Attack - The Sakala
ବିଜନୌରରେ ଆରଏସଏସ ଜିଲ୍ଲା କାର୍ଯ୍ୟବାହଙ୍କ ଘର ଉପରେ ଅନ୍ୟ ସମ୍ପ୍ରଦାୟର ଆକ୍ରମଣ; ଲୁଟପାଟ ଓ ଗୁଳିମାଡ଼ ପରେ ଉତ୍ତେଜନା
ଉତ୍ତରପ୍ରଦେଶର ବିଜନୌର ଅନ୍ତର୍ଗତ ଧାମପୁର ଅଞ୍ଚଳରେ ଶନିବାର ଦିନ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଛି। ଏଠାରେ ଜଣେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ର ଜିଲ୍ଲା କାର୍ଯ୍ୟବାହଙ୍କ ଘର ଉପରେ ଅନ୍ୟ ସମ୍ପ୍ରଦାୟର କିଛି ଲୋକ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀମାନେ ଘରେ ଭଙ୍ଗାରୁଜା କରିବା ସହ ଲକ୍ଷାଧିକ ଟଙ୍କା ଏବଂ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଆକ୍ରମଣ ଓ ଲୁଟପାଟର ଚିତ୍ର
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଆରଏସଏସ ଜିଲ୍ଲା କାର୍ଯ୍ୟବାହ ବିପିନ ଚୌହାନ ଏବଂ ତାଙ୍କ ପଡ଼ୋଶୀ ତଥା ବଜରଙ୍ଗ ଦଳ କର୍ମୀ ଅମିତ ଶର୍ମାଙ୍କ ଘର ଉପରେ ସୋହେବ ନାମକ ଜଣେ ଯୁବକ ଏବଂ ତାଙ୍କର କିଛି ସହଯୋଗୀ ଅତର୍କିତ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଘରର ଆଲମାରୀ ଭାଙ୍ଗି ୫ ଲକ୍ଷ ଟଙ୍କା ଏବଂ ବହୁ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଥିଲେ। ଆକ୍ରମଣ ସମୟରେ ଅଭିଯୁକ୍ତମାନେ ଦେଶୀ ବନ୍ଧୁକରୁ ଗୁଳିମାଡ଼ କରିଥିଲେ, ଯାହାଫଳରେ ନିଜ ଜୀବନ ବଞ୍ଚାଇବା ପାଇଁ ସଂଘ ନେତାଙ୍କୁ ଏକ କୋଠରୀ ଭିତରେ ନିଜକୁ ବନ୍ଦ କରିବାକୁ ପଡ଼ିଥିଲା।
ହିନ୍ଦୁ ସଂଗଠନର ଆକ୍ରୋଶ ଓ ପୋଲିସର ପଦକ୍ଷେପ
ଏହି ଘଟଣା ପ୍ରଚାରିତ ହେବା ମାତ୍ରେ ଆରଏସଏସ, ବିଜେପି ଏବଂ ଅନ୍ୟାନ୍ୟ ହିନ୍ଦୁ ସଂଗଠନର ଶତାଧିକ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ପ୍ରବଳ ହଙ୍ଗାମା କରିଥିଲେ। ଆକ୍ରୋଶିତ ଲୋକେ ମୁଖ୍ୟ ଅଭିଯୁକ୍ତ ସୋହେବର ଘରେ ପଶି ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଅଟକାଇବାରେ ସଫଳ ହୋଇଥିଲା। ଖବର ପାଇ ବିଜନୌର ଏସପି ଅଭିଷେକ ଝା, ସ୍ଥାନୀୟ ବିଧାୟକ ଅଶୋକ ରାଣା ଏବଂ ଅନ୍ୟ ବରିଷ୍ଠ ନେତାମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ବିଧାୟକ ଅଶୋକ ରାଣା ସ୍ପଷ୍ଟ କରିଛନ୍ତି ଯେ, ଅଭିଯୁକ୍ତମାନଙ୍କ ବିରୋଧରେ 'ମୋଦୀ ଏବଂ ଯୋଗୀ ଷ୍ଟାଇଲ୍‌' ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅନ୍ୟ ସମ୍ପ୍ରଦାୟର ପ୍ରତିକ୍ରିୟା
ଅପରପକ୍ଷରେ, ଅନ୍ୟ ସମ୍ପ୍ରଦାୟର ଲୋକମାନେ ଦାବି କରିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ସୋହେବ ମାନସିକ ସ୍ତରରେ ଦୁର୍ବଳ ଅଟେ ଏବଂ ପୂର୍ବରୁ ମଧ୍ୟ ସେ ଅନ୍ୟ କିଛି ଘର ଉପରେ ଏଭଳି ଆକ୍ରମଣ କରିସାରିଛି। ପୋଲିସ ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରଖିଛି। ତେବେ ସୁରକ୍ଷା ଦୃଷ୍ଟିରୁ ସମଗ୍ର ଧାମପୁର ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ସ୍ଥିତି ନିୟନ୍ତ୍ରଣରେ ରହିଛି।
ବିଜେପି କର୍ମୀଙ୍କ ଦାଦାଗିରି, ମହିଳା ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବିଜେପି କର୍ମୀଙ୍କ ଦାଦାଗିରି । ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ମହିଳା ବିଡିଓଙ୍କୁ ୪୦ରୁ ଅଧିକ ବିଜେପି କର୍ମୀ ଘେରି ଯାଇ ଆକ୍ରମଣ କରିଥିବା ଅଭିଯୋଗ । ଏପରିକି କମ୍ପ୍ୟୁଟର ଉଠାଇ ତାଙ୍କୁ ମାରିବାକୁ ବିଜେପିର ଲଳିତ କୁମାର ବେହେରା ଉଦ୍ୟମ କରିଥିବା ଅଭିଯୋଗ । କର୍ମୀମାନେ କମ୍ପ୍ୟୁଟର ଛଡାଇ ନେବାରୁ ମହିଳା ବିଡ଼ିଓ ରକ୍ଷା ପାଇଯାଇଛନ୍ତି ।
ଲଳିତ ବେହେରାଙ୍କ ସହିତ ୪୦ରୁ ଅଧିକ ବିଜେପି କର୍ମୀ ବିଡ଼ିଓ ତିଳୋତ୍ତମା ପୃଷ୍ଟିଙ୍କ ଅଫିସରେ ପଶି ହଙ୍ଗାମା କରିଥିଲେ । ତାଙ୍କ କଥାରେ  କାମ କରିବାକୁ କହିଥିଲେ । ବିଡିଓ କହିଥିଲେ, ସରକାରଙ୍କ ନିୟମ ଅନୁଯାୟୀ କାମ ହେବ । ଏଥିରେ ଉତକ୍ଷିପ୍ତ ହୋଇ ବିଜେପି ନେତା ଲଳିତ ବେହେରା ବିଡ଼ିଓଙ୍କ ଟେବୁଲ ଉପରେ ଥିବା କମ୍ପ୍ୟୁଟର ଉଠାଇ ଆକ୍ରମଣ ଉଦ୍ୟମ କରିଥିଲେ । କର୍ମୀମାନେ ହାତ ଧରି ଦେବାରୁ ଅଳ୍ପକେ ବିଡ଼ିଓଙ୍କ ଜୀବନ ରକ୍ଷା ପାଇଯାଇଛି । ଏହା ପରେ ବି ତାଙ୍କ କଥାରେ କାମ ନକଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବିଡିଓଙ୍କୁ ଲଳିତ ଧମକ ଦେଇଥିବା ଜଣାପଡ଼ିଛି । ସିସିଟିଭିରେ ଏହି ସବୁ ଭିଡିଓ ରେକର୍ଡ ହୋଇଛି । ବିଡିଓ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । ମହିଳା ବିଡିଓଙ୍କ ପ୍ରତି ଏପରି ବ୍ୟବହାର ନେଇ ଉଦବେଗ ପ୍ରକାଶ ପାଇଛି ।
ରକ୍ତର ହୋଲି ଖେଳିଲା ଜେଲ ଫେରନ୍ତା ଅଭିଯୁକ୍ତ, ଦୁଇଜଣଙ୍କୁ ହାଣି ହୋଇଗଲା ଫେରାର
ଭୁବନେଶ୍ୱର: ବଟି ମାଗିବାକୁ କେନ୍ଦ୍ର କରି ହାଣିଲେ ଜେଲ ଫେରନ୍ତା । ଫୁଲେଶ୍ୱରୀ ବସ୍ତିରେ ବୁଲିଲା ଖଣ୍ଡା । ହାର୍ଡକୋର କ୍ରିମିନାଲ ଦୀପ୍ତିରଞ୍ଜନ ଓରଫ ଚାମ୍ବା ହାଣିଥିବା ଅଭିଯୋଗ । ଦୁଇଦିନ ତଳେ ଜେଲରୁ ଫେରିଥିଲା ଚାମ୍ବା । ଦଫା ୧୧୦ ଅଧୀନରେ ଜେଲରେ ଥିଲା ଚାମ୍ବା । ବିଳମ୍ବିତ ରାତିରେ ବ୍ରାଉନସୁଗର ନିଶାରେ ରକ୍ତର ହୋଲି ଖେଳିଲା ଅଭିଯୁକ୍ତ । ଦୁଇଜଣଙ୍କୁ ହାଣି ଲହୁଲୁହାଣ କଲେ । ଗୁରୁତର ଆହତ ଯୁବକ ଲାଲୁ ମୁର୍ମୁ ଓ ଶିବ ବେହେରା ଏମ୍ସ ହସ୍ପିଟାଲରେ ଭର୍ତ୍ତି । ଥାନାରେ କେସ ହେବା ପରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ବଟି ଦେବାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣଙ୍କ ହାଣିଥିବା ନେଇ ଅଭିଯୋଗ ।
ଚଳନ୍ତା ବସରେ ପଶି ଫିଲ୍ମ ଷ୍ଟାଇଲରେ ଯାତ୍ରୀଙ୍କୁ ହାଣିପକାଇଲା ଦୁର୍ବୃତ୍ତ, ୭ ଗୁରୁତର
ଭୁବନେଶ୍ୱର: ପୁରୀରେ ଅଘଟଣ । ଚଳନ୍ତା ବସରେ ପଶି ଯାତ୍ରୀଙ୍କୁ ହାଣିଲେ ଯୁବକ । ଫିଲ୍ମ ଷ୍ଟାଇଲରେ ଯାତ୍ରୀଙ୍କୁ ହାଣିପକାଇଲେ ଅଭିଯୁକ୍ତ । ଯେଉଁଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କୁ କାବୁ କଲା କଣାସ ପୁଲିସ ।
ଖବର ଅନୁଯାୟୀ, ହରସପଡାରୁ ସୁକଳ ଆସୁଥିବା ଆମ ବସରେ ଅଭାବନୀୟ ଘଟଣା ଘଟିଛି। ଆମ ବସରେ ବିନ୍ଧନ ଗାଁର ତପନ ଭୋଇ ଚଢିଥିଲେ । ପ୍ରଥମେ କଟୁରୀର ଜଣଙ୍କୁ ଆକ୍ରମଣ କରିଥିଲା। ଅନ୍ୟ ବସ ଯାତ୍ରୀମାନେ ବିରୋଧ କରିବାରୁ ବସ ଯାତ୍ରୀଙ୍କୁ ମଧ୍ୟ କଟୁରୀରେ ଆକ୍ରମଣ କରିଥିଲେ। ଯାତ୍ରୀଙ୍କୁ ବସ ଭିତରେ ପଶି ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହାଣିଚାଲିଥିଲେ ନୃଶଂସ ଯୁବକ । ପୂରା କଣାସ ବିନ୍ଧଣ ଛକରେ ଫିଲ୍ମ ଷ୍ଟାଇଲରେ ୭ ଜଣକୁ ହାଣି ପକାଇଲେ ଯୁବକ। ଏପଟେ ଗୁରୁତର ୭ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପରେ ସୂଚନା ପାଇ କଣାସ ଥାନା ଅଧିକାରୀଙ୍କ ସମେତ ପୋଲିସ ଷ୍ଟାଫ ତପନକୁ କାବୁ କରି ଗଡ଼ିଶା ଗଦା ଥାନାରେ ଜିମା ଦେଇଛନ୍ତି। ଅଭିଯୁକ୍ତ ତପନକୁ ଅଟକ ରଖି ପଚରା ଉଚରା କରାଯାଉଛି।
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂପର୍କ ତିକ୍ତ ହେବାକୁ ଲାଗିଥିବା ବେଳେ ସୀମାରେ ଉତ୍ତେଜନା ଭୟଙ୍କର ଆକାର ଧାରଣ କରିଛି। କାର୍ଯ୍ୟାନୁଷ୍ଠାନ ପାଇଁ ତିନି ସେନାକୁ ପ୍ରଧାନମନ୍ତ୍ରୀ ସବୁଜ ସଙ୍କେତ ଦେଇସାରିଥିବାରୁ ଯେକୌଣସି ମୁହୂର୍ତ୍ତରେ ପାକିସ୍ତାନ ଉପରେ ଆକ୍ରମଣ ହୋଇପାରେ। ଆକ୍ରମଣରୁ ବର୍ତ୍ତିବା ଲାଗି ପାକିସ୍ତାନ ଏହାର ସୀମାକୁ ଖାଲି କରିବା ସହିତ ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ବିମାନ ସେବାକୁ ବାତିଲ କରିଦେଇଛି।
ପହଲଗାମ ଆକ୍ରମଣ ପରେ ଆନ୍ତର୍ଜାତିକ ସୀମା ଏବଂ ପ୍ରକୃତ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପଟୁ କିଛି ଦିନ ଧରି ବିନା କାରଣରେ ଗୁଳିମାଡ଼ କରାଯାଉଛି। ଏହାକୁ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିବା ସହିତ ଏଥିରୁ ବିରତ ରହିବା ଲାଗି ପାକିସ୍ତାନକୁ ଚେତାବନୀ ଦେଇଛି। ଦୁଇ ଦେଶର ମିଲିଟାରି ଅପରେସନର ଡିଜି ହଟ୍‌ଲାଇନ୍‌ରେ ଏସଂପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ଭାରତ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ବିନା କାରଣରେ ପାକିସ୍ତାନ ପଟୁ ଚାଲିଥିବା ଗୁଳିମାଡ଼ ବନ୍ଦ ନହେେଲ ପରିଣତି ଭୟଙ୍କର ହେବ। ଆତଙ୍କବାଦୀ ଓ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତିନି ସେନା ବାହିନୀକୁ ପୂର୍ଣ୍ଣ ସ୍ବାଧୀନତା ଦେବାପରେ ଭାରତ ପକ୍ଷରୁ ପାକିସ୍ତାନକୁ ଏହି ଚେତାବନୀ ଦିଆଯାଇଛି।
ଗତ ୬ ଦିନ ହେଲା ଆନ୍ତର୍ଜାତିକ ସୀମା ଏବଂ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ଅଞ୍ଚଳ ଉପରକୁ ଗୁଳିମାଡ଼ ଜାରି ରଖିଛି। ବିଶେଷ କରି ନିୟନ୍ତ୍ରଣ ରେଖାର ବାରମୂଳା ଓ କୁପୱାରା ଜିଲ୍ଲା ଏବଂ ଆନତର୍ଜାତିକ ସୀମାର ପାଗୱାଲ ସେକଟରରେ ପାକ୍ ସେନା ଗୁଳି ଚଳାଇଛନ୍ତି। ଭାରତୀୟ ସେନା ମଧ୍ୟ ଏହାର ମୁହଁତୋଡ଼ ଜବାବ
ଦେଉଛନ୍ତି। ନିୟନ୍ତ୍ରଣ ରେଖାରେ ଅନେକ ସମୟରେ ଗୁଳିମାଡ଼ ହୋଇଥାଏ, କିନ୍ତୁ ଆନ୍ତର୍ଜାତିକ ସୀମାରେ ଗୁଳିମାଡ଼ କ୍ବଚିତ ଦେଖିବାକୁ ମିଳେ। ତେବେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସୀମାରେ ବିନା କାରଣରେ ଗୁଳିମାଡ଼ କରି ଉତ୍ତେଜନା ବଢ଼ାଇବାରେ ଲାଗିଛି। ପାକିସ୍ତାନ ଉପରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିବା ପରେ ପାକିସ୍ତାନୀ ସେନା ଆତଙ୍କିତ ହୋଇପଡ଼ି ଏଭଳି ଗୁଳିମାଡ଼ରେ ଲାଗିଛନ୍ତି ବୋଲି କୁହାଯାଉଛି।
ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଦୃଷ୍ଟାନ୍ତମୂଳକ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ମୋଦୀ ସରକାର ଉପରେ ଚାପ ବଢ଼ିବାକୁ ଲାଗି ଥିବା ବେଳେ ଗତ ଦୁଇ ଦିନ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଘନ ଘନ ଉଚ୍ଚସ୍ତରୀୟ ବୈଠକ ଚାଲିଛି। ଗତକାଲି ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ତିନି ସେନାକୁ ସ୍ବାଧୀନତା ଦେଇଥିବା ବେଳେ ଆଜି ପୁଣି ସୁପର କ୍ୟାବିନେଟ ବୈଠକ ବସିଛି। ଆଜି ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକ ସହିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି, ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କୃାବିନେଟ କମିଟି ଏବଂ କ୍ୟାବିନେଟ୍‌ ବୈଠକ ହୋଇଥିଲା। ଏହିସବୁ ସୁପର କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଅର୍ଥ ମନ୍ତ୍ରୀ ସୀତାରମଣ ଓ ଅନ୍ୟ ବିଭାଗୀୟ ମନ୍ତ୍ରୀ ଉପସ୍ଥିତ ଥିଲେ। ସୁରକ୍ଷା ବୈଠକରେ ଜମ୍ମୁ-କଶ୍ମୀର ପରିସ୍ଥିତିର ସମୀକ୍ଷା କରାଯିବା ସହିତ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ‌ଗତ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଏହା ଥିଲା ଦ୍ବିତୀୟ ବୈଠକ। ଗତକାଲି ପ୍ରଧାନମନ୍ତ୍ରୀ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସଙ୍କ ସମେତ ତିନି ସେନାର ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ। ଆତଙ୍କବାଦୀ ଓ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସେ ସେନାକୁ ପୂର୍ଣ୍ଣ କ୍ଷମତା ଦେଇଥିଲେ। ଆକ୍ରମଣର ତରିକା, ସମୟ ଓ ଟାର୍ଗେଟ୍ ସେନା ନିର୍ଦ୍ଧାଣ କରିବ ବୋଲି କହିଥିଲେ।
ଏହି ନିଷ୍ପତ୍ତି ପରେ ପାକିସ୍ତାନ ଆତଙ୍କିତ ହୋଇପଡ଼ିଛି। ପାକିସ୍ତାନର ସୂଚନା ମନ୍ତ୍ରୀ ଗତକାଲି ରାତି ଦୁଇଟା ବେଳେ ସାମ୍ବାଦିକ ସମ୍ମିଳନୀ ଡାକି କହିଥିଲେ ଯେ ୩୬ ଘଣ୍ଟା ମଧ୍ୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ଗୁଇନ୍ଦା ରିପୋର୍ଟ ଅନୁସାରେ ଭାରତୀୟ ସେନା ପାଇଁ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଛି। ପାକିସ୍ତାନ ମଧ୍ୟ ଏହାର ଜବାବ ଦେବ ବୋଲି ସେ କହିଥିଲେ। ଇତିମଧ୍ୟରେ ଆକ୍ରମଣ ଭୟରେ ପାକିସ୍ତାନ ଅଧିକୃତ କଶ୍ମୀରରେ ପାକିସ୍ତାନ ଏହାର ସମସ୍ତ ବିମାନ ସେବାକୁ ବାତିଲ କରିଦେଇଛି। ତେବେ ପାକିସ୍ତାନ ବିରୋଧରେ ଯୁଦ୍ଧ ଧମକ ଦେଇଥିବା ପାକିସ୍ତାନୀ ସେନା ଅଧ୍ୟକ୍ଷ ଏବେ କେଉଁଠି ଅଛନ୍ତି, ତାହା ଜଣାପଡ଼ିନାହିଁ। ସେବଙ୍କରରେ ଆଶ୍ରୟ ନେଇଥିବା କୁହାଯାଉଛି। ଏହାକୁ ନେଇ ପାକିସ୍ତାନର ସାମାଜିକ ଗଣମାଧ୍ୟମରେ ଟ୍ରୋଲ କରାଯାଉଛି।
ଇତିମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଲାଗି ଆମେରିକା ମୁଣ୍ଡ ପୂରାଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଆଜି ରାତିରେ ଆଲୋଚନା କରିବେ। ଏହି ସୂଚନା ଦେଇଛନ୍ତି ବିଭାଗୀୟ ମୁଖପାତ୍ର ଟାମି ବ୍ରୁସ୍ । ସେ କହିଛନ୍ତି ଯେ ଇସଲାମାବାଦରେ ଆମେରିକାର କୂଟନୀତିଜ୍ଞ ନାଟାେଲ ବେକର ଆଜି ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଦାରଙ୍କୁ ଭେଟି ଆଲୋଚନା କରିଛନ୍ତିି। ଉତ୍ତେଜନା ନବଢ଼ାଇବା ଲାଗି ସେ ତାଙ୍କୁ ପରାମର୍ଶ ଦେଇଚନ୍ତି। ବ୍ରୁସ୍ କହିଛନ୍ତି ଯେ ବିଶ୍ବର ବୃହତ୍ତ ସ୍ବାର୍ଥ ଦୃଷ୍ଟିରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରାଯିବାର ଆବଶ୍ୟକତା ରହିଛି ଏବଂ ଆମେରିକା ଏଦିଗରେ କାମ କରୁଛି।
ଘରେ ପଶି ମହିଳା ସମିତି ସଭ୍ୟାଙ୍କୁ ଆକ୍ରମଣ, ପୋଲିସର ତଦନ୍ତ ଜାରି
ମାହାଙ୍ଗା: ଘରେ ପଶି ମହିଳା ସମିତି ସଭ୍ୟାଙ୍କୁ ଆକ୍ରମଣ । କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପୋଡ଼ାମରାଇ ପଞ୍ଚାୟତ ଅଲିଅରା ଗ୍ରାମର ମହିଳା ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ରାଉତଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ସମିତି ସଭ୍ୟାଙ୍କ ମୋବାଇଲ ଭାଙ୍ଗିବା ସହିତ ଘରେ ପଶି ମାଡ଼ ମାରିଛନ୍ତି ୪ ଜଣ ବ୍ୟକ୍ତି। ଆକ୍ରମଣରେ ସମିତିସଭ୍ୟା ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମିତିସଭ୍ୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।
କଲେଜ ଭିତରେ ନିଜ ସହପାଠୀକୁ ମାରଣାସ୍ତ୍ରରେ ଆକ୍ରମଣ, ଜଣେ ଛାତ୍ର ଗୁରୁତର
ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଘଟିଛି  ଅଘଟଣ । ନିଜ ସହପାଠୀ ଛାତ୍ରକୁ ମାରଣାସ୍ତ୍ରରେ ଆକ୍ରମଣ କଲେ ଛାତ୍ର। ଆହତ ଛାତ୍ର ଜଣକ ହେଲେ ରାମଚନ୍ଦ୍ରପୁର ପଞ୍ଚାୟତ ଧର୍ମରାୟ ପୁର ଗ୍ରାମର ରାଜା ସେଠି। ଛାତ୍ରଙ୍କ ମୁଣ୍ଡ ଓ ପିଠିରେ ଆଘାତ ଲାଗିଛି। ଗୁରୁବାର +୨ କଳା ନିଜ କ୍ଲାସ ରୁମରେ ବସିଥିବା ସମୟରେଥିବା ଛାତ୍ରମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ୪ ଜଣ ଛାତ୍ର ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣିଥିବା ପଞ୍ଜା, ଖଣ୍ଡା, ଷ୍ଟିଲ ବଳାରେ ସହପାଠୀ ଛାତ୍ର ରାଜା ସେଠକୁ ଆକ୍ରମଣ କରିଥିଲେ। ଫଳରେ ଛାତ୍ରଙ୍କ ମୁଣ୍ଡ ଓ ପିଠିକୁ ଗଭୀର ଆଘାତ ଲାଗିଥିଲା। ଆହତ ଛାତ୍ରକୁ ଉଦ୍ଧାରକରାଯାଇ ପ୍ରାଥମିକ ଚିକିତ୍ସା ପାଇଁ ପାଟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଡପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରି ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଆହତ ଛାତ୍ରର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଖବରପାଇ ପାଟପୁର ଥାନା ଏସଆଇ ଶୁଭଲକ୍ଷ୍ମି କହଁର ସଦଳବଳେ ପାଟପୁର କଲେଜରେ ପହଞ୍ଚି କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ସହ ଆହତ ଛାତ୍ରଙ୍କୁ ଭେଟିଛନ୍ତି।
