September 2023 - The Sakala

ସେପ୍ଟେମ୍ବରରେ ସର୍ବାଧିକ ବ୍ରିକି ହୋଇଥିବା ଶ୍ରେଷ୍ଠ କାର୍‌
ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଭାରତୀୟ ଅଟୋ ଶିଳ୍ପରେ ସର୍ବାଧିକ କାର ବିକ୍ରି ରେକର୍ଡ ହୋଇଛି। ଏହି ରେକର୍ଡ ପାର୍ବଣ ଋତୁ ପୂର୍ବରୁ ହୋଇଛି, ଯାହା କାର ନିର୍ମାତାମାନଙ୍କ ପାଇଁ ସର୍ବାଧିକ ରାଜସ୍ୱର ଆଦାୟର ସମୟ। ସେପ୍ଟେମ୍ବରରେ ଭାରତରେ ବିକ୍ରି ହୋଇଥିବା ଶ୍ରେଷ୍ଠ ୧୦ ମଡେଲ ତାଲିକାରେ ମାରୁତି ସୁଜୁକିର ୬ଟି ରହିଛି। ଯଦିବା ଏସୟୁଭି ଏବଂ ୟୁଟିଲିଟି ଯାନର ବିକ୍ରିରେ ବିପୁଳ ବୃଦ୍ଧି ସତ୍ତ୍ବେ ଛୋଟ କାର୍ ସେଗମେଣ୍ଟ ବିକ୍ରୟ ଦୃଷ୍ଟିରୁ ଆଗରେ ରହିଛି।

ଟାଟା ନେକ୍ସନ୍

ସେପ୍ଟେମ୍ବରରେ ଟାଟା ମୋଟର୍ସ ପ୍ରାୟ ୬ ପ୍ରତିଶତ ଅଭିବୃଦ୍ଧି ହାର ସହିତ ୧୫,୩୨୫ ୟୁନିଟ୍ ନେକ୍ସନ୍ ସବ୍-କମ୍ପାକ୍ଟ ଏସୟୁଭି ବିକ୍ରି କରିଛି। ଡିଜାଇନ୍, ବୈଶିଷ୍ଟ୍ୟ ଏବଂ ପାୱାର୍ ଟ୍ରେନ୍ ଦୃଷ୍ଟିରୁ ନୂତନ ନେକ୍ସନ୍‌ରେ ବ୍ୟାପକ ଅପଡେଟ୍ କରାଯାଇଛି।

ମାରୁତି ସୁଜୁକି ବ୍ରିଜା

ମାରୁତି ସୁଜୁକି ବ୍ରିଜା ସେପ୍ଟେମ୍ବରରେ ଭାରତରେ ୧୫,୦୦୧ ୟୁନିଟ୍ ବିକ୍ରି କରି କମ୍ପାନୀର ଏସୟୁଭି ସେଗମେଣ୍ଟର ନେତୃତ୍ୱ ନେଇଥିଲେ। ଯୁବ ପିଢ଼ୀର କ୍ରେତାଙ୍କୁ ଆକର୍ଷିତ କରିବା ପାଇଁ ଏକ ନୂତନ ଡିଜାଇନ୍ ଏବଂ ଅଧିକ ବୈଶିଷ୍ଟ୍ୟ ସହିତ ଗତ ବର୍ଷ ଭାରତରେ ନୂତନ ବ୍ରିଜାର ବଜାର ପ୍ରବେଶ କରାଯାଇଥିଲା।

ଟାଟା ପଞ୍ଚ

ଟାଟା ମୋଟର୍ସରୁ ବସୁଠାରୁ ଛୋଟ ଏସୟୁଭି ଲାଇନ୍ଅପ୍ରେ ଦ୍ୱିତୀୟ ସର୍ବାଧକ ବିକ୍ରି ହେଉଥିବା କାର ହେଉଛି ଟାଟା ପଞ୍ଚ। ସେପ୍ଟେମ୍ବରରେ ଏଥିରୁ ୧୩,୦୩୬ ୟୁନିଟ୍ ବିକ୍ରି ହୋଇଛି।

