Naresh Goyal - The Sakala

୫୩୮ କୋଟିର ବ୍ୟାଙ୍କ ଠକେଇ ମାମଲା; ଜେଟ୍‌ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲ ଗିରଫ
ମୁମ୍ବାଇ: ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କଲା ଇଡି । କାନାରା ବ୍ୟାଙ୍କରେ ୫୩୮ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜେଟ୍‌ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଏଜେନ୍ସିର ଅଧିକାରୀମାନଙ୍କର ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଏଠାକାର କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ତାଙ୍କୁ ମନି ଲଣ୍ଡରିଂ ଆଇନ(ପିଏମ୍‌ଏଲ୍‌ଏ) ଅଧୀନରେ ଗିରଫ କରାଯାଇଛି। ଆଜି ତାଙ୍କୁ ମୁମ୍ବାଇର ଏକ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟରେ ହାଜର କରାଯିବ ବୋଲି ଆଶା କରାଯାଉଛି, ଯେଉଁଠାରେ ଇଡି ତାଙ୍କୁ ହେପାଜତକୁ ନେବ। ଏଠାରେ ସୂଚନାଯୋଗ୍ୟ ଯେ, କାନାରା ବ୍ୟାଙ୍କ ପକ୍ଷରୁ ଗୋୟଲ, ତାଙ୍କ ପତ୍ନୀ ଅନୀତା ଏବଂ କମ୍ପାନୀର କିଛି ପୂର୍ବତନ ଅଧିକାରୀଙ୍କ ବିରୋଧରେ ଗତ ବର୍ଷ ନଭେମ୍ବରରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଏବଂ ବିଶ୍ବାସ ଭଙ୍ଗ ଭଳି ଅଭିଯୋଗ ହୋଇଥିଲା।