Friday Horosocpe - The Sakala
ମେଷ: ମାନସିକ ଚାପରୁ ମୁକ୍ତି ମିଳିବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଭାଗ୍ୟ ଆପଣଙ୍କ ସାଥ୍‌ ଦେବ। ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହେବ। ଧନ-ଧାନ୍ୟ ବୃଦ୍ଧିପାଇବ। ଚାକିରି ବଦଳାଇପାରନ୍ତି।
ବୃଷ: ନୂଆ ଚାକିରି ଖୋଜୁଥିଲେ, ସଫଳତା ପାଇବେ । ଘନିଷ୍ଠ ଲୋକଙ୍କ ସହଯୋଗ ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ନିଜକୁ କମ୍‌ଜୋର ଭାବନ୍ତୁ ନାହିଁ।
ମିଥୁନ: ଦୂରଯାତ୍ରାରୁ ଥକ୍କାପଣ ଅନୁଭବ କରିବେ। ସାମାଜିକ କାର୍ଯ୍ୟରେ ଲିପ୍ତ ରହିପାରନ୍ତି। ଆୟ –ବ୍ୟୟ ସମାନ ରହିବ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିପାରନ୍ତି।
କର୍କଟ: ପରିଶ୍ରମ ଅନୁସାରେ ଫଳମିଳିବ। ମନୋରଞ୍ଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ରାଜନୀତିରେ ସକ୍ରିୟ ଥିବା ଲୋକଙ୍କ ପାଇଁ ଆଜି ଦିନଟି ଭଲ। ଜୀବନସାଥୀଙ୍କ ସହଯୋଗ ଲୋଡିବେ।
ସିଂହ: ବ୍ୟବସାୟରେ ଉନ୍ନତି ହେବ। ଆଧ୍ୟାତ୍ମିକ ଦୃଷ୍ଟିରୁ ଦିନଟି ଭଲରେ ବିତିବ। ନିବେଶ କରିବା ପୂର୍ବରୁ ଅଭିଜ୍ଞ ଲୋକଙ୍କ ପରାମର୍ଶ ନିଅନ୍ତୁ। ପ୍ରେମ ବ୍ୟାପାରରେ ସଫଳତା ମିଳିବ। ଧନପ୍ରାପ୍ତି ଯୋଗ ରହିଛି।
କନ୍ୟା: ଜମି କିଣାବିକା ପାଇଁ ଭଲ ସମୟ। ଆୟ ଅନୁସାରେ ବ୍ୟୟ କମ୍ ହେବ। ପ୍ରିୟଜନଙ୍କ ସହ ଦୂରଯାତ୍ରା କରିପାରନ୍ତି। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଆଦୌ ଭଲ ନୁହେଁ ।
ତୁଳା: ଅକସ୍ମାତ୍‌ ଖୁସି ଖବର ପାଇବେ। ଆଜି ଯେଉଁକାର୍ଯ୍ୟରେ ହାତ ଦେବେ ସଫଳ ହେବେ। ଦାମ୍ପତ୍ୟଜୀବନ ସୁଖମୟ ହେବ। ପାରିବାରିକ ସମସ୍ୟାର ସମାଧାନ ହେବ। ସୁଖ-ଶାନ୍ତି ମିଳିବ।
ବିଛା: ପାରିବାରିକ ସମସ୍ୟା ଲାଗି ରହିବ। ଆତ୍ମସଂଯମ ରକ୍ଷାକରନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଭଲ। ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ରୁହନ୍ତୁ। ଖର୍ଚ୍ଚ ବଢ଼ିବ। ସାମାଜିକ ଏବଂ ଧାର୍ମିକ ସମାରୋହ ପାଇଁ ଦିନଟି ଭଲ।
ଧନୁ: ବନ୍ଧୁମିଳନ ଯୋଗ ରହିଛି। ପରିବାରଲୋକଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଆୟ ବୃଦ୍ଧି ହେବ। ଅଧିକ ଚିନ୍ତା କରନ୍ତୁନି। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ।
ମକର: ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ । ଉଧାର ଦେଇଥିବା ଟଙ୍କା ଫେରିପାଇବାରେ ବିଳମ୍ବ ହୋଇପାରେ। ନିଜ ଉପରେ ଆତ୍ମବିଶ୍ବାସ ରଖି କାମ କରନ୍ତୁ। କର୍ମକ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି।
କୁମ୍ଭ: ମନରେ ଶାନ୍ତି ଓ ପ୍ରସନ୍ନତା ରହିବ। ପାରିବାରିକ ଜୀବନ ସୁଖମୟ ହେବ। ପିତାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାପ୍ରକଟ କରିବେ। ପିଲାମାନଙ୍କ କାର୍ଯ୍ୟ ଆପଣଙ୍କୁ ଖୁସି ଦେବ।
ମୀନ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମନ ଅସ୍ଥିର ହୋଇପାରେ। ଧର୍ମପ୍ରତି ଶ୍ରଦ୍ଧାଭାବ ରହିବ। ବିଦ୍ୟାର୍ଥୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଗାଡ଼ି ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
