Katrina Kaif - The Sakala

କ୍ୟାଟ୍ରିନାଙ୍କୁ ମନେ ପକାଇଲେ ଆଦିତ୍ୟ
ବଲିଉଡ୍‌ ଅଭିନେତା ଆଦିତ୍ୟ ରାୟ କପୁର କ୍ୟାରିୟର୍‌ ଗ୍ରାଫ୍‌ ଏତେଟା ଭଲ ନାହିଁ। ଯଦିଓ ଆଦିତ୍ୟ ତାଙ୍କ ଫିଲ୍ମଗୁଡ଼ିକ ପାଇଁ ଶତପ୍ରତିଶତ ଦେଇଛନ୍ତି କିନ୍ତୁ ଗୋଟିଏ ଦୁଇଟି ଫିଲ୍ମକୁ ଛାଡ଼ି ତାଙ୍କର ଅଧିକାଂଶ ଫିଲ୍ମ ବକ୍ସ ଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ଇତିମଧ୍ୟରେ ତାଙ୍କ ଅଭିନୀତ ‘ଗୁମରାହ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ମର୍ଡର, ମିଷ୍ଟ୍ରି ଆଧାରିତ ଏହି ଫିଲ୍ମରେ ଆଦିତ୍ୟଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ମୃଣାଳ ଠାକୁର। ଏହି ଫିଲ୍ମ ଏପ୍ରିଲ୍‌ ୭ରେ ରିଲିଜ୍‌ ହେବ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି, ଏଥିରେ ଆଦିତ୍ୟ ଡବଲ ରୋଲରେ ନଜର ଆସିବେ।

ନିକଟରେ ଏହି ଫିଲ୍ମର ଏକ ସାକ୍ଷାତକାର ସମୟରେ ଆଦିତ୍ୟ ତାଙ୍କ ପ୍ରଥମ ବିଜ୍ଞାପନ ସୁଟିଂର ଅନୁଭବକୁ ସେୟାର୍‌ କରିଥିଲେ। ଏହି ସମୟରେ ଆଦିତ୍ୟ, କ୍ୟାଟ୍ରିନାଙ୍କ ସହିତ ଏକ କସ୍ମେଟିକ୍‌ ବ୍ରାଣ୍ଡର ବିଜ୍ଞାପନ ସୁଟିଂ କରିଥିଲେ। ବିଜ୍ଞାପନ ସୁଟିଂ ସମୟରେ ସେ ପୂରାଦିନ କ୍ୟାଟ୍ରିନାଙ୍କୁ ଅପେକ୍ଷା କରିଥିଲେ। ତେବେ କ୍ୟାଟ୍ରିନା ସେଟ୍‌କୁ ଡେରିରେ ଆସି ନଥିଲେ ବରଂ ତାଙ୍କୁ ବିଳମ୍ବରେ ଯୋଗାଯୋଗ କରାଯାଇଥିଲା ବୋଲି ଆଦିତ୍ୟ କହିଛନ୍ତି । ଅବଶ୍ୟ ସେତେବେଳେ କ୍ୟାଟ୍ରିନା ଆଜିଭଳି ଏତେଟା ଲୋକପ୍ରିୟ ନଥିଲେ।

କିନ୍ତୁ ସେତେବେଳେ ବି କ୍ୟାଟ୍ରିନାଙ୍କ ସହ କାମ କରିବା ତାଙ୍କ ପାଇଁ ଏକ ବଡ଼ ଅଫର୍‌ ଥିଲା ବୋଲି ଆଦିତ୍ୟ କହିଛନ୍ତି। ତେବେ କ୍ୟାଟ୍ରିନାଙ୍କ ସହ ସମ୍ପର୍କ ଖରାପ ନ କରିବା ପାଇଁ ଆଦିତ୍ୟ ଏହି କଥା କହିଥାଇ ପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି। ଏହାପରେ ଦୁହେଁ ‘ଫିତୁର’ ଫିଲ୍ମରେ ଏକାଠି କାମ କରିଥିଲେ। ସୁଟିଂ ସମୟରେ ଉଭୟ ପରସ୍ପରର ଭଲ ବନ୍ଧୁ ହୋଇଯାଇଥିଲେ। ଆଦିତ୍ୟ ବଲିଉଡ୍‌ରେ କାମ କରିବା ପୂର୍ବରୁ ଅନେକ ଛୋଟ ଛୋଟ ବିଜ୍ଞାପନରେ କାମ କରିଥିଲେ। ଏପରିକି ସେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ମଧ୍ୟ କାମ କରିଛନ୍ତି। ଆଦିତ୍ୟଙ୍କ କାମ କଥା କହିବାକୁ ଗଲେ , ସେ ଶେଷଥର ପାଇଁ ୱେବ୍‌ସିରିଜ୍‌ ‘ଦ ନାଇଟ୍‌ ମ୍ୟାନେଜର୍’ରେ ନଜର ଆସିଥିଲେ।

କ୍ୟାଟ୍ରିନା ଖୋଲିଲେ ଗୁପ୍ତ ବିବାହର ରାଜ୍‌
ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲ ଗତ ବର୍ଷ ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କ୍ୟାଟ୍‌ ଓ ଭିକି ଯେପର୍ଯ୍ୟନ୍ତ ସାତ ଫେରା ନେଇ ନଥିଲେ ସେତେପର୍ଯ୍ୟନ୍ତ ଗଣମାଧ୍ୟମକୁ ଏଥିରୁ ଦୂରେଇ ରଖିଥିଲେ। ନିକଟରେ ବଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ କରନ୍‌ ଜୋହର୍‌ ତାଙ୍କ ବହୁ ଚର୍ଚ୍ଚିତ ଶୋ’ ‘କଫି ୱ଄ଥ୍ କରନ୍’ରେ  ଏହାକୁ ନେଇ ମଜାଳିଆ ଅନ୍ଦାଜରେ ଭିକିଙ୍କୁ ଚିଡ଼ାଇଥିଲେ। । ଏବେ ନିଜେ କ୍ୟାଟ୍‌ ଏଉପରୁ ପରଦା ଉଠାଇଛନ୍ତି। ନିକଟରେ ଫିଲ୍ମଫେୟାର୍‌ ଆୱାର୍ଡସ୍‌ର ରେଡ୍‌ କାର୍ପେଟ୍‌ରେ ଭିକି ଓ କ୍ୟାଟ୍ରିନା ଏକାଠି ନଜର ଆସିଥିଲେ। ଏଥିରେ କ୍ୟାଟ୍ରିନା ଯୋଗ ଦେଇ କହିଥିଲେ ଯେ- ‘ମହାମାରୀ କରୋନା ଯୋଗୁଁ ଆମେ ବିବାହକୁ ବ୍ୟକ୍ତିଗତ ସ୍ତରରେ ସୀମିତ ରଖିବାକୁ ବାଧ୍ୟ ହୋଇଥିଲୁ। ମୋ’ ପରିବାର ସଦସ୍ୟମାନେ ବି ସେହି ସମୟରେ କରୋନାରେ ଆକ୍ରାନ୍ତ ଥିଲେ।

ମୋ’ ହିସାବରେ ଚଳିତବର୍ଷର ସ୍ଥିତି ଗତବର୍ଷ ଅପେକ୍ଷା ଭଲ ଅଛି। ଆମର ବିବାହ ବେଶ୍‌ ସାନଦାର୍‌ ଥିଲା। ଆମେ ଦୁଇଜଣ ଏବେ ବହୁତ ଖୁସିରେ  ଅଛୁ।’ କ୍ୟାଟ୍ରିନାଙ୍କ କାମ କଥା କହିବାକୁ ଗଲେ ସେ  ବହୁତ ଜଲ୍‌ଦି ସିଦ୍ଧାନ୍ତ ଚତୁର୍ବେଦୀ ଓ ଈଶାନ୍‌ ଖଟ୍ଟରଙ୍କ ସହ ହରର୍‌ କମେଡି ଫିଲ୍ମ ‘ଫୋନ୍‌ ଭୂତ୍‌’ରେ ନଜର ଆସିବେ। ଏହି ଫିଲ୍ମ ୪ ନଭେମ୍ବର, ୨୦୨୨ରେ ରିଲିଜ୍‌ ହେବ। ଏହାସହ ସେ ‘ଟାଇଗର୍-୩’ରେ ସଲମାନ୍‌ ଖାନ୍‌ଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି। ଏହାବ୍ୟତୀତ ସେ ‘ମେରି କ୍ରିସ୍‌ମାସ୍‌’ ଏବଂ ‘ଜି ଲେ ଜରା’ରେ ବି ଦେଖାଯିବେ। ବହୁତ ଜଲ୍‌ଦି କ୍ୟାଟ୍‌ ଓ ଭିକି ଏକାଠି ପରଦାରେ ନଜର ଆସିବେ। ଫିଲ୍ମରେ ନୁହେଁ; ଏକ ବିଜ୍ଞାପନରେ ବଲିଉଡ୍‌ର ଏହି ଦମ୍ପତିଙ୍କୁ ଏକାଠି ଦେଖିବାକୁ ମିଳିବ।

‘ଜି ଲେ ଜରା’ରେ ଏକାଠି ନଜର ଆସିବେ ବଲିଉଡ୍‌ର ବହୁ ଚର୍ଚ୍ଚିତ ଦମ୍ପତି ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌
ବଲିଉଡ୍‌ର ବହୁ ଚର୍ଚ୍ଚିତ ଦମ୍ପତି ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ ଏବେ ଫିଲ୍ମ ପରଦାରେ ଏକାଠି ନଜର ଆସିବେ । ବଲିଉଡ୍‌ର ଯୁବ ନିର୍ଦ୍ଦେଶକ ତଥା ଅଭିନେତା ଫରହାନ୍‌ ଅଖତାର୍‌ଙ୍କ ଫିଲ୍ମ ‘ଜି ଲେ ଜରା’ରେ ଦୁହେଁ ଏକାଠି ଦେଖାଯିବେ । କ୍ୟାଟ୍ରିନାଙ୍କ ସହ ଏଥିରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରା ମଧ୍ୟ ନଜର ଆସିବେ। ପ୍ରଥମ ଥର ପାଇଁ ଏହି ତିନି ଅଭିନେତ୍ରୀ ଏକାଠି କାମ କରିବେ। ଫରହାନ୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଏଥିରେ ଅଭିନୟ ମଧ୍ୟ କରିବେ। ତେବେ ଫିଲ୍ମ ପାଇଁ ଅନ୍ୟ ଜଣେ ହିରୋଙ୍କୁ ଫାଇନାଲ୍‌ କରାଯାଇ ନାହିଁ। ଭିକି ମଧ୍ୟ ଫିଲ୍ମରେ କାମ କରିବେ କି ନାହିଁ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଏହି ତିନି ଅଭିନେତ୍ରୀଙ୍କ ରୋଡ୍‌ ଟ୍ରିପ୍‌ ଉପରେ ଫିଲ୍ମର କାହାଣୀ ଆଧାରିତ।

କ୍ୟାଟ୍ରିନା-ବିକିଙ୍କ ନିର୍ବନ୍ଧ ଶେଷ
ଗତ କିଛିଦିନ ହେବ ଅଭିନେତା ବିକି କୌଶଳ ଓ ସୁନ୍ଦରୀ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ପୂର୍ବରୁ ନିର୍ବନ୍ଧ ଗୁଜବକୁ ଖଣ୍ଡନ କରିଥିବା କ୍ୟାଟ୍ରିନା ଶେଷରେ ଦୀପାବଳିରେ ବିକିଙ୍କ ସହ ନିର୍ବନ୍ଧ କରିଛନ୍ତି। ଏ ନେଇ ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଘରେ ବିକି ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧ ଉତ୍ସବ ଆୟୋଜନ ହୋଇଥିଲା । ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ବିକି ଓ କ୍ୟାଟ୍ରିନା ସେମାନଙ୍କ ପରିବାର ଲୋକଙ୍କ ସହ ସାମିଲ ହୋଇଥିଲେ। ବିକି ତାଙ୍କ ବାପା, ମାଆ ଓ ଭାଇ ସନିଙ୍କ ସହ ଆସିଥିବା ବେଳେ କ୍ୟାଟ୍ରିନାଙ୍କୁ ତାଙ୍କ ମା‘ ସୁଜେନ ଓ ଭଉଣୀ ଇସାବେଳଙ୍କ ସହ ଦେଖିବାକୁ ମିଳିଥିଲା । ଦୀପାବଳିକୁ ଶୁଭ ତିଥି ବିଚାରି ଉଭୟଙ୍କ ପରିବାର ଏହି ଦିନ ସେମାନଙ୍କର ନିର୍ବିଦ୍ଧ କରାଇଛନ୍ତି ।

ସେହିପରି ଗଣମାଧ୍ୟମ ଓ ଫଟୋଗ୍ରାଫରକୁ ଦୃଷ୍ଟି ଆଢୁଆଳରେ ରଖିବା ପାଇଁ ବିକି ଓ କ୍ୟାଟ୍ରିନା ଅଲଗା ଅଲଗା ଅସି ନିର୍ବନ୍ଧରେ ପହଞ୍ଚିଥିଲେ । ଅବଶ୍ୟ ଦୁହିଁଙ୍କ ନିର୍ବନ୍ଧ ଫଟୋ ଏଯାଏଁ ସାମାଜିକ ଗଣମାଧ୍ୟମରେ ସେୟାର ହୋଇ ନାହିଁ । ମାତ୍ର ସେମାନେ ନିଜର ଦୀପାବଳି ଫଟୋକୁ ସେୟାର କରିଛନ୍ତି। ଯେଉଁଥିରେ ବିକି ସେରୱାନ ପିନ୍ଧିଥିବା ବେଳେ କ୍ୟାଟ୍ରିନା ଗୋଲାପି ଶାଢ଼ିରେ ନଜର ଆସିଛନ୍ତି । ସେହିପରି ଏବେ ଦୁହିଁଙ୍କ ବାହାଘରର ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ବିଦେଶରେ ଡେଷ୍ଟିନେସନ୍ ୱେଡିଂର ଯୋଜନା କରିଥିବା ବିକି ଓ କ୍ଯାଟ୍ରିନା ଆସନ୍ତା ମାସରେ ଅର୍ଥାତ ଡିସେମ୍ବରରେ ରାଜସ୍ଥାନରେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି।

