Muzaffarpur incident - The Sakala

ବିହାରର ମୁଜାଫରପୁରରେ ଅଭାବନୀୟ ଘଟଣା: ଡଙ୍ଗା ଓଲଟି ୧୪ ନିଖୋଜ ୨୦ ଉଦ୍ଧାର
ମୁଜାଫରପୁର : ଆଜି ବିହାର ରାଜ୍ୟର ମୁଜାଫର୍‌ପୁର ଜିଲ୍ଲାରେ ପ୍ରବାହିତ ବାଗମତୀ ନଦୀରେ ୩୪ ଜଣ ପିଲାଙ୍କୁ ନେଇ ଯାଉଥିବା ଗୋଟାଏ ଡଙ୍ଗା ମଧୁରପଟ୍ଟି ନିକଟରେ ଓଲଟି ପଡ଼ି ବୁଡ଼ିଯିବାରୁ ୧୪ ଜଣ ଛାତ୍ରଛାତ୍ରୀ ନିଖୋଜ ହୋଇଛନ୍ତି। ଏଭଳି ଭୟଙ୍କର ଦୁର୍ଘଟଣାରେ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଉଦ୍ଧାର ହୋଇଥିବା ଜଣା ପଡ଼ିଛି।

ଗାୟଘାଟ ଏବଂ ବେନିବାଦ ପୋଲିସ ସହିତ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଗ୍ରାମବାସୀ କହିଛନ୍ତି ଯେ, ପ୍ରତ୍ୟେକ ଦିନ ଭଳି ଗୁରୁବାର ପିଲାମାନେ ଏକ ଡଙ୍ଗାରେ ସ୍କୁଲ ଯାଉଥିଲେ। ଡଙ୍ଗାରେ ୩୪ରୁ ଅଧିକ ପିଲା ଥିଲେ। ପ୍ରବଳ ସ୍ରୋତ ଯୋଗୁ ଡଙ୍ଗା ଭାରସାମ୍ୟ ହରାଇ ନଦୀରେ ଓଲଟି ପଡିଥିଲା। ଦୁର୍ଘଟଣା ପରେ ଡଙ୍ଗାରେ ଥିବା ପିଲାମାନେ ଚିତ୍କାର କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବହୁ ସଂଖ୍ୟାରେ ଲୋକ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ।