Alean - The Sakala

‘ଏଲିୟନ’ଙ୍କ ଉପସ୍ଥିତିକୁ ନେଇ ନାସା ଜାରି କଲା ୩୩ ପୃଷ୍ଟାର ବିସ୍ତୃତ ରିପୋର୍ଟ
ନୂଆଦିଲ୍ଲୀ: ଏଲିୟନ ମାନଙ୍କୁ ନେଇ ଆସିଲା ବଡ଼ ଖବର।  ଅଜଣା ଉଡ଼ନ୍ତା ବସ୍ତୁ (UFOs)କୁ ନେଇ ନାସା ପକ୍ଷରୁ ଗୁରୁବାର ବଡ଼ ସୂଚନା ପ୍ରଦାନ କରାଯାଇଛି।  ୩୩ ପୃଷ୍ଠାର ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି ନାସା । ବିଶ୍ୱ ବ୍ରହ୍ମାଣ୍ଡରେ ‘ଏଲିୟନ’ ଥିବା ନାସା ବୈଜ୍ଞାନିକଙ୍କ ସୂଚନା । ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନ ରହିଥିବା ସମ୍ଭାବନା ମଧ୍ୟ ରହିଛି। ଅତ୍ୟାଧୁନିକ ସାଟେଲାଇଟ ଜରିଆରେ ସନ୍ଧାନ କରାଯାଉଛି । ଅଧିକ ଗବେଷଣା ପାଇଁ ଏକ୍ସପର୍ଟ ପ୍ୟାନେଲ ଗଠନ ହୋଇଛି ।  ଗତକାଲି ମେକ୍ସିକୋର ସାମ୍ବାଦିକ ତଥା ଅଜଣା ଉଡନ୍ତା ବସ୍ତୁ ବା ୟୁଏଫଓ ସମ୍ପର୍କରେ ଦୀର୍ଘ ଗବେଷଣା କରୁଥିବା ଜେମ୍ ମୌସାନ ଏକ ଭିନ୍ନ ଜୀବର ଶବ ଦେଖାଇବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

NOW: A discussion of the report by the unidentified anomalous phenomena report (UAP) independent study team.

Read the full report (PDF): https://t.co/uYhsJ6stRR https://t.co/FuftbhwL4D

— NASA (@NASA) September 14, 2023

ଅଜଣା ଉଡ଼ନ୍ତାବସ୍ତୁର ଅନ୍ୟଗ୍ରହ ଜଗତ ସହ ସଂଯୋଗ ଅଛି କି ନାହିଁ ଏହାର ଅଧ୍ୟୟନ କରାଯିବ। ବୈଷୟିକ ବିଶେଷଜ୍ଞଙ୍କଠାରୁ ସାହାଯ୍ୟ ନେବେ। ନାସାର ମିଶନ ହେଉଛି ଅଜ୍ଞାତକୁ ଖୋଜିବା ବୋଲି ନାସାର ପ୍ରଶାସକ ବିଲ୍ ନେଲସନ୍ କହିଛନ୍ତି । ସେ ଆହୁକରି କହିଛନ୍ତି ଯେ ପୃଥିବୀ ବ୍ୟତୀତ ବିଶ୍ୱ ବ୍ରହ୍ମାଣ୍ଡର ଅନ୍ୟ ଗ୍ରହରେ ମଧ୍ୟ ଜୀବନ ସତ୍ତା ରହିଛି ବୋଲି ମୋର ବିଶ୍ୱାସ।  ଦୀର୍ଘ ୯ ମାସ ଧରି ନାସାର ଏକ ଅନୁଧ୍ୟାନ କମିଟି ୟୁଏଫଓ ବା ଅଜଣା ଉଡ଼ନ୍ତା ବସ୍ତୁ ଏବଂ ଏଲିୟନ୍ ସମ୍ପର୍କରେ ଅନୁଧ୍ୟାନ କରୁଥିଲା