ତୁର୍କୀରେ ନାଚ ଶିଖୁଛନ୍ତି କ୍ୟାଟ୍ରିନା
ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବେ ‘ଟାଇଗର୍‌-୩’ର  ମୁଖ୍ୟ ଗୀତ ପାଇଁ ତୁର୍କୀରେ ନାଚ ଶିଖୁଛନ୍ତି।  କ୍ୟାଟ୍‌ ତାଙ୍କ ଏହି ନୃତ୍ୟଭିତ୍ତିକ ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ  ସେୟାର କରିଛନ୍ତି। ଏହି ଭିଡିଓରେ କ୍ୟାଟ୍ରିନା ‘ଟାଇଗର୍-୩’ର ଏକ ଗୀତ ପାଇଁ ନାଚ ଅଭ୍ୟାସ କରୁଥିବାର ଦେଖାଯାଉଛି। କ୍ୟାଟ୍ରିନା ଏହି ଭିଡିଓଟିକୁ ସେୟାର କରି ଲେଖୀଛନ୍ତି ଯେ, ଆମେ ତୁର୍କୀରେ ନାଚ ଅଭ୍ୟାସ ପାଇଁ ସ୍ଥାନ ଖୋଜି ନେଇଛୁ। କ୍ୟାଟ୍‌ଙ୍କ ଏହି ଇନ୍‌ଷ୍ଟାଗ୍ରାମ ପୋଷ୍ଟରୁ ଜଣାପଡୁଛି ଯେ, ସେ ତୁର୍କୀରେ ‘ଟାଇଗର୍‌-୩’ର ସୁଟିଂ କରୁଛନ୍ତି। ଫିଲ୍ମର ପୂରା ଟିମ୍‌ ରୁଷ୍‌ରେ ସୁଟିଂ ଶେଷ କରିବା ପରେ ତୁର୍କୀରେ ପହଞ୍ଚି ଯାଇଛି। ତୁର୍କୀରେ ସେମାନେ ଲଗାତାର ଦୁଇ ସପ୍ତାହ ଧରି ସୁଟିଂ କରିବେ।

ଏଠାରେ ସଲମାନ୍‌ ଓ କ୍ୟାଟ୍ରିନା ଏକ ଡ୍ୟାନ୍ସ ନମ୍ବରର ସୁଟିଂ କରିବେ। ଏହି ଗୀତ ‘ଟାଇଗର୍‌ ଜିନ୍ଦା ହୈ’ର ‘ସ୍ବାଗ୍‌ ସେ କରେଙ୍ଗେ ସବ୍‌କା ସ୍ବାଗତ’ ଠାରୁ ବଡ଼ ବଜେଟ୍‌ର ଗୀତ ହେବ। ଏହି ଗୀତଟିକୁ ଫିଲ୍ମର ଶେଷ ଭାଗରେ ଦେଖାଯିବ। ଫିଲ୍ମ ପ୍ରମୋସନ ସମୟରେ ଏହି ଗୀତର ବେଶ୍‌ ଗୁରୁତ୍ବ ରହିବ। ଏହି ଗୀତର ସୁଟିଂ ତୁର୍କୀର କପାଡୋସିଆରେ କରାଯିବ। ଏହି ସ୍ଥାନ ହଟ୍‌ ଏୟାର୍‌ ବେଲୁନ୍‌ ଉଡ଼ାଣ ପାଇଁ ବେଶ୍ ଚର୍ଚ୍ଚିତ। ଏଠାରେ ପ୍ରକାଶ ଥାଉ କି, ବଲିଉଡ୍ ଅଭିନେତା ସଲମାନ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍ ‘ଟାଇଗର୍-୩’ର ସୁଟିଂ ପାଇଁ ଗତମାସରୁ ରୁଷ୍‌ ଯାଇଛନ୍ତି। ସୁଟିଂ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ରୁଷ୍‌ରେ ଉଭୟ କ୍ୟାଟ୍ରିନା ଓ ସଲମାନ୍‌ ତାଙ୍କ ପ୍ରଶଂସକଙ୍କ ସହ ସେଲ୍‌ଫି ନେଇଥିବାର ଦେଖାଯାଇଥିଲା।

ବଲିଉଡ୍‌ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ନିର୍ବନ୍ଧ ଏକ ଗୁଜବ !
ସୋସିଆଲ ମିଡିଆରେ ଏବେ ବଲିଉଡ୍‌ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ନିର୍ବନ୍ଧ ପର୍ବ ଖବର ବେଶ୍‌ ଭାଇରାଲ୍ ହେଉଛି। କ୍ୟାଟ୍‌ ଓ ଭିକିଙ୍କ ଗଣମାଧ୍ୟମ ଅଗୋଚରରେ ନିର୍ବନ୍ଧପର୍ବ ଅନୁଷ୍ଠିତ ହୋଇଛି। କେବଳ ସେମାନଙ୍କ ବିବାହ ସମ୍ପର୍କରେ ଔପଚାରିକ ଘୋଷଣା କରିବା ବାକି ଅଛି ବୋଲି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା। ଏହି ଖବର ଯଦିଓ ଭିକି ଓ କ୍ୟାଟ୍‌ଙ୍କ ପ୍ରଶଂସକଙ୍କୁ ଖୁସି ଖବର ଆଣି ଦେଇଛି କିନ୍ତୁ ଏହି ଯୋଡ଼ିଙ୍କ ନିକଟ ସମ୍ପର୍କୀୟମାନେ ଏହାକୁ ଗୁଜବ ବୋଲି କହୁଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ଏସମ୍ପର୍କରେ ଭିକିଙ୍କ ପିତା ତଥା ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ଶ୍ୟାମ କୌଶଲ କହିଛନ୍ତି ଯେ, ଏଥିରେ କୌଣସି ସତ୍ୟତା ନାହିଁ। ଏହା କେବଳ ଏକ ଗୁଜବ। ବହୁତ ଦିନରୁ ଭିକି ଓ କ୍ୟାଟ୍ରିନାଙ୍କ ଡେଟିଂ ଖବର ପ୍ରକାଶ ପାଇଲେ ସୁଦ୍ଧା ଏସମ୍ପର୍କରେ ଏହି ଯୋଡ଼ି ଏଯାବତ୍ ମୁହଁ ଖୋଲିନାହାନ୍ତି। କ୍ୟାଟ୍ରିନା ବହୁତ ଜଲ୍‌ଦି ‘ଟାଇଗର୍‌-୩’ରେ ନଜର ଆସିବେ। ଯାହାର ସୁଟିଂ ପାଇଁ ସେ ଏଥିରେ ଅଭିନୟ କରୁଥିବା ଅଭିନେତା ସଲମାନ୍‌ ଖାନ୍‌ଙ୍କ ସହ ବିଦେଶ ଯାଇଛନ୍ତି। ‘ଟାଇଗର୍-୩’ରେ ଶାହାରୁଖ୍‌ ଖାନ୍‌ ଅତିଥି କଳାକାର ଭାବେ ନଜର ଆସିବେ।

‘ଟାଇଗର୍-୩’ ପାଇଁ ରୁଷ୍‌ ଯିବେ ସଲମାନ୍-କ୍ୟାଟ୍ରିନା
ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ବହୁତ ଜଲ୍‌ଦି ଗୁଇନ୍ଦା ଥ୍ରିଲର୍‌ ଫିଲ୍ମ ‘ଟାଇଗର୍-୩’ ପାଇଁ ବିଦେଶରେ ସୁଟିଂ ଆରମ୍ଭ କରିବେ। ଉଭୟ ସଲମାନ୍ ଓ କ୍ୟାଟ୍ରିନା ଅଗଷ୍ଟ ୧୮ରେ ରୁଷ୍‌ ଯିବେ। ଫିଲ୍ମ ପାଇଁ ୪୫ ଦିନର ଆକ୍ସନ୍‌ ସିନ୍‌ ଧାର୍ଯ୍ୟ କରାଯାଇଛି। ଉଭୟ କଳାକାର ଏହି ସିନ୍‌ଗୁଡ଼ିକ ଅଷ୍ଟ୍ରିଆ ଓ ତୁର୍କି ସହିତ ୫ଟି ବିଦେଶୀ ଲୋକସେନ୍‌ରେ ସୁଟ୍ କରିବେ। ୟଶରାଜ ବ୍ୟାନର୍ ଏକ ଜୁମ୍ବୋ ଚାର୍ଟରରେ ସଲମାନ୍‌-କ୍ୟାଟ୍ରିନାଙ୍କ ସହ ନିର୍ଦ୍ଦେଶକ ମନୀଷ ଶର୍ମା ଏବଂ ସୁଟିଂ ସହିତ ଜଡ଼ିକ ଲୋକଙ୍କୁ ରୁଷ୍‌ ପଠାଇବା ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଆଦିତ୍ୟ ଚୋପ୍ରା ଏହି ଚାର୍ଟରଟିକୁ ଭଡ଼ାରେ ନେଇଛନ୍ତି।

