Snake Bite Deaths - The Sakala
ସାପ କାମୁଡ଼ା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷ ହୋଇପାରେ....
ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସାପ କାମୁଡ଼ାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ଓଡ଼ିଶା ସରକାର ବିଚାର କରୁଛନ୍ତି।
ରାଜସ୍ୱ ଓ ବିପର୍ଯ୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର କହିଛନ୍ତି ଯେ, କ୍ଷତିପୂରଣ ରାଶି ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ ସରକାର ସମୀକ୍ଷା କରୁଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ରାଶି ବୃଦ୍ଧି ପାଇଁ ଓଡ଼ିଶା ସରକାର ପୂର୍ବରୁ କେନ୍ଦ୍ରକୁ ଚିଠି ଲେଖି ସୁପାରିଶ କରିଥିଲେ। ସାପ କାମୁଡ଼ା ମୃତ୍ୟୁ ପାଇଁ ବର୍ତ୍ତମାନ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉଛି। ନିକଟରେ ଏକ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନିଆଳି: ଏକବେରୁଆଁ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ସ୍ବାମୀକୁ ସର୍ପାଘାତ ପରେ ବିଷ ପିଇଦେଲେ ସ୍ତ୍ରୀ । ବିଲକୁ କାମ କରିବାକୁ ଯାଇଥିଲା ବେଳେ ସ୍ବାମୀକୁ ସାପ କାମୁଡି ଥିଲା। ତାଙ୍କୁ ଉଦ୍ଧାର କରାଯାଇ ଜଗତସିଂହପୁର ମେଡିକାଲ୍‌ ନେବା ବାଟରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ସ୍ବାମୀର ମୃତ୍ୟୁ ଖବର ଶୁଣି ବିଷ ପିଇ ଦେଇଥିଲେ ସ୍ତ୍ରୀ। ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।  ଗୁରୁତର ସ୍ତ୍ରୀ କଟକ ଏସସିବିରେ ଚିକିତ୍ସାଧିନ ଅଛନ୍ତି।
ସାପ କାମୁଡ଼ାରେ ବାପାପୁଅଙ୍କ ମୃତ୍ୟୁ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶୁଲିଆପଦା ବ୍ଲକ ଅନ୍ତର୍ଗତ ବାଘଡାରେ ଅଭାବନୀୟ ଘଟଣା। ସାପ କାମୁଡାରେ ବାପାପୁଅଙ୍କ ମୃତ୍ୟୁ ଘଟିଛି। ରାତିରେ ଶୋଇଥିବା ସମମୟରେ ଉଭୟଙ୍କୁ ସାପ କାମୁଡ଼ିଥିଲା। ଗୁରୁତର ଅବସ୍ଥାରେ ପିଆରଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଉଭୟ ବାପାପୁଅଙ୍କ ମୃତ୍ୟୁ ଘଟିଛି। ବାପାଙ୍କ ନାଁ ହରେକୃଷ୍ଣ ମୁଖି ହୋଇଥିବା ବେଳେ ମୃତ୍ୟୁ ଘଟିଥିବା ପୁଅର ନାଁ କିଶନ ମୁଖୀ, ବୟସ ୫ବର୍ଷ ବୋଲି ଜଣାପଡ଼ିଛି।
ରାଜ୍ୟରେ ବଢୁଛି ସାପ କାମୁଡା ମୃତ୍ୟୁ, ୨ ବର୍ଷରେ ସାପ ଚୋଟରେ ୧୮୫୯ ଜଣଙ୍କ ଗଲାଣି ଜୀବନ
ଭୁବନେଶ୍ବର: ରାଜ୍ୟରେ ବଢୁଛି ସାପ କାମୁଡା ମୃତ୍ୟୁ। ଦୁଇ ବର୍ଷରେ ସମୁଦାୟ ୧୮୫୯ ଜଣ ଲୋକ ସାପ ଚୋଟରେ ମୃତ୍ଯୁ ବରଣ କରିଛନ୍ତି। ବିଧାନସଭାରେ ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ଜଣ ସାପ କାମୁଡାରେ ପ୍ରାଣ ହରାଇଛନ୍ତି। ଏଥିରେ ୧୦୨୨ ଜଣ ପରିବାରକୁ ଅନୁକମ୍ପା ରାଶି ମିଳିଛି। ୨୦୨୩-୨୪ରେ ବାଲେଶ୍ୱରରେ ସର୍ବାଧିକ ସାପ କମୁଡ଼ା ମୃତ୍ୟୁ ଘଟିଛି। ତା’ ପଛକୁ କଟକ ଓ ଗଞ୍ଜାମ ଜିଲ୍ଲା ରହିଛନ୍ତି।
ସେହିପରି ୨୦୨୪-୨୫ରେ ୭୦୯ ଜଣଙ୍କ ଜୀବନ ଯାଇଛି ସାପ କାମୁଡ଼ାରେ। ଏଥି ମଧ୍ଯରୁ ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ୨୦୨୪-୨୫ରେ କଟକରେ ସର୍ବାଧିକ ଲୋକ ସାପ କାମୁଡାରେ ମୃତ୍ଯୁ ବରଣ କରିଛନ୍ତି। ତା’ ପଛକୁ ରହିଛନ୍ତି ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲା।
ସାପ କାମୁଡ଼ାରେ ଚାଲିଗଲା ବାପାଝିଅଙ୍କ ଜୀବନ
ଫୁଲବାଣୀ: ସାପ କାମୁଡ଼ାରେ ବାପାଝିଅ ମୃତ। ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଚାରିଛକ ଠାରେ। ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଉଭୟଙ୍କୁ ସାପ କାମୁଡ଼ିଥିଲା। ଫଳରେ ଉଭୟଙ୍କର ମୃତ୍ୟୁ ଘଟିଛି।  ମୃତକଙ୍କ ଘର ଫୁଲବାଣୀର ଗୁମାଗଡ଼ ଗ୍ରାମର ବୋଲି ଜଣାପଡ଼ିଛି।
ସର୍ପ ଦଂଶନରେ ସାପ ଧରାଳିଙ୍କ ମୃତ୍ୟୁ
ସୁବର୍ଣ୍ଣପୁର: ମହଙ୍ଗା ପଡିଲା ସାପ ସହ ଖେଳ। ସର୍ପ ଦଂଶନରେ ସାପ ଧରାଳିଙ୍କ ମୃତ୍ୟୁ । ଉକ୍ତ ସାପ ଧରାଳି ବୀରମହାରାଜପୁର ଥାନା ଅନ୍ତର୍ଗତ ଚମ୍ପାମାଳ ଗାଁରୁ ଜଣଙ୍କ ଘରୁ ସାପଟିକୁ ଧରିଥଲେ। ଏହା ପରେ ସେ କୌଣସି କାମରେ ସାପଟିକୁ ଧରି ଥାନାକୁ ଆସିଥିଲେ। ଥାନା ପରିସରରେ ସାପ ଦେଖାଉଥିବା ବେଳେ ସାପ ଧରାଳିଙ୍କୁ ଚୋଟ ମାରିଥିଲା। ଏହାପରେ ତାଙ୍କୁ ତୁରନ୍ତ ମେଡିକାଲା ନେବା ସତ୍ତ୍ବେ ଚିକିତ୍ସାଧୀନ ଅବସ୍ଥାରେ ସାପ ଧରାଳିଙ୍କ ମୃତ୍ୟୁ ଘଟିଛି।
ଶୋଇଥିବାବେଳେ କାମୁଡିଲା ବିଷାକ୍ତ ସାପ: ଭାଇ ମୃତ, ଭଉଣୀ ଗୁରୁତର
ସୁନ୍ଦରଗଡ: ବଣାଇଁ ଥାନା ଅନ୍ତର୍ଗତ କଟୁରିଧୁଆ ଗ୍ରାମରେ ଗତରାତିରେ ଘରେ ଶୋଇଥିବା ଅବସ୍ଥାରେ ଭାଇଭଉଣୀକୁ ବିଷାକ୍ତ ସାପ କାମୁଡିଥିଲା । ସାପ କାମୁଡ଼ିବାରେ ୪ ବର୍ଷୀୟ ଭାଇ ସନ୍ଦୀପ ଓରାମଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ୧୨ ବର୍ଷୀୟ ଭଉଣୀ ଅଲିଶା ଓରାମ ଗୁରୁତର ହୋଇ ରାଉରକେଲା ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏବେ ଝିଅର ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ଘରେ ଶୋଇଥିବାବେଳେ କାମୁଡ଼ିଲା ବିଷାକ୍ତ ସାପ, ଚାଲିଗଲା ଦୁଇ ଜଣଙ୍କ ଜୀବନ
ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅଞ୍ଚଳରେ ଆଜି ଗୋଟିଏ ଦିନରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତ ସାନଘାଟି ବାହୁତିପଲ୍ଲୀ ଗ୍ରାମର ମହେଶ୍ୱର ଜେନା(୩୮) ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା । ତେବେ ଆଜି ଅର୍ଥାତ୍ ଶୁକ୍ରବାର ଭୋର ସମୟରେ ମହେଶ୍ୱର ଅଚେତ୍ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂପର୍କରେ ମୃତ ମହେଶ୍ୱରଙ୍କ ବଡ଼ଭାଇ ସୁକାନ୍ତ ଜେନା ଖଲ୍ଲିକୋଟ ଥାନା ପୋଲିସକୁ ଜଣାଇବା ପରେ ଥାନା ଏସ ଆଇ ହିମାଂଶୁ ଶେଖର ପାତ୍ର ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ନେଇ ଖଲ୍ଲିକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।
ସେହିପରି ବାଣିଆ ପଞ୍ଚାୟତ ମେଦିପୁର ଗ୍ରାମର ରୁକୁଣା ପ୍ରଧାନ(୭୦) ନାମକ ଜଣେ ବୃଦ୍ଧା ଆଜି ମଧ୍ୟାହ୍ନରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଖଲ୍ଲିକୋଟ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇ ଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।