Reels - The Sakala

ରିଲ୍ସ ନିଶା ହେଲା କାଳ, ବ୍ରିଜ୍ରରୁ ସାଳନ୍ଦୀ ନଦୀକୁ ଡେଇଁ ଯୁବକ ନିଖୋଜ
ଭଦ୍ରକ: ରିଲ୍ସ କରିବା ପଡ଼ିଅଁଳା ମହଙ୍ଗା । ବ୍ରିଜ୍ରରୁ ସାଳନ୍ଦୀ ନଦୀକୁ ଡେଇଁ ରିଲ୍ସ କରୁଥିବାବେଳେ ଭାସିଗଲେ ଦୁଇ ଯୁବକ । ଜଣେ ଯୁବକ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣେ ଯୁବକ ଏବେ ବି ନିଖୋଜ ଅଛି । ଭଦ୍ରକ ପୁରୁଣା ବଜାର ଥାନା ନିକଟ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରେ ଅଘଟଣ । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ ।

ଲୋକସେବା ଭବନରେ ରିଲ୍ସର କୌଣସି ଅବକାଶ ନାହିଁ, ଗାଇଡ୍‌ଲାଇନ ଆଣିବ ଗୃହ ବିଭାଗ: ଆଇନ ମନ୍ତ୍ରୀ
ଭୁବନେଶ୍ୱର: ଲୋକସେବା ଭବନରେ ମାଳ ମାଳ ରିଲ୍ସ ନେଇ ଆଇନ୍ ମନ୍ତ୍ରୀଙ୍କ ଉଦବେଗ । ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ ହୁଅନ୍ତୁ,  ସେଠାରେ ରିଲ୍ସର କୌଣସି ଅବକାଶ ନାହିଁ। ଲୋକସେବା ଭବନରେ ରିଲ୍ସ କରିବା ଉପରେ ଗାଇଡ୍‌ଲାଇନ୍ ଆଣିବ ଗୃହ ବିଭାଗ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଆଇନ ମନ୍ତ୍ରୀ କହିଛନ୍ତି ଯେ, ଲୋକସେବା ଭବନରେ ରିଲ୍ସର କୌଣସି ଆବଶ୍ୟକତା ନାହିଁ। ଆଗକୁ ଗୃହ ବିଭାଗ ଲୋକସେବା ଭବନ ସୁରକ୍ଷାକର୍ମୀଙ୍କୁ ତାଗିଦ୍ କରିବ। ଯଦି ରିଲ୍ସ ହେଉଛି ଲୋକସେବା ଭବନ ସୁରକ୍ଷାକର୍ମୀ ଓ ପୋଲିସ ବିଭାଗ ପଦକ୍ଷେପ ନେବେ। ଗୃହ ବିଭାଗ ଗାଇଡ୍ ଲାଇନ୍ ଆଣିବା ନେଇ ବିଚାର କରିବ। ଲୋକସେବା ଭବନରେ ରିଲ୍ସ ହେବା ମୋ ନଜରକୁ ଆସିନାହିଁ କିନ୍ତୁ ଆଶା କରିବି ଆଗକୁ ଏଭଳି ନହେଉ, ଏଥିପାଇଁ  ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ମହଙ୍ଗା ପଡ଼ିଲା ଶୁଆର ଜୀବନ ନେଇ ରିଲ୍ସ କରିବା, ୩ ଅଟକ
ରେଢାଖୋଲ: ଶୁଆର ଜୀବନ ନେଇ ରିଲ୍ସ କରିବା ମହଙ୍ଗା ପଡିଲା । ଏହା ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି। ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ଜାମୁଝୁରୀ ଗାଁର ୩ ଜଣ ଯୁବକ ଏକ ଶୁଆର ଜୀବନ ନେଇ ରିଲ୍ସ କରିଥିଲେ  ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆଠମଲ୍ଲିକ ଡିଏଫଓ ।

ଖବର ଅନୁଯାୟୀ, ଗତ ୨୧ ତାରିଖରେ ରିଲ୍ସ କରି ଇନଷ୍ଟାଗ୍ରାମରେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ରେଢାଖୋଲ ବନ ବିଭାଗ ଓ ଆଠମଲ୍ଲିକ ବନ ବିଭାଗର ମିଳିତ ସହଯୋଗରେ ୩ ଜଣଙ୍କୁ ଅଟକ ରଖାଯାଇଛି। ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଏକ ପୋଖରୀ ନିକଟରେ ମୁଗ ଚାଷ କରିଥିଲେ ଚାଷୀ । ଶୁଆ ମାନେ ମୁଗ ଖାଉଥିବା ନେଇ ଚାଷୀ ଶୁଆ ମାନଙ୍କୁ ଭୟଭୀତ କରିବାକୁ ବାଟୁଳିରେ କିଛି ଶୁଆଙ୍କୁ ମାରିଥିବା ଜଣାପଡିଛି । ଚାଷ ଜମିକୁ ଯାଇ ୩ ଅଟକ ଯୁବକ ଶୁଆକୁ ମାରି ଖୁଣ୍ଟରେ ଝୁଲେଇ ରିଲ୍ସ କରିଥିଲେ । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ୱାଲ୍ଡଲାଇଫ ଆକ୍ଟ ର ଧାରା -୯ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରିଲ୍ସ କରିବା ନିଶାରେ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ
ବାଲେଶ୍ବର: ରିଲ୍ସ କରିବା ନିଶାରେ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ। ସବିରା ଷ୍ଟେସନରେ ଜଣେ ଯୁବକଙ୍କୁ ପଛପଟୁ ଧକ୍କା ଦେଇଥିଲା ଟ୍ରେନ୍। ଘଟଣସ୍ଥଳରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମୃତ ଯୁବକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଳା ଚରମ୍ପା ବାଣିତିଆ ଗ୍ରାମର ପୁନିଆ ପାତ୍ରଙ୍କ ପୁଅ ଅକ୍ଷୟ ପାତ୍ର। ଅକ୍ଷୟ କିଛି ଦିନ ହେବ (ସବିରା) ରହଣିଆ ଗ୍ରାମର ଯାତ୍ରା ପାର୍ଟି ପାଇଁ ନାଚିବା ପାଇଁ ଆସିଥିଲେ। ଆଜି ୪ଟା ସମୟରେ ରିଲ୍ସ କରୁଥିବା ସମୟରେ ଧକ୍କା ଦେଇଥିଲା ଟ୍ରେନ୍।

ରିଲ୍ସ କରୁ କରୁ ପାଣି ଭିତରକୁ ଖସି ପଡ଼ିଲେ ଦୁଇ ଯୁବତୀ, ଅଳ୍ପକେ ବର୍ତ୍ତିଲା ଜୀବନ
ମାଲକାନଗିରି: ରିଲ୍ସ ନିଶା ଡାକିଆଣିଲା ବିପଦ । ମୃତ୍ୟୁ ମୁଖରୁ ବଞ୍ଚିଲେ ଦୁଇ ଯୁବତୀ । ରିଲ୍ସ କରୁ କରୁ ଅସାବଧାନତା ଯୋଗୁଁ ପାଣି ଭିତରେ ଖସି ପଡ଼ିଲେ ଦୁଇ ଯୁବତୀ। ପାଣିର ପ୍ରଖର ସୁଅରେ ଭାସି ଯାଇଥିଲେ ଦୁଇ ଜଣ। ବଂଚିବା ପାଇଁ ଚିତ୍କାର କରୁଥିଲେ। ପାଖରେ ପରିବାର ଲୋକ ଥିଲେ ବି କେହି କିଛି କରି ପାରୁନଥିଲେ । ତେବେ ଚିତ୍କାର ଶୁଣି ଏମାନଙ୍କ ସହ ଯାଇଥିବା ଦୁଇଜଣ ଡ୍ରାଇଭର ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରକୁ ଡେଇଁ ପଡିଥିଲେ। ଆଉ ମରଣ ମୁହଁରୁ ଏମାନଙ୍କୁ ଟାଣି ଆଣିଥିଲେ। ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲି ନିଟକ ଗୁମ୍ମାଝରଣ ଜଳପ୍ରପାତର ।

ଗତକାଲି କୁଡୁମୁଲୁଗୁମ୍ମାର ଏହି ଦୁଇ ଯୁବତୀ ପରିବାର ସହ ପିକନିକ ପାଇଁ ଏଠାକୁ ଆସିଥିଲେ। ତେବେ ସେଠାରେ ବୁଲାବୁଲି କରିବା ବେଳେ ରିଲ୍ସ କରୁଥିଲେ। ସେହି ସମୟରେ ଗୋଡ ଖସି ଯିବାରୁ ପାଣିରେ ପଡ଼ି ଯାଇଥିଲେ । ତେବେ ଗୋବିନ୍ଦପାଲ୍ଲିର ଦୁଇ ଜଣ ଡ୍ରାଇଭର ଜିତୁ ଗୌଡ ଓ ଦୀପକ ଗୌଡ ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରକୁ ଡେଇଁ ଯୁବତୀ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ଗୁମ୍ମାଝରଣ ଜଳପ୍ରପାତ ବୁଲିବାକୁ ପ୍ରତିଦିନ ଅନେକ ପର୍ଯ୍ୟଟକ ଆସୁଛନ୍ତି । ହେଲେ ଏଠାରେ ସୁରକ୍ଷା ବାଡ ନଥିବାରୁ ଏମିତି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଘାରିଥିଲା ରିଲ୍ସ ନିଶା, ବିପଦପୂର୍ଣ୍ଣ ଷ୍ଟଣ୍ଟକରି ୩୫୦୦ ଟଙ୍କା ଫାଇନ୍‌ ଗଣିଲେ ଯୁବକ
ବାଲେଶ୍ବର: ଯୁବକଙ୍କୁ ମହଙ୍ଗା ପଡିଲା ରିଲ୍ସ ପାଇଁ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବା । ରାସ୍ତା ଉପରେ ରିଲ୍ସ ପାଇଁ ବେପରୁଆ ଗାଡି ଚଳାଇ ୩୫୦୦ ଟଙ୍କା ତଣ୍ଡ ଗଣିଛନ୍ତି ଯୁବକ । ବାଲେଶ୍ୱର ସହଦେବଖୁଂଟା ରାସ୍ତାରେ ହୋଇଥିବା ବିପଦପୂର୍ଣ୍ଣ ରିଲ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଟ୍ରାଫିକ୍ ଥାନା ପୁଲିସ ।

ଷ୍ଟଣ୍ଟ ଦେଖାଇବାର ନିଶା ଘାରିଛି ଯୁବକଙ୍କୁ । କିଏ ରିଲ୍ସରେ ଷ୍ଟଣ୍ଟ ଦେଖାଉଛି, ତ’ପୁଣି କିଏ ୟୁଟୁବ୍‌ ପାଇଁ ରେକର୍ଡ଼ କରୁଛି ଭିଡ଼ିଓ । ଏମିତି ଏକ ଘଟଣା ନଜରକୁ ଆସିଥିଲା ବାଲେଶ୍ବରରୁ । ବାଲେଶ୍ବର ସହରରୁ ରେମୁଣା ଗୋଲାଇ ରାସ୍ତାରେ ଜଣେ ଯୁବକ ସ୍କେଟିଂ-ସୁ ପିନ୍ଧି ଷ୍ଟଣ୍ଟ ଦେଖାଉଥିଲେ । ତାଙ୍କୁ ସହଯୋଗ କରୁଥିଲେ ମୋଟରସାଇକେଲ ଚଳାଉଥିବା ଦୁଇଜଣ ଯୁବକ । ଷ୍ଟଣ୍ଟ ଦେଖାଉଥିବା ଯୁବକ କେତେବେଳେ ମୋଟରସାଇକେଲ ପଛକୁ ଧରି ସ୍କେଟିଂ କରୁଥିଲେ, ତ’ପୁଣି କେତେବେଳେ ସ୍କେଟିଂରେ ରାସ୍ତା ଉପରେ ରନ୍‌ କରୁଥିଲେ । ମୋଟରସାଇକେଲରେ ସହଯୋଗ କରୁଥିବା ଯୁବକ ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିଲେ । ବିନା ଅନୁମତିରେ ରାସ୍ତାରେ ଷ୍ଟଣ୍ଟ କରିବା, ହେଲମେଟ୍‌ ନ ପିନ୍ଧିବା ଓ ସାଧାରଣ ଅପରାଧ କରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ଗତକାଲି ମୋଟରସାଇକେଲ ମାଲିକଙ୍କ ଉପରେ ୩୫୦୦ ଟଙ୍କାର ଜରିମାନା କରିଛନ୍ତି । ଏହି ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ମହଙ୍ଗା ପଡିଲା ବନ୍ଧୁକ ଧରି ରିଲ୍ସ କରିବା, ୭ ଜଣଙ୍କୁ ଅଟକ ରଖିଲା ପୋଲିସ
ବାଙ୍କୀ: ବନ୍ଧୁକ ଧରି ରିଲ୍ସ କରିବା ପଡିଲା ମହଙ୍ଗା । ୭ ଜଣଙ୍କୁ ଅଟକ ରଖିଲା ପୋଲିସ । ଇଂଷ୍ଟାଗ୍ରାମରେ ରିଲ୍ସ ଷ୍ଟୋରି କରିବା ନିଶା ଆଜିର ଯୁବପିଢିମାନଙ୍କୁ ଘାରିଛି। ନୂଆନୂଆ ଷ୍ଟାଇଲରେ ଏହାକୁ କରିବାପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଯାହାର ଜ୍ୱଳନ୍ତ ଉଦାହରଣ ଆଜି ବାରଙ୍ଗ ଥାନା ଅଧିନସ୍ତ ବିଦ୍ୟାଧରପୁର ପାହାଡ଼ରେ ଦେଖିବାକୁ ମିଳିଛି। ହାତରେ ବନ୍ଧୁକ ଧରି ରିଲ୍ସ ପାଇଁ ସୁଟିଂ କରିବା ଯୁବକମାନଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ବନ୍ଧୁକ ଜବତ କରି ୭ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଅରିଲୋ ବିଦ୍ୟାଧରପୁର ପାହାଡ ଉପରେ କଟକ ବଙ୍ଗାଳିସାହି ଅଂଚଳର ୭ଜଣ ଯୁବକ ଆସି ରିଲ୍ସ ଷ୍ଟୋରି ନିମନ୍ତେ ମୋବାଇଲରେ ସୁଟି କରିଥିଲେ। ଯୁବକମାନେ ହାତରେ ବନ୍ଧୁକ ଧରିଥିବାରୁ ସେହିବାଟେ ଯାଉଥିବା ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଁଚି ୭ଜଣ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିଛି । ଏହା ସହ ସେମାନଙ୍କ ଠାରୁ ସୁଟିଂ ପାଇଁ ବ୍ୟବହୃତ ବନ୍ଧୁକ, ମୋବାଇଲ ଓ ନମ୍ବର ବିହୀନ ୩ଟି ବାଇକ ଜବତ କରିଛି।ତେବେ ବନ୍ଧୁକ ନକଲି ନା ଅସଲି ସେବିଷୟରେ ପୋଲିସଠାରୁ ସୂଚନା ମିଳିପାରି ନଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ବାରଙ୍ଗ ପୋଲିସ ।