ଏଥିରେ କୋହଲିଙ୍କ ୪ଟି ଚୌକା ସାମିଲ ରହିଛି। ବିରାଟଙ୍କ ଆଉଟ ପିଡିଆରେ ଥିବା ଭାରତୀୟ ଦର୍ଶକଙ୍କୁ କିଛି ସମୟ ନିରବ କରିଦେଇଥିଲା । ପରେ ପଡିଆକୁ କେଏଲଙ୍କ ସାଥ ଦେବା ପାଇଁ ରବିନ୍ଦ୍ର ଜାଡେଜା ଆସିଥିଲେ।

ପୂର୍ବରୁ,  ଯୁବ ବ୍ୟାଟର ଶୁବମନ୍‌ ଗିଲ୍‌ ପ୍ରଥମେ ଆଉଟ୍‌ ହୋଇଥିଲେ। ଗିଲ୍‌ ୭ଟି ବଲ୍‌ ସାମ୍ନା କରି ମାତ୍ର ୪ ରନ୍‌ ସଂଗ୍ରହ କରି ପାଭିଲିଅନ୍‌କୁ ଫେରି ଆସିଥିଲେ। ଭାରତୀୟ ଟିମ୍‌କୁ ସ୍କୋର ୩୦ ରନ୍‌ରେ ପ୍ରଥମ ଝଟକା ଲାଗିଥିବା ବେଳେ ୭୬ ରନ୍‌ରେ ବିସ୍ଫୋରକ ବ୍ୟାଟିଂ କରି ଅଧିନାୟକ ରୋହିତ ଶର୍ମା ଆଉଟ ହୋଇଥିଲେ। କିନ୍ତୁ ରୋହିତ ପାଭିଲିଅନ୍‌କୁ ଫେରିବା ପୂର୍ବରୁ ୩୧ଟି ବଲ୍‌ ସାମ୍ନା କରି ୪ଟି ଚୌକା ଓ ୩ଟି ଛକା ବଳରେ ୪୭ ରନ୍‌ ସଂଗ୍ରହ କରିଥିଲେ। ଯୁବ ବ୍ୟାଟର ଶ୍ରେୟସ ଆୟର କ୍ରିଜରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନଥିଲେ। ସେ ୩ଟି ବଲ୍‌ ସାମ୍ନା କରି ଗୋଟିଏ ‌ଚୌକା ମାରିଥିଲେ।

ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ, ୧୯ରେ ଭାରତ ସହ ଟକ୍କର
କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯାଇଥିଲା । ତେବେ ସେମିଫାଇନାଲ୍‌ ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । କ୍ଷିଣ ଆଫ୍ରିକା ପ୍ରଥମେ ବ୍ୟଟିଂ କରି  ୪୯.୩  ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆ ୨୧୩ ରନର ଆବଶ୍ୟକତା ରହିଥିଲା। ଅଷ୍ଟ୍ରେଲିଆ ୪୭.୩ ଓଭରରେ ୭ ୱିକେଟ ହରାଇ ୨୧୫ରନ କରି ଆଜିର ମୁକାବାଲି ଜିତିବା ସହ ଫାଇନଲରେ ୨ୟ ଟିମ ଭାବେ ପ୍ରବେଶ କରିଛି।

ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେଭିସ୍‌ ହେଡ୍‌ ୪୮ ବଲରେ ୬୨ ରନ କରି ଆଉଟ ହୋଇଥିଲେ। ଡେଭିଡ୍‌ ୱାର୍ଣ୍ଣର୍‌ ୧୮ ବଲରେ ୨୯ ରନ କରି ଆଉଟ ହୋଇଥିଲେ। ମିସେଲ୍‌ ମାର୍ସ କୌଣସି ରନ ନ କରି ଆଉଟ ହୋଇଥିଲେ। ମାର୍ଣ୍ଣସ୍‌ ଲାଗୁସେନି ୩୧ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ଗ୍ଲେନ୍‌ ମ୍ୟାକ୍ସ‌ୱେଲ୍‌ ୫ ବଲରେ ୧ ରନ କରି ଆଉଟ ହୋଇଥିଲେ। ପାରିକୁ ଷ୍ଟିଭେନ୍‌ ସ୍ମିଥ୍ ସମ୍ଭାଳି ରଖିଥିଲେ। ତାଙ୍କ ସାଥ ଦେଇଥିଲେ ଜସ୍‌ ଇଙ୍ଗ୍‌ଲିସ୍‌ । ଷ୍ଟିଭେନ୍‌ ସ୍ମିଥ୍ ୬୨ ବଲରେ ୩୦ ରନ କରି ଆଉଟ ହୋଇଥିଲେ । ପରେ ମିସେଲ୍‌ ଷ୍ଟାର୍କ ଆସିଥିଲେ। ଜସ୍‌ ଇଙ୍ଗ୍‌ଲିସ୍‌ ୪୯ ବଲରେ ୨୮ରନ କରି ଆଉଟ ହୋଇଥିଲେ। ମିସେଲ୍‌ ଷ୍ଟାର୍କ ୩୮ ବଲରେ ୧୬ ରନ କରି ଅପରାଜିତ ରହିଥିବା ବେଳେ ପ୍ୟାଟ୍‌ କ୍ୟୁମିନ୍‌ସ୍‌ ୨୯ବଲରେ ୧୪ରନ କରି ଅପରାଜିତ ରହିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ତାବ୍ରେଜ୍‌ ଶାମ୍‌ସି ଓ ଜେରାଲ୍ଡ୍‌ କୋଟିଜି ୨ଟି ଲେଖାଏଁ ୱିକେଟ ନେଇଥିଲେ । ସେହିପରି ଏଡେନ୍‌ ମାର୍କରମ୍‌, କାଗିସୋ ରାବାଦା ଓ କେଶବ ମହାରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଗତକଲା ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଆଜି ୨ୟ ସେମିଫଇନା ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି। ଫାଇନାଲ ମ୍ୟାଚ ୧୯ ତାରିଖ ଅର୍ଥାତ ରବିବାର ଦିନ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ।

ବିଶ୍ବକପ ଫାଇନାଲରେ ଭାରତ: ନ୍ୟୁଜିଲ୍ୟାଣ୍ଡକୁ ହରାଇ ନେଲା ୨୦୧୯ର ବଦଲା
ମୁମ୍ବାଇ: ବିଶ୍ୱକପ୍‌ ୨୦୨୩ । ମୁମ୍ବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ପ୍ରଥମ ସେମିଫାଇନାଲ୍‌ ମୁକାବିଲା ଖେଳାଯାଇଥିଲା। ପ୍ରଥମ ସେମିରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍‌ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୩୯୭ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୩୯୮ରନର ଆବଶ୍ୟକତା ରହିଥିଲା। ହେଲେ ନ୍ୟୁଜିଲାଣ୍ଡ ୪୮.୫ ଓଭରରେ ସମସ୍ତ  ୱିକେଟ ହରାଇ ୩୨୭ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭରାତ ୭୦ ରନରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଆଜିର ମ୍ୟାଚ ଜିତିବା ସହ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି। ଏଥିସହ ୨୦୧୯ର  ବଦଲା ନେଇଛି ଭାରତ ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଡିଭନ୍ କନୱେ ୧୫ ବଲରେ ୧୩ରନ କରି ଆଉଟ ହୋଇଥିଲେ।ରାଚିନ୍ ରବିନ୍ଦ୍ର ୨୨ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ  କେନ୍ ୱିଲିୟମ୍ସନ୍ ଓ ଡାରିଲ୍ ମିଚେଲ ସମ୍ଭାଳିଥିଲେ। କେନ୍ ୱିଲିୟମ୍ସ ୭୩ ବଲରେ ୬୯ ରନ କରି ଆଉଟ ହୋଇଥିଲେ। ଟମ୍ ଲାଥାମ୍ କୌଣସି ରନ ନ କରି ଆଉଟ ହୋଇଥିଲେ। ଗ୍ଲେନ୍ ଫିଲିପ୍ସ ୩୩ ବଲରେ ୪୧ ରନ କରି ଆଉଟ ହୋଇଥିଲା। ମାର୍କ ଚାପମାନ ୫ ବଲରେ ୨ ରନରେ ଆଉଟ ହୋଇଥିଲେ। ପାରିକୁ ସମ୍ଭାଳି ରଖିଥିବା  ଡାରିଲ୍ ମିଚେଲ ୧୧୯ ବଲରେ ୧୩୪ ରନ କରି ଆଉଟ ହୋଇଥିଲେ। ମିଚେଲ ସାଣ୍ଟନର୍ ୧୦ ବଲରେ ୯ରନ କରି ଆଉଟ ହୋଇଥିଲେ। ଟିମ୍ ସାଉଥୀ ୧୦ ବଲରେ ୯ରନ କରି ଆଉଟ ହୋଇଥିଲେ। ଲକି ଫର୍ଗୁସନ୍ ୩ ବଲରେ ୬ରନ କରି ଆଉଟ ହୋଇଥିଲେ।

ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ଶାମି ସର୍ବାଧିକ ୭ଟି ୱିକେଟ ନେଇଥିଲେ। କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଜସପ୍ରୀତ ବୁମରା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଭାରତ ପକ୍ଷରୁ ବ୍ୟାଟିଂରେ, ୨୯ ବଲରେ ୪୭ କରି ରୋହିତ ଶର୍ମା ଆଉଟ ହୋଇଥିଲେ। ଶୁଭମାନ ଗିଲ ୬୫ ବଲରେ ୭୯ ରନ କରି ରିଟାର୍ଡ ହର୍ଟ ହୋଇଥିଲେ। ଏହାପରେ ବିରାଟଙ୍କ ସାଥ ଦେବା ପାଇଁ ଶ୍ରେୟସ ଆୟର ଆସିଥିଲେ। ବିରାଟ ଆଜି ଏକ ଶତକୀୟ ପାରି ଖେଳିଥିଲେ। ଏହି ଶତକୀୟ ପାରି ସହ ଦିନିକିଆରେ ୫୦ ତମ ଶତକ ହାସଲ କରିବାରେ ବିରାଟ ରେକର୍ଡ କରିଛନ୍ତି। ବାରିଟ ୧୧୩ ବଲରେ ୧୧୭ ରନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ ଆୟରଙ୍କ ସାଥ ଦେବା ପାଇଁ କେ.ଏଲ୍ ରାହୁଲ  ଆସିଥିଲେ। ଶ୍ରେୟସ ଆୟର ମଧ୍ୟ ଏକ ବିସ୍ଫୋରକ ଶତକୀୟ ଇଂନିସ ଖେଳିଥିଲେ। ଶ୍ରେୟସ ଆୟର ୭୦ ବଲରେ ୧୦୫ ରନ କରି ଆଉଟ ହୋଇଥିଲେ। କେ.ଏଲ୍ ରାହୁଲଙ୍କ ସାଥ ଦେବା ପାଇଁ ସୂର୍ଯ୍ୟକୁମାର ଯାଦବ ଆସିଥିଲେ । ସୂର୍ଯ୍ୟକୁମାର ବଡ ଶଟ ଖେଳିବାକୁ ଯାଇ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ରିଟାର୍ଡ ହଟ ହୋଇଥିବା ଶୁଭମାନ ଗିଲ ଆସିଥିଲେ। କେ.ଏଲ୍ ରାହୁଲ ୨୦ବଲରେ  ୪୦ରନ କରି ଅପରାଜିତ ରହିଥିବା ବେଳେ ଶୁଭମାନ ଗିଲ ୬୬ ବଲରେ ୮୦ ରନ କରି ଅପରାଜିତ ରହିଥିଲେ ।

