OSEPA - The Sakala
ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା
ଭୁବନେଶ୍ୱର: ଖରାଛୁଟିରେ ପାଠ ପଢିବେ ପିଲା । ଅଭିଭାବକଙ୍କ ହ୍ବାଟ୍ସଆପ୍‌ରେ ଦିଆଯିବ ପାଠ । ଏଥର ଖରା ଛୁଟିରେ ପିଲାଙ୍କୁ ହ୍ବାଟ୍ସଆପ୍‌ରେ ସମର ଲର୍ଣ୍ଣିଂ ବ୍ୟବସ୍ଥା । ବାପା ମାଆଙ୍କ ହ୍ୱାଟ୍ସଆପ୍‌ ଜରିଆରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ । ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ବ୍ୟବସ୍ଥା ନେଇ ସବୁ ଡିଇଓଙ୍କୁ ଚିଠି ଲେଖିଛି ଓସେପା । ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆସନ୍ତା ୨୫ ସୁଦ୍ଧା ହ୍ବାଟ୍ସଆପ ଗ୍ରୁପ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଶିଶୁ ବାଟିକାଠାରୁ କ୍ଲାସ୍-୮ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବର୍ଗ ଓ ବିଷୟ ଅନୁସାରେ ଅଭ୍ୟାସ ପତ୍ର ପ୍ରସ୍ତୁତ କରାଯାଇଛି, ଯାହା ଗ୍ରୀଷ୍ମ ଛୁଟି ସମୟରେ ଅଭ୍ୟାସ ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ଏହା ସହିତ, କ୍ଲାସ୍-୮ ପର୍ଯ୍ୟନ୍ତ ଅଡିଓ-ଭିଜୁଆଲ୍ ତଥ୍ୟ ସହ ଲିଙ୍କ୍ ଯୁକ୍ତ ଅଭ୍ୟାସ ପତ୍ର ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ସିଧାସଳଖ ଛାତ୍ରଛାତ୍ରୀଙ୍କୁ ପଠାଯିବ ।
ଡିଜି-ଗଭ୍‌‌ ପୋର୍ଟାଲ ଅଚଳ: ପୋର୍ଟାଲ୍‌‌ ପରିଚାଳନା କରିପାରୁନି ଓସେପା, ୪୬୦୦୦ ଶିକ୍ଷକ ଦରମାରୁ ବଞ୍ଚିତ
ଭୁବନେଶ୍ୱର: ଅଚଳ ହୋଇପଡ଼ିଛି ଡିଜି-ଗଭ୍‌‌ ପୋର୍ଟାଲ। ଫଳରେ ବିଦ୍ୟାଳୟକୁ ମିଳୁଥିବା ବିଭିନ୍ନ ଅନୁଦାନ ଠପ୍‌ ହୋଇଯାଇଛି। ବିଦ୍ୟାଳୟ ଉନ୍ନତୀକରଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ଅତ୍ୟାବଶ୍ୟକ କାର୍ଯ୍ୟ ବାକିରେ ଚାଲୁଛି। ଏପରିକି, ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଦରମା ମିଳୁନି। ପ୍ରାୟ ୨୦ଦିନ ହେବ ପୋର୍ଟାଲ୍‌‌ର ଅଚଳାବସ୍ଥା ଲାଗି ରହିଥିବାରୁ ପ୍ରାୟ ୪୬ ହଜାର ଶିକ୍ଷକ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି। ଗୋଟିଏପଟେ ସରକାର କନିଷ୍ଠ ଶିକ୍ଷକ ସ୍କିମାଟିକ୍‌‌ଙ୍କ ଦରମା ପ୍ରାୟ ୫ ହଜାର ବଢ଼ାଇଥିବା ବେଳେ ଅଧାରୁ ଅଧିକ ଜିଲ୍ଲାର ସ୍କିମାଟିକ୍‌‌ ଶିକ୍ଷକମାନେ ଚାକିରି କରିବା ଦିନଠାରୁ ଆଦୌ ଦରମା ପାଇନାହାନ୍ତି।
ଡିଜି-ଗଭ୍‌‌ ପୋର୍ଟାଲ ଜରିଆରେ ସ୍କୁଲଗୁଡ଼ିକୁ ସମସ୍ତ ଅନୁଦାନ ପ୍ରଦାନ କରାଯାଇଥାଏ। କିନ୍ତୁ ଏହା ଅଚଳ ହୋଇପଡ଼ିଥିବାରୁ କମ୍ପୋଜିଟ୍‌‌ ଓ ଖେଳ ଅନୁଦାନ, ବିଦ୍ୟାଳୟର ନିରାପତ୍ତା ଓ ସୁରକ୍ଷା, ଏଫ୍‌‌ଏଲ୍‌‌ଏନ୍‌‌, ଇକୋ ଆଣ୍ଡ ୟୁଥ୍‌‌ କ୍ଲବ୍‌‌, ଛାତ୍ରଛାତ୍ରୀଙ୍କ ପୋଷାକ ପରି ବିଭିନ୍ନ ଅନୁଦାନ ମିଳିପାରୁନି। ସମସ୍ୟା ଏମିତି ଯେ ବିଦ୍ୟାଳୟରେ ବଲ୍‌‌ବ, ପଙ୍ଖା ଖରାପ ହେଲେ ମଧ୍ୟ ସଜାଡ଼ିବାକୁ ଅନୁଦାନ ନାହିଁ। ଅନୁରୂପ ଭାବେ ଏହି ପୋର୍ଟାଲ ମାଧ୍ୟମରେ କନିଷ୍ଠ ଶିକ୍ଷକ, ଖେଳ ଶିକ୍ଷକ ଓ ଏକ୍ସ କ୍ୟାଡର ଶିକ୍ଷକ, ଖେଳ ଶିକ୍ଷକ ଓ କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌)ମାନେ ଦରମା ପାଇଥା’ନ୍ତି। ଏହି ସମସ୍ତ ବର୍ଗର ଶିକ୍ଷକଙ୍କ ସଂଖ୍ୟା ପ୍ରାୟ ୪୬ ହଜାରରୁ ଅଧିକ। ସେମାନେ ସମସ୍ତେ ଡିସେମ୍ବର ମାସର ଦରମା ପାଇପାରୁନାହାନ୍ତି।
ସେହିପରି କାର୍ଯ୍ୟରତ ଥିବା ୧୩,୭୪୦କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌)ଙ୍କ ମଧ୍ୟରୁ ଅଧାରୁ ଅଧିକ ଜିଲ୍ଲାରେ ମୂଳରୁ ଦରମା ପାଇନାହାନ୍ତି। ଅର୍ଥାତ ଅକ୍ଟୋବର ୫ ତାରିଖରେ ନିଯୁକ୍ତି ପାଇବାଠାରୁ ତିନି ମାସ ବିତିଥିଲେ ମଧ୍ୟ ଅଧାରୁ ଅଧିକ ଜିଲ୍ଲାରେ ଆଦୌ ଦରମା ପାଇନାହାନ୍ତି। ଫଳରେ ସେମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛନ୍ତି। ବହୁ ଜିଲ୍ଲାରେ କନିଷ୍ଠ ଶିକ୍ଷକମାନେ ନିୟମିତ ହୋଇଥିଲେ ମଧ୍ୟ ବର୍ଦ୍ଧିତ ଦରମା ପାଇପାରୁନାହାନ୍ତି। ଏହାର ପରିଚାଳନା ଦାୟିତ୍ୱ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ହୋଇଥିବା ବେଳେ ଏଯାଏ ଠିକ୍‌‌ କରାଯାଇ ନଥିବାରୁ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
ଗତ ଶିକ୍ଷାବର୍ଷ ଆରମ୍ଭରୁ ଡିଜି-ଗଭ୍‌‌ ପୋର୍ଟାଲ୍‌‌ ଆରମ୍ଭ ହୋଇଛି। ଏହା ପୂର୍ବରୁ ପିଏଫ୍‌‌ଏମ୍‌‌ଏସ୍‌‌ ପୋର୍ଟାଲ ମାଧ୍ୟମରେ ଏହି ସମସ୍ତ କାର୍ଯ୍ୟ ହେଉଥିଲା। ପିଏଫ୍‌‌ଏମ୍‌‌ଏସ୍‌‌ ପୋର୍ଟାଲ ବାରମ୍ବାର ଅଚଳ ହେବାରୁ ଡିଜି-ଗଭ୍‌‌ ପୋର୍ଟାଲ୍‌‌କୁ ଆପଣାଇଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।
ଭୁବନେଶ୍ୱର: ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନେ [Junior Teacher ( Schematic)] ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ୧୧ ହଜାର ୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବର୍ଗର ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଏହି ଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକ ୧୧ ,୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୬,୦୦୦ ଟଙ୍କା କରାଯାଇଛି। ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ ୧୯୫୦ ଟଙ୍କାକୁ ବୃଦ୍ଧି ପାଇଛି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ପ୍ରତ୍ୟେକ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାଇଁ ପୂର୍ବରୁ ୧୨ ,୫୪୩ ଟଙ୍କା ପ୍ରଦାନ କରୁଥିବା ବେଳେ, ଏବେ ମାସକୁ ୧୭,୯୫୦ ଟଙ୍କା ପ୍ରଦାନ କରିବେ।
ସୂଚନାଯୋଗ୍ୟ ଯେ. ରାଜ୍ୟରେ ବର୍ତ୍ତମାନ ୧୩, ୭୪୦ ଜଣ ସ୍କିମାଟିକ କନିଷ୍ଠ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୮୯.୧୫ କୋଟି ଟଙ୍କା ବହନ କରିବେ ।
ରାଜ୍ୟରେ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୧ ୬ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ନିଯୁକ୍ତି କରାଯାଇଛି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଏହି ବର୍ଗର କନିଷ୍ଠ ଶିକ୍ଷକମାନେ ଉପକୃତ ହେବେ ଏବଂ ଏହାଦ୍ୱାରା ପ୍ରାଥମିକ ଶିକ୍ଷାରେ ଗୁଣାତ୍ମକ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ପ୍ରକାଶ ପାଇଲା ଜୁନିଅର ଟିଚର (ସ୍କିମାଟିକ) ରେଜଲ୍ଟ , ୧୮ ହଜାର ୭୮୮ ଜଣ ଉତ୍ତୀର୍ଣ୍ଣ
ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଜୁନିଅର ଟିଚର ( ସ୍କିମାଟିକ ) ରେଜଲ୍ଟ । ୨୦ ହଜାର ପଦ ପାଇଁ ୯୩ ହଜାର ୯୬୬ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ ।  ଯେଉଁଥିରେ ସମୁଦାୟ ୧୮ ହଜାର ୭୮୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୀର୍ଘ ୭ ବର୍ଷ ପରେ ବାହାରିଥିବା ଏହି ମେଗା ଟିଚର ନିଯୁକ୍ତି ପରୀକ୍ଷା ଗତ ବର୍ଷ ନଭେମ୍ବର ୩ରୁ ୧୭ ଯାଏ ଚାଲିଥିଲା । ପରୀକ୍ଷା ଫଳ osepa.odisha.gov.in ରେ ପ୍ରକାଶ ପାଇଛି ।
Congratulations to all successful candidates and good luck to everyone.@IPR_Odisha @EduMinOfIndia @MoSarkar5T @OSEPA_Official @SecyChief @DC_Odisha
— EducationOdisha (@SMEOdisha) January 15, 2024
ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଓସେପା ୱେବ ସାଇଟ ବ୍ୟତୀତ ଅନ୍ୟ କୌଣସି ୱେବ ସାଇଟକୁ ଫଲୋ ନକରିବାକୁ ପରାମର୍ଶ
ଭୁବନେଶ୍ବର: ରାଜ୍ୟ ଗଣଶିକ୍ଷା ବିଭାଗ ଅଧୀନରେ ଖୁବ୍‌‌ଶୀଘ୍ର ୨୦ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇବେ। ଏନେଇ ଗତକାଲି ଗେଜେଟ୍‌‌ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଚୁକ୍ତିଭିତ୍ତିକ(କଣ୍ଟ୍ରାକଚୁଆଲ୍‌‌) ନିଯୁକ୍ତି ପ୍ରଥା ଉଚ୍ଛେଦ ହୋଇଥିବାବେଳେ ଶିକ୍ଷକମାନେ ଏଣିକି ଯୋଜନା ଭିତ୍ତିକ(ସ୍କିମାଟିକ୍‌‌) ଅଧାରରେ ନିଯୁକ୍ତି ପାଇବେ। ୨୦ ହଜାର ପୋଷ୍ଟ ପାଇଁ ଓସେପା ପକ୍ଷରୁ ବିଜ୍ଞାପନ ବାହାରିବ । ୨୦୧୬ରେ ନିଯୁକ୍ତି ବନ୍ଦ ଥିଲା । ୭ ବର୍ଷ ପରେ ଏହି ନିଯୁକ୍ତି ହେଉଛି। ଆଶା କରୁଛୁ ବିନା ବାଧା ବିଘ୍ନରେ ଆମେ ଏହି ପ୍ରକ୍ରିୟା ଶେଷ କରିବୁ । ବିଜ୍ଞପ୍ତି ଅନୁଯାୟୀ ସମସ୍ତ ପ୍ରକ୍ରିୟା କରାଯିବ । ଯୋଜନା ଭିତ୍ତିକ ନିଯୁକ୍ତି ହେବ। ଆମ ସରକାରଙ୍କ ପକ୍ଷରୁ କୋହଳ କରାଯାଇଛିକି ସମଗ୍ର ଶିକ୍ଷା ଅନ୍ତର୍ଗତ ନିଯୁକ୍ତି ହୋଇଥିଲେ ମଧ୍ୟ ସେମାନଙ୍କୁ ମଧ୍ୟ ରେଗୁଲାର କରିବାର ନିଷ୍ପତ୍ତି ନିଆଯାଇଛି। ରେଗୁଲାର କରାଯିବ କିନ୍ତୁ କେଉଁ ପ୍ରକ୍ରିୟାରେ ସେମାନେ ରେଗୁଲାର ହେବେ ତାହା ବିଜ୍ଞପ୍ତିରେ ପ୍ରକାଶ ପାଇବ। ନିଯୁକ୍ତି ସମ୍ପର୍କରେ ଆବେଦନକାରୀ କେବଳ ଓସେପା ୱେବ ସାଇଟରୁ ହିଁ ତଥ୍ୟ ନିଅନ୍ତୁ । ଅନ୍ୟ କୌଣସି ୱେବ ସାଇଟକୁ ଫଲୋ କରନ୍ତୁ ନାହିଁ ବୋଲି ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍ ଅପିଲ କରିଛନ୍ତି।
ସୂଚନା ଅନୁଯାୟୀ, କନିଷ୍ଠ ଶିକ୍ଷକ ନିଯୁକ୍ତି ଲାଗି ଆବେଦନ ପ୍ରକ୍ରିୟା ଆସନ୍ତା ମାସରୁ ଆରମ୍ଭ ହେବା ନେଇ ସୂଚନା ମିଳିଛି। ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନସିଟିଇ)ର ପରିବର୍ତ୍ତିତ ନିଷ୍ପତ୍ତିକୁ ଆଧାର କରି ନିଯୁକ୍ତି ପ୍ରକ୍ରୟା ତ୍ୱରାନ୍ୱିତ ହେବ। ସେହିଭଳି ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ମଧ୍ୟ ବିଜ୍ଞପ୍ତିରେ ଗୁରୁତ୍ୱ ଦିଆଯିବ। ତେବେ ଏ ସମସ୍ତ ମାନଦଣ୍ଡକୁ ଭିତ୍ତିକରି ଖୁବ୍‌‌ଶୀଘ୍ର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଚଳିତବର୍ଷ ଶେଷ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ବିଭାଗସ୍ତରରେ ନିଷ୍ପତ୍ତି ହୋଇଥିବା ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି।