Special Security Battalion - The Sakala

ନିଲମ୍ବନ ହେଲେ SSB ସିପାହୀ, ସୋସିଆଲ ମିଡିଆରେ ଧମକ ଦେବା ସହ ପକାଉଥିଲେ ବେନାମୀ ଚିଠି
ଭୁବନେଶ୍ବର: କିଛି ଦିନ ପୂର୍ବେ ଲୋକ ସେବା ଭବନର ଭାରପ୍ରାପ୍ତ ଅଧିକାରୀ ଅଡିସନାଲ ଡିସିପି ଶ୍ରୀ ସୁଜିତ କୁମାର ଦଳାଈଙ୍କ ନାମରେ ମିଥ୍ୟା ଅଭିଯୋଗର ବେନାମୀ ଚିଠି ପଡିଥିଲା ଏହା ସହ ସୋସିଆଲ ମେଡିଆରେ ଧମକ ମେସେଜ ଓ ଅଜଣା ଫୋନ କଲରେ ଧମକ ମାନ ଆସୁଥିଲା । ଏ ନେଇ ଶ୍ରୀ ଦଳାଇ ପୁଲିସ କମିଶନରଙ୍କୁ ଜଣାଇବା ପରେ ପୁଲିସ କମିଶନର ଏକ ତଦନ୍ତ କରାଇ ଥିଲେ।

ତଦନ୍ତରୁ ସ୍ପଷ୍ଟ ଜଣାପଡିଛି ଯେ, ସ୍ପେସାଲ ସିକ୍ୟୁରିଟି ବାଟାଲିୟନର ସିପାହୀ-୧୮୭ ଦୀପକ କୁମାର ମହାରଣା ବିଭିନ୍ନ ପ୍ରକାର ମିଥ୍ୟା ଅଭିଯୋଗ ନେଇ ବେନାମୀ ଚିଠି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପ୍ରେରଣା କରୁଥିଲେ। ସୋସିଆଲ ମେଡିଆରେ ଧମକ ମେସେଜ ଦେବା ସହ ଅଜଣା ନମ୍ବରରୁ ଫୋନ କଲ କରି ଧମକ ଦେବା ଆଦି କାର୍ଯ୍ୟ କରିଥିଲେ। ତଦନ୍ତରେ ଏହା ସ୍ପଷ୍ଟ ହେବ ପରେ ସିପାହୀ -୧୮୭ ଶ୍ରୀ ଦୀପକ କୁମାର ମହାରଣା ଏବାବଦରେ ନିଜ ଭୁଲ ମାନିବ ପରେ ପୁଲିସ କମିଶନର ସିପାହୀ -୧୮୭ ଶ୍ରୀ ମହାରଣାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଏହି ଘଟଣାରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ଏ ବାବଦରେ ତଦନ୍ତ ଜାରିରହିଛି।