Training Session - The Sakala

ସେପ୍ଟେମ୍ବର ୧୧ରୁ ବିଜେଡି କର୍ମୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ, ପରିଚାଳନା କରିବେ ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ବର: ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ବିଜେଡି କର୍ମୀଙ୍କୁ ଦିଗଦର୍ଶନ ଦିଆଯିବ। ଆସନ୍ତା ସେପ୍ଟେମ୍ବର ୧୧ ତାରିଖରୁ ବିଜେଡି କର୍ମୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଦଳର ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି । ଏହି ଦିଗଦର୍ଶନ କାର୍ଯ୍ୟକ୍ରମ ୩୭ରୁ ୪୦ ଦିନ ଚାଲିବ । ଦଳର ସଭାପତିଙ୍କ ନିର୍ଦ୍ଦେଶରେ ପ୍ରତି ନିର୍ବାଚନମଣ୍ଡଳୀରୁ ନାଁ ଆସିବ । ଏହାକୁ ପରିଚାଳନା କରିବେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ । କାର୍ଯ୍ୟକ୍ରମକୁ ସହଯୋଗ କରିବେ ସାଂସଦ ସସ୍ମିତ ପାତ୍ର ଓ ପ୍ୟାନେଲିଷ୍ଟ । ଦଳର ବରିଷ୍ଠ ନେତା ବି ରହିବେ । ଯୁବ ଓ ଛାତ୍ରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବେ ବିଧାୟକ ପ୍ରଣବ ବଳବନ୍ତରାୟ । ମହାବାତ୍ୟା ପରେ ଆସିଥିବା ଚ୍ୟାଲେଞ୍ଜର ମୁକାବିଲା କରି ବିଜେଡି ସରକାର ସଫଳ କାହାଣୀ ଲେଖିଛନ୍ତି । ୨୦୩୬ରେ ଓଡ଼ିଶା ପ୍ରଦେଶକୁ ଶହେ ବର୍ଷ ପୂରିବ । ରାଜ୍ୟ ସରକାର ବହୁ ସଫଳ କାମ କରିଛନ୍ତି ବୋଲି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।