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ ଟକ୍କର, ୱାଙ୍ଖେଡେରେ ହେବ ହାଇ ସ୍କୋରିଂ ମୁକାବିଲା
ମୁମ୍ବଇ: ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପ୍‌‌ର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମ୍‌‌ରେ ନଭେମ୍ବର ୧୫ ତାରିଖ ବୁଧବାର ଖେଳାଯିବ। ଏହି ମୁକାବିଲା ଲାଗି ନ୍ୟୁଜିଲାଣ୍ଡ ଦଳ ସୋମବାର ଷ୍ଟାଡିୟମ୍‌‌ରେ ଜୋରଦାର ଅଭ୍ୟାସ କରିଛି। ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ରବିବାର ରେକର୍ଡ ୯ମ ମ୍ୟାଚ୍‌‌ ଜିତିଥିବା ଭାରତ ବିଳମ୍ବରେ ଏଠାରେ ପହଞ୍ଚିଛି। ଭାରତୀୟ ଦଳ ପହଞ୍ଚିବା ପରେ ହୋଟେଲରେ ଯାଇ ବିଶ୍ରାମ ନେଇଥିଲେ। କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ, ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ଓ ବୋଲିଂ ପ୍ରଶିକ୍ଷକ ପାରସ ମାହାମ୍ବ୍ରେ ହୋଟେଲରୁ ସିଧାସଳଖ ଷ୍ଟାଡିୟମ୍‌‌ ଆସିଥିଲେ। ଏମାନେ ମିଳିତ ଭାବେ ପିଚ୍‌‌ ଅନୁଧ୍ୟାନ କରିଥିଲେ। ଯେଉଁ ପିଚ୍‌‌ରେ ମ୍ୟାଚ୍‌‌ ଖେଳାଯିବାକୁ ଅଛି ସେ ସମ୍ପର୍କରେ ପିଚ୍‌‌ ନିର୍ମାତା ତାପସ ଚାଟାର୍ଜୀଙ୍କ ସହ ଦୀର୍ଘ ସମୟ ଆେଲୋଚନା କରିଥିଲେ। ଏହି ଷ୍ଟାଡିୟମ୍‌‌ରେ ମ୍ୟାଚ୍‌‌ ଗୁଡିକ ହାଇସ୍କୋରିଂ ହେଉଥିବାରୁ ଯେ କୌଣସି ଦଳ ସପକ୍ଷରେ ମ୍ୟାଚ୍‌‌ ଯିବ ବୋଲି ଆଶା କରାଯାଉଛି। ଚଳିତ ବିଶ୍ୱକପ୍‌‌ରେ ଭାରତ ଯେପରି ଖେଳ ପ୍ରଦର୍ଶନ କରିଛି ସେଥିରେ ଏହି ଦଳକୁ ଫେବରାଇଟ୍‌ ମନେକରାଯାଉଛି। କିନ୍ତୁ ନକ୍‌‌ଆଉଟରେ ନୂଆ ଚୋକର ଭାବେ ଭାରତର ନାମ ଲିପିବଦ୍ଧ ହୋଇଛି। ଯଦି ଏହି ନକରାତ୍ମକ ରେକର୍ଡକୁ ହଟାଇବାକୁ ହେବ, ତେବେ ଭାରତକୁ ସେମିଫାଇନାଲ ମ୍ୟାଚ୍‌‌ ଜିତିବାକୁ ପଡ଼ିବ। ଗତଥର ଇଂଲଣ୍ଡରେ ୨୦୧୯ରେ ଅନୁଷ୍ଠିତ ବିଶ୍ୱକପ୍‌‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାଜିତ ହୋଇଥିଲା। ଏଠାରେ ଦଳକୁ ଏହି ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି। ୪ ବର୍ଷ ପରେ ଏହାର କିଛି ଗୁରୁତ୍ୱ ନଥିବାରୁ ଭାରତ ଏଥିଲାଗି ଚିନ୍ତିତ ନୁହେଁ। ସେହିପରି ଲିଗ୍‌‌ ଓ ନକ୍‌‌ଆଉଟ ଖେଳ ମଧ୍ୟରେ ଅନେକ ତଫାତ ରହିଥିବାରୁ ୱାଙ୍ଖେଡେ ମୁକାବିଲାରେ କିଏ ଫେବରାଇଟ୍‌‌, କିଏ ବିଜୟୀ ହେବେ କହିବା ମୁସ୍କିଲ। କିନ୍ତୁ ଗୋଟିଏ କଥା କହିପାରିବା, ଯେଉଁ ଦଳର ଖେଳାଳିମାନେ ଏହି ହାଇଭୋଲଟେଜ୍‌‌ ମ୍ୟାଚ୍‌‌ରେ ଚାପକୁ ଉଚିତ ମୁକାବିଲା କରିବେ, ସେହି ଦଳ ସପକ୍ଷରେ ଫଳାଫଳ ନିଶ୍ଚିତ ଯିବ।

ୱାଙ୍ଖେଡେ ଷ୍ଟାଡିୟମ୍‌‌ରେ ଏଯାଏ ୪ଟି ମ୍ୟାଚ୍‌‌ ଖେଳାଯାଇଛି। ଏହା ମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩ଥର ୩୫୦ରୁ ଊର୍ଦ୍ଧ୍ବ ରନ୍‌‌ କରିଛି। ଏଠାରେ ଖେଳାଯାଇଥିବା ଶେଷ ମ୍ୟାଚ୍‌‌ରେ ଉଭୟ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ୨୯୦ରୁ ଅଧିକ ରନ୍‌‌ କରିଥିଲେ। ଏଥିରେ ଗ୍ଲେ ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ରନ୍‌‌ ବଳରେ ଅଷ୍ଟ୍ରେଲିଆ ଅବିଶ୍ୱସନୀୟ ବିଜୟ ହାସଲ କରିଥିଲା। ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମୁକାବିଲାରେ ଏଭଳି ଆଉ ଏକ ହାଇସ୍କୋରିଂ ମୁକାବିଲା ହେବାର ସମ୍ଭାବନାକୁ ଆଦୌ ଏଡାଇଦେଇ ହେବ ନାହିଁ। ଏହି ୪ଟି ମୁକାବିଲାରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩ଟିରେ ଓ ପିଛା କରିଥିବା ଦଳ ଗୋଟିଏ ମ୍ୟାଚ୍‌‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌‌ଟି ଅଷ୍ଟ୍ରେଲିଆ ୩ ୱିକେଟରେ ଜିତିଥିଲା।

ନ୍ୟୁଜିଲାଣ୍ଡ ଦଳ ଫ୍ଲଡ୍‌‌ଲାଇଟ୍‌‌ରେ ସାଢ଼େ ୩ ଘଣ୍ଟା ଧରି ଅଭ୍ୟାସ କରିଥିଲେ। ଦଳରେ କେହି ଆହତ ନଥିବା ଏଥିରୁ ଜଣାପଡ଼ିଥିଲା। ଅଧିନାୟକ କେନ୍‌‌ ୱିଲିୟମସନଙ୍କ ସମେତ ସମସ୍ତ ଖେଳାଳି ଅଭ୍ୟାସ କରିଥିଲେ। ଫାଷ୍ଟ ବୋଲର ଲକି ଫର୍ଗୁସନ୍‌ ସାମ୍ବାଦିକଙ୍କୁ କହନ୍ତି, ଏଠାରେ ହାଇ ସ୍କୋରିଂ ହେବା କିଛି ନୂଆ କଥା ନୁହେଁ। ଭାରତରେ ଦିନିକିଆ କ୍ରିକେଟରେ ଏହା ଏକ ସାଧାରଣ ଘଟଣା। ଏଥିଲାଗି ଆମେ ପ୍ରସ୍ତୁତ ରହିଛୁ।

ବିଶ୍ବକପ ୨୦୨୩: ସେମି ପାଇଁ ଆଜି ଶ୍ରୀଲଙ୍କା ସହ ଲଢ଼ିବ ନ୍ୟୁଜିଲାଣ୍ଡ
ବେଙ୍ଗାଲୁରୁ: ସେମି ଆଶା ପକ୍କା କରିବାକୁ ଆଜି ଶ୍ରୀଲଙ୍କା ସହ ଲଢିବ ନ୍ୟୁଜିଲାଣ୍ଡ । ସେମିର ୪ର୍ଥ ଦଳ ଦୌଡ଼ରେ ଏବେ ରହିଛନ୍ତି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଯଦି ନିଜ ନିଜର ଶେଷ ମ୍ୟାଚ ଜିତନ୍ତି ତେବେ ନେଟ୍ ରନରେଟ ଅନୁସାରେ ୪ର୍ଥ ଦଳ ନିର୍ଦ୍ଧାରଣ ହେବ । ବର୍ତ୍ତମାନର ରନରେଟ ଅନୁସାରେ ନ୍ୟୁଜିଲାଣ୍ଡ ପାକିସ୍ତାନଠାରୁ ଆଗୁଆ ରହିଛି । ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ନ୍ୟୁଜିଲାଣ୍ଡ ନିଜର ଶେଷ ଲିଗ୍ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ।

ଆଫଗାନିସ୍ତାନକୁ ଅଷ୍ଟ୍ରେଲିଆ ପରାଜିତ କରିବା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପାଇଁ ଖୁସି ଖବର ଆଣିଛି । ଉଭୟ ଟିମର ସେମିଫାଇନାଲ ଟିକେଟ ହାତେଇବା ଆଶା ଆହୁରି ଉଜ୍ଜିବୀତ ହୋଇଛି । ଆଜି ନ୍ୟୁଜିଲାଣ୍ଡ ବିଜୟୀ ହେଲେ ସେମିଫାଇନାଲ ରେସରେ ସବୁଠୁ ଆଗରେ ରହିବ ।

ମାତ୍ର ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ନିକଟରୁ ପରାଜିତ ହେଲେ ପାକିସ୍ତାନ ଶେଷ ମ୍ୟାଚରେ ଇଂଲଣ୍ଡକୁ ହରାଇ ସେମିଫାଇନାଲରେ ପହଞ୍ଚିପାରିବ । କିନ୍ତୁ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମ୍ୟାଚରେ ବର୍ଷା ସମ୍ଭାବନା ରହିଛି, ଯଦି ବର୍ଷା ହୁଏ ତେବେ ନ୍ୟୁଜିଲାଣ୍ଡକୁ ଏକ ପଏଣ୍ଟ ମିଳିବ । ଯାହା ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ସମ୍ଭାବନାକୁ ଆହୁରି ବଳ ଯୋଗାଇବ ।

୧୦ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଫଗାନିସ୍ତାନ ମୈଦାନକୁ ଓହ୍ଲାଇବାକୁ ଥିବାବେଳେ ୧୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ ପାକିସ୍ତାନ । ତେବେ ଆଜି ଶ୍ରୀଲଙ୍କା ବିପକ୍ଷରେ ବୃହତ ବିଜୟ ହାସଲ କରି ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ଆଶା ଧୂଳିସାତ କରିବାକୁ ଆଶା ରଖିଛି ନ୍ୟୁଜିଲାଣ୍ଡ ।

ଆଜି ରାତିରୁ ବିକ୍ରି ହେବ ବିଶ୍ୱକପର ସେମି ଓ ଫାଇନାଲ ଟିକେଟ୍
ନୂଆଦିଲ୍ଲୀ: ଆଇସିସି ବିଶ୍ବକପ ୨୦୨୩ । ଆଜି ରାତିରୁ ସେମିଫାଇନାଲ ଏବଂ ଫାଇନାଲ ସମେତ ବିଶ୍ୱକପ ନକ୍ ଆଉଟ୍ ଖେଳ ପାଇଁ ଏକ ଅନ୍ତିମ ସେଟ୍ ଟିକେଟ୍ ବିକ୍ରି ହେବ। ପ୍ରଥମ ସେମିଫାଇନାଲ ନଭେମ୍ବର ୧୫ ରେ ମୁମ୍ବାଇରେ ଏବଂ ଦ୍ୱିତୀୟ ନଭେମ୍ବର ୧୬ ରେ କୋଲକାତାରେ ଖେଳାଯିବ। ଫାଇନାଲ ନଭେମ୍ବର ୧୯ ରେ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସେମି ଓ ଫାଇନାଲ ମ୍ୟାଚ ପାଇଁ ଟିକେଟ୍ ଆଜି ଅଫିସିଆଲ୍ ୱେବସାଇଟରେ ରାତି ୮ଟାରୁ ବିକ୍ରି ହେବ । ‘ticket.cricketworldcup.com’ ୱେବସାଇଟକୁ ଯାଇ କ୍ରିକେଟ ପ୍ରେମୀ ଟିକେଟ କିଣିପରିବେ।

ଭାରତ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଚତୁର୍ଥ ସ୍ଥାନ ପାଇଁ ଯୁଦ୍ଧ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଟକ୍କର ହେବ। ଯେଉଁମାନେ ଆଠଟି ଖେଳରୁ ଚାରିଟି ବିଜୟ ହାସଲ କରିଛନ୍ତି। ଆଜି ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ରହିଛି। ନ୍ୟୁଜିଲ୍ୟାଣ୍ଡ ଜଦି ଆଜିର ମ୍ୟାଚ ଜିତି ନିଏ ତେବେ ଚତୁର୍ଥ ସ୍ଥାନ ପାଇଁ ସେମିରେ ପ୍ରେବଶ କରିବାର ପ୍ରମୁଖ ଦାବିଦର ରହିବ।

ବିଶ୍ୱକପ ୨୦୨୩: ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଆଫଗାନିସ୍ତାନ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍‌ ୨୦୨୩ । ଆଜି ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମ୍‌ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୩୯ ତମ ମ୍ୟାଚ୍‌ । ଅପରାହ୍ନରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଆଫଗାନିସ୍ତାନ । ଭାରତ ଓ ଦକ୍ଷିଣ ଆଫ୍ରିକା ସେମି ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ବାକି ୨ଟି ସ୍ଥାନ ପାଇଁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ଦୌଡ଼ରେ ରହିଛନ୍ତି ।

