Odisha Manument Security Issue - The Sakala

ଓଡ଼ିଶାରେ ଐତିହ୍ୟ ସୁରକ୍ଷା ନେଇ ସଂସଦରେ କେନ୍ଦ୍ରକୁ ପ୍ରଶ୍ନ କଲେ ୩ ବିଜେଡି ସାଂସଦ
ଭୁବନେଶ୍ୱର: ଓଡ଼ିଶାରେ ଐତିହ୍ୟ ସୁରକ୍ଷା ନେଇ ସଂସଦରେ ୩ ବିଜେଡି ସାଂସଦଙ୍କ ପ୍ରଶ୍ନ । କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର କେତେ ଐତିହ୍ୟ ରହିଛି ? ଏହି ଐତିହ୍ୟସ୍ଥଳରୁ ବାର୍ଷିକ କେତେ ରାଜସ୍ବ ସଂଗ୍ରହ ହେଉଛି ? ଐତିହ୍ୟ ସୁରକ୍ଷା ବାବଦରେ କେତେ ରାଜସ୍ବ ବିନିଯୋଗ ହୋଇଛି ? ଏଭଳି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ ଓ ପ୍ରଶାନ୍ତ ନନ୍ଦ ।

ଯାହାର ଉତ୍ତର ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ । କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର ୮୦ଟି ଐତିହ୍ୟସ୍ଥଳ ରହିଛି । ୨୦୨୧-୨୨ରେ ୩ କୋଟି ୩୪ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିଲା । ୨୦୨୨-୨୩ରେ ୧୧ କୋଟି ୫୬ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଛି । ସଂଗୃହୀତ ରାଜସ୍ବ କନସୋଲିଡେଟେଡ୍ ଫଣ୍ଡରେ ଜମା ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।

ସେହିପରି ଦିଲ୍ଲୀରେ କେନ୍ଦ୍ରୀୟ ମ୍ୟୁଜିକ ଲାଇବ୍ରେରୀ ଖୋଲିବା ଯୋଜନା ଅଛି କି ବୋଲି ସଂସଦରେ ପ୍ରଶ୍ନ କରିଛନ୍ତି ବିଜେଡିର ଦୁଇ ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି, ସଂଗୀତ ନାଟକ ଏକାଡେମୀ ଏକ ସ୍ବୟଂଶାସିତ ସଂସ୍ଥା । ଶାସ୍ତ୍ରୀୟ ସଂଗୀତ, କଳାର ସଂରକ୍ଷଣ ପାଇଁ ଏହା କାର୍ଯ୍ୟ କରୁଛି । ବହୁ ଲୋକ ଓ ଶାସ୍ତ୍ରୀୟ ସଂଗୀତ ସମ୍ପର୍କିତ ଲିଟରେଚର ଏକାଡେମୀରେ ସଂରକ୍ଷିତ ରହିଛି । ଏକାଡେମୀର ଅଡିଓ ଭିଜୁଆଲ ଲାଇବ୍ରେରୀରେ ବହୁ କୃତୀ ସଂରକ୍ଷିତ ରହିଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।