Sanatan Controversy - The Sakala

ସନାତନ ବିବାଦରେ ଘିଅ ଢାଲିଲେ ଡିଏମ୍‌କେ ଏମ୍‌ପି ଏ ରାଜା, ଏଚଆଇଭି ଅବା କୁଷ୍ଠ ରୋଗ ସହ କଲେ ତୁଳନା
ନୂଆଦିଲ୍ଲୀ: ତାମିଲନାଡୁ ସିଏମ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କ ପରେ ଡିଏମକେ ସାଂସଦଙ୍କ ବିବାଦୀୟ ବୟାନ । ସନାତନ ଧର୍ମକୁ HIV ସହ କଲେ ତୁଳନା । କହିଲେ ସନାତନ ଧର୍ମ HIV ଏବଂ କୁଷ୍ଠ ରୋଗ ଭଳି ସାମାଜିକ କଳଙ୍କ ରୋଗ ବୋଲି ଜାଣିବା ଉଚିତ୍ । ଏ. ରାଜା କହିଛନ୍ତି କି, ଉଦୟନିଧି ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ସନାତନ ଧର୍ମକୁ ତୁଳନା କରି ନରମ ବୟାନ ଦେଇଛନ୍ତି । ବାସ୍ତବରେ କିନ୍ତୁ ଏହା HIV ଭଳି ସାମାଜିକ କଳଙ୍କ ରୋଗ ଭଳି ।

ଏହି ବୟାନ ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି । ପୂର୍ବରୁ ଉଦୟନିଧି ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ସନାତନ ଧର୍ମକୁ ତୁଳନା କରିଥିବାବେଳେ ଘଟଣାକୁ ନେଇ ୟୁପିରେ ମାମଲା ମଧ୍ୟ ରୁଜୁ ହୋଇଛି । ସେପଟେ ବିରୋଧୀମାନେ ବାରମ୍ବାର ଅଭିଯୋଗ କରୁଛନ୍ତି କି, ବିଜେପି ସରକାର ଧର୍ମ ନାଁରେ ରାଜନୀତି କରୁଛନ୍ତି ।