ଶୁକ୍ରବାର ରାଶିଫଳ (୧୧-୦୮-୨୦୨୩)
ମେଷ: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅଫିସ୍‌ରେ କାର୍ଯ୍ୟ ଚାପ ରହିବ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ଯୋଜନା କରିବେ। ଗୁରୁଜନଙ୍କ କଥା ମାନି ଚଳିଲେ ସମସ୍ୟା ଦୂର ହେବ।
ବୃଷ: ପରିବାର ଲୋକଙ୍କ ସହ ମଜାମସ୍ତି କରିବେ। କାର୍ଯ୍ୟରେ ଅନ୍ୟମନସ୍କ ରହିପାରନ୍ତି। ବନ୍ଧୁଙ୍କଠାରୁ ପ୍ରତାରିତ ହୋଇପାରନ୍ତି। ଅନୁଭବୀ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ଲୋଡ଼ିବେ।
ମିଥୁନ: ବ୍ୟସ୍ତତା ଭିତରେ ଦିନ ବିତିବ। ନୂତନ ସାମଗ୍ରୀ କ୍ରୟ କରିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରୁଥିଲେ ସାବଧାନତା ଅବଲମ୍ବନ କରନ୍ତୁ। ମହିଳାମାନଙ୍କ ଦାୟିତ୍ବ ବଢ଼ିବ। ଧାର୍ମିକ ସମାବେଶରେ ସମୟ ବିତିବ।
କର୍କଟ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଭଲ ସମୟ। ସନ୍ତାନଙ୍କ ଶିକ୍ଷା କଥାକୁ ନେଇ ଚିନ୍ତାରେ ରହିବେ। ସଫଳତା ପାଇବାକୁ ଅଧିକ ପରିଶ୍ରମ କରିବେ।
ସିଂହ: କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସହଯୋଗ ପାଇବେ। ଝାମେଲାରେ ମୁଣ୍ଡ ପୂରାଇବା ଅନୁଚିତ। ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ହେବ। ଘରର ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।
କନ୍ୟା: ଅଚାନକ ଖୁସି ଖବର ପାଇପାରନ୍ତି। ପେଟ ସମ୍ବନ୍ଧୀୟ ସମସ୍ୟା ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ମନ ଅଶାନ୍ତ ରହିବ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ।
ତୁଳା: ଅକସ୍ମାତ୍‌ ଧନ ଯୋଗ ରହିଛି। ଆୟ ଅନୁସାରେ ବ୍ୟୟ ହେବ। କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ପ୍ରେମ ସମ୍ପର୍କରେ ସଫଳ ହେବେ। ଦୂରଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ଖେଳମନସ୍କ ହେବେ।
ବିଛା: ଅଯଥା ଯୁକ୍ତି କରନ୍ତୁନି। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଖର୍ଚ୍ଚ ବଢ଼ିବ। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ମହିଳାଙ୍କ ଦାୟିତ୍ବ ବଢ଼ିବ।
ଧନୁ: ଗୁରୁଜନଙ୍କ ପରାମର୍ଶରେ କାମ କରନ୍ତୁ। ଆଶା କରିଥିବା ଦିଗରୁ ଶୁଭ ସଙ୍କେତ ପାଇବେ। ବ୍ୟବସାୟରେ ଲାଭବାନ ହେବେ। ଘରର କୌଣସି ସଦସ୍ୟଙ୍କ ପାଇଁ ବ୍ୟସ୍ତ ହୋଇପଡ଼ିବେ। ପୂଜାର୍ଚ୍ଚନାରେ ସମୟ ବିତାନ୍ତୁ।
ମକର: ସନ୍ତାନଙ୍କ ଉନ୍ନତିରେ ଖୁସି ଅନୁଭବ କରିବେ। କଟୁକଥା କୁହନ୍ତୁନି। ବ୍ୟବସାୟରେ କ୍ଷତି ସହିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ଉଧାର ଟଙ୍କା ଫେରିପାଇବାରେ ସମସ୍ୟା ଦେଖାଦେବ।
କୁମ୍ଭ: ମହିଳାମାନେ ଧାର୍ମିକ କାର୍ଯ୍ୟକ୍ରମରେ ସମୟ ବିତାଇବେ। ପ୍ରିୟଜନଙ୍କ ସହ ଦୂରସ୍ଥାନ ଯାତ୍ରା କରିବେ। ସୃଜନାତ୍ମକ ଦକ୍ଷତାରେ ବିକାଶ ଘଟିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ।
ମୀନ: ନିଜ ଲୋକଙ୍କଠାରୁ ଆଘାତ ପାଇପାରନ୍ତି। କଠିନ ସମସ୍ୟାରେ ଧୈର୍ଯ୍ୟହରା ହୁଅନ୍ତୁନି। ଅତିଥି ଚର୍ଚ୍ଚା କରିବେ। କ୍ୟାରିୟରକୁ ନେଇ ପିଲାମାନେ ଯୋଜନା କରିବେ। ବ୍ୟବସାୟରେ ଲାଭ ମିଳିବ।