Benefits - The Sakala
କରୋନା ଆସିବାରୁ ଅନଲାଇନ୍ ପାଠପଢ଼ାର ଗୁରୁତ୍ବ ବଢ଼ିଲା। ଏବେ ପ୍ରାୟ ସମସ୍ତେ ପାଠପଢ଼ାର ଏହି ନୂଆଶୈଳୀକୁ ପସନ୍ଦ କରୁଛନ୍ତି। ଅବଶ୍ୟ ଏହି ପଢ଼ାର ଅନେକ ଭଲ ଦିଗ ବି ଅଛି।
-ଅନଲାଇନ୍ ପଢ଼ାରେ ପିଲା କେଉଁଠୁ ବି ବସି ପାଠ ପଢ଼ିପାରିବେ। ଏହା ଦ୍ବାରା ସମୟ ଓ ଖର୍ଚ୍ଚ ସଞ୍ଚୟ ହୁଏ।
-ସେହିପରି ଅନଲାଇନ୍ କ୍ଲାସ୍‌ ରେକର୍ଡେଡ୍ ହୋଇଥାଏ। ପିଲା ଅଡିଓ ଭିଜୁଆଲ ମାଧ୍ୟମରେ କଠିନ ବିଷୟକୁ ମଧ୍ୟ ସହଜରେ ବୁଝିଥାନ୍ତି।
-ଅନଲାଇନ୍‌ରେ ଅନେକ ଫ୍ରି କୋର୍ସ ଏବଂ ଷ୍ଟଡି ମ୍ୟାଟେରିଆଲ ଉପଲବ୍ଧ ଥାଏ।
-ଏଥିରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଦାୟିତ୍ବବୋଧ ଆସେ।
-ଭିଡିଓ କନଫରେନ୍ସ ମାଧ୍ୟମରେ ପାଠ ପଢ଼ିବା ଦ୍ବାରା ପିଲାଙ୍କଠାରେ  ଆତ୍ମବିଶ୍ବାସ ବୃଦ୍ଧିପାଏ।
-ଅନ୍‌ଲାଇନ୍‌  ପଢ଼ାରେ ପିଲା ଟେକ୍ନୋଲୋଜିର ଉପଯୋଗ ଭଲ ଭାବେ ଶିଖନ୍ତି। ଆପ୍‌, ସର୍ଚ୍ଚ ଟୁଲ ଏବଂ ଡିଜିଟାଲ ଫ୍ଲାଟଫର୍ମ ବିଷୟରେ ଜାଣନ୍ତି।
-ଅନଲାଇନ୍ ପଢ଼ାରେ କେବଳ ଇଣ୍ଟରନେଟ୍‌ ଏବଂ ଡିଭାଇସ୍ ଦରକାର ହୁଏ। ତେଣୁ କମ୍ ସଂସାଧନରେ ପାଠପଢ଼ା ସମ୍ଭବପର।
ଗୁଡ଼ୁଚିକୁ ଦେଶୀୟ ଭାଷାରେ ଗୁଳୁଚି ଲଟା କୁହାଯାଏ। ଏହାର ପତ୍ର ହୃଦୟାକାର। ଏହା ଗୁରୁ, ସ୍ନିଗ୍ଧଗୁଣ, ତିକ୍ତ ଓ କଷାୟ ରସଯୁକ୍ତ, ବିପାକରେ ମଧୁର ଓ ବୀର୍ଯ୍ୟରେ ଉଷ୍ମ ହୋଇଥାଏ। ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଜ୍ୱର, ଆମଦୋଷ, କଣ୍ଡୁ, ଅର୍ଶ, ମଧୁମେହ, ବ୍ରଣ, କାଶ, ଶ୍ୱାସ, କାମଳ, ହୃଦ୍‌ରୋଗ, ଶୂଳ, ବାତ, ରକ୍ତ ବିକାର ଆଦି ଉପଚାର ପାଇଁ ଗୁଡୁଚିର କାଣ୍ଡ, ପତ୍ରକୁ କ୍ୱାଥ ବା ଚୂର୍ଣ୍ଣ କରି ବ୍ୟବହାର କରାଯାଇଥାଏ।
-ଗୁଡ଼ୁଚି ପତ୍ରରସକୁ ବାତରୋଗ, ପିତ୍ତରୋଗରେ ଶର୍କରା, କଫ ଆଦି ପାଇଁ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ବ୍ୟବହାର କରାଯାଏ। ଗୁଡ଼ୁଚି ପତ୍ର ଓ ନିମ୍ବ ପତ୍ରର ସମପରିମାଣ କ୍ୱାଥକୁ ବାତରକ୍ତ, ଆମବାତ, ଚର୍ମରୋଗ ପାଇଁ ପ୍ରୟୋଗ କରିବା ଦ୍ୱାରା ଉପଶମ ହୋଇଥାଏ।
-ମଧୁମେହ, ଜୀର୍ଣ୍ଣଜ୍ୱର, ଡେଙ୍ଗୁ, ଦୁର୍ବଳତା ଆଦିରେ ଗୁଡ଼ୁଚି କ୍ୱାଥ୍‌ ସେବନ କଲେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ମଧୁମେହ ରୋଗୀଙ୍କ ରକ୍ତଶର୍କରା ସ୍ତର କମ୍‌ ମଧ୍ୟ ହୋଇଥାଏ।
