ELEPHANT ATTACK - The Sakala

ଗୋଠ ଛଡା ହାତୀର ଉପଦ୍ରବ; ଘରର କାନ୍ଥ ପଡି ଦୁଇ ବର୍ଷ ଶିଶୁପୁତ୍ର ମୃତ
ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା କେନ୍ଦୁଖୁଣ୍ଟା ଗ୍ରାମରେ ଗୋଠ ଛଡା ହାତୀର ଉପଦ୍ରଵ । ଭାଙ୍ଗିଲା ଘରର କାନ୍ଥ । କାନ୍ଥ ପଡି ମାଆ କୋଳରେ ଶୋଇଥିବା ଦୁଇ ବର୍ଷ ଶିଶୁ ପୁତ୍ର ମୃତ । ପରିବାରର ଅନ୍ୟ ସଦସ୍ୟମାନେ ଆହତ ହୋଇଥିବାବେଳେ ରାଇବଣିଆ ଵନ୍ୟ ବିଭାଗ ଦ୍ୱାରା ଉଦ୍ଧାର ହୋଇ ହାତୀଗଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଶିଶୁ ହେଲେ ଉଦ୍ଧବ ବେଶ୍ରାଙ୍କର ପୁଅ ରାମ । ବନବିଭାଗ ଦ୍ୱାରା ହାତି ଘୋଡାଇବା ପାଇଁ ଉଦ୍ୟମ ଜାରି ରହିଛି । ରାଇବଣିଆ ଅଞ୍ଚଳର ଆଖପାଖ ଜଙ୍ଗଲରେ ୩୦ ଟିକିଆ ହାତୀପଲ ଦିର୍ଘ ଦିନ ଧରି ଘୁରି ବୁଲୁଛନ୍ତି । ଦିନ ସମୟରେ ଜଙ୍ଗଲରେ ରହୁଛନ୍ତି। ରାତି ହେଲେ ଗାଁରେ ପଶି ଉପଦ୍ରବ କରୁଛନ୍ତି ।

ସୂଚନା ଅନୁସାରେ, ଗତକାଲି ରାତିରେ କେନ୍ଦୁଖୁଣ୍ଟା ଗ୍ରାମର ଉଦ୍ଧବ ମାରାଣ୍ଡିଙ୍କ ଘର ଭାଙ୍ଗି ଦେଇଛି ଗୋଠ ଛଡା ହାତୀ । ରାତିରେ ଶୋଇଥିବା ବେଳେ ପରିବାର ଲୋକଙ୍କ ଉପରେ କାନ୍ଥ ପଡିଯିବାରୁ ଉଦ୍ଧବଙ୍କ ୨ବର୍ଷର ପୁଅ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ତୁରନ୍ତ ମେଡିକାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି । ବନବିଭାଗ କର୍ମଚାରୀ ପହଞ୍ଚି ହାତୀଙ୍କୁ ଘଉଡ଼ାଇଥିଲେ । ଉଦ୍ଧବ ଜଣେ ଗରିବ ପରିବାରର ହୋଇଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ।

ଜନବସତି ମୁହାଁ ହାତୀପଲ; ସୀମାନ୍ତରେ ହାତୀ ଆକ୍ରମଣରେ ଯୁବକ ମୃତ, ଗ୍ରାମବାସୀ ଆତଙ୍କିତ
ରାଇରଙ୍ଗପୁର: ହାତୀପଲ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇଛନ୍ତି। ଧାନ ଖାଇବା ପାଇଁ ହାତୀପଲଙ୍କ ଉପଦ୍ରବରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ମୟୁରଭଞ୍ଜ-ଝାରଖଣ୍ଡ ସୀମାନ୍ତବର୍ତ୍ତି ସ୍ଥାନରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୀମାନ୍ତର ରରୁଆଁ ନିକଟବର୍ତ୍ତି ଝାରଖଣ୍ଡ ରାଜ୍ୟର ବେନି ସାଗର ଅଞ୍ଚଳରେ ଉକ୍ତ ଅଘଟଣ ଘଟିଛି। ହାତୀପଲଙ୍କ ଉପଦ୍ରବ ଜାରି ଥିବା ବେଳେ ଶୁକ୍ରବାର ଭୋର ସମୟରେ ହାତୀ ଆକ୍ରମଣ କରିଥିଲେ। ହାତୀ ଆକ୍ରମଣ କରି ଯୁବକଙ୍କ ଶରୀରରୁ ମୁଣ୍ଡ ଅଲଗା କରି ଦେଇଛି। ମୃତକ ଜଣକ ଝାଡ଼ଖଣ୍ଡ ରାଜ୍ୟର ଯୁବକ ବୋଲି ଜଣାପଡିଛି। ତେବେ ଯୁବକଙ୍କ ପ୍ରକୃତ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ହାତୀଟି ଯୁବକଙ୍କୁ ଆକ୍ରମଣ କରି ଦଳି ଦେବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଝାରଖଣ୍ଡ ବନ ବିଭାଗ ଟିମ ପହଁଚି ତଦନ୍ତ ଜାରି ରଖିଛନ୍ତି।

କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ କିଛି ଦିନ ହେବ ଝାଡ଼ଖଣ୍ଡ ହାତୀପଲ ଚଳପ୍ରଚଳ କରୁଛନ୍ତି। କରଞ୍ଜିଆ ବନଖଣ୍ଡର ପୃଥକ ପୃଥକ ସ୍ଥାନରେ ହାତୀ ରହିଛନ୍ତି। ବିଭିନ୍ନ ସ୍ଥାନରେ ଉପଦ୍ରବ ଜାରି ରହିଛି। ଯାହାକି ବନବିଭାଗର ନିଦ ହଜେଇ ଦେଇଛି। ହାତୀ ଚଳପ୍ରଚଳ ଯୋଗୁଁ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଧାନ ବାସ୍ନାରେ ଜନବସତିକୁ ମାଡି ଆସୁଛନ୍ତି। ହାତୀପଲ ଧାନ କ୍ଷେତରେ ପଶି ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି। ତାହାକୁ ରୋକିବାକୁ ପ୍ରୟାସ କଲେ ହାତୀ ଆକ୍ରମଣର ଶିକାର ହୋଇ ଜୀବନ ଯାଉଛି। ଦିନରେ ଯାହା ଉପଦ୍ରବ କରୁଥିବା ବେଳେ ସୂର୍ଯ୍ୟ ନଇଁଲେ ଅନ୍ଧାରରେ ଅଧିକ ଉପଦ୍ରବ କରୁଛନ୍ତି। ଶୌଚ ହେବାକୁ ଯାଇଥିବା ବେଳେ ଲୋକେ ମୁଁହାମୁହିଁ ହୋଇ ଜୀବନ ଯାଉଛି। ଯାହାକୁ ନେଇ ଭୟରେ ରାତି ତମାମ ଲୋକ ମାନେ ଘରେ ନ ଶୋଇ ନିଆଁ ଜାଳି ଜଗି ରହୁଛନ୍ତି। ହାତୀ ମାନଙ୍କ ଗତିବିଧି ଉପରେ ବନ ବିଭାଗ ଟିମ ନଜର ରଖିଛନ୍ତି। ସେମାନଙ୍କୁ ଜନବସତି ଠାରୁ ଦୂରକୁ ନେବାକୁ ନିୟମିତ ପ୍ରୟାସ କରୁଛନ୍ତି। କିନ୍ତୁ ହାତୀପଲ ବାରମ୍ବାର ଜନବସତି ନିକଟତର ହେଉଛନ୍ତି।

ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ
କରଞ୍ଜିଆ: ହାତୀ ଆକ୍ରମଣରେ ଯୁବକ ମୃତ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ପାର୍ବତୀପୁର ଗାଁ ଆମ୍ବ ବଗିଚାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ଜାମଦାପାଳ ଗ୍ରାମର ଜୁନା ନାଏକ । ହାତୀ ଆକ୍ରମଣରେ ଗୁରୁତର ଆହତ ଅବସ୍ଥାରେ ବନବିଭାଗ ଉଦ୍ଧାର କରି ତାଙ୍କୁ ପ୍ରଥମେ ଶୁକୃଳି ମେଡିକାଲ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଘର କାନ୍ଥ ଭାଙ୍ଗି ମହିଳାଙ୍କୁ ଟାଣି ଆଣି ଦଳି ଦେଲା ଦନ୍ତା
ଦେବଗଡ଼: ମହିଳାଙ୍କୁ ଦଳି ଦେଲା ଦନ୍ତା। ଏଭଳି ଅଭାବନୀୟ ଘଟଣା ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ତିଳେଇପଶି ଗ୍ରାମରେ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘର କାନ୍ଥ ଭାଙ୍ଗି ମହିଳାଙ୍କୁ ଟାଣି ଆଣି ଦନ୍ତା ଦଳି ଦେଇଛି। ମୃତ ମହିଳା ତିଳେଇପଶି ମାହାର ସାହିର ଜିତୁ ମାହାରଙ୍କ ସ୍ତ୍ରୀ ପୂଜା ମାହାର। ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ସ୍ଵାମୀ ଜିତୁ ଓ ତିନି ସନ୍ତାନ। ଘଟଣାସ୍ଥଳରେ ପୁଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି।