ରୁଷ୍‌ରେ ହେବାକୁ ଥିବା ସୁଟିଂ ପାଇଁ ମାସେ ପୂର୍ବରୁ ଅଭ୍ୟାସ କରାଯାଇଛି। ପ୍ରଥମେ ସଲମାନ୍‌ ଓ କ୍ୟାଟ୍ରିନା ରୁଷ୍‌ରେ ସୁଟିଂ ସାରିବେ। ପରେ ତୁର୍କୀ, ଅଷ୍ଟ୍ରିଆ, ଆଦି ସ୍ଥାନରେ ସୁଟିଂ କରିବେ। କରୋନା ମହାମାରୀ ସତ୍ତ୍ବେ ଆଦିତ୍ୟ ଓ ମନୀଷ୍‌ ଫିଲ୍ମ ଉପରେ ଏହାର ଆଦୌ ପ୍ରଭାବ ପଡିବାକୁ ଦେଉନାହାନ୍ତି। ଏହି ଫିଲ୍ମକୁ ସୁପର୍‌ହିଟ୍‌ ସାବ୍ୟସ୍ତ କରିବା ପାଇଁ ଆଦିତ୍ୟ ଭରପୂର ଆକ୍ସନ ସିନ୍‌ ରଖୀଛନ୍ତି। ‘ଟାଇଗର୍‌-ଥ୍ରି’ ଏହି ଫ୍ରାଞ୍ଚାଇଞ୍ଜର ତୃତୀୟ ସଂସ୍କରଣ ହେବ। ଏହାପୂର୍ବରୁ ‘ଏକ୍‌ ଥା ଟାଇଗର୍‌’ ୨୦୧୨ରେ ‘ଟାଇଗର୍ ଜିନ୍ଦା ହୈ’ ୨୦୧୭ରେ ମୁକ୍ତିଲାଭ କରିଥିଲା।

ବଧୂ ସାଜିବେ କ୍ୟାଟ୍ରିନା
ବଲିଉଡ୍‌ର ବାର୍ବି ଡଲ୍ କ୍ୟାଟ୍ରିନା କୈଫ୍ ନିକଟରେ ତାଙ୍କର ୩୮ ତମ ଜନ୍ମଦିବସ ପାଳନ କରିଛନ୍ତି। ସେ ତାଙ୍କ ଫିଲ୍ମ କ୍ୟାରିୟର ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାଆନ୍ତି। କ୍ୟାଟ୍ରିନା ତାଙ୍କ ଜନ୍ମଦିନ ଅବସରରେ ସ୍ବିମିଙ୍ଗ ପୁଲରେ ଏକ ନାଲି ରଙ୍ଗ ପୋଷାକ ପିନ୍ଧି ଗାଧୋଉଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି-ଫଟୋ ସହିତ ତାଙ୍କ ଜନ୍ମଦିନ ପାଇଁ ଶୁଭକାମନା ଜଣାଇବାଥିବା ପ୍ରଶଂସକମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ କ୍ୟାଟ୍ରିନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। କ୍ୟାଟ୍ରିନାଙ୍କ ଫ୍ୟାଶନ୍‌ ଡିଜାଇନର୍ ଏସିଲେ ରେବେଲେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁନ୍ଦର ଫଟୋଟିଏ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏସ୍‌ଲେ କ୍ୟାଟ୍ରିନାଙ୍କର ଏହି ଫଟୋ ସେୟାର କରି ଖୁବ୍‌ଶୀଘ୍ର ସେ ବିବାହ କରିବାକୁ ଯାଉଛନ୍ତି ବୋଲି ପ୍ରଶଂସକମାନଙ୍କୁ ଇସାରା ଦେଇଛନ୍ତି।

ଏଥିରେ ଏସ୍‌ଲେ ଲେଖିଛନ୍ତି ହ୍ୟାପି ବାର୍ଥ ଡେ’ କ୍ୟାଟ୍ରିନା। ବହୁତ ଜଳଦି ଏହା ବାସ୍ତବ ରୂପ ନେଇପାରେ। ଉକ୍ତ ଫଟୋରେ କ୍ୟାଟ୍ରିନା ଧଳା ରଙ୍ଗର ଏକ ୱେଡିଂ ଗାଉନ୍ ପିନ୍ଧିଥିବାର ନଜର ଆସିଛନ୍ତି। ଏସ୍‌ଲେଙ୍କ ଏହି କ୍ୟାପସନ୍ ପରେ କ୍ୟାଟିନାଙ୍କ ପ୍ରଶଂସକମାନେ ବହୁତ ଜଦି ସେ ଭିକି କୌଶଲଙ୍କୁ ବିବାହ କରିବେ ବୋଲି ଅନୁମାନ ଲଗେଇଛନ୍ତି। ଦୀର୍ଘଦିନରୁ କ୍ୟାଟ୍ରିନା ଓ ଭିକି କୌଶଲଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରଣବୀରଙ୍କ ସହିତ ରୋମାନ୍ସ କରିବେ କ୍ୟାଟ୍ରିନା
ବଲିଉଡ୍ ଅଭିନେତା ରଣବୀର ସିଂ ତାଙ୍କର ଦମଦାର୍ ଅଭିନୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି। ସେହିପରି ବଲିଉଡ୍‌ର ବାର୍ବି ଡଲ୍ କ୍ୟାଟ୍ରିନା କୈଫ୍ ସବୁବେଳେ ତାଙ୍କର ଗ୍ଲାମରସ ଅନ୍ଦାଜ ଓ ନୃତ୍ୟ ଶୈଳୀ ପାଇଁ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି। ହେଲେ ଏହି ଯୋଡ଼ିଙ୍କୁ କୌଣସି ଫିଲ୍ମରେ ଏଯାବତ୍ ଏକାଠି ଦେଖାଯାଇ ନାହିଁ । ଯଦିଓ ‘ବ୍ୟାଣ୍ଡ ବାଜା ବାରାତ୍’ ଫିଲ୍ମ ତାଙ୍କୁ ଜଣେ ସଫଳ ନବାଗତ ଭାବେ ଇଣ୍ଡଷ୍ଟ୍ରୀରେ ପରିଚୟ ଆଣି ଦେଇଥିଲା ‘ରାମଲୀଲା’ ପରେ ସେ ଯୁବପିଢିଙ୍କ ପାଇଁ ସୁପରଷ୍ଟାର୍ ହୋଇଯାଇଥିଲେ।

ସେହିଭଳି କ୍ୟାଟ୍ରିନା କୈଫ୍ ମଧ୍ୟ ତାଙ୍କର ଆଇଟମ୍ ନମ୍ବରଗୁଡ଼ିକ ପାଇଁ ବଲିଉଡ୍‌ରେ ବେଶ୍ ସଫଳତା ହାସଲ କରିଛନ୍ତି। ତେଣୁ ଏହି ଦୁଇ ସୁପରଷ୍ଟାର୍ ଯୋଡ଼ିଙ୍କୁ ଏକାଠି ଦେଖିବା ପାଇଁ ଦର୍ଶକେ ଅନେକ ଦିନରୁ ଅପେକ୍ଷା କରିଛନ୍ତି । ଦର୍ଶକଙ୍କ ଏହି ଇଚ୍ଛାକୁ ବହୁତ ଜଲ୍‌ଦି ପୂରଣ କରିବେ ନିର୍ଦ୍ଦେଶକ ଜୋୟା ଅଖତର । ଇତିମଧ୍ଯରେ ଜୋୟାଙ୍କ କାହାଣୀ କ୍ୟାଟ୍ରିନାଙ୍କୁ ପସନ୍ଦ ଆସିଛି ଓ ସେ ଫିଲ୍ମରେ କାମ କରିବା ପାଇଁ ରାଜି ହୋଇ ଯାଇଥିବା କଥା କହିଛନ୍ତି । ଏହି ଫିଲ୍ମରେ କ୍ୟାଟ୍ରିନାଙ୍କ ଚରିତ୍ରର ଗୁରୁତ୍ବ ଅଧିକ ରହିବ। ସେହିପରି ରଣବୀର ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

ରଣବୀର ମଧ୍ୟ ଜୋୟାଙ୍କ ଫିଲ୍ମରେ କାମ ପାଇଁ ସବୁଜ ସଙ୍କେତ ଦେଇଥିବା ଜଣାପଡିଛି | ରଣବୀର ଅନେକ ଦିନରୁ କ୍ୟାଟ୍ରିନାଙ୍କ ସହ କାମ କରିବାକୁ ଇଚ୍ଛା ରଖିଥିଲେ । ତାଙ୍କର ଏହି ଇଚ୍ଛା ବହୁତ ଜଳଦି ପୂରଣ ହେବାକୁ ଯାଉଛି।

ଖୋଲିବ ଭିିକି -କ୍ୟାଟ୍ରିନା ପ୍ରେମ ରହସ୍ୟ
ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଅଭିନେତା ଭିକି କୌଶଲଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନେକ ବଲିଉଡ୍‌ ପାର୍ଟିଗୁଡ଼ିକରେ ଦୁହିଁଙ୍କୁ ଏକାଠି ଦେଖାଯାଇଛି। କିନ୍ତୁ ଅନେକ ସମୟରେ ସେମାନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଆସିଲେ ପରସ୍ପରର ଭଲ ବନ୍ଧୁ କହି ଏଡାଇ ଯାଆନ୍ତି। ବହୁତ ଜଲ୍‌ଦି ଉଭୟ ସେମାନଙ୍କ ସମ୍ପର୍କ ବିଷୟରେ ସୋସିଆଲ୍ ମିଡିଆରେ ସ୍ବୀକାର କରିପାରନ୍ତି ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି। କ୍ୟାଟ୍ରିନା ଭିକିଙ୍କୁ ଅନ୍ୟ ହିରୋଇନ୍‌ମାନଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କରିବା ପାଇଁ ସଫା ସଫା ମନା କରିଦେଇଥିବା ଜଣାପଡିଛି। ଏହାପୂର୍ବରୁ କ୍ୟାଟ୍ରିନା-ଭିକି ଏକାଠି ନୂଆବର୍ଷ ପାଳନ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। କ୍ୟାଟିନାଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ବହୁତ ଜଲ୍‌ଦି ରିଲିଜ୍‌ ହେବ। ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର।

କରୋନା ଆକ୍ରାନ୍ତ ହେ‌ଲେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ
ମୁମ୍ବଇ : ବଲିଉଡ଼ରେ କରୋନା ଆତଙ୍କ। ଜଣଙ୍କ ପରେ ଜଣେ କରୋନାରେ ସଂକ୍ରମିତ ହେଉଥିବା ଖବର ଆସୁଛି। ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ ଭୂମି ପେଡନେକର କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମଙ୍ଗଳବାର ସକାଳେ ଆସିଥିବା ବେଳେ ସନ୍ଧ୍ୟାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏନେଇ କ୍ୟାଟ୍ରିନା ଇନଷ୍ଟା ଜରିିଆରେ ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି।

ସେ କରିଥିବା ଇନଷ୍ଟା ପୋଷ୍ଟରେ ଲେଖାଯାଇଛି ଯେ, ମୁଁ କରୋନା ଆକ୍ରାନ୍ତ ହୋଇଛି। ରିପୋର୍ଟ ପଜିଟିଭ ଆସିବା ପରେ ତୁରନ୍ତ ମୁଁ ନିଜକୁ ଅଲଗା କରି ହୋମ୍ କ୍ଵାରେଣ୍ଟାଇନରେ ରହିଛି। ମୁଁ ମୋର ଡାକ୍ତରଙ୍କ ପରାମର୍ଶରେ ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଅନୁସରଣ କରୁଛି। ମୋ ସହିତ କିଛି ଦିନ ମଧ୍ୟରେ ସମ୍ପର୍କରେ ଆସିଥିଲେ ସେମାନେ ତୁରନ୍ତ ପରୀକ୍ଷା କରିବାକୁ ଅନୁରୋଧ। ଆପଣଙ୍କର ସମସ୍ତ ଭଲପାଇବା ଏବଂ ସମର୍ଥନ ପାଇଁ କୃତଜ୍ଞ। ଦୟାକରି ସୁରକ୍ଷିତ ରୁହନ୍ତୁ ଏବଂ ଯତ୍ନ ନିଅନ୍ତୁ। କ୍ୟାଟ୍ରିନାଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ କମେଣ୍ଟ କରି ତାଙ୍କର ଆ‌ରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ ଅକ୍ଷୟଙ୍କ ଅପକମିଂ ଫିଲ୍ମ ‘ରାମସେତୁ’ର ୪୫ ଜଣ କ୍ରୁ ମେମ୍ବର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାଫଳରେ ଫିଲ୍ମର ଶୁଟିଂକୁ ବନ୍ଦ କରିଦିଆଯାଇଛି। ଗତ ଶନିବାର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ଓ ଗୋବିନ୍ଦା କରୋନା ସଂକ୍ରମିତ ହୋଇଥିଲେ। ତେବେ ଏମାନଙ୍କ ପୂର୍ବରୁ କରୋନାର ଦ୍ୱିତୀୟ ଲହରୀରେ ରଣବୀର କପୁର,  ଆଲିଆ ଭଟ୍ଟ, ଆମୀର ଖାନ୍‌, ମିଲିନ୍ଦ ସୋମେନ, ଫାତିମା ସନା ଶେଖ, ବପ୍ପି ଲହରୀ, ତବୁ, ସଞ୍ଜୟଲୀଲା ଭଂଶାଲୀ, ପରେଶ ରାୱଲ, ଆର ମାଧବନ, ମନୋଜ ବାଜପାୟୀ, ସଚିନ ତେନ୍ଦୁଲକର, ନୀତୁ କପୁର, କାର୍ତ୍ତିକ ଆର୍ୟ୍ୟାନ, ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।