ଦୋଳ ମେଳଣରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ବାଳକାଟି: ଦୋଳମେଲଣରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ମାରଣାସ୍ତ୍ରରେ ହାଣି ଦେଇଥିବା ସୁଚନା । ବାଲିଅନ୍ତା ଥାନା ବାଳକାଟି ଦୋଳମେଳଣରେ ଘଟିଛି ଏଭଲି ଅଘଟଣ । ଠାକୁର୍ ପ୍ରୋସେସନକୁ ନେଇ ଝଗଡ଼ା ଆରମ୍ଭ ହୋଇଥିବା ବେଳେ ବାଳକାଟି ବେହେରାସାହିର କେତେକ ଯୁବକ ଚାରମାଣିଆ ସାହିର ରାଜା ନାମକ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ପକାଇଥିଲେ । ଗୁରୁତର ଅବସ୍ଥାରେ ରାଜାକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି ।
ରାଜଧାନୀରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ବର: ରାଜଧାନୀରେ ଦିନ ଦ୍ବିପ୍ରହରେେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ ଛକରେ ୪ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି। ଉକ୍ତ ଯୁବକଙ୍କୁ ଖଣ୍ଡା ଓ କଟୁରିରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଦୁର୍ବୃତ୍ତ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଯୁବକଙ୍କ ନାଁ ମନୋଜ ଗୌଡ଼ ହୋଇଥିବା ବେଳେ ତାଙ୍କ ଘର ଭଞ୍ଜନଗର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ କମିଶନରେଟ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।
ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ, ୨ କୋଠା କ୍ଷତିଗ୍ରସ୍ତ
ମସ୍କୋ: ଥମିବାର ନାଁ ଧରୁନାହିଁ ଋଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ପୁଣି ଥରେ ମସ୍କୋ ଉପରେ ଡ୍ରୋନ୍ ହମଲା କରିଛି ୟୁକ୍ରେନ। ବିଳମ୍ବିତ ରାତିରେ ବଡ଼ ଧରଣର ଆକ୍ରମଣ କରିଛି କୀଭ୍ । ଏଥିରେ ଦୁଇଟି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି।
ଡ୍ରୋନ୍ ଆକ୍ରମଣ ପରେ ମସ୍କୋ ଭାନୁକୋଭା ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଛି। ରୁଷ୍ ସେନା ୟୁକ୍ରେନର ତିନିଟି ଡ୍ରୋନକୁ ନଷ୍ଟ କରିଦେଇଥିବା ଦାବି କରିଛି। ୟୁକ୍ରେନ୍ ସୀମାରୁ ପାଖାପାଖି ୫୦୦ କିଲୋମିଟର ଦୂରରେ ଥିବା ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ରୁଷ୍ ସହ ସଂଘର୍ଷ ବେଳେ ଏହି ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା ।
ମସ୍କୋର ମେୟର ସର୍ଗେଇ ସୋଭୟାନିନ୍ କହିଛନ୍ତି ବିଳମ୍ବିତ ରାତିରେ ଏହି ଆକ୍ରମଣ କରାଯାଇଛି, ଯେଉଁଥିରେ ଦୁଇଟି ବିଲ୍ଡିଂ ନଷ୍ଟ ହୋଇଛି । ହେଲେ କୌଣସି ମୃତହାତ ହୋଇନାହାନ୍ତି ।