ଗୁଡ଼ୁଚି କ୍ୱାଥ ସହ ମହୁ  ଓ ମିଶ୍ରି ଆବଶ୍ୟକତା ଅନୁଯାୟୀ ମିଶାଇ ସେବନ କଲେ ଜୀର୍ଣ୍ଣକାଶ ଶାନ୍ତ ହୋଇଥାଏ। ପାଚନକ୍ରିୟା ସୁସ୍ଥ ରୁହେ।
-କୃମି, ମସ୍ତିଷ୍କ ଜ୍ୱର, ପେଟଗତ ଯନ୍ତ୍ରଣା କମ୍ କରିବାକୁ ଗୁଡୁଡ଼ି ରସରେ ସମପରିମାଣ କଞ୍ଚା ହଳଦୀରସ ୨ରୁ ୪ଭାଗ ୧ ବିଡ଼ଙ୍ଗ ଚୂର୍ଣ୍ଣ ମିଶାଇ ସେବନ କରିବା  ହିତକର। ପୋଟଳ ପତ୍ର, ଗୁଳୁଚି ପତ୍ର, ଶୁଣ୍ଠି, ଧନିଆର ଶୀତକଷାୟ କରି ୫୦ ମିଲି ମାତ୍ରା ସେବନ କଲେ ପୁରାତନ ଅମ୍ଳପିତ୍ତ ରୋଗ ଶାନ୍ତ ହୋଇଥାଏ। ବର୍ଷାଦିନେ ଥଣ୍ଡା ଜନିତ ସମସ୍ୟାରୁ ମଧ୍ୟ ଉପଶମ ମିଳିଥାଏ…
ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ ମକା ସିଲ୍‌କ ଚା’
ମକା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। କିନ୍ତୁ ମକାରେ ଥିବା ପତ୍ର ଓ ସିଲ୍‌କ ସୂତା ଭଳି ଥିବା ଅଂଶକୁ ସମସ୍ତେ ଫୋପାଡ଼ି ଦେଇଥାନ୍ତି। କିନ୍ତୁ ମକାରେ ଥିବା ସିଲ୍‌କ ସୂତା ଭଳି ଅଂଶ ସ୍ବାସ୍ଥ୍ୟକର ହୋଇଥାଏ। ୫୦୦୦ ବର୍ଷ ପୂର୍ବରୁ ମଧ୍ୟ ଏହି ଅଂଶର ବ୍ୟବହାର କରି ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର କରାଯାଉଥିଲା।
ନ୍ୟାଚୁରୋପାଥି ବିଶେଷଜ୍ଞମାନେ କହିଛନ୍ତି ଯେ, ମକାରେ ଥିବା ଏହି ସିଲ୍‌କ ସୂତାଭଳି ଅଂଶରେ ପୋଟାସିୟମ୍‌, କ୍ୟାଲ୍‌ସିୟମ୍‌, ଭିଟାମିନ୍ ବି୨ ଓ ଭିଟାମିନ୍‌ ସି ଓ ଭିଟାମିନ୍‌ କେ ଭଳି ପୋଷକତତ୍ତ୍ବ ଭରପୂର ମାତ୍ରାରେ ରହିଛି। ତେବେ ଏଥିରୁ ପ୍ରସ୍ତୁତ ଚା’ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଜଣେ ଅଭିଜ୍ଞ ଖାଦ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ପରେ ହିଁ ଏହି ଅଂଶକୁ ପାଣିରେ ଫୁଟାଇ, ଉକ୍ତ ପାଣିକୁ ଚା’ ଭଳି ପିଇବା ଉଚିତ। ଏହାଦ୍ବାରା କିଡ୍‌ନୀରେ ଥିବା ବିଷାକ୍ତ ତତ୍ତ୍ବ ଏବଂ ନାଇଟ୍ରେଟ୍‌ ବାହାରି ଯାଇଥାଏ ଏବଂ କିଡ୍‌ନୀ ସୁସ୍ଥ ରହେ। ପଥୁରୀ ରୋଗ ଦୂର ହୁଏ।
-ମକା ସିଲ୍‌କରୁ ପ୍ରସ୍ତୁତ ଚା’ ଦ୍ବାରା ପରିସ୍ରା ଦ୍ବାର ଜ୍ବଳନ, ଲାଲ୍‌ ରଙ୍ଗର ପରିସ୍ରା ସମସ୍ୟା ଏବଂ ପରିସ୍ରା ଦ୍ବାର ସଂକ୍ରମଣ ମଧ୍ୟ ଦୂର ହୋଇପାରିବ।
-ମକା ସିଲ୍‌କରେ ଥିବା ଅନେକ ପ୍ରକାର ଭିଟାମିନ୍‌ ଓ ମିନେରାଲ୍ସ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖିଥାଏ, ଯାହାଦ୍ବାରା ମଧୁମେହ ହେବାର ଆଶଙ୍କା ନଥାଏ।
-ମକା ସିଲ୍‌କର ଚା’ ପିଇଲେ ହଜମ ଶକ୍ତି ବୃଦ୍ଧି ହେବା ସହ ମେଦବହୁଳତା ହ୍ରାସ ପାଇଥାଏ।