Sushmita Minj - The Sakala

ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଶୁଶ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ HRPCକୁ ହସ୍ତାନ୍ତର
ରାଉରକେଲା: ରାଉରକେଲାର ଆସିଣ୍ଟାଣ୍ଟ କଲେକ୍ଟର ଶୁଶ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟ ଘଟଣାର ତଦନ୍ତ ଦାୟିତ୍ୱ ପୁଲିସ୍‌ ବିଭାଗର ମାନବଧିକାର ସୁରକ୍ଷା ସେଲ୍‌(ଏଚ୍‌ଆରପିସି)କୁ ହସ୍ତାନ୍ତର କରାଯାଇଛି । ମୃତ୍ୟୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର । ଡିଏସପି ପାହ୍ୟାର ଜଣେ ଅଧିକାରୀ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସପି । ୧୯ ତାରିଖରେ ସେନସୋରୀ ପାର୍କ ପୋଖରୀରୁ ଆସିଣ୍ଟାଣ୍ଟ କଲେକ୍ଟର ଶୁଶ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପାଣିରେ ବୁଡି ଶ୍ୱାସରୁଦ୍ଧ ହୋଇ ମୃତ୍ୟ ବରଣ କରିଥିଵା ମୃତଦେହ ବ୍ୟବଛେଦ ରିପୋର୍ଟରୁ ଜଣାପଡିଥିଲା। କିନ୍ତୁ ପରିବାର ଲୋକେ ଏଥିରେ ସନ୍ତୋଷ ପ୍ରକାଶ ନକରି ଘଟଣାର ଅଧିକ ତଦନ୍ତ ପାଇଁ ଦାବି କରିଥିଲେ। ଏଚ୍‌ଆରପିସିକୁ ମାମଲା ଯିବା ପରେ ସୁସ୍ମିତାଙ୍କ ମୃତ୍ୟୁର ଗୁମର ଶୀଘ୍ର ଖୋଲିବା ନେଇ ଆଶା କରାଯାଇଛି ।

ଅନ୍ୟପଟେ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ (୩୫)ଙ୍କ ମୃତ୍ୟୁକୁ ନେଇ ପାଇଁ ସୁନ୍ଦରଗଡ଼ ଆଦିବାସୀ ଜିଲ୍ଲା ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଥିଲା । ଶତାଧିକ ଆଦିବାସୀ ବିରାଟ ଶୋଭାଯାତ୍ରାରେ ଆସି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ ।