Police SI - The Sakala

ପୁଲିସ ଏସଆଇ ପ୍ରଶ୍ନପତ୍ର ଲିକ୍ ମାମଲା: ୧୭ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ
କଟକ: ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ଦ୍ୱାରା ଆୟୋଜିତ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ଜାଲିଆତି ମାମଲାରେ ସଂପୃକ୍ତ ୧୭ଜଣ ଅଭିଯୁକ୍ତଙ୍କୁ ମିଳିଲାନି ଆଶ୍ୱସ୍ତି। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସମସ୍ତ ୧୭ଜଣ ଆବେଦନକାରୀଙ୍କ ଜାମିନ ପ୍ରାର୍ଥନାକୁ ଖାରଜ କରିଦେଇଛନ୍ତି। ଜଷ୍ଟିସ୍‌ ଗୌରୀ ଶଙ୍କର ଶତପଥୀ ଏପରି ନିର୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟ ମାମଲାର ଗମ୍ଭୀରତା ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ ଆସିଥିବା ସଂଗୀନ ଅଭିଯୋଗକୁ ଅନୁଧ୍ୟାନ କରି କୋର୍ଟ କହିଛନ୍ତି ଯେ ଅଭିଯୁକ୍ତମାନେ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ କରିବା ପାଇଁ ନକଲି ଦସ୍ତାବିଜ ପ୍ରସ୍ତୁତ କରିବା ସହ ଅସାଧୁ ତଥା ଦୁର୍ନୀତିଗ୍ରସ୍ତ ଉପାୟ ଆପଣାଇଥିଲେ। ମୁନା ମହାନ୍ତି ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନରେ ରହିଥିବା ବେଳେ ତାଙ୍କୁ ୨୧ ଦିନ ମଧ୍ୟରେ ଆତ୍ମସର୍ମପଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମହଙ୍ଗା ପଡ଼ିଲା ଥାନାରେ ପୁଲିସ ଅଫିସରଙ୍କ ଦାଦାଗିରି, ନିଲମ୍ବିତ ହେଲେ ଜଙ୍କିଆ ଥାନା ଏସଆଇ
ଖୋର୍ଦ୍ଧା: ମହଙ୍ଗା ପଡ଼ିଲା ଥାନାରେ ପୁଲିସ ଅଫିସରଙ୍କ ଦାଦାଗିରି। ନିଲମ୍ବିତ ହେଲେ ଜଙ୍କିଆ ଥାନା ଏସଆଇ ନିରଞ୍ଜନ ମହାନ୍ତି। ମଦ ନିଶାରେ ଚୁର୍ ଖାକି ବାବୁଙ୍କ କାରନାମାର ଭିଡିଓ ଭାଇରାଲ୍ ହୋଇଛି। ଏହାପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଖୋର୍ଦ୍ଧା ଏସପି। ଥାନାରେ ଅଭିଯୋଗ କରିବାକୁ ଆସିଥିବା ଜଣେ ଲୋକଙ୍କ ମୁଣ୍ଡକୁ ଟେକା ମାରି ଫଟାଇ ଦେଇଥିଲେ ଏସଆଇ।

ଜଙ୍କିଆ ଥାନାରେ କାର୍ଯ୍ୟରତ ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ଅତ୍ୟଧିକ ମଦ୍ୟପାନ କରି ଏଭଳି କାଣ୍ଡ ଭିଆଇଥିବା ଥାନାରେ ଅଭିଯୋଗ ହୋଇଥିଲା। ବାଲିଗାଡିଆ ଗାଁର ନବକିଶୋର ହରିଚନ୍ଦନ ନିଜର ଜଣେ ସଂମ୍ପର୍କୀୟଙ୍କ ସହିତ ଥାନାକୁ ଯାଇଥିବା ବେଳେ ସବ୍ଇନ୍ସପେକ୍ଟରଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାପରେ ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ଉତକ୍ଷିପ୍ତ ହୋଇ ନବକିଶୋରଙ୍କ ମୁଣ୍ଡକୁ ଟେକା ଫିଙ୍ଗି ଦେଇଥିଲେ।

ଏନେଇ ଜଙ୍କିଆ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଥାନାକୁ ଯାଇ ପଚରାଉଚରା କରି ବୁଝାବୁଝି କରୁଥିବା ବେଳେ ନିରଞ୍ଜନ ସମିତି ସଭ୍ୟଙ୍କୁ ମଧ୍ୟ ମାଡ ମାରିଥିଲେ। ଘଟଣା ନେଇ ସ୍ଥାନୀୟ ଜଙ୍କିଆ ବାଲିଗାଡିଆ ଲୋକେ ଥାନା ସମ୍ମୁଖରେ ତାଲା ପକାଇ ସବ୍ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ ।