Asian Games 2023 - The Sakala

ଏସୀୟ କ୍ରୀଡା ୨୦୨୩: କ୍ରିକେଟରେ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଏସୀୟ କ୍ରୀଡା କ୍ରିକେଟ ପ୍ରତିଯୋଗିତାରେ ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ୱିକେଟ ହରାଇ ୯୬ ରନ କରିଥିଲା। ଭାରତ ଗୋଟିଏ ୱିକେଟ ହରାଇ ୯.୨ ଓଭରରେ ୯୭ ରନ କରି ସହଜରେ ଏହି ମ୍ୟାଚକୁ ଜିିତି ନେଇଛି।  ତିଲକ ବର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ ୪୦ ରନ କରିଥିଲେ।

ଟସ୍ ଜିତି ପ୍ରଥମେ ବୋଲିିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଋତୁରାଜ । ସାଇ କିଶୋର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ୱାସିଂଟନ ସୁନ୍ଦର ୨ଟି, ଅର୍ଶଦୀପ, ତିଲକ ବର୍ମା, ରବି ବିଷ୍ଣୋଇ, ଶାହାବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ।

ଦ୍ୱିତୀୟ ସେମିଫାଇନାଲ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ଏହି ମୁକାବିଲାରେ ବିଜେତା ଟିମ୍ ଫାଇନାଲରେ ଭାରତକୁ ଭେଟିବ । ଫାଇନାଲ ଜିତି ସ୍ୱର୍ଣ୍ଣ ପଦକ ହାସଲ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲ କରିଛି ।

ଏସୀୟ କ୍ରୀଡ଼ା ୨୦୨୩: ଆଜି ପୁରୁଷ ହକିରୁ ପଦକ ପାଇବ ଭାରତ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଆଜି ପୁରୁଷ ହକିରୁ ପଦକ ପାଇବ ଭାରତ । ଆଜି ଫାଇନାଲରେ ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ । ଅପରାହ୍ମ ୪ଟାରେ ସୁନା ପାଇଁ ଲଢିବ ଭାରତ । ପୁରୁଷ ହକିରୁ ଭାରତର ପଦକ ପକ୍କା ଥିବାବେଳେ ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତୀୟ ଖେଳାଳି ।

ସେମିଫାଇନାଲରେ ଭାରତ ୫-୩ ଗୋଲରେ ଶକ୍ତିଶାଳୀ କୋରିଆକୁ ପରାସ୍ତ କରିଥିଲା । ମ୍ୟାଚ୍ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଭାରତ କୋରିଆ ଉପରେ ଅଗ୍ରଣୀ ବଜାୟ ରଖି ଫାଇନାଲ୍ ଟିକେଟ୍ ହାସଲ କରିଥିଲା। ଭାରତୀୟ ଦଳର ନଜର ଏବେ ସ୍ୱର୍ଣ୍ଣ ପଦକ ଉପରେ ରହିଛି। ୨୦୧୪ ପରେ ଏସିଆନ ଗେମ୍ସରେ ଭାରତ ଫାଇନାଲକୁ ଯାଇଛି । ୨୦୧୮ରେ ଭାରତ ବ୍ରୋଞ୍ଜ ପଦକ ହାତେଇଥିବାବେଳେ ଚଳିତଥର ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛି ।

ଗୋଲ୍ଡ ଜିତିଲେ ଭାରତ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ । ସେପଟେ ଆଜି ଫାଇନାଲ ପାଇଁ ଲଢେଇ କରିବ ଭାରତୀୟ ପୁରୁଷ କ୍ରିକେଟ ଟିମ୍ । ସେମିଫାଇନାଲରେ ବାଂଲାଦେଶକୁ ଟକ୍କର ଦେବ ଇଣ୍ଡିଆ । କ୍ବାର୍ଟର ଫାଇନାଲରେ ଭାରତ ନେପାଳ ବିରୋଧରେ ସହଜ ବିଜୟ ହାସଲ କରି ସେମିଫାଇନାଲକୁ ଆସିଛି ।

ଓଡ଼ିଆ ଜାଭେଲିନ ଷ୍ଟାର କିଶୋର ଜେନାଙ୍କ ପାଇଁ ଦେଢ଼ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଜାଭେଲିନ ଥ୍ରୋରେ ଆଜି ଏକ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ରୌପ୍ୟ ପଦକ ବିଜେତ ଓଡ଼ିଆ ପୁଅ କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କିଶୋର ଜେନାଙ୍କ ପାଇଁ ଦେଢ କୋଟି ଟଙ୍କାର ଆର୍ଥିକ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏସୀୟ କ୍ରୀଡ଼ା ଜାଭେଲିନରେ ୮୭.୫୪ ମିଟର ଦୂରତା ଫିଙ୍ଗି ରୌପ୍ୟ ଜିତିଛନ୍ତି କିଶୋର। ଏଥିସହ ସେ ପ୍ୟାରିସ୍ ଅଲମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । ଅଲମ୍ପିକ ପ୍ରସ୍ତୁତି ପାଇଁ କିଶୋରଙ୍କୁ ସମସ୍ତ ପ୍ରକାର ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

ଏହି ରୌପ୍ୟ ପଦକ ସହିତ କିଶୋର ରାଜ୍ୟ ତଥା ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛନ୍ତି ଏବଂ ଦେଶ ପାଇଁ ପୁରସ୍କାର ଆଣିଛନ୍ତି । କିଶୋରଙ୍କ ବିଜୟ କେବଳ ବ୍ୟକ୍ତିଗତ ଉତ୍କର୍ଷକୁ ପ୍ରତିଫଳିତ କରେ ନାହିଁ ବରଂ ସମଗ୍ର ଦେଶରେଥିବା ଖେଳାଳିଙ୍କୁ ଏକ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ଜିତିଥିବା ନିରଜ ଚୋପ୍ରାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଏସୀୟ କ୍ରୀଡ଼ା ୨୦୨୩: ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ଭାରତ ୫-୩ ଗୋଲରେ କୋରିଆକୁ ପରାସ୍ତ କରିଛି । ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତ କୋରିଆ ଉପରେ ଅଗ୍ରଣୀ ବଜାୟ ରଖି ଫାଇନାଲ୍ ଟିକେଟ୍ ହାସଲ କରିଥିଲା। ଭାରତୀୟ ଦଳର ନଜର ଏବେ ସ୍ୱର୍ଣ୍ଣ ପଦକ ଉପରେ ରହିଛି।

ଅନ୍ୟପପକ୍ଷରେ ଏସୀୟ କ୍ରୀଡ଼ାରେ ଭାରତର ମହିଳା କବାଡି ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଏହା ସହ ଭାରତ ମଧ୍ୟ କବାଡି ରେ ସେମିଫାଇନାଲକୁ ଟିକେଟ୍ ହାସଲ କରିଛି।

ଏସୀୟ କ୍ରୀଡ଼ା ୨୦୨୩: ମହିଳା ଜାଭଲିନ ଥ୍ରୋରେ ଭାରତର ଅନୁ ରାଣୀଙ୍କୁ ସ୍ୱର୍ଣ୍ଣ
ହାଙ୍ଗଝୋଉ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ଜାଭଲିନ ଥ୍ରୋରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି। ସ୍ୱର୍ଣ୍ଣ ଜିତିଲେ ଗୋଲ୍ଡେନ ଗାର୍ଲ ଅନୁ ରାଣୀ । ୬୨.୯୨ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ଅନୁ ରାଣୀ ସ୍ୱର୍ଣ୍ଣ ଜିତିଛନ୍ତି।

ସେହିପରି ୯୨ କେଜି ପୁରୁଷ ବକ୍ସିଂରେ ନରେନ୍ଦର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଏସୀୟ କ୍ରୀଡ଼ା ୨୦୨୩: ଭାରତକୁ ମହିଳା ଲଙ୍ଗ ଜମ୍ପ୍‌ରେ ରୌପ୍ୟ, ମିକ୍ସଡ୍‌ ରିଲେରେ ବ୍ରୋଞ୍ଜ
ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଜି ଆଉ ଏକ ରୌପ୍ୟ ଓ ବ୍ରୋଞ୍ଜ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ଲଙ୍ଗ ଜମ୍ପ୍‌ରେ ଭାରତ ରୌପ୍ୟ ପଦକ ହାସଲ କରିଛି। ଆନ୍ସି ସୋଜନ ୬.୬୩ ମିଟର ପର୍ଯ୍ୟନ୍ତ ଡେଇଁ ରୌପ୍ୟ ପଦକ ଜିତିଛନ୍ତି।

ସେହିପରି, ୪X୪୦୦ ମିଟର ମିକ୍ସଡ୍‌ ରିଲେରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ଆଜମଲ, ରାମରାଜ, ରମେଶ ଓ ଶୁଭା ଆଣିଲେ ବ୍ରୋଞ୍ଜ ପଦକ ।

ଏସୀୟ କ୍ରୀଡ଼ା ୨୦୨୩: ସୁଟିଂରେ ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲା ଭାରତ
ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ସୁଟିଂରେ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଲା ଭାରତ । ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛି ଭାରତ। କ୍ୟାନନ୍, ଜୋରାଭର ସିଂହ ଓ ପୃଥ୍ବୀରାଜଙ୍କ ଟିମକୁ ଟ୍ରାପ୍- ୫୦ ଇଭେଣ୍ଟରେ ଏହି ସଫଳତା ମିଳିଛି। ଏଥିସହ ଭାରତର ସ୍ବର୍ଣ୍ଣପଦକ ସଂଖ୍ୟା ୧୧ ରେ ପହଞ୍ଚିଛି।

ଏସୀୟ କ୍ରୀଡ଼ା ୨୦୨୩: ମହିଳା ଗୋଲ୍ଫରେ ରୌପ୍ୟ ଜିତି ଇତିହାସ ରଚିଲେ ଭାରତର ଅଦିତି ଅଶୋକ
ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ରୌପ୍ୟ ପଦକ ମିଳିଛି। ଗୋଲ୍ଫରେ ଭାରତକୁ ଏହି ରୌପ୍ୟ ପଦକ ମିଳିଛି। ମହିଳା ଗୋଲ୍ଫରେ ରୌପ୍ୟ ଜିତିଛନ୍ତି ଅଦିତି ଅଶୋକ । ଏଥିସହ ଅଦିତି ଅଶୋକ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ମହିଳା ଗୋଲ୍ଫର ଭାବେ ଏସିଆଡ୍‌ରେ ପଦକ ଜିତିଛନ୍ତି ଅଦିତି ଅଶୋକ। ଏଥିସହ ବର୍ତ୍ତମାନ ୧୦ ସ୍ୱର୍ଣ୍ଣ, ୧୫ ରୌପ୍ୟ ଓ ୧୪ ବ୍ରୋଞ୍ଜ ସହ ଭାରତକୁ ୩୯ ପଦକ ମିଳିଛି।

ଏସିଆନ୍ସ ଗେମ୍ସରେ ଭାରତକୁ ନବମ ସ୍ବର୍ଣ୍ଣ, ଟେନିସ ମିକ୍ସଡ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଲା ଭାରତ
ହାଙ୍ଗଝୁ: ଏସିଆନ୍ସ ଗେମ୍ସରେ ଭାରତ ପୁଣି ଏକ ସ୍ବର୍ଣ୍ଣ ପଦକ ଜିତିଛି । ଟେନିସ ମିକ୍ସଡ୍ ଡବଲ୍ସରେ ଭାରତକୁ ମିଳିଛି ସ୍ବର୍ଣ୍ଣ ପଦକ । ମିକ୍ସଡ ଡବଲ୍ସ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭେଟେରାନ ରୋହନ ବୋପନ୍ନା ଓ ଋତୁଜା ଭୋସଲେଙ୍କ ଯୋଡ଼ି । ଏହାସହ ମୋଟ ପଦକ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଭାରତ ଏପର୍ଯ୍ୟନ୍ତ ୯ଟି ସ୍ବର୍ଣ୍ଣ, ୧୩ ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ଜିତିଛି। ମେଡାଲ ତାଲିକାରେ ଭାରତ ୪ ନମ୍ବର ସ୍ଥାନରେ ରହିଛି ।

ଆଜି ସୁଟିଂରୁ ମଧ୍ୟ ଭାରତକୁ ପଦକ ମିଳିଛି। ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ଦ୍ବିତୀୟ ସ୍ଥାନ ଅଧିକାର କରି ଭାରତର ସରବଜିତ ସିଂହ ଓ ଟିଏସ ଦିବ୍ୟା ରୌପ୍ୟ ପଦକ ହାସଲ କରିଛନ୍ତି।

ଏସୀୟ କ୍ରୀଡ଼ା ୨୦୨୩: ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ
ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ସୁଟର ପଲକ ଭାରତ ପାଇଁ ଏହି ସ୍ୱର୍ଣ୍ଣ ଜିତିଛନ୍ତି। ସମାନ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି ଇଶା ସିଂ ।

ପୁରୁଷ ଟେନିସ ଡବଲ୍ସରେ ଭାରତ ରୌପ୍ୟ ପଦକ  ଜିତିଛି। ସାକେତ୍‌-ରାମନାଥନ୍‌ ଯୋଡ଼ି ଏହି ରୌପ୍ୟ ପଦକ ଜିତିଛନ୍ତି। ଏଥିସହ ଭାରତକୁ ବର୍ତ୍ତମାନ ସୁଦ୍ଧା ମୋଟ ୩୦ଟି ପଦକ ମିଳିଛି ।

ଏସୀୟ କ୍ରୀଡ଼ା ୨୦୨୩: ୫୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ
ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ୫୦ ମିଟର ଏୟାର ରାଇଫଲ ପୁରୁଷ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ପ୍ରତାପ ତୋମାର, ସ୍ବପ୍ନିଲ, ଅଖିଲଙ୍କ ଟିମଙ୍କୁ ଏହି ସଫଳତା ମିଳିଛି। ସେହିପରି ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି। ଏପର୍ଯ୍ୟନ୍ତ ଭାରତକୁ ମୋଟ ୨୭ଟି ପଦକ ମିଳିଛି ।

ଏସୀୟ କ୍ରୀଡ଼ା ୨୦୨୩: ଅଶ୍ବ ଚାଳନାରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଲା ଭାରତ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭରାତ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି। ଅଶ୍ବ ଚାଳନାରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛ। ଏଥିସହ ଭାରତ ଏସୀୟ କ୍ରୀଡ଼ାରେ ୩ୟ ସର୍ଣ୍ଣ ପଦକ ଜିତିଛି । ଅଶ୍ବ ଚାଳନାରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଛି ଭାରତ । ୪୧ ବର୍ଷ ପରେ ଅଶ୍ବ ଚାଳନାରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି। ସୁଦୀପ୍ତି ହାଜେଲା, ଦିବ୍ୟକ୍ତି ସିଂ, ହ୍ରିଦୟ ଛେଡା, ଅନୁଶ ଅଗ୍ରୱାଲ ଟିମକୁ ଏହି ସଫଳତା ମିଳିଛି।