Dangerous Stunt - The Sakala

ଘାରିଥିଲା ରିଲ୍ସ ନିଶା, ବିପଦପୂର୍ଣ୍ଣ ଷ୍ଟଣ୍ଟକରି ୩୫୦୦ ଟଙ୍କା ଫାଇନ୍‌ ଗଣିଲେ ଯୁବକ
ବାଲେଶ୍ବର: ଯୁବକଙ୍କୁ ମହଙ୍ଗା ପଡିଲା ରିଲ୍ସ ପାଇଁ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବା । ରାସ୍ତା ଉପରେ ରିଲ୍ସ ପାଇଁ ବେପରୁଆ ଗାଡି ଚଳାଇ ୩୫୦୦ ଟଙ୍କା ତଣ୍ଡ ଗଣିଛନ୍ତି ଯୁବକ । ବାଲେଶ୍ୱର ସହଦେବଖୁଂଟା ରାସ୍ତାରେ ହୋଇଥିବା ବିପଦପୂର୍ଣ୍ଣ ରିଲ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଟ୍ରାଫିକ୍ ଥାନା ପୁଲିସ ।

ଷ୍ଟଣ୍ଟ ଦେଖାଇବାର ନିଶା ଘାରିଛି ଯୁବକଙ୍କୁ । କିଏ ରିଲ୍ସରେ ଷ୍ଟଣ୍ଟ ଦେଖାଉଛି, ତ’ପୁଣି କିଏ ୟୁଟୁବ୍‌ ପାଇଁ ରେକର୍ଡ଼ କରୁଛି ଭିଡ଼ିଓ । ଏମିତି ଏକ ଘଟଣା ନଜରକୁ ଆସିଥିଲା ବାଲେଶ୍ବରରୁ । ବାଲେଶ୍ବର ସହରରୁ ରେମୁଣା ଗୋଲାଇ ରାସ୍ତାରେ ଜଣେ ଯୁବକ ସ୍କେଟିଂ-ସୁ ପିନ୍ଧି ଷ୍ଟଣ୍ଟ ଦେଖାଉଥିଲେ । ତାଙ୍କୁ ସହଯୋଗ କରୁଥିଲେ ମୋଟରସାଇକେଲ ଚଳାଉଥିବା ଦୁଇଜଣ ଯୁବକ । ଷ୍ଟଣ୍ଟ ଦେଖାଉଥିବା ଯୁବକ କେତେବେଳେ ମୋଟରସାଇକେଲ ପଛକୁ ଧରି ସ୍କେଟିଂ କରୁଥିଲେ, ତ’ପୁଣି କେତେବେଳେ ସ୍କେଟିଂରେ ରାସ୍ତା ଉପରେ ରନ୍‌ କରୁଥିଲେ । ମୋଟରସାଇକେଲରେ ସହଯୋଗ କରୁଥିବା ଯୁବକ ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିଲେ । ବିନା ଅନୁମତିରେ ରାସ୍ତାରେ ଷ୍ଟଣ୍ଟ କରିବା, ହେଲମେଟ୍‌ ନ ପିନ୍ଧିବା ଓ ସାଧାରଣ ଅପରାଧ କରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ଗତକାଲି ମୋଟରସାଇକେଲ ମାଲିକଙ୍କ ଉପରେ ୩୫୦୦ ଟଙ୍କାର ଜରିମାନା କରିଛନ୍ତି । ଏହି ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।