Haryana Horror - The Sakala

ଲଜ୍ଜାଜନକ ଘଟଣା: ପରିବାର ସାମ୍ନାରେ ୩ ମହିଳାଙ୍କୁ ଗଣଦୁଷ୍କର୍ମ କଲେ ୪ ଦୁର୍ବୃତ୍ତ
ପାନିପଥ: ହରିଆଣାର ପାନିପଥରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା। ପରିବାର ଲୋକଙ୍କ ସମ୍ମୁଖରେ ୪ ଜଣ ଦୁର୍ବୃତ୍ତ ୩ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଘଟଣାଟି ବୁଧବାରର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଛୁରି ଏବଂ ମାରଣାସ୍ତ୍ର ଧରି ସେମାନଙ୍କ ଘରେ ପଶିଥିଲେ। ସେମାନେ ନିଜ ମୁହଁକୁ ରୁମାଲରେ ବାନ୍ଧି ଦେଇଥିବା ବେଳେ ଛୁରୀ ଦେଖାଇ ପରିବାରର ପୁରୁଷ ଲୋକଙ୍କୁ ବାନ୍ଧି ଦେଇଥିଲେ। ପରେ ମହିଳାମାନଙ୍କୁ ସେମାନେ ଗଣବଳାତ୍କାର କରିଥିଲେ। ଏପରିକି ପାଟି କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।

ଜାଣିବାକୁ ମିଳିଛି ଯେ, ଦୁଷ୍କର୍ମକାରୀମାନେ ଦୁଷ୍କର୍ମ କରିବା ପରେ ମହିଳାମାନେ ପିନ୍ଧିଥିବା ଅଳଙ୍କାର, ଘରୁ ଟଙ୍କା, ସୁନା ଲୁଟ୍‌ କରି ଫେରାର ହୋଇ ଯାଇଛନ୍ତି । ପୁଲିସ୍‌ ଏବେ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି।