10m Air Rifle team event - The Sakala

ଏସୀୟ କ୍ରୀଡ଼ା ୨୦୨୩: ୧୦ ମିଟର ଏୟାର ରାଇଫଲରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ
ନୂଆଦିଲ୍ଲୀ: ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତ ସପ୍ତମ ପଦକ ହାସଲ କରିଛି । ୧୦ମିଟର ଏୟାର ରାଇଫଲରେ ଟିମ୍ ଇଣ୍ଡିଆ ବିଶ୍ୱ ରେକର୍ଡ ମଧ୍ୟ କରିଛି । ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ରୁଦ୍ରାକ୍ଷ, ଐଶ୍ୱର୍ଯ୍ୟ, ଦିବ୍ୟାଂଶ ମିଳିତ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ଭାରତ ଚଳିତ ଏସୀୟ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି।  ଏଯାବତ ଭାରତକୁ ୧ ସ୍ୱର୍ଣ୍ଣ, ୩ ରୌପ୍ୟ, ୩ ବ୍ରୋଞ୍ଜ ପଦକ ମିଳିଛି ।