India Wins Gold Medal - The Sakala

ଏସୀୟ କ୍ରୀଡ଼ା ୨୦୨୩: ମହିଳା ଟିମ୍ ଇଭେଣ୍ଟ ତୀରନ୍ଦାଜୀରେ ଭାରତକୁ ସ୍ୱର୍ଣ୍ଣ
ହାଙ୍ଗଝୋଉ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ଟିମ୍ ଇଭେଣ୍ଟ ତୀରନ୍ଦାଜୀରେ ଭାରତ ସ୍ୱର୍ଣ୍ଣ ପଦକ ହସଲ କରିଛି। ଜ୍ୟୋତି, ଅଦିତି ଓ ପରନୀତ କୌରଙ୍କ ଟିମ୍ ଭାରତ ପାଇଁ ଏସି ଫଳତା ଆଣିଛନ୍ତି। ଏଥିସହ ଭାରତବର୍ତ୍ତମାନ ସୁଦ୍ଧା ୧୯ ସ୍ୱର୍ଣ୍ଣ, ୩୧ ରୌପ୍ୟ, ୩୨ ବ୍ରୋଞ୍ଜ ସହ ମୋଟ ୮୨ଟି ପଦକ ହାସଲ କରିଛି।

ଏସିଆନ୍ସ ଗେମ୍ସରେ ଭାରତକୁ ନବମ ସ୍ବର୍ଣ୍ଣ, ଟେନିସ ମିକ୍ସଡ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଲା ଭାରତ
ହାଙ୍ଗଝୁ: ଏସିଆନ୍ସ ଗେମ୍ସରେ ଭାରତ ପୁଣି ଏକ ସ୍ବର୍ଣ୍ଣ ପଦକ ଜିତିଛି । ଟେନିସ ମିକ୍ସଡ୍ ଡବଲ୍ସରେ ଭାରତକୁ ମିଳିଛି ସ୍ବର୍ଣ୍ଣ ପଦକ । ମିକ୍ସଡ ଡବଲ୍ସ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭେଟେରାନ ରୋହନ ବୋପନ୍ନା ଓ ଋତୁଜା ଭୋସଲେଙ୍କ ଯୋଡ଼ି । ଏହାସହ ମୋଟ ପଦକ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଭାରତ ଏପର୍ଯ୍ୟନ୍ତ ୯ଟି ସ୍ବର୍ଣ୍ଣ, ୧୩ ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ଜିତିଛି। ମେଡାଲ ତାଲିକାରେ ଭାରତ ୪ ନମ୍ବର ସ୍ଥାନରେ ରହିଛି ।

ଆଜି ସୁଟିଂରୁ ମଧ୍ୟ ଭାରତକୁ ପଦକ ମିଳିଛି। ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ଦ୍ବିତୀୟ ସ୍ଥାନ ଅଧିକାର କରି ଭାରତର ସରବଜିତ ସିଂହ ଓ ଟିଏସ ଦିବ୍ୟା ରୌପ୍ୟ ପଦକ ହାସଲ କରିଛନ୍ତି।