ବାରିପଦା ସହର ଉପକଣ୍ଠରେ ହାତୀପଲ, ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ
ବାରିପଦା: ବାରିପଦା ସହର ଉପକଣ୍ଠରେ ହାତୀପଲଙ୍କ ଉତ୍ପାତ । ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ମୃତକ ଜଣକ ହେଲେ ବାରିପଦା ବନଖଣ୍ଡ ଅନ୍ତର୍ଗତ ଶ୍ୟାମାଖୁଣ୍ଟା ଅଞ୍ଚଳର ଦାଡଦୁଡ ଗ୍ରାମର ମଧୁସୂଦନ ପାଣ୍ଡେ। ବାରିପଦା ସହର ଉପକଣ୍ଠ ଶ୍ୟାମାଖୁଣ୍ଟା ଅଞ୍ଚଳରେ ୪୦ଟିକିଆ ହାତୀପଲ ଚଳପ୍ରଚଳ କରୁଛନ୍ତି। ତେବେ ଶନିବାର ସକାଳୁ ମଧୁସୂଦନ ଶୌଚ ହେବାକୁ ବିଲକୁ ଯାଇଥିବା ବେଳେ ହାତୀ ସହିତ ମୁଁହାମୁହିଁ ହୋଇଥିଲା। ହାତୀ ଆକ୍ରମଣରେ ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଉକ୍ତ ହାତୀ ପଲ ଚଳପ୍ରଚଳ କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସତର୍କ କରାଯାଇଛି। ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବନବିଭାଗ ଅପାରଗତାରୁ ମୃତ୍ୟୁ ହୋଇଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ପଠାଯାଇଥିବା ସୂଚନା ମିଳିଛି ।

କଳାହାଣ୍ଡିରେ ଗଜରାଜ ଆତଙ୍କ, ଗାଁରେ ପସି ଫସଲ ନଷ୍ଟ ସହ ମହିଳାଙ୍କୁ କଚାଡି ଦେଲା ହାତୀ
କଳାହାଣ୍ଡି: କଳାହାଣ୍ଡିରେ ହାତୀ ଆତଙ୍କ । କଳାହାଣ୍ଡି ଜିଲା ଡମପଦର ଗାଁର ପୂର୍ଣ୍ଣମୀ ବେୱା ସକାଳୁ ଶୌଚପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି । ମହିଳାଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡି ଦେବାରୁ ସେ ଗୁରୁତର ଆହତ ହେବା ସହ ପଡିରହିଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ପୂର୍ଣ୍ଣମୀଙ୍କୁ ଚିକିତ୍ସା ନିମନ୍ତେ କେସିଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି। ଗତ କିଛି ଦିନ ହେଲା କେସିଙ୍ଗା ଓ ନର୍ଲା ରେଞ୍ଜ ଅଞ୍ଚଳରେ ୫୦ ଟିକିଆ ହାତୀ ପଲ ବୁଲୁଥିବା ଜଣାପଡିଛି।

ଗାଁରେ ହାତୀ ଘଉଡ଼ାଇବା ବେଳେ ବ୍ୟକ୍ତିଙ୍କୁ ଦଳି ଚକଟି ମାରିଲା ହାତୀ
ସମ୍ବଲପୁର: ଜଣେ ବ୍ୟକ୍ତିଙ୍କୁ ଦଳି ମାରିଲା ହାତୀ । ହାତୀ ଆକ୍ରମଣରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍ସନ ଜାମଲୋଇ ବିଟ ଅଧୀନ ଜାମଲୋଇ ଗ୍ରାମରେ ଘଟିଛି ଏହି ଅଘଟଣ । ମୃତ ବ୍ୟକ୍ତି ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ଦେହୁରୀ(୩୮) । ହାତୀ କଚାଡି ଦେବାରୁ ପୂର୍ଣ୍ଣଚନ୍ଦ୍ର ଶରୀରଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି।

ସୂଚନା ଅନୁସାରେ, ଗତକାଲି ରାତିରେ ଗ୍ରାମବାସୀ ହାତୀ ଘଉଡ଼ାଇବାକୁ ବାହାରିଥିଲେ । ହାତୀ ପଲଙ୍କୁ ଘଉଡ଼ାଇବା ପରେ ସମସ୍ତେ ଫେରି ଆସିଥିଲେ । ହେଲେ ପୂର୍ଣ୍ଣ ଫେରି ନଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ନୁଆଁବନ୍ଧ ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ବନ ବିଭାଗକୁ ଖବର ଦେଇଥିଲେ। ଖବର ଲେଖା ହେବା ଯାଏ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି ।

ଟ୍ରାଙ୍କୁଲାଇଜ ପରେ କପିଳାସକୁ ସ୍ଥାନାନ୍ତର ହେଲା ନରହନ୍ତା ଦନ୍ତା, ନେଇଥିଲା ୪ ଜୀବନ
ବାରିପଦା: ଶେଷରେ ନରହନ୍ତା ଦନ୍ତାହାତୀକୁ ବନବିଭାଗ କାବୁ କରିଛି। ବାରିପଦା ବନଖଣ୍ଡ ତଥା ରେଞ୍ଜ ଅଧୀନ ବୁଢିଖମାରୀ ସଂରକ୍ଷିତ ଜଙ୍ଗଲରେ ୭ଘଣ୍ଟା ପରିଶ୍ରମ କରି ତାକୁ ଟ୍ରାଙ୍କୁଲାଇଜ କରିବାପରେ କ୍ରେନ ଦ୍ବାରା ହାଇଓ୍ବାରେ ବାନ୍ଧି ତାକୁ ଗତରାତିରେ କପିଳାସ ଜଙ୍ଗଲ ଅଭିମୁଖେ ନିଆଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀ ଡ ପ୍ରକାଶ ଚାନ୍ଦ ଗୋଗିନାନୀ କହିଛନ୍ତି। ସେଠାକାର ଚିଡିଆଖାନାରେ ହିଂସ୍ର ବନ୍ୟପ୍ରାଣୀଙ୍କ ଚିକିତ୍ସା ସୁବିଧା ଥିବାରୁ ପିସିସିଏଫଙ୍କ ନିର୍ଦ୍ଦେଶରେ ଦନ୍ତାକୁ ସ୍ଥାନାନ୍ତର କରାଯାଇଛି। ହାତୀ ସହିତ ଅଭିଜ୍ଞ ବନ ଅଧିକାରୀ, ପ୍ରାଣୀ ଚିକିତ୍ସକ, ଆସାମର ୪ଜଣ ତାଲିମପ୍ରାପ୍ତ ମାହୁନ୍ତ ଓ କର୍ମଚାରୀ ଯାଇଛନ୍ତି।

ପ୍ରକାଶ ଥାଉକି, ନରହନ୍ତା ଦନ୍ତା ଆକ୍ରମଣରେ ବିଗତ ତିନିଦିନରେ ୪ଜଣଙ୍କ ମୃତ୍ୟୁ ଓ ୩ଗୁରୁତର ଆହାତ ଘଟଣା ବନବିଭାଗ ପାଇଁ ମଧ୍ୟ ଅଡୁଆସ୍ଥିତି ସୃଷ୍ଟି କରିଥିଲା। ଅମାନିଆ ଦନ୍ତାହାତୀଟି ଶିମିଳିପାଳରୁ ପଶ୍ଚିମବଙ୍ଗ ଯାଇଥିବା ବେଳେ ସେଠାକାର ଜନସାଧାରଣ ନିଆଁହୁଳା ଫିଙ୍ଗିବା ସହିତ ତତଲା ରଡରେ ଚେଙ୍କ ଦେବା ଓ ଡାଇନାମା ଦ୍ବାରା ଆଘାତ ଦେବା ଭଳି ଜଘନ୍ୟ କାଣ୍ଡ ଭିଆଇବା ପରେ ଦନ୍ତା ହାତୀଟି ହିଂସ୍ର ହୋଇ ଉପରୋକ୍ତ ଘଟଣା ଭିଆଇଥିଲା । ଏନେଇ ଗୁରୁବାର ବନବିଭାଗ ପକ୍ଷରୁ ସ୍ଵତନ୍ତ୍ର ବୈଠକ ବସିବା ପରେ ହାତୀକୁ ଆୟତ୍ତ କରି ସ୍ବଭାବ ପରିବର୍ତ୍ତନ ନିଷ୍ପତ୍ତି ନିଆଯାଇଥିଲା। ଟ୍ରାଙ୍କୁଲାଇଜ କରି ତାକୁ କାବୁ କରି ସ୍ଥାନାନ୍ତର ନିଷ୍ପତ୍ତି ନିଆଯାଇଥିଲା। ତଦନୁଯାୟୀ ଗତରାତିରେ ଦନ୍ତାକୁ କାବୁ କରାଯାଇଥିଲା ।

ଘରେ ଶୋଇଥିବାବେଳେ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ
ବରଗଡ଼: ହାତୀ ନେଲା ଜୀବନ । ଘରେ ଶୋଇଥିବା ବେଳେ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ ।ଗତକାଲି ରାତ୍ରି ପ୍ରାୟ ୧୨ଟା ବେଳେ ଘରେ ଶୋଇଥିବା ବେଳେ ଘର ପଛ ପଟୁ ଆସି ଗୋଟିଏ ପରିବାରର ୩ ଜଣଙ୍କୁ ହାତୀପଲ ଦଳି ଦେଇ ମାରି ଦେଇଛି । ଏପରି ଏକ ଅଭାବନୀୟ ଘଟଣା ଝାରବନ୍ଧ ବ୍ଲକ ସାଲଡିହି ଗ୍ରାମରେ ଘଟିଥିବା ବେଳେ ୩ଟି ହାତୀ ଆଡ଼ୁଆଲ ଅଞ୍ଚଳରୁ ଆସିଥିବା ସୁଚନା ରହିଛି। ମୃତକମାନେ ସଲଡିହି ଗ୍ରାମର ପାନ ବରିହା(୨୪), ଦୁଇ ଝିଅପୁଅ ସୁନନ୍ଦା ବରିହା(୬) ଏବଂ ଆଦିତ୍ୟ ବରିହା (୩) ବୋଲି ଜଣାପଡିଛି । ଅନ୍ୟପକ୍ଷରେ ମୃତ ପାନ ବରିହାଙ୍କ ସ୍ୱାମୀ ବିପିନ ବରିହା ଏବଂ ପୁଅ ମଣ୍ଟୁ ବରିହା ଅଳ୍ପକେ ବର୍ତି ଯାଇଛନ୍ତି । ଗତକାଲି ବିଲମ୍ବିତ ରାତି ୧୧ ଟାରେ ହାତୀ ପଲ ଘର ପଛ ପଟୁ ଆସି ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ମା ଏବଂ ଦୁଇପୁଅଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ୩ଟିମ୍ ଘଟଣା ସ୍ଥଳରେ ଉପସ୍ଥିତ ରହି ହାତୀ ଘଉଡ଼ାଇବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଉଥିବା ବନ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଜଙ୍ଗଲୀ ହାତୀ ପାଇଁ ଏବେ ସେ ଅଞ୍ଚଳରେ ରାସ୍ତାଘାଟ ଶୁନସାନ ହୋଇଯାଇଥିବାବେଳେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି।

ମହୁଲ ଫୁଲ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, ଦଳିଦେଲା ଦନ୍ତା
ଢେଙ୍କାନାଳ: ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ଧରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗୋବରୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣଙ୍କ ମହାବିରୋଡ଼ ଥାନା ବାମ ପଞ୍ଚାୟତ ଅନ୍ତର୍ଗତ ଗୋବରୀ ମୁଣ୍ଡାସାହିର ସୁରୁ ମୁଣ୍ଡା। ସୁରୁ ଭୋର ସମୟରୁ ମହୁଲ ଫୁଲ ଗୋଟାଇବା ପାଇଁ ଗାଁ ପାଖ ଚାଙ୍ଗୁରିଆପାଳ ଜଙ୍ଗଲ ନିକଟକୁ ଯାଇଥିଲେ। ସେଠାରେ ମହୁଲ ଫୁଲ ଗୋଟାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ ସୁରୁ । ଦନ୍ତା ହାତୀଟି ତାଙ୍କୁ କଚାଡି ମାରିଥିଲା। ତେବେ ଘଟଣା ସ୍ଥଳରେ ହିଁ ସୁରୁଙ୍କର ମୃତ୍ୟୁ ହୋଇଛି। ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ। ମାତ୍ର ତାଙ୍କର କ୍ଷତବିକ୍ଷତ ମୃ ଦେହ ଗାଁ ପାଖ ଜଙ୍ଗଲ ନିକଟରେ ପଡି ରହିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ମହାବୀରୋଡ଼ ଥାନା ପୋଲିସ ଏବଂ ବନ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରି ଦେଇଛନ୍ତି। ତେବେ ହାତୀ ଆତଙ୍କକୁ ନେଇ ଅଞ୍ଚଳବାସି ଆତଙ୍କିତ ଥିବା ଜଣାପଡିଛି।

