Bhola Fish - The Sakala

ଜାଲରେ ପଡିଲା ୧୧୦ କେ.ଜିର ବିଶାଳକାୟ ଭୋଲା ମାଛ, ୨୫ ହଜାର ଟଙ୍କାରେ ହେଲା ବିକ୍ରି
ବାଲେଶ୍ୱର: ଜାଲରେ ପଡିଲା ବିଶାଳକାୟ ଭୋଲା ମାଛ । ମାଛତୀର ଓଜନ ୧୧୦ କେ.ଜି । ଦିଘା ମୁହାଁଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବିଶାଳକାୟ ମାଛ ପଡିଥିବା ଦେଖିବାକୁ ମିଳିଛି । ଓଡିଶାର ପାରାଦୀପ ଅଞ୍ଚଳର କିଛି ମତ୍ସଜୀବୀ ଟ୍ରଲର ସାହାଯ୍ୟରେ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିବା ବେଳେ ଏହି ବିଶାଳକାୟ ମାଛ ସେମାନଙ୍କ ଜାଲରେ ପଡିଥିଲା। ଯାହାକୁ ଦେଖିବାକୁ ଦୀଘା ମୁହାଣରେ ଥିବା ମାଛ ମାର୍କେଟରେ ଲୋକଙ୍କ ଭିଡ଼ ଜମିଥିଲା।

ପାରାଦ୍ୱୀପ ପୋର୍ଟରୁ ମତ୍ସ୍ୟଜୀବୀମାନେ ଏହି ମାଛଟିକୁ ଧରି ଦୀଘା ମୁହାଣରେ ଥିବା ମାଛ ମାର୍କେଟକୁ ବିକ୍ରି କରିବା ପାଇଁ ଆଣିଥିଲେ। ୧୧୦ କେ.ଜିର ଏହି ବିଶାଳକାୟ ଭୋଲା ମାଛଟି ୨୫ ହଜାର ଟଙ୍କାରେ ବିକ୍ରି ହୋଇଥିବା ନେଇ ସୂଚନା ମିଳିଛି । ମାଛଟିକୁ BBC ନାମକ ଏକ କମ୍ପାନୀ କିଣିଥିବା ଜଣାପଡ଼ିଛି। ଏହି ମାଛରୁ ବିଭିନ୍ନ ପ୍ରକାର ଜଟିଳ ରୋଗର ଔଷଧ ଓ ପ୍ରସାଧନ ସାମଗ୍ରୀ ତିଆରି ହେଉଥିବାରୁ ବିଦେଶରେ ଏହି ମାଛର ବେଶ ଚାହିଦା ଥିବା ସୂଚନା ମିଳିଛି।