Kidnap - The Sakala

ମା' କୋଳରୁ ୪ ମାସର ଶିଶୁକୁ ଅପହରଣ କରିନେଲେ ଦୁର୍ବୃତ୍ତ
ଖୋର୍ଦ୍ଧା: ମା' କୋଳରୁ ୪ ମାସର ଶିଶୁକୁ ଅପହରଣ କରିନେଲେ ଦୁର୍ବୃତ୍ତ । ଖୋର୍ଦ୍ଧାର ନିରାକାରପୁର ଷ୍ଟେସନ ୩ ନଂ ପ୍ଲାଟ୍‌ଫର୍ମରେ ଘଟିଛି ଏପରି ଅଘଟଣ । ରେଲୱେ ଷ୍ଟେସନରେ ଦମ୍ପତ୍ତି ଶୋଇଥିବାବେଳେ ମା' କୋଳରୁ ୪ ମାସର ଶିଶୁକୁ କେହି ଦୁର୍ବୃତ୍ତ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି GRP ପୋଲି ତଦନ୍ତ ଜାରି ରଖିଛି ।

ବନ୍ଧୁକ ମୁନରେ ୨ ଭାଇଙ୍କୁ ଅପହରଣ କଲେ ଦୁର୍ବୃତ୍ତ
ଗଞ୍ଜାମ: ଗଞ୍ଜାମରେ ଦୁଇ ଭାଇଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଛି। ରାତି ପ୍ରାୟ ୧୦ଟାରେ ପଞ୍ଚୁ ସାହୁ ଓ ତାଙ୍କ ଭାଇ କୃଷ୍ଣ ସାହୁ ଗଞ୍ଜାମ ଥାନାଠାରୁ ମାତ୍ର ଶହେ ମିଟର ଦୂର ପୁଇଁତଳା ଛକସ୍ଥିତ ନିଜ ଦୋକାନରେ ବସିଥିବା ସମୟରେ ଦୁଇଟି କାର୍‌‌ରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ଉଭୟଙ୍କୁ ଉଠାଇ ନେଇଛନ୍ତି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ସେଠାରେ ଚାପା ଉତ୍ତେଜନା ଦେଖାଦେବା ସହ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା l ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ତେବେ ଦୁଇଭାଇଙ୍କୁ କେଉଁ କାରଣରୁ ଅପହରଣ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।