ହ୍ୟୁଣ୍ଡାଇ ଭେନ୍ୟୁ

ହ୍ୟୁଣ୍ଡାଇ ମୋଟର୍ସର ଅନ୍ୟ ଏକ ଏସୟୁଭି ହେଉଛି ହ୍ୟୁଣ୍ଡାଇ ଭେନ୍ୟୁ। ଅନେକ ପରିବର୍ତ୍ତନ ଏବଂ ଅପ୍ଡେଟ୍ ସତ୍ତ୍ବେ ଟାଟା ନେକ୍ସନ୍ କିମ୍ବା ମାରୁତି ସୁଜୁକି ବ୍ରିଜା ଭଳି ପ୍ରତିଦ୍ୱନ୍ଦ୍ୱୀ ମଡେଲକୁ ଚ୍ୟାଲେଞ୍ଜ କରିବାକୁ ଭେନ୍ୟୁ ପର୍ଯ୍ୟାପ୍ତ କ୍ରେତା ପାଇପାରିନାହିଁ। ସେପ୍ଟେମ୍ବରରେ ହ୍ୟୁଣ୍ଡାଇ ଭେନ୍ୟୁରୁ ୧୨,୨୦୪ ୟୁନିଟ୍ କାର ବିକ୍ରି ହୋଇଛି।

ହ୍ୟୁଣ୍ଡାଇ କ୍ରେଟା

୨୦୨୦ ପ୍ରାରମ୍ଭରେ ବଜାରକୁ ଆସିଥିବା ହ୍ୟୁଣ୍ଡାଇ କ୍ରେଟା ବର୍ତ୍ତମାନର ପିଢ଼ୀରେ ଭାରତର ସବୁଠାରୁ ଅଧିକ ବିକ୍ରି ହେଉଥିବା କମ୍ପାକ୍ଟ ଏସୟୁଭି ଭାବରେ ଏହାର ସ୍ଥାନକୁ ସୁଦୃଢ଼ କରିଛି। ଗତ ମାସରେ କ୍ରେଟା ଏସୟୁଭିରୁ ୧୨,୭୧୭ ୟୁନିଟ୍ ବିକ୍ରି କରିଥିଲା।

ସେପ୍ଟେମ୍ବର ମାସରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଆପଣ ବ୍ୟାଙ୍କକୁ ଯାଇ କୌଣସି କାମ କରିବାକୁ ଯୋଜନା ରଖିଛନ୍ତି ତେବେ ଆପଣଙ୍କୁ ବ୍ୟାଙ୍କ ଛୁଟି ତାଲିକା ଦେଖି ନିଜର ପ୍ଲାନିଂ କରିବାକୁ ପଡିବ। ନଭେମ୍ୱର ମାସରେ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ସବୁ ରବିବାର ସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ହଲିଡେ ମଧ୍ୟ ସାମିଲ ରହିଛି।

ସେପ୍ଟେମ୍ବରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ, ଓ ଇଦ୍ ଏ ମିଲାଦ ଭଳି ଉତ୍ସବ ସବୁ ଅନୁଷ୍ଠିତ ହେବ। ଏହା ଛଡା ଜାତୀୟ ସ୍ତରର ଛୁଟି ମଧ୍ୟ ପାଳନ ହେବ। ଏଣୁ ସେପ୍ଟେମ୍ବରରେ ବ୍ୟାଙ୍କ ପୁରା ୧୬ ଦିନ ବନ୍ଦ ରହିବ।

ଜାଣନ୍ତୁ କେବେ ଓ କେଉଁଠି ବନ୍ଦ ରହିବ ବ୍ୟାଙ୍କ –

୩ ସେପ୍ଟେମ୍ବର- ରବିବାର ସବୁଠି ବନ୍ଦ ରହିବ ବ୍ୟାଙ୍କ

୬ ସେପ୍ଟେମ୍ବର- ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନିମନ୍ତେ ଭୁବନେଶ୍ୱ, ଚେନ୍ନାଇ, ହାଇଦ୍ରାବାଦ ଓ ପାଟନାରେ ବ୍ୟାଙ୍କ ବନ୍ଦ ରହିବ।

୭ ସେପ୍ଟେମ୍ବର-  କୃଷ୍ଣ ଜନ୍ମାଷ୍ଟମୀ ନିମନ୍ତେ ଅହମ୍ମଦାବାଦ, ଚଣ୍ଡିଗଡ଼, ଡେରାଡୁନ, ଗାଙ୍ଗଟକ, ତେଲେଙ୍ଗାନା, ଜୟପୁର, ଜମ୍ମୁ, କାନପୁର, ଲକ୍ଷ୍ନୌ, ରାୟପୁର, ରାଞ୍ଚୀ, ସିଲଙ୍ଗ, ଶିମଲା ଓ ଶ୍ରୀନଗରରେ ବ୍ୟାଙ୍କ ଛୁଟି ରହିବ।

୯ ସେପ୍ଟେମ୍ବର-  ଦ୍ୱିତୀୟ ଶନିବାର ଯୋଗୁ ଦେଶର ସାରା ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।

୧୦ ସେପ୍ଟେମ୍ବର- ରବିବାର ଯୋଗୁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ।

୧୭ ସେପ୍ଟେମ୍ବର- ରବିବାର ଯୋଗୁ ମଧ୍ୟ ଦେଶରେ ବ୍ୟାଙ୍କ ବନ୍ଦ।

୧୮ ସେପ୍ଟେମ୍ବର- ବିନାୟକ ଚତୁର୍ଥୀ ନିମନ୍ତେ ବେଙ୍ଗାଲୁରୁ ଓ ତେଲେଙ୍ଗାନାରେ ବ୍ୟାଙ୍କ ବନ୍ଦ ରହିବ।

୧୯ ସେପ୍ଟେମ୍ବର- ଗଣେଶ ଚତୁର୍ଥୀ ନିମନ୍ତେ ଅହମ୍ମଦାବାଦ, ବେଲାପୁର, ଭୁବନେଶ୍ୱର, ମୁମ୍ବାଇ, ନାଗପୁର ଓ ପାଣାଜୀରେ ବ୍ୟାଙ୍କ ବନ୍ଦ ରହିବ।

୨୦ ସେପ୍ଟେମ୍ବର- ଗଣେଶ ଚତୁର୍ଥୀ ଓ ନୂଆଁଖାଇ ଯୋଗୁ ଭୁବନେଶ୍ୱର ସମେତ ଓଡିଶାର ପ୍ରତ୍ୟେକ ଜିଲ୍ଲା ଓ ମୁଖ୍ୟାଳୟରେ ବ୍ୟାଙ୍କ ଛୁଟି ରହୁଥିବା ବେଳେ ଏହି ଦିନ କୋଚ୍ଚିରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ।

୨୨ ସେପ୍ଟେମ୍ବର- ନାରାୟଣଗୁରୁ ସମାଧି ଦିବସ ନିମନ୍ତେ କୋଚ୍ଚି, ପଣାଜୀ ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ବନ୍ଦ ରହିବ।

୨୩ ସେପ୍ଟେମ୍ବର- ଚତୁର୍ଥ ଶନିବାର ଯୋଗୁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ ।

୨୪ ସେପ୍ଟେମ୍ବର- ରବିବାର ପାଇଁ ବ୍ୟାଙ୍କ ଛୁଟି।

୨୫ ସେପ୍ଟେମ୍ବ-ର ଶଙ୍କର ଦେବ ଜୟନ୍ତୀ ନିମନ୍ତେ ଗୌହାଟୀରେ ବ୍ୟାଙ୍କ ବନ୍ଦ ରହିବ

୨୭ ସେପ୍ଟେମ୍ବର- ମିଲାଦ ଏ ସରିଫ ନିମନ୍ତେ ଜମ୍ମୁ, ଶ୍ରୀନଗର, କୋଚ୍ଚି ଓ ତ୍ରିଭେନ୍ଦ୍ରମରେ ବ୍ୟାଙ୍କ ଛୁଟି ରହିବ।

୨୮ ସେପ୍ଟେମ୍ବର- ଇଦ ଏ ମିଲାଦ ନିମନ୍ତେ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ।

୨୯ ସେପ୍ଟେମ୍ବର -ଇଦ ଏ ମିଲାଦ ଉନ ନବୀ ଯୋଗୁ ଗାଙ୍ଗଟୋକ, ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ।

-ଏଣୁ ବ୍ୟାଙ୍କ ଛୁଟି ଓ ନିଜ ଅଞ୍ଚଳର ପର୍ବପର୍ବାଣୀ ଦେଖି ଆଗୁଆ ବ୍ୟାଙ୍କ କାମ ଶେଷ କରି ନିଅନ୍ତୁ।