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ
ବାରିପଦା: ପୁଣି ଦନ୍ତା ନେଲା ଆଉ ଏକ ଜୀବନ। ମୟୁରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅଧିନ ଜୁଆଳିଭଙ୍ଗା ଗ୍ରାମ ପଞ୍ଚାୟତ କାଳିଆନାଳ ଗ୍ରାମରେ ଦନ୍ତା ହାତୀର ଆକ୍ରମଣରେ ଯୁବକଙ୍କ ମୃତ୍ୟ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ତିନୋଟି ଦନ୍ତା ହାତୀ ଗାଁ ଭିତରକୁ ପଶି ଉତ୍ପାତ କରିଥିଲେ। ତେବେ ଦନ୍ତା ହାତୀର ଆକ୍ରମଣରେ ଶିକାର ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ମୋରଡ଼ା ଥାନା ଅନ୍ତର୍ଗତ କାଳିଆନାଳ ଗ୍ରାମର ପୁଇନା ଦେହୁରୀ।

ସୂଚନା ମୁତାବକ, ପୁଇନା ଦେହୁରୀ ତା’ର ଦୁଇ ଝିଅ ସହିତ ଘରେ ଶୋଇଥିବା ବେଳେ ହଠାତ ତିନୋଟି ହାତୀ ଆସି ଉତ୍ପାତ କରିଥିଲେ, ହାତୀ ଆସିବାର ଜାଣିପାରି ଦୁଇ ଝିଅ ଏଣେତେଣେ ଦୌଡ଼ି ପଳାଇଥିବା ବେଳେ ପୁଇନାକୁ ଗୋଟେ ଦନ୍ତା ହାତୀ ଟାଣିନେଇ ଦଳି ଦେଇଥିଲା । ଘଟଣାସ୍ଥଳରେ ପୁଇନାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଗାଁ ଲୋକଙ୍କ କହିବା ଅନୁସାରେ ହାତୀ ସମ୍ପର୍କରେ ବନବିଭାଗ ଲୋକମାନଙ୍କୁ ସୂଚନା ଦେଇ ନଥିବାରୁ ଏଭଳି ଘଟଣା ଘଟିଛି। ଖବରପାଇ ବେତନଟୀ ରେଞ୍ଜ ଅଧିକାରୀ ଏବଂ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ନେଇଥିବା ଜଣାପଡିଛି ।

ବିଲକୁ ଯିବାବେଳେ ହାତୀ ଆକ୍ରମଣରେ ଚାଷୀ ମୃତ
ସୁନ୍ଦରଗଡ଼: ହାତୀ ଆକ୍ରମଣରେ ଚାଷୀ ମୃତ । ସକାଳୁ ସକାଳୁ ବିଲକୁ ଯିବାବେଳେ ଆକ୍ରମଣ କରିଥିଲା ହାତୀ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଗରଗଡ଼ବାହାଲ ଗାଁରେ ଧାନ ବିଲକୁ ଯିବାବେଳେ କଚାଡ଼ି ମାରିଦେଲା ହାତୀ । ମୃତକ ଜଣକ ହେଲେ ଗରଗଡ଼ବାହାଲ ଗାଁର ହିରାଲାଲ ବେହେରା । ଭୋର ସାଢ଼େ ୩ଟାରେ ବେଳେ ବିଲରେ ହାତୀ ପଶି ଫସଲ ନଷ୍ଟ କରୁଥିବା ଜାଣିବା ପରେ ହିରାଲାଲ ଧାନ ବିଲକୁ ଜଗିବାକୁ ଯାଇଥିଲେ । ଏହି ସମୟରେ କଚାଡ଼ି ମାରିଦେଇଛି ହାତୀ । ୩୦ ଟିକିଆ ହାତୀ ପଲ ଗତ କିଛି ଦିନ ହେଲା ସ୍ଥାନୀୟ ଅଂଚଳକୁ ଆସି ଉତ୍ପାତ କରୁଛନ୍ତି । ବନ ବିଭାଗ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିବା ସହ ହାତୀ ଘଉଡାଇବା ପାଇଁ ବ୍ୟବସ୍ଥା କରୁଛି ।