G20 India - The Sakala

ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଦିଲ୍ଲୀରେ ପହଞ୍ଚିଲେ ବ୍ରିଟେନ ଓ ଜାପାନର ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ୨୦୨୩ ପାଇଁ ଜି-୨୦ର ଅଧ୍ୟକ୍ଷ ଭାରତ ନୂଆଦିଲ୍ଲୀରେ ଏହାର ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଶ୍ୱ ନେତାମାନେ ମଧ୍ୟ ଆସିବା ଆରମ୍ଭ କରିଛନ୍ତି। ବିଦେଶୀ ଅତିଥିମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ କେତେକ କଟକଣା ଲାଗାଯାଇଛି। ଆଜି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକଙ୍କ ଏହା ପ୍ରଥମ ଭାରତ ଗସ୍ତ। ତାଙ୍କ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନୂଆଦିଲ୍ଲୀରେ ପହଞ୍ଚିଥିଲେ।

ଏହା ବ୍ୟତୀତ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଅଲବର୍ଟୋ ଫର୍ଣ୍ଣାଣ୍ଡିଜ୍ ଦିଲ୍ଲୀରେ ପହଞ୍ଚିଛନ୍ତି। ଏବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଆଗମନକୁ ଅପେକ୍ଷା କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଶିଖର ସମ୍ମିଳନୀ ପାଇଁ ନିରୂପିତ ସ୍ଥାନ ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପମ୍‌ରେ ବିଶ୍ୱ ନେତାମାନଙ୍କୁ ଜଣଜଣ କରି ସ୍ବାଗତ କରିବେ।

ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ବନ୍ଦ ରହିବ ସମସ୍ତ ପ୍ରକାର ଅନଲାଇନ୍ ଡେଲିଭରି
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୮ରୁ ୧୦ ତାରିଖ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ଦିଲ୍ଲୀ ଆସୁଥିବାରୁ ରାଜଧାନୀକ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି। ଦିଲ୍ଲୀରେ ସ୍କୁଲ କଲେଜ୍ ସମେତ ସମସ୍ତ ଅଫିସ୍ ବନ୍ଦ ରଖାଯାଇଛି। ଏପଟେ ସୁରକ୍ଷା ପଦକ୍ଷେପକୁ ଆଉ ଟିକେ କଡ଼ାକଡ଼ି କରାଯାଇଛି।  ସେପ୍ଟେମ୍ବର ୮-୧୦ ତାରିଖ ଦିଲ୍ଲୀରେ ଅନ୍‌ଲାଇନ୍‌ ଫୁଡ୍ ଡେଲିଭରି ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଟ୍ରାଫିକ୍‌ କଟକଣା ଲଗାଯାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ଏନେଇ ଦିଲ୍ଲୀ ପୁଲିସ ସ୍ୱତନ୍ତ୍ର କମିଶନର କହିଛନ୍ତି  ଯେ, କ୍ଲାଉଡ୍ କିଚେନ୍ ଓ ଫୁଡ୍ ଡେଲିଭରି କିମ୍ବା ଅନ୍ୟ କୌଣସି ବାଣିଜ୍ୟିକ ସାମଗ୍ରୀ ପଠାଇବା କର୍ଯ୍ୟ(କମର୍ସିଆଲ୍ ଡେଲିଭରି) ଯଥା ଆମାଜାନ ଡେଲିଭରିକୁ ଅନୁମତି ମିଳିବ ନାହିଁ। କାରଣ ଏନ୍‌ଡିଏମ୍‌ସି ଏରିଆରେ ଆମେ କମର୍ସିଆଲ୍‌ ଭେଇକଲ ବନ୍ଦ ରଖିଛୁ। ଦିଲ୍ଲୀ ପୁଲିସ ଏନେଇ ଏକ୍ସରେ ପୋଷ୍ଟ କରି କହିଛି ଯେ ଦିଲ୍ଲୀବାସୀଙ୍କୁ ଭୟଭୀତ ହେବା ଆବଶ୍ୟକ ନାହିଁ। କୌଣସି ଲକ୍‌ଡାଉନ୍ ଲାଗିବ ନାହିଁ। କେବଳ ଟ୍ରାଫିକ୍ ସମ୍ବନ୍ଧିତ ନିୟମ ବିଷୟରେ ଅପ୍‌ଡେଟ୍‌ ରହିବାକୁ ଦିଲ୍ଲୀ ଟ୍ରାଫିକ୍ ଭାର୍ଚୁଆଲ୍ ହେଲ୍ପ ଡେକ୍ସର ସହଯୋଗ ନିଅନ୍ତୁ ବୋଲି କୁହାଯାଇଛି। ଦିଲ୍ଲୀରେ ସେପ୍ଟେମ୍ବର ୭ ତାରିଖ ମଧ୍ୟ ରାତ୍ରୀରୁ ଦିଲ୍ଲୀରେ ଅନ୍ୟ କୌଣସି ଗାଡ଼ି ପ୍ରବେଶକୁ ଅନୁମତି ମିଳିବ ନାହିଁ। ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ।