Machkund - The Sakala

କୋରାପୁଟରେ ଲଗାଣ ବର୍ଷା: ବିପଦ ସଙ୍କେତ ଛୁଇଁଲା ମାଛକୁଣ୍ଡ ଡି. ଡ୍ୟାମର ଜଳସ୍ତର
କୋରାପୁଟ: କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି. ଡ୍ୟାମରେ ବିପଦ ସଙ୍କେତକୁ ଛୁଇଁଛି ଜଳସ୍ତର। ଡ୍ୟାମର ୫ ନମ୍ବର ଗେଟେ ଗେଟ ଖୋଲା ଯାଇ ୧ହଜାର କ୍ୟୁସେକ ପାଣି ନିଷ୍କାସିତ କରାଯଉଛି। ଡ୍ୟାମର କ୍ଷମତା ୨୫୯୦ ଫୁଟ କ୍ଷମତା ଥିବା ବେଳେ ୨୫୮୯.୭ ଫୁଟ ପାଣିରହିଛି। ଗତକାଲି ଲମତାପୁଟ ବ୍ଲକରେ ୫୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଲଗାଣ ବର୍ଷା ଜାରି ରହିଛି। ଜଦି ଜଳସ୍ତର ବଢ଼େ ଆହୁରି ଗେଟ ଖୋଲାଯିବ ବୋଲି ଡ୍ୟାମ କତୃପକ୍ଷ ସୂଚନା ଦେଇଛନ୍ତି। ଏଥିସହ ଲଗାଣ ବର୍ଷାରେ ଅନେକାଡେଲି ଗ୍ରାମର ହନୁମାନ ମନ୍ଦିରର କାନ୍ଥ ଭୁଶୁଡି ପଡିଥିବା ଜଣାପଡ଼ିଛି।