Job Fraud - The Sakala

ଚାକିରି ଦେବାକୁ କହି ଠକେଇ ମାମଲା: ବନ୍ଧାହେଲେ ମହିଳା ସ୍ଵେଚ୍ଛାସେବୀ ପରିଚୟ ଦେଉଥିବା ମହିଳା
ଭୁବନେଶ୍ୱର: ଚାକିରି ଦେବାକୁ କହି ଠକେଇ ମାମଲାରେ ବନ୍ଧାହେଲେ ମହିଳା ସ୍ଵେଚ୍ଛାସେବୀ ପରିଚୟ ଦେଉଥିବା ଜଣେ ମହିଳା । ସୁରେଶ୍ଵରୀ ଜେନା ନାମକ ଜଣେ ମହିଳାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଖଣ୍ଡଗିରି ଥାନା ପୋଲିସର ଏକ ଟିମ୍ କେନ୍ଦୁଝରରୁ ସୁରେଶ୍ଵରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଚାକିରି ଦେବାକୁ କହି ଠକେଇ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା ।  ଅଭିଯୋଗ ପରେ ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୁରେଶ୍ଵରୀ । ହାଇକୋର୍ଟଙ୍କ ପକ୍ଷରୁ ଜାମିନ ଅଗ୍ରାହ୍ୟ ପରେ ନିର୍ଦ୍ଦେଶ କ୍ରମେ ପୋଲିସ ସୁରେଶ୍ଵରୀଙ୍କୁ ଗିରଫ କରିଥିବା ସୂଚନା ।

ପୁଲିସ ଓ ସେନାରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
ଭୁବନେଶ୍ବର: ଚାକିିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ । ପୁଲିସ ଓ ଆର୍ମିରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚାକିରି ଆଶାୟୀଙ୍କୁ ଲୁଟି ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଭୁବନେଶ୍ୱରରେ ଇଣ୍ଟରଭିୟୁ ଓ ଉତ୍ତରପ୍ରଦେଶରେ ଟ୍ରେନିଂ କହି ଠକେଇ କରୁଥିଲେ। ରାଜଧାନୀରେ ଅଫିସ ଖୋଲି ଯୁବକ ଓ ଯୁବତୀ ମାନଙ୍କ ଇଣ୍ଟରଭ୍ୟୁ ନେଉଥିଲା ଠକ । ପୁଲିସ, NCC , ସିକ୍ୟୁରିଟି ଗାର୍ଡ ପୋଷାକ ଓ ଆଇକାର୍ଡ ଦେଇ ଆଶାୟୀଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲା ଠକ । ଭୁବନେଶ୍ୱରର ବଡ଼ ବଡ଼ ହୋଟେଲରେ ମିଟିଂ କରି  ମିଛ ପ୍ଲେସମେଣ୍ଟ ଦେଉଥିଲେ। ଦାମୀ ଗାଡି, ପାୱାର୍ ଫୁଲ ନେତାଙ୍କ ସହ ଫଟୋ ଦେଖାଉଥିଲେ। ଉତ୍ତରପ୍ରଦେଶରେ ମନ୍ତ୍ରୀଙ୍କ ଖାସ କହି ଚାକିରି ଆଶାୟୀଙ୍କୁ ଲୁଟୁଥିଲେ ଠକ । ଏତଲା ପାଇବା ପରେ ଅଭିଯୁକ୍ତକୁ ଧରିବାକୁ ପୁଲିସ ଛାନଭିନ ଆରମ୍ଭ କରିଛି।

ଚାକିରୀ ଦେବା ନାଁରେ ଠକେଇ; ୩ ଆନ୍ତଃରାଜ୍ୟ ଠକଙ୍କୁ ବାନ୍ଧିଲା ସାଇବର ପୋଲିସ
ଭୁବନେଶ୍ୱର: ଚାକିରୀ ଦେବା ନାଁରେ ବଡ ଠକେଇ । ଶିକ୍ଷିତ ଯୁବକମାନଙ୍କୁ ନିଜ ଜାଲରେ ପକାଇ ହଜାର ହଜାର ଟଙ୍କା ଠକି ନେଇ ଚମ୍ପଟ ମାରୁଛନ୍ତି ଠକ । ଏଭଳି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ଏୟାରଫିଲ୍ଡ ଅଞ୍ଚଳରେ ଏକ ଅଫିସ ଖୋଲି ଚାକିରୀ ଦେବା ନାଁରେ ଠକେଇ କରୁଥିଲେ । ଜିନ୍ଦଲ, ବେଦାନ୍ତ ଭଳି ବଡ଼ବଡ଼ କମ୍ପାନୀରେ ଚାକିରି ଦେବେ କହୁଥିଲେ । ଠକାମୀର ଶିକାର ହୋଇ ଯୁବକମାନେ ଥାନାର ଦ୍ବାରସ୍ଥ ହେଲା ପରେ ଘଟଣା ପଦାକୁ ଆସୁଛି। ତଦନ୍ତ କରି ୩ ଜଣ ଠକଙ୍କୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ଗିରଫ ତିନି ଠକଙ୍କ ମଧ୍ୟରେ ରାଜ ସିହ୍ନା ଦିଲ୍ଲୀର ମୁଖ୍ୟ ଥିବାବେଳେ କେନ୍ଦ୍ରାପଡ଼ାର ସନ୍ଦୀପ କୁମାର୍ ଭୋଇ, ସୁନ୍ଦର ପଦାର ରାଜେଶ ସାମନ୍ତରାୟ ଓଡ଼ିଶା ହେଡ୍ ଭାବରେ କାମ କରୁଥିଲେ । ସେମାନଙ୍କଠାରୁ ୩ ହଜର ଟଙ୍କା, ୮ ଟି ମୋବାଇଲ, ୨ ଲାପଟପ୍, ୧୨ ATM, ଚେକ୍ବୁକ, ପାସ୍ବୁକ ଜବତ କରିଛି ପୋଲିସ ।

ସମଗ୍ର ଦେଶରେ ଜବ୍ ଫ୍ରଡ ଚାଲିଥିବାରୁ ୧୦ ହଜରରୁ ଉର୍ଦ୍ଧ ଚାକିରୀ ଆଶାୟୀଙ୍କୁ କୋଟି କୋଟି ଟଙ୍କା ଠକିଥିବା ଜାଣିବାକୁ ପାଇଛି ପୋଲିସ । ୩ ଜଣ ଠକଙ୍କୁ ସାଇବର ପୋଲିସ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି । ସାଇବର ଠକମାନେ ଯୁବକମାନଙ୍କୁ ଆକର୍ଷିଣୀୟ ଲୋଭ ଦେଖାଇ ସେମାନଙ୍କର ଜାଲରେ ଫସାଉଥିଲେ। ୪୦ ହଜାର ଟଙ୍କା ଦେଲେ ଉକ୍ତ କମ୍ପାନି ଚାକିରି ଦେବେ ବୋଲି ଲୋଭନୀୟ ଅଫର ଦେଉଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ଅନଲାଇନରେ ଇଣ୍ଟରଭ୍ୟୁ ମଧ୍ୟ ନେଉଥିଲେ। ଓଡ଼ିଶା ସମେତ ଛତିଶଗଡ଼ ଓ ଝାରଖଣ୍ଡର ଅନେକ ଚାକିରି ଆଶାୟୀ ପ୍ରାର୍ଥୀ ଏହି ଜାଲରେ ପଡ଼ିଥିଲେ।