ଆଫଗାନିସ୍ତାନ ୭ଟି ମ୍ୟାଚ୍‌ ଖେଳି ୪ ବିଜୟ ସହ ମୋଟ୍‌ ୮ ପଏଣ୍ଟ ହାସଲ କରିସାରିଛି । ମଙ୍ଗଳବାର ଅଷ୍ଟ୍ରେଲିଆକୁ ହରାଇଲେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନକୁ ପଛରେ ପକାଇ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉଠିପାରିବ । ଅନ୍ୟ ପଟରେ ଅଷ୍ଟ୍ରେଲିଆ ଉକ୍ତ ମ୍ୟାଚ୍‌ ଜିତିଲେ ସେମିରେ ସ୍ଥାନ ପକ୍କା କରିବ । ଆଫଗାନିସ୍ତାନ ଇତି ମଧ୍ୟରେ ଇଂଲଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଓ ନେଦରଲାଣ୍ଡ୍‌ସକୁ ହରାଇ ମନୋବଳ ଦୃଢ କରିଛି ।

ସମ୍ଭାବ୍ୟ ଦଳ

ଅଷ୍ଟ୍ରେଲିଆ: ଡେଭିଡ୍‌ ୱାର୍ଣ୍ଣର, ଟ୍ରେଭିସ୍‌ ହେଡ୍‌, ମିଚେଲ ମାର୍ଶ, ଷ୍ଟିଭେନ ସ୍ମିଥ୍‌/ମାର୍ନସ ଲାବୁସାନ, ଜୋସ ଇଂଲିଶ, ଗ୍ଲେନ ମ୍ୟାକ୍ସୱେଲ୍‌, ମାର୍କସ ଷ୍ଟଇନିସ୍‌, ପ୍ୟାଟ୍‌ କମିନ୍ସ(ଅଧିନାୟକ), ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋସ ହାଜେଲଉଡ୍‌ ।

ଆଫଗାନିସ୍ତାନ: ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜାଡ୍ରାନ, ରହମତ ଶାହ, ହସମତୁଲ୍ଲା ସାହିଦି (ଅଧିନାୟକ), ଅଜମତୁଲ୍ଲା ଓମାରଜାଇ, ଇକରାମ ଅଲିଖିଲ, ମହମ୍ମଦ ନବି, ରସିଦ ଖାନ, ମୁଜିବ ଉର ରେହମାନ, ନବୀନ ଉଲ-ହକ୍‌/ନୁର ଅହମ୍ମଦ, ଫଜଲହକ୍‌ ଫାରୁକି ।

କ୍ରିକେଟ୍‌ ଇତିହାସରେ ପ୍ରଥମ, ଟାଇମ୍‌ ଆଉଟ୍‌ ହୋଇ ପାଭିଲିୟନକୁ ଫେରିଲେ ଆଞ୍ଜେଲୋ ମାଥ୍ୟୁସ
ନୂଆଦିଲ୍ଲୀ: ଆଇସିସି ବିଶ୍ବକପ ୨୦୨୩ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମାହାଁମୁହିଁ ହୋଇଛନ୍ତି ବାଂଲାଦେଶ-ଶ୍ରୀଲଙ୍କା । ଆଜିର ମ୍ୟାରରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ଯାହାକି କ୍ରିକେଟ୍‌ ଇତିହାସରେ ପ୍ରଥମଥର ପାଇଁ ଏକ ନୂଆ ଘଟଣା ଘଟିଛି। ମ୍ୟାଚ ସମୟରେ ଶ୍ରୀଲଙ୍କାର ଖେଳାଳି ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ୍‌ ଆଉଟ୍‌ ଘୋଷଣା କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଏହିପରି ଟାଇମ୍‌ ଆଉଟ୍‌ ଜରିଆରେ କୌଣସି ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ଫେରିବାକୁ ପଡି ନ ଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ବାଂଲାଦେଶ-ଶ୍ରୀଲଙ୍କା ଖେଳାଯାଉଛି। ଏହି ମ୍ୟାଚ୍‌ ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ଇନିଂସ ସମୟରେ ସମରବିକ୍ରମା ଆଉଟ୍‌ ହେବା ପରେ ମାଥ୍ୟୁସ୍‌ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ସେ ଭୁଲ୍‌ ହେଲ୍‌ମେଟ୍‌ ନେଇ ଆସିଥିଲେ। ଏହା ପରେ ସେ ସଠିକ୍‌ ହେଲମେଟ୍‌ ପାଇଁ ଇସାରା କରିଥିଲେ। ଏହି ସମୟରେ ବାଂଲାଦେଶ ଖେଳାଳି ମାନେ ଟାଇମ୍‌ ଆଉଟ୍‌ ପାଇଁ ଅପିଲ୍‌ କରିଥିଲେ। ମାଥ୍ୟୁସ୍‌ଙ୍କୁ ଅମ୍ପାୟାର ଆଉଟ୍‌ ଘୋଷଣା କରିଥିଲେ। ଫଳରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମାଥ୍ୟୁସ୍‌ ଟଇମ୍‌ ଆଉଟ୍‌ ହୋଇଥିବା ପ୍ରଥମ କ୍ରିକେଟର୍‌ ହୋଇଥିଲେ।

ଆଇସିସି ବିଶ୍ବକପ ୨୦୨୩: ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ, ୨୪୩ ରନରେ ଜିତିଲା ଭାରତ
କୋଲକାତା: କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହୋଇଥିଲେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା। ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୩୨୬ ହରାଇ ରନ କରିଥିଲା । ଏହି ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୩୨୭ ରନର ଆବଶ୍ୟକତା ରହିଥିଲା। ହେଲେ ଦକ୍ଷିଣ ଆଫ୍ରିକା ସମସ୍ତ ୱିକେଟ ହରାଇ ୨୭.୧ ଓଭରରେ ୮୩ ରନ କରିଥିଲା। ଫଳରେ ଭାରତ ଆଜିର ମ୍ୟାଚକୁ ୨୪୩ ରନରେ ଜିତି ନେଇଛି। ଆଜିର ମ୍ୟାଚ ଜିତିବା ସହ ଭାରତର ଏହା କ୍ରମାଗତ ୮ମ ବିଜୟ ହୋଇଛି।

ଦକ୍ଷିଣ ଆଫ୍ରିକା ପକ୍ଷରୁ  କ୍ବିନ୍‌ଟନ୍‌ ଡି କକ୍‌ ୧୦ ବଲରେ ୫ରନ କରି ଆଉଟ ହୋଇଥିଲେ। ତେମ୍ବା ବାବୁମା ୧୯ ବଲରେ ୧୧ ରନ କରି ଆଉଟ ହୋଇଥିଲେ । ରେସି ଭାନ୍‌ ଡର୍‌ ଦୁସେନ୍‌ ୩୨ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ଡେନ୍‌ ମାର୍କରାମ୍‌ ୬ ବଲରେ ୯ରନ କରି ଆଉଟ ହୋଇଥିଲେ। ହିନ୍‌ରିଚ୍‌ କ୍ଲାସନ୍‌ ୧୧ ବଲରେ ୧ ରନ କରି ଆଉଟ ହୋଇଥିଲେ। ଡେଭିଡ୍‌ ମିଲର୍‌ ୧୧ ବଲରେ ୧୧ ରନ କରି ଆଉଟ ହୋଇଥିଲ। କେଶବ ମହାରାଜ ୧୧ ବଲରେ ୭ରନ କରି ଆଉଟ ହୋଇଥିଲେ। ମାକ୍ରୋ ଜାନ୍‌ସେନ୍‌ ୩୦ ବଲରେ ୧୪ ରନ କରି ଆଉଟ ହୋଇଥିଲେ। କାସିଗୋ ରବାଡା ୨୬ ବଲରେ ୬ରନ କରି ଆଉଟ ହୋଇଥିଲେ। ଲୁଙ୍ଗୀ ଏନ୍‌ଗିଡି ୩ ବଲ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ।

ଭାରତ ପକ୍ଷରୁୁ ରବୀନ୍ଦ୍ର ଜାଦେଜା ସର୍ବାଧିକ ୫ ଟି ୱିକେଟ ନେଇଥିଲେ। ମହମ୍ମଦ ଶାମି ଓ କୁଳଦୀପ ଯାଦବ ଉଭୟ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ।