Drumstick - The Sakala
ଆୟୁର୍ବେଦରେ ସଜନାଛୁଇଁକୁ ଅମୃତ ସମାନ ବୋଲି କୁହାଯାଇଛି। ସଜନାଗଛର ପ୍ରତ୍ୟେକ ଅଂଶ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ସଜନାଛୁଇଁରେ ପୋଟାସିୟମ୍‌, ଫସ୍‌ଫରସ୍, ଆଇରନ୍ ଓ ମିନେରାଲ୍ସ ଭରପୂର ମାତ୍ରାରେ ଥାଏ। ତେଣୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ। ଏହାର ଆଉ କିଛି ସ୍ବାସ୍ଥ୍ୟକାରୀ ଗୁଣଗୁଡ଼ିକ ହେଉଛି –
-ସଜନାରେ ଥିବା ରାଇବୋଫ୍ଲୋବିନ୍‌ ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ତେଣୁ ମଧୁମେହ ହେବାର ଆଶଙ୍କା ରହେ ନାହିଁ। ମଧୁମେହ ରୋଗୀମାନେ ପ୍ରତିଦିନ ସଜନା ଶାଗ ଖାଇପାରିବେ।
-ଆର୍ଥ୍ରାଇଟିସ୍‌ ରୋଗୀଙ୍କ ପାଇଁ ସଜନା ବହୁତ ଲାଭଦାୟକ। ଆଣ୍ଠୁଗଣ୍ଠି ଦରଜ ଦୂର କରିବା ପାଇଁ ସଜନା ଗଛର ଛାଲିର ଗୁଣ୍ଡକୁ ସେବନ କରିବାକୁ ହୁଏ। ଏହାଦ୍ବାରା କଫ ଓ ବାତ ସମସ୍ୟା ମଧ୍ୟ ଦୂର ହୋଇଥାଏ।
-ସଜନା ଶାଗରେ ଥିବା କ୍ଲୋରୋଜେନିକ୍‌ ଏସିଡ୍‌ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ।