External Affairs Minister - The Sakala

'ଭାରତୀୟ ଅସ୍ତ୍ରଶସ୍ତ୍ର କେବେ ୟୁରୋପର କ୍ଷତି କରିନାହିଁ': ରୁଷିଆ ତୈଳ କ୍ରୟ ଉପରେ ସମାଲୋଚନାର କଡ଼ା ଜବାବ ଦେଲେ ଜୟଶଙ୍କର
ଫିନଲ୍ୟାଣ୍ଡରେ ଆୟୋଜିତ କୁଲ୍ତାରାନ୍ତା ଟକ୍‌ସ୍ (Kultaranta Talks) ରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ରୁଷିଆରୁ ଭାରତର ତୈଳ କ୍ରୟ ଉପରେ ହେଉଥିବା ସମାଲୋଚନାର କଡ଼ା ଜବାବ ଦେଇଛନ୍ତି। ଏହି ଅବସରରେ ସେ ୟୁରୋପର ଦୋମୁହାଁ ନୀତିକୁ ପଦାରେ ପକାଇବା ସହ ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ ଅସ୍ତ୍ରଶସ୍ତ୍ର କେବେହେଲେ କୌଣସି ୟୁରୋପୀୟ ଦେଶର କ୍ଷତି କରିନାହିଁ କିମ୍ବା ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିନାହିଁ।

ୟୁରୋପର ଦୋମୁହାଁ ନୀତିକୁ କଡ଼ା ସମାଲୋଚନା

ଭାରତର ରୁଷିଆ ତୈଳ କ୍ରୟକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକର ସମାଲୋଚନା ଉପରେ ପ୍ରତିକ୍ରିୟା ରଖି ଜୟଶଙ୍କର କହିଛନ୍ତି ଯେ ୟୁରୋପର ଐତିହାସିକ ଏବଂ ନୈତିକ ଆଭିମୁଖ୍ୟରେ ଅନେକ ଅସଙ୍ଗତି ରହିଛି। ସେ କହିଛନ୍ତି, "କୌଣସି ୟୁରୋପୀୟ ଦେଶ ଉପରେ ଭାରତୀୟ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରାଯାଇ ନାହିଁ। କିନ୍ତୁ ଭାରତ ପ୍ରସଙ୍ଗରେ ୟୁରୋପୀୟ ଅସ୍ତ୍ରଶସ୍ତ୍ର ପାଇଁ ମୁଁ ସମାନ କଥା କହିପାରିବି ନାହିଁ।" ଭାରତ ଉପରେ ଆକ୍ରମଣ ପାଇଁ ବ୍ୟବହୃତ ହେଉଥିବା ଅସ୍ତ୍ରଶସ୍ତ୍ରକୁ ୟୁରୋପ ଦୀର୍ଘ ବର୍ଷ ଧରି ବିକ୍ରି କରିଆସୁଛି ବୋଲି ସେ ମନେ ପକାଇ ଦେଇଛନ୍ତି।

ତୈଳ କ୍ରୟ ପଛର ଯୁକ୍ତିଯୁକ୍ତ କାରଣ

ରୁଷିଆ-ୟୁକ୍ରେନ ଯୁଦ୍ଧ ସମୟରେ ଭାରତର ଆଭିମୁଖ୍ୟକୁ ନେଇ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ, ଭାରତ ମୂଲ୍ୟ ଏବଂ ଉପଲବ୍ଧତାକୁ ଦୃଷ୍ଟିରେ ରଖି ତୈଳ କିଣିଥାଏ। ସେ କହିଛନ୍ତି, "ସେହି ସମୟରେ ବଜାରରେ ମୁଖ୍ୟତଃ ରୁଷିଆ ତୈଳ ଅଧିକ ଉପଲବ୍ଧ ଥିଲା କାରଣ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟପ୍ରାଚ୍ୟରୁ ତୈଳ କିଣିବା ଆରମ୍ଭ କରିଦେଇଥିଲେ, ଯାହାକି ଆମର ପାରମ୍ପରିକ ଯୋଗାଣକାରୀ ଥିଲା।" ଫଳରେ ପରିସ୍ଥିତି ଭାରତକୁ ଏକ ବିକଳ୍ପ ଦିଗରେ ଯିବାକୁ ବାଧ୍ୟ କରିଥିଲା ବୋଲି ସେ ଯୁକ୍ତି ବାଢ଼ିଥିଲେ।

ଶାନ୍ତିପୂର୍ଣ୍ଣ ଆଭିମୁଖ୍ୟ

ଏହି ଆଲୋଚନା ଚକ୍ରରେ ଜୟଶଙ୍କର ଦୋହରାଇଛନ୍ତି ଯେ, ଆମେ ଭାରତୀୟମାନେ କେବେହେଲେ ୟୁରୋପ ପାଇଁ ବିପଦ ସୃଷ୍ଟି କରିନାହୁଁ। ଭାରତ ସର୍ବଦା ନିଜର ଜାତୀୟ ସ୍ୱାର୍ଥ ଏବଂ ଶକ୍ତି ସୁରକ୍ଷାକୁ ଆଧାର କରି ବାସ୍ତବବାଦୀ ନିଷ୍ପତ୍ତି ନେଇଥାଏ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିଶ୍ୱବ୍ୟାପୀ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ଭାରତର ସ୍ଥିତି ଅତ୍ୟନ୍ତ ସ୍ପଷ୍ଟ ଏବଂ ନିରପେକ୍ଷ ରହିଛି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି।

ଆମେରିକାରେ ଜୟଶଙ୍କରଙ୍କ ବଡ଼ ବୟାନ: ରାଜନୈତିକ ଫାଇଦା ପାଇଁ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି କାନାଡ଼ା
ୱାଶିଂଟନ୍: ଭାରତ-କାନାଡା ବିବାଦକୁ ନେଇ ଏବେ ତୁମ୍ବି ତୋଫାନ ଚାଲିଥିବା ବେଳେ ଆମେରିକାରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବଡ଼ ବୟାନ ଜାରି କରିଛନ୍ତି। କେବଳ ରାଜନୈତିକ ଫାଇଦା ଉଠାଇବାକୁ କାନାଡା ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି ବୋଲି ସେ ସ୍ପଷ୍ଟ କହିଛନ୍ତି। ଭାରତ ବିରୋଧରେ କାନାଡାର ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଜୟଶଙ୍କର କହିଛନ୍ତି ଯେ ଆମେ ଏ ବିଷରେ ପ୍ରମାଣ ମାଗିଛୁ, କିନ୍ତୁ ଏପର୍ଯ୍ୟନ୍ତ ଆମେ କୌଣସି ପ୍ରମାଣ ପାଇନାହୁଁ। ଯଦି ପ୍ରମାଣ ପାଇବୁ, ତେବେ ଆମେ ଏହାର ଅନୁଧ୍ୟାନ କରିବୁ।

କାନାଡା ପ୍ରସଙ୍ଗରେ ଆମେରିକାର ବୈଦେଶିକ ସଚିବ ଏବଂ ଜାତୀୟ ନିରାପତ୍ତା ଉପଦେଷ୍ଟାଙ୍କ ସହ ଆଲୋଚନା ବେଳେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ବୋଲି ଜୟଶଙ୍କର କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଆମେରିକା ପକ୍ଷରୁ ପ୍ରଶ୍ନ ଉତଥାପନ କରାଯାଇଥÒଲା ଭାରତ ପକ୍ଷରୁ ମଧ୍ୟ ଉତ୍ତର ରଖାଯାଇଥÒଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ କାନାଡା ଉଗ୍ରବାଦୀ ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି ଏବଂ ଭାରତ ଏ ସଂକ୍ରାନ୍ତରେ ଆମେରିକାକୁ ନିଜର ଉଦବେଗ ଜଣାଇଛି।