Naxal - The Sakala
ମୁଖ୍ୟ ସ୍ରୋତକୁ ଫେରୁଛନ୍ତି ନକ୍ସଲ, ପୁଣି ଛତିଶଗଡ଼ରେ ୭ ନକ୍ସଲଙ୍କ ଆତ୍ମସମର୍ପଣ...
ଉମରକୋଟ: ଛତିଶଗଡ଼ରେ ପୁଣି ୭ଜଣ ନକ୍ସଲ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି। ଛତିଶଗଡ ନକ୍ସଲ ମୋର୍ଚ୍ଚାର ଗରିଆବନ୍ଦ, ଧମତରି ଏବଂ ନୂଆପଡା ଡିଭିଜନରୁ ଏହି ବଡ଼ ଖବର ସାମ୍ନାକୁ ଆସିଛି। ସୂତ୍ର ଅନୁସାରେ, ଉଦନ୍ତୀ କ୍ଷେତ୍ର କମିଟିରେ ସକ୍ରିୟ ଥିବା ସମସ୍ତ ୭ ଜଣ ନକ୍ସଲ ଆତ୍ମସମର୍ପଣ କରିବାକୁ ଜଙ୍ଗଲରୁ ବାହାରି ଆସି ଗରିଆବନ୍ଧ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ଉଦାନ୍ତୀ କ୍ଷେତ୍ର କମାଣ୍ଡର ସୁନୀଲ ଏବଂ ସଚିବ ଆରେନା, ଯାହାଙ୍କ ପ୍ରତ୍ୟେକଙ୍କ ପାଇଁ ୮ ଲକ୍ଷ ଟଙ୍କା ପୁରସ୍କାର ଥିଲା। କମିଟି ସଦସ୍ୟ ଲୁଡ୍ରନ୍, ବିଦ୍ୟା, ନନ୍ଦିନୀ ଏବଂ ମଲେଶ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ଏହି  ଚାରିଜଣଙ୍କ ପାଇଁ ମଧ୍ୟ  ୫ ଲକ୍ଷ  ଟଙ୍କାପୁରସ୍କାର ବହନ କରିଛନ୍ତି। ୧ ଲକ୍ଷ ଟଙ୍କା ପୁରସ୍କାର ଥିବା ନକ୍ସଲ କାନ୍ତି ମଧ୍ୟ ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଅଛନ୍ତି।
ସୂତ୍ର ଅନୁସାରେସ ଏହି ନକ୍ସଲମାନେ ସେମାନଙ୍କ ସହିତ ଗୋଟିଏ SLR, ତିନୋଟି INSAS ରାଇଫଲ୍ ଏବଂ ଗୋଟିଏ ସିଙ୍ଗଲ୍-ସଟ୍ ଅସ୍ତ୍ର ଆଣିଥିଲେ। ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ବର୍ଦ୍ଧିତ ଚାପ ଏବଂ ତୀବ୍ର କାର୍ଯ୍ୟାନୁଷ୍ଠାନ ଯୋଗୁଁ, ଏହି ନକ୍ସଲମାନେ ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କର ଆନୁଷ୍ଠାନିକ ଆତ୍ମସମର୍ପଣ ଗରିଆବନ୍ଦ ଜିଲ୍ଲା ମୁଖ୍ୟାଳୟରେ ମୈନପୁରର ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ କରିଛନ୍ତି। ଏହା ନକ୍ସଲ ସଂଗଠନ ପାଇଁ ଏକ ବଡ଼ ଧକ୍କା ପ୍ରମାଣିତ ହୋଇଛି, କାରଣ ଉଦାନ୍ତୀ କ୍ଷେତ୍ର କମିଟି ଦୀର୍ଘ ସମୟ ଧରି ଏହି ଡିଭିଜନରେ ନକ୍ସଲ କାର୍ଯ୍ୟକଳାପର ମୁଖ୍ୟ କେନ୍ଦ୍ର ହୋଇ ଆସିଛି। ଏହାକୁ ଗରିଆବନ୍ଦ ପୁଲିସ ଏବଂ ସୁରକ୍ଷା ବାହିନୀ ପାଇଁ ଏକ ଐତିହାସିକ ସଫଳତା ବୋଲି ବିବେଚନା କରାଯାଉଛି। ଯାହା ମାଧ୍ୟମରେ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଏବଂ ନକ୍ସଲ ମୂଳୋତ୍ପାଟନ ଦିଗରେ ଆଉ ଏକ ଦୃଢ଼ ପଦକ୍ଷେପ ନିଆଯାଇଛି।
ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୧୭୦ ନକ୍ସଲ, ୨ ଦିନରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ
ନୂଆଦିଲ୍ଲୀ: ଛତିଶଗଡ଼ରେ ୧୭୦ ନକ୍ସଲଙ୍କ ଆତ୍ମସମର୍ପଣ । ଏ ନେଇ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ନକ୍ସଲବାଦ ବିରୋଧରେ ବଡ଼ ସଫଳତା ବୋଲି ଶାହ କହିଛନ୍ତି। ଏହାକୁ ମିଶାଇ ୨ ଦିନରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ କରିଛନ୍ତି। କାଲି ମହାରାଷ୍ଟ୍ରରେ ୬୧ ନକ୍ସଲ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଆସିଥିବା ବେଳେ ଛତିଶଗଡ଼ରେ ମଧ୍ୟ ୨୭ ନକ୍ସଲ ଅସ୍ତ୍ର ତ୍ୟାଗ କରିଥିଲେ। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ମୁକ୍ତ ଦେଶ ପାଇଁ ପ୍ରତିଶ୍ରୁତିବଦ୍ଧ ଶାହ କହିଛନ୍ତି।
https://twitter.com/AmitShah/status/1978780692009140365
ମାଲକାନଗିରି:ମା ଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ପିଏଲଜିଏ ବାଟାଲିୟନର ୨ ହାର୍ଡକୋର ନକ୍ସଲ ମଧ୍ୟ ରହିଛନ୍ତି। ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଏହି ୧୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ମହିଳା ଓ ପୁରୁଷ ନକ୍ସଲ ନାମରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା। ଏଥିସହ ୬ ଜଣ ନକ୍ସଲ ନାମରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।
ନୂଆପଡ଼ା: ଗୋଟିଏ ଟିପରେ ନିମିଷକ ମଧ୍ୟରେ ସେନା ଶିବିରକୁ ଧ୍ବସ୍ତ କରିଦେଉଥିବା ଭଳି ‘ରକେଟ୍‌-ଲଞ୍ଚର୍‌’ ଭଳି ଘାତକ ମାରଣାସ୍ତ୍ର ତିଆରି କଲେଣି ମାଓବାଦୀ। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରୁ ଠାବ ହୋଇଥିବା ଏକ ମାଓ-କ୍ୟାମ୍ପରୁ ଏଭଳି ଏକ ସାଂଘାତିକ ତଥ୍ୟ ଏବେ ପଦାକୁ ଆସିଛି। ଗତ ମାସ ୩୦ ତାରିଖ ଦିନ ପାଟଦର୍ହା-ସୁନାବେଡ଼ା ସୀମାନ୍ତ ଭଇଁଷାମୁଣ୍ଡି ଜଙ୍ଗଲରୁ ଠାବ ହୋଇଥିବା ମାଓ କ୍ୟାମ୍ପରୁ ଏକ ଅଧାଗଢ଼ା ରକେଟ୍‌-ଲଞ୍ଚର୍‌ ସହ ଏହାକୁ ତିଆରି କରିବାର ଏକ ନକ୍ସା ଜବତ ହେବା ଘଟଣା ସୁରକ୍ଷାବାହିନୀ ଓ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି। ସୂଚନାଯୋଗ୍ୟ, ନୂଆପଡ଼ା ପୁଲିସ୍‌ ଦ୍ୱାରା ବିଭିନ୍ନ ସମୟରେ ମାଓବାଦୀ କ୍ୟାମ୍ପ ଠାବ କରାଯାଇଥିଲା। ସେସବୁରୁ ବିଭିନ୍ନ ମାଓବାଦୀ ବ୍ୟବହୃତ ସାମଗ୍ରୀ ସହ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଉଥିଲା। ହେଲେ ବର୍ତ୍ତମାନ ଚଢ଼ଉରୁ ଟିକିଏ ଭିନ୍ନଧରଣର ସାମଗ୍ରୀ ଜବତ ହୋଇଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଗତ ମାସରେ ଛତିଶଗଡ଼ର ବିଜାପୁର ଅଞ୍ଚଳରେ ପୁଲିସ ଗୁଳିରେ ବହୁ କ୍ୟାଡର୍‌ ମାଓବାଦୀ ନିହତ ହେବା ପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇ ଓଡ଼ିଶା ସୀମାନ୍ତ ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟରେ ଏକାଧିକ କ୍ୟାମ୍ପ କରି ରହୁଛନ୍ତି। ତେବେ ସେମାନେ ବଡ଼ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ଜଣାଯାଇଛି। ଏଥିପାଇଁ ସେମାନେ ହାତେହାତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଶିବିରରେ ତିଆରି କରୁଥିବା ଜଣାଯାଇଛି। ସେଥିମଧ୍ୟରୁ କିଛି ନୂଆପଡ଼ା ଜିଲ୍ଲା ପୁଲିସ ହାତରେ ଧରାପଡ଼ିଛି। ଗତ ମାସ ୩୦ ତାରିଖ ଦିନ ନୂଆପଡ଼ା ଏସ୍‌‌ପି ଜି. ଆର୍‌‌ ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଓଜି ଯବାନମାନେ ଭଇଁଷାମୁଣ୍ଡି ଜଙ୍ଗଲରେ ଚଢ଼ଉ କରିଥିଲେ। ମାଓବାଦୀମାନେ ଠିକ୍‌ ସମୟରେ ଲୁଚି ପଳାୟନ କରିଥିଲେ। ସେଠାରୁ ୫ଶହରୁ ଊର୍ଦ୍ଧ୍ବ ଡିଟୋନେଟର, ସେଫ୍‌‌ଟି ଫ୍ୟୁଜ୍‌ ତାର, ଜିଲେଟିନ ଷ୍ଟିକ ଆଦି ଜବତ କରାଯାଇଥିବା ବେଳେ ରକେଟ ଲଞ୍ଚର୍‌ ମଧ୍ୟ ମିଳିଛି। ଏହାସହ ବହୁ ମାଓ ପୁସ୍ତିକା ତେଲୁଗୁ ଭାଷାରେ ଲିଖିତ ରହିଥିବା ହେତୁ ଏଥିରେ ତେଲୁଗୁ ଭାଷାଭାଷୀ କ୍ୟାଡର୍‌ ରହିଥିବା ସନ୍ଦେହ କରାଯାଉଥିବା ଏସ୍‌‌ପି ରାଘବେନ୍ଦ୍ର କହିଛନ୍ତି। ଲଞ୍ଚର୍‌ ତିଆରି ନକ୍ସା ମିଳିଥିବାରୁ ଏହି ମାଓ ଟିମ୍‌ରେ କିଛି ଅସ୍ତ୍ରଶସ୍ତ୍ର ବିଶେଷଜ୍ଞ ଥିବା ଅନୁମାନ କରାଯାଉଛି। ନୂଆପଡ଼ା ଜିଲ୍ଲାରେ ଆଜିକୁ ବହୁ ବର୍ଷ ଧରି ସେଭଳି କୌଣସି ଅଘଟଣ ଘଟାଇ ନ ଥିବାରୁ ମାଓବାଦୀଙ୍କ ଟାର୍ଗେଟରେ ରହିଥିବା କୁହାଯାଉଛି। ୬ଶହ ବର୍ଗକିମି ଦୂର ପରିବ୍ୟାପ୍ତ ରହିଛି ସୁନାବେଡ଼ା ଅଭୟାରଣ୍ୟ। ଏହା ପୁଲିସ୍‌କୁ ହସ୍ତଗତ ହୋଇଥିବା ଏକ ନମୁନା ମାତ୍ର। ମାଓବାଦୀମାନେ କରିଡର କରି ରହିଥିବାରୁ ବର୍ତ୍ତମାନ ନୂଆପଡ଼ା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜର ସମୟ। ତେଣୁ ଏହାକୁ ଜିଲ୍ଲା ତଥା ରାଜ୍ୟ ପୁଲିସ ବିଭାଗ ଗୁରୁତ୍ୱର ସହ ବିଚାରକୁ ନେବା ଜରୁରୀ ହୋଇପଡ଼ିଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ: ଜଣେ ନକ୍ସଲ ନିହତ, ବନ୍ଧୁକ ଜବତ
ଛତିଶଗଡ଼: ଛତିଶଗଡ଼ ବିଜାପୁର ଜିଲ୍ଲା ବନ୍ଦେପରା ଜଙ୍ଗଲରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିବା ଜଣାପଡ଼ିଛି । ଏହି ଏନକାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରୁ ଗୋଟିଏ ଏକେ-୪୭ ବନ୍ଧୁକ ଜବତ କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଛତିଶଗଡ ବସ୍ତର ରେଞ୍ଜର ଆଇଜି ପି. ସୁନ୍ଦରାଜ ।
ଜଣେ ନକ୍ସଲ କମାଣ୍ଡର ସମେତ ୫ ମିଲିସିଆ ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ଚିନ୍ତାଗୁଫା ଥାନା ଅଞ୍ଚଳରେ ବିଭିନ୍ନ ନକ୍ସଲ ହିଂସାକାଣ୍ଡ ଜଡ଼ିତ ଥିବା ପାଞ୍ଚ ଜଣ ମିଲିସିଆ ନକ୍ସଲ ପୁଲିସ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି। ଏଥିରେ ଜଣେ ଏକ ଲକ୍ଷ ଇନାମୀ ମିଲିସିଆ କମାଣ୍ଡର ଥିବା ସୁକମା ପୁଲିସ ପକ୍ଷରୁ ସୂଚନା ମିଳିଛି। ଛତିଶଗଡ ସରକାରଙ୍କ “ଛତିଶଗଡ ନକ୍ସଲବାଦ ବିଲୋପ ନୀତି” ଏବଂ ସୁକମା ପୁଲିସ ଦ୍ୱାରା ପରିଚାଳିତ “ପୁନା ନାରକମ୍ ଅଭିଆନ୍” ଅଧୀନରେ ବିଶ୍ୱାସ, ବିକାଶ ଏବଂ ନିରାପତ୍ତା ଦ୍ୱାରା ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଛନ୍ତି। ଏହି ପାଞ୍ଚ ନକ୍ସଲଙ୍କୁ ଏକ ପ୍ରୋତ୍ସାହନ ରୂପେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇବା । ସରକାରଙ୍କ ପୁନର୍ବାସ ଯୋଜନା ଅଧୀନରେ ସମସ୍ତ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ଆଗାମୀ କିଛି ଦିନରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।