Mao Camp - The Sakala

ଓଡିଶା-ଛତିଶଗଡ଼ ସୀମାରେ ମାଓ କ୍ୟାମ୍ପ ଠାବ, ଡିଟୋନେଟର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ନୂଆପଡ଼ା: ଓଡିଶା-ଛତିଶଗଡ଼ ସୀମାରେ ଠାବ ହୋଇଛି ମାଓ କ୍ୟାମ୍ପ । କ୍ୟାମ୍ପରୁ ଡିଟୋନେଟର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଛତିଶଗଡ ସୀମାନ୍ତ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲ ଝୋଲାପଡା ନିକଟରେ ଏହି ମାଓ କ୍ୟାମ୍ପ ଠାବ ହୋଇଛି । ଏଥିରେ ୨୮ ଡିଟୋନେଟର ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି ।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲ ଝୋଲାପଡ଼ା ଗାଁ ନିକଟରେ ନୂଆପଡ଼ା ଓ ମେନପୁର ଡିଭିଜନ ମାଓବାଦୀ ମେଳି ବାନ୍ଧିଥିଲେ । ଏହି ଖବର ନୂଆପଡା ପୁଲିସ ଖବର ପାଇଥିଲା । ନୂଆପଡା ଏସପିଙ୍କ ନିର୍ଦ୍ଦେଶକ୍ରମେ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ଏସଓଜି, ଡ଼ିଭିଏଫ, କୋବ୍ରା ଓ ସିଆରପିଏଫ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଗତ ୧୮ ତାରିଖ ଅପରାହ୍ନ ୪ଟାରେ ଯବାନମାନେ ମାଓ କ୍ୟାମ୍ପ ନିକଟରେ ପହଞ୍ଚିଥିଲେ । ଯବାନଙ୍କୁ ଦେଖି ମାଓବାଦୀମାନେ ଛାତ୍ରଭାଙ୍ଗ ଦେଇଥିଲେ । ସେଠାରେ ଯବାନମାନେ ସର୍ଚ୍ଚ ଅପରେଶନ କରି ୨୮ଟି ଡିଟୋନେଟର, ୧ କେଜି ଲୋ ଏକ୍ସପ୍ଲସିଭ, ଏକେ ୪୭ ବନ୍ଧୁକ ଗୁଳିର ଖୁକା ସହ ବିପୁଳ ମାଓ ସାମଗ୍ରୀ ଜବତ କରିଥିଲେ ।

ମାଲକାନଗିରିରେ କମ୍ବିଂ ଅପରେସନବେଳେ ମାଓକ୍ୟାମ୍ପ ଠାବ, ରକେଟ ଲଞ୍ଚର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ମାଲକାନଗିରି: ମାଲକାନଗିରି ଜଙ୍ଗଲରେ ବିଏସଏଫର କମ୍ବିଂ ଅପରେସନ ବେଳେ ମାଓ ମାଓ କ୍ୟାମ୍ପ ଠାବ ହୋଇଛି । କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡାରେ ମୁତୟନ ଥିବା 142 ବାଟାଲିଆନର ବିଏସଏଫ ଯବାନମାନେ ଆମପଦର ଏଲକାନୁର ଓ ବଦଲିଗୁଡା ଜଙ୍ଗଲରେ କୁମିଂ ଅପରେସନ କରିବା ଲାଗି ଯାଇଥିବା ବେଳେ ନକ୍ସଲ ପନ୍ଥିଙ୍କ ଏକ ଡମ୍ପ ଖୋଜି ବାହାର କରିଥିଲେ । ଲେଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ଏହାକୁ ଠାବ କରିଥିଲେ ଯବାନମାନେ । ପରେ ଅତି ସତର୍କତାର ସହ ଡମ୍ପ ଭିତରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ । ଯାହା ମଧ୍ୟରେ ରହିଛି ୪ଟି ବନ୍ଧୁକ ୪୨ଟି ଗୁଳି ଭର୍ତ୍ତି ହୋଇଥିବା କେଟରିଜ, ୧୬ଟି ହେଣ୍ଡ ଗ୍ରେନେଡ, ୨ଟି ମୋଟର ବୋମା, ଗୋଟିଏ ରକେଟ ଲଞ୍ଚର, ଏଲଏମଜି ଗୁଳି, ୨୯ଟି ଜିଲୋଟିନ ଷ୍ଟିକ୍, ୩୦ଟି ଇଲେକ୍ଟ୍ରୋନିକ୍ ଡିଟୋନିଟର । ପୂର୍ବରୁ ଏହିସବୁ ଅଞ୍ଚଳ ମାଓବାଦୀଙ୍କ ଚରା ଭୁଇଁ ହୋଇଥିବା ବେଳେ ଜଙ୍ଗଲ ଭିତରେ ସୁରକ୍ଷିତ ଅବସ୍ଥାରେ ଏହି ସବୁ ସାମଗ୍ରୀ ଲୁଚାଇ ରଖିଥିଲେ । ହେଲେ ମାଲକାନଗିରି ଜିଲ୍ଲାରେ ବିଏସଏଫ ବାହିନୀ ଆସିବା ପରେ ପଛଘୁଞ୍ଚା ଦେଇଛି ଲାଲ୍ ବାହିନୀ ।